କୋଭିଡ୍ ମହାମାରୀ ପରେ ପୁସ୍ତକ ମେଳା ଆୟୋଜନ ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି କରିଛି

ଭୁବନେଶ୍ୱର: ଶୁକ୍ରବାର ଦିନ ସନ୍ଧ୍ୟାରେ ୪ର୍ଥ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ର ଶୁଭ ଉଦ୍ଘାଟନ ଉତ୍ସବ ଭୁବନେଶ୍ୱର ୟୁନିଟ୍ -୩ ସ୍ଥିତ ପ୍ରଦର୍ଶନୀ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକ ମେଳାକୁ ଆଭାସୀ ମାଧ୍ୟମରେ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଉଦ୍ ଘାଟନ କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ,  ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘ ସହଯୋଗରେ ଏହି ପୁସ୍ତକମେଳା ଆୟାଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଦେଇ କହିଥିଲେ ଯେ,ଓଡିଆ ଭାଷା ଏକ ସୁନ୍ଦର ଭାଷା । ଏହି ଭାଷା ଆମର ଶାସ୍ତ୍ରୀୟ ମାନ୍ୟତା ପାଇଛି । ଓଡିଆ ଭାଷାରେ ଅନେକ ପୁସ୍ତକ ରଚନା ହୋଇଛି । ଏହି ପୁସ୍ତକଗୁଡିକର ଦେଶ ବିଦେଶରେ ପ୍ରଚାର ପ୍ରସାର ହେବା ଆବଶ୍ୟକ । ପିଲାମାନଙ୍କ ମଧ୍ୟରେ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି ହେବା ଉପରେ  ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହିତ ଓଡିଆ ଭାଷାର ପ୍ରତି ଅକ୍ଷର ପ୍ରତି ଦୃଷ୍ଟି ଦିଆଯିବା ଉପରେ  ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ଏବଂ ଏଥି ସହିତ ପୁସ୍ତକ ମେଳାର ସମସ୍ତ ଆୟୋଜକ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଏହାର ସଫଳତା କାମନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ କହିଲେ ଯେ, ଆମ ଭାଷାବିତ୍ ମାନେ ଆମ ଦେଶର ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବାକୁ ଚେଷ୍ଟିତ ଅଛନ୍ତି । ପୁସ୍ତକ ଜନଜୀବନ ଓ ସାମାଜିକ ପରିବର୍ତ୍ତନରେ ସହାୟକ ହୋଇଥାଏ । ମନରୁ ଅହଂଭାବ ପରିହାର କରିବା ପାଇଁ ପୁସ୍ତକ ଏକ ଶାଣିତ ଅସ୍ତ୍ର ଭାବେ କାମ କରିଥାଏ ବୋଲି ଶ୍ରୀ ପାତ୍ର ପ୍ରକାଶ କରିବା ସହିତ କୋଭିଡ୍ ମହାମାରୀରୁ ଆପାତତଃ ମୁକ୍ତ ହେବା ପରେ ଚଳିତ ବର୍ଷ ଆୟୋଜିତ ପୁସ୍ତକ ମେଳା ସମସ୍ତ ପ୍ରକାଶକ, ଲେଖକ ଓ ପାଠକପାଠିକାମାନଙ୍କ ପାଇଁ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ । ଓଡିଆ ଭାଷା,ସାହିତ୍ୟ , ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ, ପୁସ୍ତକ ସମସ୍ତଙ୍କୁ ଆନନ୍ଦ ଦିଏ, ମନ ପ୍ରଫୁଲ୍ଲ ରଖିବା ସହିତ ଅନ୍ଧକାରରୁ ଆଲୋକର ବାର୍ତ୍ତା ପ୍ରଦାନ କରେ । ମସ୍କିଷ୍କର ବିକାଶ ପାଇଁ ପୁସ୍ତକର ଉପାଦେୟତା ଗୁରୁତ୍ୱପୂର୍ଣ୍ଣ । ପୁସ୍ତକ ପଠନ ଦ୍ୱାରା ପୃଥିବୀର ବିଭିନ୍ନ କଥା ଜାଣି ହୁଏ । ଗୃହିଣୀ, କୃଷକ, ନୀତି