• ଯଥାଶୀଘ୍ର ବିଦ୍ୟୁତ୍ ଯୋଗାଣ ପାଇଁ କାର୍ଯ୍ୟ ଚାଲିଛି

    ଭୁବନେଶ୍ୱର : ‘ଫନୀ’ପରବର୍ତ୍ତୀ ସ୍ଥିତିକୁ ସ୍ୱାଭାବିକ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମ, ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ, ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରଶାସନ, ବିଭିନ୍ନ ବିଭାଗ ତଥା ସ୍ଵେଛାସେବୀମାନଙ୍କ ଅହର୍ନିଶ କାର୍ଯ୍ୟ ଅବ୍ୟାହତ ରହିଛି । ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ହେତୁ ବାତ୍ୟା ପରବର୍ତ୍ତୀ ସ୍ଥିତି ସ୍ୱାଭାବିକ ହୋଇପାରିଛି ଏବଂ ଏହା ପ୍ରମାଣିତ ହୋଇଛି ଯେ ଦୁର୍ବିପାକ ଆମର ଧନସଂପତ୍ତି ଓ ସମ୍ବଳକୁ ବିଧ୍ୱସ୍ତ କରିପାରେ,...
  • ଟେଲିଯୋଗାଯୋଗ ଓ ମୋବାଇଲ୍‌ ସେବାରେ ପ୍ରତିଦିନ ଉନ୍ନତି ଘଟୁଛି

    ଭୁବନେଶ୍ୱର :‘ଫନୀ’ ବାତ୍ୟା ପରବର୍ତ୍ତୀ ଅବସ୍ଥା ସ୍ୱାଭାବିକ ହେବାରେ ଲାଗିଛି । ଜନଜୀବନ ଯଥେଷ୍ଟ ଭାବରେ ବ୍ୟବସ୍ଥିତ ହୋଇପାରିଛି । ବାତ୍ୟା ପୂର୍ବର ପ୍ରସ୍ତୁତିମୂଳକ ପଦକ୍ଷେପ ଯୋଗୁଁ ଜୀବନହାନୀ ରୋକାଯାଇପାରିଛି । ବାତ୍ୟା ପୂର୍ବରୁ ପ୍ରାକ୍‌-ପ୍ରସ୍ତୁତି ବାତ୍ୟା ପରବର୍ତ୍ତୀ ସମୟରେ ବିଭିନ୍ନ ଆବଶ୍ୟକତାକୁ ଯୁଦ୍ଧକାଳନୀ ଭିତ୍ତିରେ ପୂରଣ କରାଯାଇପାରିଛି । ବାତ୍ୟା ପୂର୍ବରୁ ପାନୀୟଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହରାଞ୍ଚଳ ଓ ପୌରାଞ୍ଚଳର ଜଳଭଣ୍ଡାର ତଥା ପାଣିଟାଙ୍କିଗୁଡ଼ିକୁ ପୂର୍ଣ୍ଣ...
  • ଦେଲେ ୧ଲକ୍ଷ ଟଙ୍କା

    ଭୁବନେଶ୍ଵର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତି ସ୍ନେହାଙ୍ଗିନୀ ଛୁରିଆ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମନ୍ତ୍ରୀ ଶ୍ରୀମତି ଛୁରିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ସଚିବାଳୟସ୍ଥିତ ପ୍ରକୋଷ୍ଠରେ ସାକ୍ଷାତ କରି ପଂନୀ ବାତ୍ୟା ପ୍ରଭାବିତଙ୍କ ସହାୟତା ନିମନ୍ତେ ଏହି ଟଙ୍କା ଦେଇଛନ୍ତି ।...
  • Chief Minister

    16-05-2019:Chief Minister Naveen Patnaik reviewing Situation Report on Excrement Severe Cyclonic Storm  Fani at Kendrapara...
  • ପାଣି ବା ପରିବେଶ ପ୍ରଦୂଷଣ ଦ୍ୱାରା କୌଣସି ସଂକ୍ରାମକ ରୋଗ ବ୍ୟାପି ନାହିଁ

    ଭୁବନେଶ୍ୱର :‘ଫନୀ’ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃସଂସ୍ଥାପନ ଓ ରିଲିଫ୍‌ ବିତରଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ସେହିପରି ସ୍ୱାସ୍ଥ୍ୟସେବା ଉପରେ ପ୍ରାଥମିକତା ଦିଆଯାଇଛି । ଫଳସ୍ୱରୂପ କୌଣସି ଜାଗାରେ ପାଣି ବା ପରିବେଶ ପ୍ରଦୂଷଣ ଦ୍ୱାରା କୌଣସି ସଂକ୍ରାମକ ରୋଗ ବ୍ୟାପି ନାହିଁ । ଅନୁରୂପ ଭାବରେ ଟେଲିଯୋଗାଯୋଗ, ବିଦ୍ୟୁତ୍ ସଂଯୋଗୀକରଣ, ପାନୀୟ ଜଳଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜନଜୀବନ...
  • ୧୨୦ଟି ଭ୍ରାମ୍ୟମାଣ ଡାକ୍ତରୀଦଳ ଓ ୪୬ଟି ଡାକ୍ତରୀ ରିଲିଫ୍‌ ଶିବିର କାର୍ଯ୍ୟ କରୁଛି

