ଭୁବନେଶ୍ୱର : ରାଜ୍ୟ ସରକାର ଗଣତାନ୍ତ୍ରିକ ପକ୍ରିୟାକୁ ହତ୍ୟା କରିବାର ଅପଚେଷ୍ଟା କରୁଛନ୍ତି । ଓଡ଼ିଶା ସରକାର ଅହଂକାରର ଚରମସୀମାରେ ପହଞ୍ଚିଛି । କ୍ଷମତାର ଭୂତ ରାଜ୍ୟ ସରକାରଙ୍କ ମୁଣ୍ଡରେ ଶବାର ହୋଇଛି । ଗଣତାନ୍ତ୍ରୀକ ପଦ୍ଧତିରେ ଦାୟୀତ୍ୱ ସଂପନ୍ନ କରୁଥିବା ବିରୋଧୀ ଦଳର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ବିରୋଧୀ ଦଳର କାର୍ଯ୍ୟକର୍ତାଙ୍କ ଉପରେ ବିଜେଡି ସରକାରର ହିଂସାତ୍ମକ ଆଭିମୁଖ୍ୟ ଓ ଆଚରଣ ଗଣତନ୍ତ୍ର ପ୍ରତି ବିପଦ । ରାଜ୍ୟବାସୀଙ୍କୁ ସୁରକ୍ଷା ପ୍ରଦାନ ଓ ତାଙ୍କ ସମସ୍ୟାର ସମାଧାନ ପରିବର୍ତେ ବିଜେଡି ସରକାର ଅରାଜକତା ସୃଷ୍ଟି କରୁଛି । ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ଏକ ଭୟଙ୍କର ରୂପ ନେଇଛି ବୋଲି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଗୁରୁବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶାରେ ଏକଛତ୍ରବାଦୀ ଶାସନ ଚାଲିଛି । ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ କାଠ ଗଡାରେ ଛିଡା ହୋଇଥିବା ରାଜ୍ୟ ସରକାର ବାରମ୍ବାର ନିଜ ଷ୍ଟେଟମେଣ୍ଟ ଓ ଆଭିମୁଖ୍ୟ ପରିବର୍ତନ କରୁଛନ୍ତି । ଅତୀତରେ ବହୁ ଆନ୍ଦୋଳନ, ବିକ୍ଷୋଭ, ପ୍ରତିବାଦକୁ ସାମ୍ନା କରୁଥିବା ରାଜ୍ୟ ସରକାରମାନେ ଭଲ ଏବଂ ଶାନ୍ତିପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି । ମାତ୍ର ଗତ ୨୮ ତାରିଖରେ ଯୁବମୋର୍ଚ୍ଚାର ଆନ୍ଦୋଳନକୁ ରାଜ୍ୟ ସରକାର ଯେଉଁ ଭଳି ଷଡଯନ୍ତ୍ର କରି ଆକ୍ରୋଶମୂଳକ ଭାବେ ଯୁବକମାନଙ୍କ ସ୍ୱରକୁ ଦମନ କରିବା ପାଇଁ ପ୍ରୟାସ କରିଛନ୍ତି ତାହା ଓଡିଶା ଇତିହାସରେ ପ୍ରଥମ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କିଛି ନିର୍ଦ୍ଧିଷ୍ଟ ପୋଲିସବାବୁ ମାନେ ଯୁବମୋର୍ଚ୍ଚାଙ୍କୁ ଗୋଇଠା, ବିଧାମାରି ଗୁରୁତର ଆହତ କରିବା ସହ ତାଙ୍କ ନାଁରେ ୩୦୭ ଭଳି ଦଫା ସଂଗୀନ ଲଗାଇ ଜେଲ୍ରେ ଭର୍ତି କରାଗଲା । ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ ଅତୀତରେ କୌଣସି ସରକାର କିମ୍ବା ପୋଲିସ ପ୍ରଶାସନ ଏଭଳି ହୀନ କାର୍ଯ୍ୟ କରିନଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଡ୍ରଗ୍ସ, ଖଣିମାଫିଆ ଓ ଗୋରୁ ଚୋରା ଚାଲାଣକାରୀଙ୍କ ନିର୍ଦ୍ଦେଶରେ ଥାନା ଚାଲୁଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ନବ ଦାସଙ୍କ ଦିବାଲୋକରେ ଜଣେ ପୋଲିସ କର୍ମଚାରୀ ହତ୍ୟା କରିବାର ମାସେ ବିତିଯାଇଥିଲେ ଏଯାବତ୍ କୌଣସି ତଥ୍ୟ ସାମ୍ନାକୁ ଆସିଲା ନାହିଁ । ହତ୍ୟା ପଛରେ ଷଡଯନ୍ତ୍ରକାରୀଙ୍କ ନାଁକୁ ପ୍ରକାଶ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ନୁହନ୍ତି