ଲାଲା ଲାଜପତ ରାୟଙ୍କ ବଳିଦାନ ଦିବସରେ ଲୋକସେବକ ମଣ୍ଡଳ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ଲୋକସେବକ ମଣ୍ଡଳ ଏବଂ ସମାଜ ଭଳି ସଂଗଠନ ହାତରେ ନ୍ୟସ୍ତ କରିବା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ପଞ୍ଜାବ କେଶରୀ ଲାଲା ଲାଜପତ ରାୟଙ୍କ ବଳିଦାନ ଦିବସରେ ଲୋକସେବା ମଣ୍ଡଳ ପକ୍ଷରୁ ଲାଜପତ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅନୁରୋଧ କରିଛନ୍ତି । ସେ କହିଛନ୍ତି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା ମାଧ୍ୟମରେ ସ୍ୱରାଜ ଓ ସ୍ୱାବଲମ୍ବୀର ଚେତନା ଜାଗ୍ରତ କରିବା ପାଇଁ ୧୯୦୯ରେ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । କିନ୍ତୁ ଏବେ ସେହି ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ଦେଖି ଚିନ୍ତାଲାଗୁଛି । ଏହାକୁ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରିବାର ଆବଶ୍ୟକତା ରହିଛି । ଏକବିଂଶ ଶତାବ୍ଦୀର ନୂଆ ବିକଶିତ ଭାରତ ନିର୍ମାଣ କରିବା ପାଇଁ ସମାଜକୁ ସତ୍ୟବାଦୀ ବନବିଦ୍ୟାଳୟ ଚଲାଇବା ପାଇଁ ହେବ । ଯେଉଁ ମୂଲ୍ୟବୋଧ ଏବଂ ଉଦ୍ଦେଶ୍ୟରେ ବକୁଳ ବନ ବିଦ୍ୟାଳୟ ସ୍ଥାପନା ହୋଇଥିଲା, ସେହି ମୂଲ୍ୟବୋଧ ଓ ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ଆମକୁ କାର୍ଯ୍ୟ କରିବାକୁ ହେବ । ଏହା ଦ୍ୱାରା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ଲାଲା ଲାଜପତ ରାୟଙ୍କ ଭଳି ମହାପୁରୁଷଙ୍କ ସ୍ୱପ୍ନ ପୂରଣ ହୋଇପାରିବ । ଏହି ଅବସରରେ ଶ୍ରୀ ପ୍ରଧାନ ଲାଜପତ ଭବନ ପରିସରରେ ଲାଲ୍ ଲାଜପତ ରାୟଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ସେ କହିଛନ୍ତି ଲାଲାଜୀ ଜଣେ ଯୁଗପୁରୁଷ ଭାବରେ ଭାରତର ସଭ୍ୟତା ଏବଂ ସଂସ୍କାରରେ ବିଦ୍ୟମାନ । ଦେଶର ସ୍ୱତନ୍ତ୍ରତା ପାଇଁ ସେ ନିଜର ସର୍ବସ୍ୱ ଦାନ କରିଦେଇଥିଲେ । ଲୋକସେବକ ମଣ୍ଡଳର ସ୍ଥାପନା ସମୟରେ ତାଙ୍କ ମନରେ ସମାଜ, ଲୋକ କଲ୍ୟାଣ ଏବଂ ଭବିଷ୍ୟତର ଭାରତ ନିର୍ମାଣ କରିବାର କଳ୍ପନା ଥିଲା । ଭାରତର ସବୁଠୁ ବଡ଼ ରାଷ୍ଟ୍ରୀୟ ନେତା ମଧ୍ୟରୁ ସେ ଥିଲେ ଅନ୍ୟତମ । ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କାମ କରିଛନ୍ତି । ସେ ବେଦ ଆଧାରିତ ଶିକ୍ଷା ବ୍ୟବସ୍ଥାର କଳ୍ପନା କରିଥିଲେ ।  ୧୯୨୦ରେ ନାଗପୁର କଂଗ୍ରେସରେ ପଣ୍ଡିତ ଗୋପବନ୍ଧୁ ଦାସ ଭାଷା ଆଧାରିତ ଭାରତ ଗଠନର ପ୍ରସ୍ତାବ ଦେଇଥିଲେ । ଏହା ଏକ ସୁଃଖଦ ସଂଯୋଗ, ୨୦୨୦ରେ ଯେଉଁ ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇଛି, ସେଥିରେ ସ୍ଥାନୀୟ ଓ ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଲୋକସେବକ ମଣ୍ଡଳ ଏବଂ ସମାଜ ଭଳି ଖବରକାଗଜ ଭାରତୀୟତା ବିଚାର, ଐତିହ୍ୟ, ଲାଲ୍-ବାଲ୍- ପାଲ୍ ଏବଂ ଗୋପବନ୍ଧୁ ଦାସଙ୍କ ଭଳି ମହାପୁରୁଷଙ୍କ ବିଚାରକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ କାମ କରୁଛନ୍ତି । ଲୋକସେବକ ମଣ୍ଡଳ ଶିକ୍ଷା କ୍ଷେତ୍ରରେ ଅନେକ ମହତ୍ୱପୂର୍ଣ୍ଣ କାମ କରୁଛି । ଆମର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି କୌଶଳ ବିକାଶ ଏବଂ କ୍ରୀଡାକୁ ଶିକ୍ଷା ସହ ଯୋଡ଼ିବାରେ ଜୋର୍ ଦେଉଛି । ଲୋକସେବକ ମଣ୍ଡଳର ଉଭୟ ସ୍କୁଲକୁ ରାଷ୍ଟ୍ରବାଦୀ ବିଚାରଧାରା ସହିତ ଏକବିଂଶ ଶତାବ୍ଦୀରେ ଆଧୁନିକ ଶିକ୍ଷାର ମନ୍ଦିର ନିର୍ମାଣ କରିବା ପାଇଁ ଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ କହିଛନ୍ତି ।

