ଆଜିର ରାଶିଫଳ:ଶନିବାର

୦୧ ଅଗଷ୍ଟ ୨୦୨୦ 

Share this:

ଜୟ ମା ମଙ୍ଗଳା ଜୟ ଶନି ଦେବ

ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ।

ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୩/୩୭

ସୂର୍ଯ୍ୟଅସ୍ତ – ସଂଘ ୦୬/୨୧/୪୦

ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା ଘ ୧୦/୧୫ ମଧ୍ଯରେ ।

ମାହେନ୍ଦ୍ରବେଳା ଦିଘ ୦୮/୩୧ ରୁ ଦିନ ଘ ୧୨/୨୩ ମଧ୍ଯରେ ।

ଆଜି ବାଇଗଣ ଖାଇବା ମନା ।

ସତର୍କତା – ପ୍ରାତଃ ଘ ୦୬/୫୧ ଗତେ ୨/୫/୭/୯/୧୧/୧୪/୧୬/୧୮/ ୨୦/୨୩/୨୫/୨୭ ନକ୍ଷତ୍ରଙ୍କ ପାଇଁ ଅଶୁଭପ୍ରଦ ।

ମେଷ:ଚାକିରିରେ ନିଜର ସୁରକ୍ଷା ପାଇଁ ମାର୍ଗ ତିଆରି କରିବେ । ଦୂରରାସ୍ଥାନକୁ ଯିବାକୁ ଯୋଜନା କରିବେ । ପରିବାର ସହିତ ମନୋମାଳିନ୍ୟ ହେବାର ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ଭାବନାତ୍ମକ ଓ ଆତ୍ମୀୟ ସମ୍ବନ୍ଧ ପ୍ରତି ପୂର୍ଣ୍ଣ ବିଚାର କରନ୍ତୁ । ପରିସ୍ଥିତିକୁ ମୁକାବିଲା କରନ୍ତୁ । ସଫଳ ଆପଙ୍କର ଚରଣରେ ଅଛି ।

ବୃଷ:ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆସିବ । ଗୁରୁଜନଙ୍କ ଆଶିଷ ପାଇବା ହେତୁ ମନ ଖୁସି ରହିବ । ଦୂର ସ୍ଥାନକୁ ଭ୍ରମଣର ଯୋଗ ରହିଛି । ଯାନବାହନ ଚାଳକରେ ସତର୍କତା ଅବଲମ୍ବନ କରନ୍ତୁ । ଉର୍ଜା ସହ କାର୍ଯ୍ୟକ୍ଷେତ୍ରରେ ନିଜର ସ୍ଥାନକୁ ବଜାଇ ରଖିବାରେ ସମର୍ଥ ହେବେ । ଆଧ୍ୟାତ୍ମିକ ସ୍ତରରେ ଅଲୌକିତ ଅନୁଭବ କରିବେ ।

ମିଥୁନ:ପିଲାଙ୍କୁ ନେଇ ଚିନ୍ତିତ ରହିବେ । ନିଜସ୍ଵ କାମରେ ମନୋନିବେଶ କରନ୍ତୁ । ଯେ ପର୍ଯ୍ୟନ୍ତ ସଫଳତା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଚେଷ୍ଠା କରିଚାଲନ୍ତୁ । ସ୍ବାସ୍ଥ୍ୟ ଠିକ୍ ରହିବ । ମନରେ ଥିବା କଥାକୁ ବିସ୍ତାର କରିବେ । ବାହାର  ଦେଖଣା ଠାରୁ ଦୂରେଇ ରୂହନ୍ତୁ । କାର୍ଯ୍ୟଭାରକୁ ସମ୍ଭାଳିବା ଲାଗି ପ୍ରସ୍ତୁତ ହେବେ ।

କର୍କଟ:ଶରୀରକୁ ନେଇ ଚିନ୍ତିତ ହେବେ । ସକାଳୁ ଉଠି ଯୋଗ ପ୍ରାଣୟମ କରନ୍ତୁ । ଶତ୍ରୁଙ୍କ ଠୁ ଦୁରେଇ ରହିବେ । ଇମୋସନ ଆପଣକୁ ବହୁତ ଚିନ୍ତା ମଗ୍ନ କରିବ । ଧର୍ଯ୍ୟ ରଖନ୍ତୁ ସବୁ ସବୁ ଠିକ୍ ହୋଇଯିବ । ଛାତ୍ରମାନେ ପାଠରେ ସଫଳତା ପାଇବେ । ଆର୍ଥିକ କ୍ଷେତ୍ରରେ ଓ ଜୀବନରେ ଅନେକ ଉନ୍ନତି କରିବେ ।