କି ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ । ରାଜ୍ୟ ସରକାରଙ୍କ ଏଭଳି ସମ୍ବେଦନଶୀଳ ଘଟଣାର ସମାଧାନ ପାଇଁ କୌଣସି ନିଘା ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଭାରତୀୟ ଜନତା ପାର୍ଟି ବାରମ୍ବାର ଆନ୍ଦୋଳନ କରିଆସୁଛି । କିନ୍ତୁ ବେଖାତିର ରାଜ୍ୟ ସରକାରଙ୍କୁ କିଛି ଦେଖାଗଲା ନାହିଁ କି କିଛି ଶୁଣାଗଲା ନାହିଁ । ସବୁ ସୀମା ଅତିକ୍ରମ ପରେ ରାଜ୍ୟ ସରକାରଙ୍କ ନିକଟରୁ ଜବାବ୍ ମାଗିବା ଦାବୀରେ ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯିବାରୁ ରାଜ୍ୟ ସରକାରଙ୍କ ମୁଣ୍ଡିଆଳମାନେ ଯୋଜନାବଦ୍ଧ ଓ ଷଡଯନ୍ତ୍ର କରି ପୋଲିସ ବିଭାଗ ସହ ହାତ ମିଶାଇ ମାଡମାରିବା ସହ ନିରୀହ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ମିଛ କେସ୍ କରି ଜେଲ୍ରେ ଭର୍ତି କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଓଡିଶାରେ ପୋଲିସଙ୍କର ଅମନଯୋଗିତା, ଅସହାୟ ଓ ଅକ୍ଷମତା କାରଣରୁ ଅନେକ ମାମଲା ଥାନାରେ ରୁଜୁ ହୋଇପାରୁନାହିଁ । ଏହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ମଧ୍ୟ ରାଜଧାନୀରେ ଦେଖିବାକୁ ମିଳିଛି । ପୋଲିସ ଆକ୍ରମଣରେ ଯୁବମୋର୍ଚ୍ଚାର ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଅମାନୁଷିକ ଆକ୍ରମଣକୁ ବିରୋଧ କରି ସଂପୃକ୍ତ ଥିବା ସମସ୍ତ ପୋଲିସ ଅଧିକାରୀ, ସାଧା ପୋଷାକରେ ଥିବା ବିଜେଡି ଗୁଣ୍ଡାମାଙ୍କ ବିରୋଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ କ୍ୟାପିଟାଲ ଥାନାରେ ଦିଆଯାଇଥିବା ଏଫଆଇଆରକୁ ପଂଜିକୃତ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ । ଏହା ପ୍ରତିବାଦରେ ଶୁକ୍ରବାର ଦିନ ବିଜେପି ତରଫରୁ ରାଜ୍ୟର ସମସ୍ତ ଥାନାରେ ପୋଲିସ ଡିଜି, ଭୁବନେଶ୍ୱର-କଟକ ପୋଲିସ କମିଶନର ଏବଂ ଡିସିପିଙ୍କ ବିରୋଧରେ ଏତାଲା ଦରଜ କରାଯିବା ସେହିପରି ୪ତାରିଖରେ ରାଜ୍ୟର ପ୍ରତ୍ୟେକ ଏସପି ଅଫିସ ଆଗରେ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବେ । ଏହା ସତ୍ୱେ ଏଫଆଇଆର ଗ୍ରହଣ ନକରାଗଲେ ଏଥି ସକାଶେ ପୋଲିସକୁ ଅଦାଲତି ନିର୍ଦ୍ଦେଶ ପାଇଁ ଫଟୋ, ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ସହ ବିଜେପି ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଧୀରେନ ସେନାପତି, ଶ୍ରୀ ମୋନଜ ମହାପାତ୍ର ଓ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Zudem hat die schmucke Spielbank, die zur Westspiel Gruppe gehört, noch zahlreiche Events in der Hinterhand.