5 thoughts on “ଲାଲା ଲାଜପତ ରାୟଙ୍କ ବଳିଦାନ ଦିବସରେ ଲୋକସେବକ ମଣ୍ଡଳ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

  1. Jedes Mal, wenn Sie spielen, können Sie Punkte sammeln, die gegen Boni, Vergünstigungen und Freispiele eingelöst werden können. Eines der besten Dinge ist, dass die Spiele hier auch über eine klare
    visuelle und benutzerfreundliche Oberfläche verfügen, was es für Anfänger
    recht einfach macht. Während Baccarat und Poker die häufigsten sind, auf denen Sie spielen können.
    Die Mitarbeiter stehen zwischen 8 Uhr und 24 Uhr auf
    deutsch per Live Chat zur Verfügung. Einen Bonus ohne Einzahlung, so wie
    ihn vielleicht andere neue Online Spielotheken anbieten, gibt es
    bei Frank Casino online derzeit nicht. Einen Frank Casino Promo Code wird nicht benötigt, wenn Du
    dich entscheidest, ein Spielerkonto anzulegen und den Willkommensbonus in Anspruch zu nehmen. Der Willkommensbonus gilt auf die ersten drei
    Einzahlungen und jeweils nur einmal pro Haushalt. Diese gibt es in unterschiedlicher Anzahl, abhängig davon,
    wieviel Du Dich entscheidest, bei Frank Casino online einzuzahlen. Teil des Willkommenspakets sind
    auch Freispiele.

    References:
    https://online-spielhallen.de/stakes-casino-cashback-ihr-weg-zu-mehr-spielguthaben/

  2. Remote desktop technology allows you to access and control a computer
    from a different location, viewing its screen and interacting with it as if you were sitting in front of it.
    Detailed logging supports regulatory compliance while reducing operational disruptions.
    Important files remain accessible during travel while complicated tasks turn into simple processes.

    It facilitates collaboration between teams in different geographic locations by remotely accessing machines that would
    otherwise be physically inaccessible. TeamViewer scales effortlessly across
    your global enterprise operations, giving centralized IT teams the power to deliver consistent, high-quality remote support to thousands
    of employees worldwide. The remote desktop software’s
    detailed logging supports regulatory compliance while generating data for predictive maintenance that reduces operational
    disruptions. This software for remote access scales with your business needs, ensuring you only pay for what you actually use.
    “We compared four to five remote access software providers by conducting extensive experiments, strict screening, and evaluation tests.

    References:
    https://blackcoin.co/casino-australia-premier-online-casino-play-review/

  3. Australian players can place bets on a wide range of sports, from popular
    options like football and cricket to more niche sports such as rugby and
    tennis. The platform also provides Ricky Casino bonus codes, which can unlock
    special promotions, including Ricky Casino no deposit bonuses
    and Ricky Casino free spins. The live dealer section is designed to replicate
    the excitement of a real casino, ensuring that every moment spent on the site feels authentic
    and thrilling.
    Thanks again for sharing your experience! We’re glad everything was sorted and that you ended
    up having a great time once it arrived.If you ever need anything or have suggestions for how we can improve, we’re always here to help.
    That’s exactly what we aim for.We appreciate your patience
    regarding the bonus credit and understand how
    delays can be frustrating. We’re really happy to hear that you found
    the site easy to navigate. Crypto deposit went through without delay.

    With such a wide range, players will never get bored playing one game.
    As a result, all Android users can access their favorite online casino games directly
    from their phones or tablet! Honest mobile casinos allow players to download the application for free.
    If earlier portable devices were mainly used for playing on the go,
    now many players prefer mobile casinos, even at home.

    References:
    https://blackcoin.co/sweeps-oasis-casino/

Leave a Reply

Your email address will not be published. Required fields are marked *