
ନୂଆଦିଲ୍ଲୀ/ଭୁବନେଶ୍ୱର : ଆମ ସାମାଜିକ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିବା ଜନଜାତି ସମାଜକୁ ସଶକ୍ତିକରଣ କରିବାରେ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ଦେଶ ସ୍ୱାଧୀନତା ପରେ ଦୀର୍ଘ ୭୫ ବର୍ଷରେ ସେମାନଙ୍କ ପାଇଁ ଥିବା ଦାୟିତ୍ୱକୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରଣ କରୁଛନ୍ତି ବୋଲି ନୂଆଦିଲ୍ଲୀରେ ଏକ ପ୍ରେସମିଟ ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଜନଜାତିଙ୍କ ପାଇଁ ଆର୍ଥିକ ସହାୟତା ଅନୁଦାନ ବୃଦ୍ଧି କରିବା ସହ ଶିକ୍ଷା, ରୋଜଗାର, ସ୍ୱରୋଜଗାର ଓ ସାଂସ୍କୃତିକ ଉତଥାନକୁ ଗୁରୁତ୍ୱ ଦେଉଛନ୍ତି । ସେମାନଙ୍କୁ ଜାତୀୟ ସ୍ତରରେ ପରିଚୟ ଦେଇଛନ୍ତି । ଦେଶରେ ଜନଜାତି ସଶକ୍ତିକରଣ ଦିଗରେ ପ୍ରଧାନମନ୍ତ୍ରୀ ନୂଆ ମାପଦଣ୍ଡ ତିଆରି କରିଛନ୍ତି । ମୋଦି ସରକାରରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଏକ ସ୍ଲୋଗାନ ନୁହେଁ ବରଂ ଏକ ଦାୟିତ୍ୱ ହୋଇଛି । ୨୦୧୧ ଜନସଂଖ୍ୟା ତୁଳନାରେ ଦେଶରେ ପ୍ରାୟ ୮.୬ ପ୍ରତିଶତ ଜନଜାତି ଜନସଂଖ୍ୟା ବସବାସ କରୁଛନ୍ତି । ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ଝାଡଖଣ୍ଡ, ଛତିଶଗଡ, ଉତ୍ତର ପୂର୍ବ ସମୂହ ରାଜ୍ୟରେ ମଧ୍ୟ ହାରାହରି ଅଧିକାଂଶ ଜନଜାତି ବସବାସ କରନ୍ତି । ଜନଜାତି ଲୋକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୯୧ ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ୨୦୧୪ -୧୫ରେ ଏହି ଅନୁଦାନ ଥିଲା ୧୯,୪୩୭ କୋଟି । ଜନଜାତି ସମାଜରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଛି । ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଏକ ଛୋଟ ଗାଁରୁ ଆସି ରାଷ୍ଟ୍ରପତି ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଏହା ମୂଳରେ ଶିକ୍ଷା ଅନ୍ତର୍ନିହିତ ଅଛି । ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଭଳି ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ବିକାଶ ଦେବା ଦିଗରେ ଏକଲବ୍ୟ ବିଦ୍ୟାଳୟ ସ୍ଥାପନା କରାଯାଇଛି । ଏଥିପାଇଁ ଭାରତ ସରକାର ୨୯, ୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ନୂଆ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷାଦାନ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାର ସିଂହଭାଗ ଲାଭ ଜନଜାତି ସମାଜ ପାଇବ । ଜନଜାତି ମନ୍ତ୍ରଣାଳୟ ଦ୍ୱାରା ଆବଣ୍ଟନ ୨୦୧୪-୧୫ରେ ୩,୮୩୨ କୋଟି ଟଙ୍କାରୁ ବଢି ୨୦୨୨-୨୩ରେ ୮,୫୦୦ କୋଟି ଟଙ୍କାରେ ପହଞ୍ଚିଛି । ଏହି ସବୁ ତଥ୍ୟ ସମାଜର ବଞ୍ଚିତ ବର୍ଗଙ୍କ ପାଇଁ ମୋଦି ସରକାରଙ୍କ ଦାୟିତ୍ୱବୋଧକୁ ପ୍ରମାଣିତ କରୁଛି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ତରରେ ଜନଜାତିଙ୍କ ଉପରେ ଗବେଷଣା କରିବା ପାଇଁ ବ୍ୟବସ୍ଥା ନଥିଲା । ପ୍ରଥମ ଥର ପାଇଁ ମୋଦି ସରକାରରେ ଜାତୀୟ ଜନଜାତି ଗବେଷଣା କେନ୍ଦ୍ର(ଏନଟିଆରଆଇ) ସ୍ଥାପନା କରାଯାଇଛି । ପ୍ରଥମ ଥର ଦେଶରେ ଜନଜାତି ସଂଗ୍ରାମୀ ମାନଙ୍କୁ ଉଚିତ୍ ସମ୍ମାନ ଦିଆଯାଉଛି । ଓଡ଼ିଶା, ଝାଡଖଣ୍ଡ ଓ ରାଜସ୍ଥାନ ସମେତ ଅନେକ ସ୍ଥାନରେ ଶହୀଦ ଲକ୍ଷ୍ମଣ ନାୟକ, ନିର୍ମଳ ମୁଣ୍ଡା, ମାଧୋ ସିଂହଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ଦେଶ ପାଇଁ ଅତୁଳନୀୟ । ପ୍ରଥମ ଥର ପାଇଁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ଦେଶରେ ୧୦ ଜନଜାତୀୟ ସ୍ୱାଧୀନତା ସଂଗ୍ରାମୀ ମ୍ୟୁଜିୟମ ନିର୍ମାଣ କରାଯାଉଛି । ଦେଶରେ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଥିବା ଜନଜାତି ଗାଁ ହେଉଛି ୩୬, ୪୨୮ । ପ୍ରତିବର୍ଷ ୭, ୫୦୦ ଗାଁକୁ ପ୍ରାଥମିକତା ଦେଇ ୫ ବର୍ଷ ଭିତରେ ସେଠାରେ ମୂଳଭୂତ ପରିବର୍ତ୍ତନ କରାଯାଉଛି । ଜନଆନ୍ଦୋଳନ ମାଧ୍ୟମରେ ଶତପ୍ରତିଶତ କଲ୍ୟାଣକାରୀ ଯୋଜନାର ଲାଭ ଜନଜାତିଙ୍କ ପାଖରେ ପହଞ୍ଚିବା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ଭାରତ ସରକାର ଟେକ୍ନୋଲୋଜିର ଉପଯୋଗ କରି ଟ୍ରାଇବାଲ ଡିଜିଟାଲ ଡକ୍ୟୁମେଣ୍ଟେସନ କରିବା ଦିଗରେ ମଧ୍ୟ ପ୍ରାଥମିକତା ଦେଇଛନ୍ତି । ବନ୍ଧନ ବିକାଶ ଯୋଜନାରେ ଦେଶରେ ୩୨୫ ବନ୍ଧନ ବିକାଶ କେନ୍ଦ୍ର ଖୋଲାଯାଇଛି । ପ୍ରାୟ ୧୦ ଲକ୍ଷ ଜନଜାତି ଲାଭାର୍ଥୀ ୫୫ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟରେ ଏହି କେନ୍ଦ୍ରରେ ଯୋଡି ହେଉଛନ୍ତି । ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ଜାତୀୟ ବଜାରର ନେଟଓ୍ୱାକ ଯଥା ଇ-ନାମ, ଆମାଜନ, ଫ୍ଲିପକାର୍ଟ ମାଧ୍ୟମରେ ଯୋଡାଯାଉଛି । ଏମଏସଏମଇ ଅଧୀନ ସ୍ଫୃତି ଯୋଜନାରେ ୬୦ ହଜାର ଜନଜାତି ଆର୍ଟିସିଆନ୍ସ ଯୋଡି ହୋଇଛନ୍ତି । ଆଜି ଦେଶରେ ପ୍ରଥମ ଥର ମୋଦି ସରକାରରେ ୮୭ଟି ଜଙ୍ଗଲଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଦିଆଯାଉଛି । ପ୍ରଧାନମନ୍ତ୍ରୀଙ୍କ କାରଣରୁ ଜନଜାତିଙ୍କ ଦ୍ୱାରା ଉତ୍ପାଦିତ ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ଭାରତ ଆଜି ଆନ୍ତର୍ଜାତିକ ମିଲେଟ୍ ଦିବସ ପାଳନ କରୁଛି । ଭାରତର ଜି-୨୦ରେ ମିଲେଟକୁ ପ୍ରମୁଖ ବିଷୟ ବନାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାସହ ଜନଜାତି ସମାଜ ଉପରେ ଚର୍ଚ୍ଚା ଆଲୋଚନା କରିବା ପାଇଁ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପରାମର୍ଶ ଦେଇଛନ୍ତି ।
Bereits kurz nach Veröffentlichung des Romans Casino Royale verkaufte Autor Ian Fleming die Verfilmungsrechte an den amerikanischen Fernsehsender CBS, der die Geschichte für eine 1954 veröffentlichte Episode der Serie Climax!