ସିଂହ:ମାନସିକ ଅଶାନ୍ତି ରହିବ । ଦିନଟି ଅପଣକ ପାଇଁ ବହୁତ ଆଳସ୍ୟ ରହିବ । ତେଣୁ ଯେତେ ବେଳେ ଆପଣଙ୍କୁ ବିରକ୍ତ ଲାଗିବ ବନ୍ଧୁଙ୍କ ସହ ସମୟ ଅତିବାହିତ କରିପାରିବେ । ଆୟ କମ ବ୍ୟୟ ଅଧିକ ରହିବ ଆପଣ ମନକୁ ହାଲକା କରିପାରିବେ ଆପଣଙ୍କ ବନ୍ଧୁଙ୍କ ସହ ସମୟ ଅତିବାହିତ କରିପାରିବେ ।

କନ୍ୟା:ବିଦ୍ୟାରେ ଉନ୍ନତି କରିବେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପାରିବାରିକ ପରିସ୍ଥିତି ଯୋଗୁ କର୍ମକ୍ଷେତ୍ରରେ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂମ୍ପୂର୍ଣ୍ଣ ହେବ ।

ତୁଳା:ମନଭିତରେ ରାଗରେ ଜଳୁଥିଲେ ମଧ୍ୟ କିଛି କାହାକୁ କହିବାକୁ ସାହସ ହେବ ନାହିଁ । ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରଜ କରିବାକୁ ବାଧ୍ୟ ହେବେ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ସନ୍ତାନ ଯୋଗେ ଚିନ୍ତିତ ରହିବେ ।

ବିଛା:ଭୁଲ୍ ବୁଝାମଣା ଯୋଗୁ ପରିବାରରେ ଦ୍ଵନ୍ଦ ଦେଖାଦେବ । ମହତ୍ବପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରନ୍ତୁ । ସମ୍ବେଦନଶୀଳ ହେବେ । ଗହଳି ମଧ୍ୟରେ ନିଜର ପରିଚୟକୁ ଖୋଜି ବାହାର କରିବେ । ଅପଣଙ୍କ ସ୍ୱପ୍ନ ପୁରଣ ହେବ । ଉତ୍ତମ ଫଳ ପାଇବେ । ନୂଆ ପଦ ବା ମାନ ସମ୍ମାନ ପାଇବା ଲାଗି ଅପେକ୍ଷା କରିବେ ।

ଧନୁ:ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ପରିବହନରେ ବିଶେଷ ଲାଭବାନ ହେବେ । ଅଫିସରେ ଲାଗି ରହିଥିବା ସମସ୍ୟା ଦୂର ହେବ । କୋର୍ଟ କଚେରୀ ମାମଲାର ଶୁଣାଣି ସପକ୍ଷରେ ଯିବ । କଳେବଳେ କୌଶଳରେ ଅର୍ଥ ସଂଗ୍ରହ କରି ମଉଜ ମଜଲିସ୍ କରିବା ପାଇଁ ସମୟ ପାଇପାରନ୍ତି ।

ମକର:ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ । ପରକଥାରେ ପଡି ପରିବାର ଲୋକଙ୍କୁ ଭୁଲ୍ ବୁଝନ୍ତୁ ନହିଁ । ଆତ୍ମସମ୍ମାନ ପ୍ରତି ଧ୍ୟାନ ଦିଅନ୍ତୁ । କଷ୍ଟ ଦେଉଥିବା ଓ ବାଧକ ସାଜୁଥିବା ଲୋକ ବା କାର୍ଯ୍ୟକୁ ସହ୍ୟ କରିବା ପରିବର୍ତ୍ତେ ତା ଠୁ ଦୂରେଇ ରହିବା ଆବଶ୍ୟକ ।

କୁମ୍ଭ:ମନରେ ଭୟ ଆଶଙ୍କା, ଶାରୀରିକ ଅସୁସ୍ଥତା, ମନ ବିଷାଦଗ୍ରସ୍ତ ହେବ । ପିତ୍ତଦୋଷ ବୃଦ୍ଧି ପାଇବ ଓ ଶରୀରପୀଡା ଅତି କଷ୍ଟକର ହେବ । ପାରିବାରିକ କ୍ଷେତ୍ରରେ କିଛି ହରାଇ ମନକଷ୍ଟ ହେବ । କେତେକ କର୍ମରେ ସଫଳତା ପ୍ରାପ୍ତି ହେବ ।