    ଭୁବନେଶ୍ୱର : ‘ଫନୀ’ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃସଂସ୍ଥାପନ ଓ ରିଲିଫ୍‌ ବିତରଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ସେହିପରି ସ୍ୱାସ୍ଥ୍ୟସେବା ଉପରେ ପ୍ରାଥମିକତା ଦିଆଯାଇଛି । ଅନୁରୂପ ଭାବରେ ଟେଲିଯୋଗାଯୋଗ, ବିଦ୍ୟୁତ୍ ସଂଯୋଗୀକରଣ, ପାନୀୟ ଜଳଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜନଜୀବନ ସ୍ୱାଭାବିକ ହୋଇଉଠିବା ସହିତ ସରକାରୀ ସ୍ତରରେ ବିବିଧ ତକ୍ସଊରତାର ସହ କାର୍ଯ୍ୟକ୍ରମଗୁଡ଼ିକର ରୂପାୟନ ଅବ୍ୟାହତ ରହିଛି ।...
  • ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି

    ‘ଫନୀ’ ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ସୁଧାର ଆଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ସବୁମତେ ଉଦ୍ୟମ ଅବ୍ୟାହତ ରହିଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ପ୍ରଭାବିତ ଲୋକମାନଙ୍କୁ ରିଲିଫ୍‌ ସହାୟତା ପ୍ରଦାନ ସହ ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ସେବା, ପାନୀୟ ଜଳଯୋଗାଣ ବ୍ୟବସ୍ଥା ପୁନଃକାର୍ଯ୍ୟକ୍ଷମ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ହୋଇଛି । ସମସ୍ତ ପୌରାଞ୍ଚଳରେ ଶତପ୍ରତିଶତ ପାନୀୟ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି । ଗ୍ରାମାଞ୍ଚଳରେ ପାଇପ ଜଳଯୋଗାଣ ବ୍ୟବସ୍ଥା ପୁନଃକାର୍ଯ୍ୟକ୍ଷମ କ୍ଷେତ୍ରରେ...
  • ସରକାର ଫନି ବିପର୍ଯୟର ପରିଚାଳନା କରିବାରେ ଅସମର୍ଥ

    ଭୁବନେଶ୍ୱର: ରାଜ୍ୟରେ ୫ଟି ଜିଲ୍ଲାରେ ୫୦ଲକ୍ଷରୁ ତଦୁର୍ଦ୍ଧ ଲୋକ ଫନି ବାତ୍ୟା ଦ୍ୱାରା ପ୍ରଭାବିତ ହେଲେ । ରାଜ୍ୟ ସରକାର ବହୁ ଆଗରୁ ସମସ୍ତ ସୂଚନା ପାଇଥିଲେ ଏବଂ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ରିଲିଫ କମିଶନର ଏବଂ ବିଭାଗୀୟ ସଚିବ ମାନେ ମଧ୍ୟ ରାଜ୍ୟବାସୀଙ୍କୁ ଆଶ୍ୱାସନା ଏବଂ ଭରସା ଦେଇଥିଲେ ଯେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି, ବାତ୍ୟା ପରବର୍ତୀ କ୍ଷୟକ୍ଷତି ଓ ପୁନଃ...
  • ବାତ୍ୟା ଫନି ମୁକାବିଲା ପ୍ରସ୍ତୁତି କେବଳ କାଗଜ କଲମରେ ସୀମିତ

    ଭୁବନେଶ୍ୱର : ବାତ୍ୟା ଫନିର ପ୍ରଭାବ ନେଇ ପାଣିପାଗ ବିଭାଗ ପକ୍ଷରୁ ୭ ଦିନ ପୂର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ ରାଜ୍ୟସରକାର ପ୍ରସ୍ତୁତି କେବଳ କାଗଜକଲମରେ ସୀମିତ ରହିଛି । ଏକ ସପ୍ତାହ ପରେ ବି ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିନି ଶୁଖିଲା ଖାଦ୍ୟ । ତାର୍ପୋଲିନକୁ କାଟିକି ଦିଆଯାଉଛି । ରନ୍ଧା ଖାଦ୍ୟ କେବଳ ଗୋଟିଏ ଗାଁର ଲୋକଙ୍କୁ ଦିଆଯାଇଛି । ୮ ଦିନ ବିତିଯାଇଥିଲେ ମଧ୍ୟ...
WhatsApp chat