ନିର୍ଦ୍ଧାରକ,ଅବସରପ୍ରାପ୍ତ ବ୍ୟକ୍ତି ସମସ୍ତଙ୍କ ପାଇଁ ପୁସ୍ତକର ଉପାଦେୟତା ରହିଛି । ପିଲାମାନଙ୍କଠାରୁ ବୟସ୍କମାନଙ୍କ ପର୍ଯ୍ୟନ୍ତ ପୁସ୍ତକ ସମସ୍ତଙ୍କର ସାଥୀ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ପ୍ରକାଶ କରିବା ସହିତ ଜନ୍ମଦିନ, ନୂଆ ବର୍ଷ ଓ ବିଭିନ୍ନ ଉତ୍ସବରେ ପୁସ୍ତକ ଉପହାର ଦେବାକୁ ଶ୍ରୀ ସାହୁ ମତ ରଖିଥିଲେ । ଡିଜିଟାଲ ଯୁଗରେ ପୁସ୍ତକର ମାନ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ସହିତ ନିଜ ଘରେ ପାଠାଗାର କରିବା , ଜିଲ୍ଲା ମହୋତ୍ସବରେ ପୁସ୍ତକମେଳା ଆୟୋଜନ କରାଯିବା ଏବଂ ପାଠାଗାର ଆନ୍ଦୋଳନକୁ ଗୁରୁତ୍ୱ ଦେବାକୁ ଶ୍ରୀ ସାହୁ କହିଥିଲେ । ଏଥି ସହିତ ମୁଦ୍ରିତ ପୁସ୍ତକର ସ୍ୱତନ୍ତ୍ର ଚାହିଦା ରହିଥିବା ବିଷୟରେ ସେ ପ୍ରକାଶ କରିଥିଲେ । ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ ଚଳିତ ବର୍ଷ ପୁସ୍ତକ ମେଳାରେ ୬୦୦ ଟି ଷ୍ଟଲ କରାଯାଇଥିବା ସୂଚନା ଦେଇଥିଲେ । ଭୁବନେଶ୍ୱରରେ ମେକ୍ ଇନ୍ ଓଡିଶା ଆୟୋଜିତ, ଆସନ୍ତା ମାସରେ ପୁରୁଷ ହକି ବିଶ୍ୱ କପ୍ କୁ ଦୃଷ୍ଚିରେ ରଖି ଭୁବନେଶ୍ୱରରେ ବହୁ ପର୍ଯ୍ୟଟକ ଓ ଦର୍ଶକମାନଙ୍କ ସମାଗମ ଦୃଷ୍ଟିରୁ ଚଳିତ ବର୍ଷ ପୁସ୍ତକମେଳାର ପ୍ରଦର୍ଶନୀ ମଣ୍ଡପ ଗୁଡିକ ଆକର୍ଷଣୀୟ ରୂପରେ ସଜ୍ଜିତ କରାଯାଇଥିବା ସୂଚନା ଦେଇଥିଲେ । ଆଗାମୀ ଦିନରେ ଏହି ପୁସ୍ତକମେଳା ଯେପରି ଦେଶର ଏକ ଅଗ୍ରଣୀ ପୁସ୍ତକ ମେଳା ହୋଇପାରିବ , ସେ ଦିଗରେ ସମସ୍ତ ପ୍ରୟାସ ରହିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଡଃ. ସୁବାଷ ନାୟକଙ୍କ ରଚିତ କବିତା ପୁସ୍ତକ “ପ୍ରିୟା”, ସ୍ୱଦେଶ କୁମାର ପଟ୍ଟନାୟକଙ୍କ ଲିଖିତ ଗଳ୍ପ ସଂକଳନ “ବୃତ୍ତାଙ୍କନ”, ଡଃ. ଇତି ସାମନ୍ତଙ୍କ ଦ୍ୱାରା ସଂପାଦିତ ମାସିକ ପତ୍ରିକା “କାଦମ୍ବିନୀ” ଓ ଶିଶୁ କିଶୋର ପତ୍ର “କୁନିକଥା”ର ସଦ୍ୟତମ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସୂଚନା ଓ ଲୋକ ସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉତ୍କଳ ସଂଗୀତ ମହାବିଦ୍ୟାଳର କଣ୍ଠଶିଳ୍ପୀମାନେ “ବନ୍ଦେ ଉତ୍କଳଜନନୀ” ପ୍ରାରମ୍ଭିକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅରିରିକ୍ତ ଶାସନ ସଚିବ ଶ୍ରୀ ମନସ୍ୱିନୀ ସାହୁଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ମୁଖ୍ୟ ଓ କର୍ମକର୍ତ୍ତା, ପୁସ୍ତକ ମେଳାର ପ୍ରକାଶକ, କର୍ମକର୍ତ୍ତା, ପାଠକପାଠିକା ଏହି ପୁସ୍ତକମେଳାରେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ପରେ ପରେ ମନ୍ତ୍ରୀ ଶ୍ରୀ ପାତ୍ର, ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଓ ନିର୍ଦ୍ଦେଶକ ପ୍ରମୁଖ ପୁସ୍ତକମେଳା ପରିଦର୍ଶନ କରିଥିଲେ ।  