ମୀନ:ଖୁସି ମହୋଲରେ ନିଜ ବର୍ତ୍ତାଳାପ କରି ସଫଳତା ହାସଲ କରିବେ । ଧାର୍ମିକ ତୀର୍ଥ ୟାତ୍ରା କରିବାରେ ସୁଯୋଗ ରହିଛି । ପିଲାଙ୍କ ଗହଣରେ ରହି ଚଞ୍ଚଳ ହେବେ । ସ୍ୱପ୍ନ ଓ ଆଦର୍ଶର ଯେଉଁ ମଞ୍ଜି ବୁଣିବେ ତାହା ଫଳଦୟକ ହେବ । ବିଶ୍ରାମ ନେବା ଜରୁରୀ । ଭଲ ମଉକା ପାଇବାର ସୁଯୋଗ ଅଛି ।

ପଣ୍ଡିତ ମଙ୍ଗରାଜ କର
ସୋମନାଥପୁର କାକଟପୁର
ଫୋନ -୯୪୩୮୬୪୪୪୭୫

  • Share this:ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗୁରୁବାର ଦିନ ଜାତୀୟ ହସ୍ତତନ୍ତ ଦିବସ ଅବସରରେ କହିଛନ୍ତି ଯେ, ଓଡ଼ିଶା ହେଉଛି କୁଶଳୀ ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପିଢ଼ି ପିଢ଼ି ଧରି ସମୃଦ୍ଧ ହୋଇ ଚାଲିଥିବା ଆକର୍ଷଣୀୟ ହସ୍ତତନ୍ତ...
  • Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • Share this:ଭୁବନେଶ୍ୱର:କରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ଲୋକାୟୁକ୍ତଙ୍କ ପାଖରେ  ଯେଉଁଠି ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି...
  • Share this:ଭୁବନେଶ୍ୱର : କେନ୍ଦ୍ରସରକାର ଚଳିତ ବର୍ଷ ଖରିଫ ଚାଷ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରିମିୟମର ଅବଧି ଜୁଲାଇ ୩୧ ଯାଏଁ ରଖିଥିଲେ । କିନ୍ତୁ ଏବେ କରୋନା ସମୟରେ ଚାଷୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହି...
  • Share this:ଭୁବନେଶ୍ୱର: ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା...

RELATED BY

  • ଆଜିର ରାଶିଫଳ:ଶନିବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ଅଦ୍ୟ ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । ସୂର୍ଯ୍ୟଉଦୟ -ପ୍ରାଘ ୦୫/୨୫/୫୬ ସୂର୍ଯ୍ୟଅସ୍ତ – ସଂଘ ୦୬/୧୭/୫୫ ରାହୁକାଳ – ଦିବା ଘ ୦୮/୩୮ ରୁ ଦିବା...
  • ଆଜିର ରାଶିଫଳ:ଶୁକ୍ରବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ  ଅଦ୍ୟ ବିଛା, ଧନୁ ଓ ମୀନ ରାଶିରେ ଘାତବାର । ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୫/୩୭ ସୂର୍ଯ୍ୟଅସ୍ତ – ସଂଘ ୦୬/୧୮/୩୦ ରାହୁକାଳ – ଦିବା ଘ ୧୦/୧୫ ରୁ...
  • ଆଜିର ରାଶିଫଳ:ଗୁରୁବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ ସୂର୍ଯ୍ୟଉଦୟ- ପ୍ରାଘ୦୫/୨୨/୫୫, ସୂର୍ଯ୍ୟଅସ୍ତ – ସଂଘ ୦୬/୨୨/୩୬ ଅଦ୍ୟ ତୁଳା ଓ କୁମ୍ଭ ରାଶିର ଘାତବାର । ରାହୁକାଳ – ଦିବା ଘ ୦୧/୩୦ ରୁ ଦିବା ଘ ୦୩/୦୮...
  • ଆଜିର ରାଶିଫଳ:ମଙ୍ଗଳବାର

    Share this:ଜୟ ମା ମଙ୍ଗଳା ଜୟ ଶନି ଦେବ । ଅଦ୍ୟ ମକର ରାଶିର ଘାତବାର  ସୂର୍ଯ୍ୟଉଦୟ – ପ୍ରାଘ ୦୫/୨୪/୩୮ ସୂର୍ଯ୍ୟଅସ୍ତ – ସଂଘ ୦୬/୨୦/୦୯ ରାହୁକାଳ – ଦିବା ଘ ୦୩/୦୬ ରୁ ଦିବା ଘ ୦୪/୪୩...