ନୂତନ ପୋପ/ପୁଣ୍ୟପିତା ଲିଓ ଏକ୍ସଆଇଭି । ଜଗତବାସୀଙ୍କୁ ଆଶୀର୍ବାଦ ଦିଅ । ଆପଣ ଈଶ୍ଵରଙ୍କ ପ୍ରତିନିଧି । ସାରା ବିଶ୍ୱରେ ଆପଣଙ୍କ ଅନୁଗାମୀଙ୍କ ସଂଖ୍ଯା ଅଧିକ । ବିଶ୍ୱରେ ଦେଖା ଦେଇଥିବା ଯୁଦ୍ଧ-ଅରାଜକତା ସମାପ୍ତ ପାଇଁ ତୁମେ ଇଶ୍ୱରଙ୍କ ନିକଟରୁ କ୍ଷମତା ପାଇଛ ଏବଂ କ୍ଷମତା ପ୍ରୟୋଗ କର । ପୃଥିବୀବାସୀ ଶାନ୍ତିରେ ରହିବେ । ଆମେରିକା ବିଶ୍ୱବ୍ରହାଣ୍ଡରେ ଏକ ଶକ୍ତିଶାଳୀ ଦେଶ । ସେହି ଦେଶରୁ ଆପଣ ପୋପ/ପୁଣ୍ୟପିତା ଭାବେ ନିର୍ବାଚିତ ହୋଇଛନ୍ତି । ଆମେରିକାର “ଡଲାର / ମୁଦ୍ରା” ଯେମିତି ଅର୍ଥନୀତିରେ ଗଭୀର ପ୍ରଭାବ ପକାଇଛି ,ସେମିତି ଆପଣ ଧାର୍ମିକ ମାଧ୍ୟମରେ ପ୍ରଭାବ ବିସ୍ତାର କରି ସମସ୍ତଙ୍କୁ ଶାନ୍ତିରେ ,ଆନନ୍ଦରେ ,ପରସ୍ପର ସହ ଯୋଗରେ ଚଳିବା ପାଇଁ ପ୍ରତ୍ୟେକ ରାଷ୍ଟ୍ରର ମୁଖ୍ୟମାନଙ୍କୁ ଏକତ୍ରିତ କରି ବୁଝାଅ ଏବଂ ଉପଦେଶ, ମାର୍ଗଦର୍ଶନ ଦିଅ । ଏହି ଐତିହାସିକ ମେ ଆଠ ତାରିଖ ୨୦୨୫ ମସିହା ଜଗତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଏହା ମୋର ବିଚାର । ସମୀର,ଓଡ଼ିଶା ନ୍ୟୁଜ୍ ।