ନୂତନ ନିର୍ଦେଶକ

ଭୁବନେଶ୍ୱର : ୨୪ ଏପ୍ରିଲ୍ ୨୦୨୫, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଶ୍ରୀ ଦେବ ପ୍ରସାଦ ଦାଶ ଦାୟିତ୍ଵ ଗ୍ରହଣ କରିଛନ୍ତି । ନୂତନ ନିର୍ଦେଶକଙ୍କୁ ଓଡ଼ିଶା ନ୍ୟୁଜ୍ ର ଶୁଭକାମନା ।