5 thoughts on “କୋଭିଡ୍ ମହାମାରୀ ପରେ ପୁସ୍ତକ ମେଳା ଆୟୋଜନ ସମସ୍ତଙ୍କ ମନରେ ଆଗ୍ରହ ସୃଷ୍ଟି କରିଛି”

  1. Casinos ohne Limit und ohne deutsche Lizenz locken in der Regel mit deutlich größeren Bonuspaketen. Wir haben gezielt nach deutsche
    Casinos ohne Lizenz gesucht, die starke Spielerbewertungen auf Plattformen wie Trustpilot vorweisen können. Zusätzlich veranstaltet die Plattform regelmäßige Gewinnspiele
    mit Preispools von mehreren tausend Euro. Für deutsche Spieler,
    die bevorzugt unterwegs zocken, liefert die Plattform nahtlose Performance auf iOS- und Android-Geräten. Dutzende Blackjack-
    und Roulettetische bieten verschiedene Einsatzstufen, während Premium-Game-Shows wie Crazy Time und
    Lightning Storm für Unterhaltung mit riesigen Multiplikator-Chancen sorgen.
    Vorhanden sind mehr als 30 verschiedene Sportarten,
    welche allesamt den hohen Erwartungen eines Wettanbieters ohne deutsche Lizenz entsprechen. Es hilft dabei
    ungemein, dass man seinen deutschen Kunden ein breites
    Spektrum an vielen gebührenfreien Ein- und Auszahlungsmethoden anbietet.
    Unser letzter Sportwettenanbieter ohne deutsche Lizenz
    wäre BetonRed. Der zweite Sportwettenanbieter in unserer Liste der Wettanbieter ohne deutsche Lizenz wäre 20Bet.
    Welche Wettanbieter ohne deutsche Lizenz dabei ganz besonders zu empfehlen sind?

    Auch bei den modernen Zahlungsmethoden stößt man bei GGL-lizenzierten Anbietern auf wenig Gegenliebe bzw.
    Die Online Casinos ohne deutsche Lizenz können jedoch aus dem Vollen schöpfen. Schließlich sind diese nicht an die deutsche
    Regulierung gebunden mit monatlichem Einzahlungslimit
    von maximal 1000 € oder auch Max Bet auf 1 €. Wenn man in Deutschland lizenzierte Plattformen mit einem Online Casino
    im Ausland vergleicht, dann sieht das einheimische Casino in diesem Segment kein Land.
    Davon abgesehen ist natürlich auch der 200 % Willkommensbonus
    bis zu 500 € ein echter Kracher, garniert mit
    realistischen Umsatzbedingungen.

    References:
    https://online-spielhallen.de/posido-casino-bewertung-ein-tiefenblick-fur-spieler/

  2. Online pokies are the most popular casino game in Australia
    and come in heaps of themes, mechanics, and win potential.
    Pick your poison with lists ranging from classic table games to modern live dealer favourites and,
    of course, unique pokie titles. Bonuses don’t last forever and this catches a
    lot of players out, meaning their hard won bonus winnings get lost.
    While pokies often contribute 100%, other games may contribute much less.

    With an extensive game variety, players are sure to find something
    to satisfy their gaming desires. Notably, providers such as Evolution Gaming are reputed for delivering highly
    reliable live casino games in the country. All the casinos listed on our site have been thoroughly reviewed to ensure
    that they are safe and legal and offer a fair and secure gaming experience.
    It is best for players to find websites that provide a reliable and safe gaming experience.
    Online casinos offer an enjoyable opportunity to make wagers and
    walk away with potential huge sums of money.

    Launched in 2022, it has already made waves with its clean interface, modern design, and high-value bonuses.
    For Australian players looking for a newer but ambitious brand, Goldex Casino is a
    hidden gem. Players can switch between classic pokies, jackpot titles, and even live dealer
    sessions with smooth transitions and no
    lag — both on desktop and mobile. With more than 7,000 games in its library, including slots, crash titles, and table
    games, 7Bit keeps things fresh and exciting.

    References:
    https://blackcoin.co/paypal-casinos-top-online-casinos-for-paypal-deposits-and-withdrawals/

  3. No Problem.Try our games with exclusive no deposit bonuses
    and enjoy free spins — no strings attached. The list of online casinos that players can use is growing every
    day. Rocket casinos offer players both technologies, and
    it guarantees the convenience of using the site for both
    new customers and experienced players. VIP players receive a daily return of 5% to 25%, free
    games, frequent draws, and prizes, and a coefficient by which the
    prize will be multiplied. It’s no secret that bonuses are a great
    motivation for players.
    Rocket Casino has slots from BGaming, NetEnt, Microgaming, ELK, LightningBox, 1x2Gaming, Evolution, Blueprint, NextGen, and Betsoft Gaming.

    Casino Rocket Suomi cooperates with a large number of game developers and can offer a
    massive selection of entertainment. Just fund your account and choose the slot
    you like. After successful registration, you can immediately start
    playing.

    References:
    https://blackcoin.co/monte-casino-overview/

Leave a Reply

Your email address will not be published. Required fields are marked *