Bhubaneswar : Chief Minister Shri Naveen Patnaik Friday inaugurated a state-of-the-art Next Generation Cyber Security Operation Centre at OCAC. The centre will help protect data, applications and ICT infrastructure of the state from security threats. The CSOC has been set up by state Electronics & IT Department & OCAC. The […]

ଭୁବନେଶ୍ୱର : ରାଜ୍ୟର ଓବିସି ବର୍ଗଙ୍କ ସର୍ଭେ କରିବା ପାଇଁ ପବିତ୍ର ବିଧାନସଭାର ସଂକଳ୍ପ ପାରିତ ହେବା ପରେ ମଧ୍ୟ ରାଜ୍ୟ ସରକାରଙ୍କ ଅହେତୁକ ନୀରବତାର କାରଣ କ’ଣ ? ଜନଗଣନା ଓ ସର୍ଭେ ପାଇଁ ଓବିସି କମିଶନ ବାରମ୍ବାର ରାଜ୍ୟ ସରକାରଙ୍କୁ କହିବା ସତ୍ୱେ ରାଜ୍ୟ ସରକାର ପକ୍ଷରୁ କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ? ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ନଦେଇ ନ୍ୟାୟଳୟ […]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନିମହଲାବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମଏହି କେଶରୀ ଆରୁଖ,  ଉପସ୍ଥିତ  ଥିଲେ । ନନ୍ଦନକାନନକୁ କ୍ରମେ କ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି । ଟ୍ରାଫିକ୍‌ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନିମହଲା […]

ଭୁବନେଶ୍ୱର : ଆଧୁନିକ ସଭ୍ୟତାରେ ବିଦ୍ୟୁତ ଶକ୍ତିର ବିନା ବିନିଯୋଗରେ କୌଣସି ଅର୍ଥନୀତି ସୁଦୃଢ ହୋଇପାରିବ ନାହିଁ । ମାର୍ଚ୍ଚ ଶେଷ ସୁଦ୍ଧା ୧୬୮ ମିଲିୟନ ଟନର କୋଇଲା ଉତ୍ପାଦନ କରି ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ଖଣି ଠାରୁ ପାଣି, ଚିଟଫଣ୍ଡ୍‌ଠାରୁ ବିଦ୍ୟୁତ ଦୁର୍ନୀତିରେ ରାଜ୍ୟ ସରକାର ସିଧ୍ୟହସ୍ତ ହାସଲ କରିଛନ୍ତି । ଓଡ଼ିଶାର ସବୁଠାରୁ ବଡ଼ ଦୁର୍ନୀତି ହେଉଛି ବିଦ୍ୟୁତ । ବିଦ୍ୟୁତ ସଂସ୍କାର […]

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଓବିସି ମୋର୍ଚ୍ଚା ବିଜେପି ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ୫ଟି ଜୋନ ଏବଂବିଭିନ୍ନ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତିି । ପୂର୍ବ ଓଡିଶା ପାଇଁ ମୋର୍ଚ୍ଚା ରାଜ୍ୟ ଉପସଭାପତି ସୁକାନ୍ତ ବିଶ୍ୱାଳ; ଉତର ଓଡିଶା ପାଇଁ ରାଜ୍ୟ ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ; ଦକ୍ଷିଣ ଓଡିଶା ପାଇଁ ରାଜ୍ୟ […]

ଭୁବନେଶ୍ଵର : ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁରୁବାର ଦିନ ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀ ସମସ୍ତ […]

ଭୁବନେଶ୍ୱର : ଖୁବ୍ ନିକଟରେ ପୃଥିବୀର ସର୍ବୋଚ୍ଚ ଶୃଙ୍ଗ ଏଭେରେଷ୍ଟ ଚଢ଼ି ଶ୍ରୀ ଶିଦ୍ଧାର୍ଥ ରାଉରତରାୟ ଓଡ଼ିଆ ଜାତିର ତଥା ଓଡ଼ିଶାର ଟେକ ରଖିଛନ୍ତି । ଶ୍ରୀ ରାଉତରାୟ ଓଡ଼ିଶା ପ୍ରତ୍ୟାବର୍ତନ କାର୍ଯ୍ୟକ୍ରମ ସଂପର୍କରେ ବିଧାୟକ ଶ୍ରୀ ସୁରଶେ କୁମାର ରାଉତରାୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରିଡ଼ାମନ୍ତ୍ରୀ, ୫ଟି ସଚିବ, ମୁଖ୍ୟ ଶାସନ ସଚିବ ଓ କ୍ରୀଡ଼ା ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେବଳ ସେତିକି ନୁହେଁ […]

ଭୁବନେଶ୍ୱର : ରାଜ୍ୟର ପ୍ରଗତି ସମ୍ପର୍କରେ ରାଜ୍ୟ ସରକାର ମିଛ ବାହାସ୍ପୋଟ ମାରୁଛନ୍ତି ଏବଂ ଲୋକଙ୍କୁ ସୁନେଲୀ ସ୍ୱପ୍ନ ଦେଖାଉଛନ୍ତି । ବାସ୍ତବରେ ରାଜ୍ୟ ସରକାରଙ୍କ ଅପାରଦର୍ଶୀ କାର୍ଯ୍ୟ କାରଣରୁ ଏହାର କୁପରିଣାମ ସାଧାରଣ ଲୋକ ଭୋଗୁଛନ୍ତି । ଏଫ୍‌ଆରବିଏମ୍ ଆକ୍ଟ୍‌ର ଗାଇଡ୍‌ଲାଇନ୍‌କୁ ଅନୁପାଳନ କରିବା ସହିତ ଏକ ରାଜସ୍ୱ ବଳକା ରାଜ୍ୟ ବୋଲି ଶାସକ ବିଜେଡି ଡିଣ୍ଡିମ ପିଟୁଛନ୍ତି । ଏପରିକି ଆମର ଅର୍ଥନୀତି ସୁଦୃଢ ଅଛି ବୋଲି […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ୍  ବିଭାଗର Transformational Initiative ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ଏହିସବୁ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍‌ଧ ସାଧାରଣ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଇଥିବା […]

ଭୁବନେଶ୍ୱର :ମୁମ୍ବାଇଠାରେ ଅବସ୍ଥାପିତ ସିଙ୍ଗାପୁର କନ୍‌ସଲ୍‌ଜେନେରାଲ ଶ୍ରୀ ଚିେଆଙ୍ଗ ମିଙ୍ଗ୍ ଫୁଙ୍ଗ୍ ମଙ୍ଗଳବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ସାକ୍ଷାତ କରିଛନ୍ତି । ଓଡିଆ ପରମ୍ପରା ଅନୁଯାୟୀ ସଭାପତି ଶ୍ରୀ ମହାନ୍ତି ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଶ୍ରୀ ଫୁଙ୍ଗ୍‌ଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଶ୍ରୀ ମହାନ୍ତି ଏବଂ ସିଙ୍ଗାପୁର କନସେଲ ଶ୍ରୀ ଫୁଙ୍ଗ୍ ଶିକ୍ଷା, ବିକାଶ, […]