Damit lassen sie Casino Royale auch dort, wo er in Sachen Gewalttätigkeit über die Stränge
schlägt, genießbar bleiben. Und dass Campbell mit seinem Kameramann Phil Méheux,
nach den fidel-turbulenten Zorro-Filmen mit Antonio Banderas und dem elegant-effizienten Goldeneye auch
anders können, nämlich hart und brutal, dazu
auch mal mit Handkamera Bond zu Leibe rücken, wenn es
angebracht ist, beweisen sie eindrucksvoll.
Doch dafür sind zum ersten Mal die Figuren (zumindest die hauptsächlichen) echte Charaktere.
Zu Le Chiffres Überraschung kehrt Bond an den Spieltisch
zurück und gewinnt schließlich 115 Millionen Dollar mit einem Straight Flush in der letzten Hand.
Tödlich vergiftet schleppt sich Bond zu seinem Aston Martin und
verabreicht sich ein Gegenmittel. An der Bar versetzt Le
Chiffres Freundin Valenka Bonds Cocktail mit Fingerhut.
References:
https://online-spielhallen.de/ihr-weg-zu-cosmo-casino-deutschland-ein-ausfuhrlicher-testbericht/
In the lead-up to the opening, Roth and the driving
force behind the casino – storied West Australian businessman Dallas Dempster, who’d forged an alliance with the Malaysian gaming operators Genting Berhad – had visited
gambling operations around the world to be prepared for any problems that may arise.
Littler looked a million bucks that night – along with all the other croupiers – because they were dressed and drilled by former
Victoria Park international model Lorette Spicer, whose job in the first years
of the casino’s operation was making sure Perth’s stab at
sophistication matched the glamour crowds know
from James Bond movies. Speak to the Bell Service Captain on your arrival.Valet parking for our three hotels costs $75.
Featuring panoramic views of Perth’s city skyline and
a rooftop infinity pool, Doubletree By Hilton Perth Waterfront
is situated in Elizabeth Quay, with access to local attractions and experiences…
Situated in Perth, 3.8 km from Perth Convention and Exhibition Centre, Vibe Hotel Subiaco Perth features accommodation with an outdoor swimming pool,
private parking, a fitness centre and a shared… Attractively located in Perth, Aurea Hotel Perth Kings Park features an à la carte breakfast and
free WiFi throughout the property.
References:
https://blackcoin.co/vip-betting-insights/
One of the most honest tracks on the record is Zombie, a lighters-aloft ballad (think Coldplay, sung
by Bruce Springsteen) about “feeling you’re ugly, and learning to battle that”.
“When you make an album with family, all they want is the truth.” To achieve that, he shunned
expensive recording studios and made his new album
in a converted Tetley brewery in Leeds. “My advisor at the time, a guy called Nick Groff [vice president of A&R at Interscope, responsible for signing Billie Eilish], was like, ‘I don’t get it’.” The
star sprouts wings, both literal and metaphorical, in the video for Hello Heaven Hello But
the singer reveals it was originally written for his last album.
“With my fans, there were 20,000 kids at the gate at 10am. So we’ve learned a lot for this year. There’ll be pallets of water outside. It’ll be very different.” The event kicked off in Milton Keynes last summer but suffered teething troubles, when fans were stuck in long queues.
In January, he created a new company, external that
brings together his core business of recorded music with touring operations,
his fashion brand and his music festival, Bludfest.
References:
https://blackcoin.co/jokaroom-login-australia-access-your-vip-casino-account/
australian online casinos that accept paypal
References:
nujob.ch
online slots uk paypal
References:
classihub.in