Untergebracht in einem historisch-rustikalen Backsteinhaus
aus dem Jahre 1906 können Gambler seit 2010 in der Spielbank die volle Bandbreite an klassischen und modernen Glücksspielen erleben. Raucher finden hingegen in direkter
Nähe zu den Spieltischen und Automaten separate Räume,
um sich eine Zigarette zu gönnen.
Abgerundet wird die schmackhafte Unterhaltung durch sich
wechselnde Kreationen aus der regionalen oder mediterranen Küche.
Zudem werden kleinere Snacks wie Currywurst, Wiener Würstchen, Gambapfanne oder Salate gereicht.
Ein Restaurant ist zwar nicht an Bord, aber in beiden Etagen sind gut sortierte
Bars vorhanden. Auch was Special-Events angeht, beweisen die Betreiber Kreativität und schütteln immer wieder attraktive Highlights aus dem Ärmel.
Über den Touchscreen kann der Einsatz (Minimum 50 Cent) und die
Wette platziert werden.
Unterhalb des Casinos befindet sich ein großes Parkhaus,
das direkten Zugang zur Spielbank bietet. Die Valkenburg Poker Series ist damit ein bedeutendes Event für alle Pokerenthusiasten, dass jedes Jahr zahlreiche Besucher anzieht.
Spieler können aus verschiedenen Einsatzlimits wählen, was jedem die Möglichkeit bietet, seine Strategien in einem professionellen und wettbewerbsorientierten Umfeld zu testen. In der Spielbank Valkenburg finden regelmäßig
Pokerturniere statt, die Spieler aller Erfahrungsstufen anziehen.
Im Casino Valkenburg Poker Angebot finden Spieler die beliebten Varianten Texas Hold’em
und Omaha Pot Limit.
References:
https://online-spielhallen.de/vegaz-casino-promo-code-ihr-schlussel-zu-exklusiven-vorteilen
Instead of counting the number of bonuses (though having a
choice is always good), always consider the bonus value.
Once you create an account, check the games lobby to
ensure there are at least 1,000 games available and that they are
powered by trusted providers such as Pragmatic Play and Betsoft.
I suggest you also look for legitimate payment providers and
safe gateways, certified games, and proper KYC checks. This does add a level of immersion to the game, but still – I prefer the real
deal. The way these games work is that you’re shown a screen with a first-person point of view.
Following the trend of gamification are first-person games like blackjack and craps, mostly developed by Pragmatic Play and ICONIC21.
I navigate each casino’s platform on desktop and mobile, checking for intuitive
menus, fast load times, and easy access to games and promotions.
Do they offer clear and HD graphics, smooth gameplay,
and high Return to Player (RTP) rates? These sites are designed to meet the needs
of Australian players. The Interactive Gambling Act of 2001
(IGA) points out it is not illegal for someone to play at an online gambling site when based in Australia.
As of 2025, we have played and expertly reviewed 1,000+ casinos.
Neosurf is another popular prepaid card that makes depositing money into your casino account easy and safe.
References:
https://blackcoin.co/high-limit-slots-play-25-100-500-slot-machines-online/
Top online casino sites boast an extensive selection of games that includes online slots, live dealer games,
progressive jackpots, and video poker titles. Our primary objective is to ensure that you
enjoy the best online casino experience with the latest features, bonuses, games, and payment options no
matter where in the world you live. At Top10Casinos.com
we rate, review and evaluate thousands of gaming sites from across the globe to deliver our
exclusive list of the best 10 online casinos on desktop and mobile devices.
These are the 5 top online casinos in Canada, each with a special highlight, from large gaming libraries and exclusive promotions to a focus on specific payment methods.
Look for casinos with 24/7 customer support, clear terms, and bonuses and promotions that will enhance your gaming experience.
To choose the right online casino, look at factors such as licensing,
game variety, and bonuses. Start your gaming journey with confidence by choosing one of the trusted sites
featured here and enjoy the ultimate online casino experience.
Set strict deposit and loss limits before you start playing, and stick to them no matter what.
Use the casino’s built-in tools to set deposit, loss, and wager limits that help
you stay in control. Decide how much time and money you’re willing to spend
before you start playing.
casino avec paypal
References:
wsurl.link
casino online paypal
References:
connectthelinks.com