
ଭୁବନେଶ୍ୱର :ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ‘ଡେଲୋଏଟ’ ଭୁବନେଶ୍ୱରରେ ସେଣ୍ଟର ଖୋଲି ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇଛି ବୋଲି ଶୁକ୍ରବାର କମ୍ପାନୀର “କାପାବିଲିଟି ଏନହାନ୍ସମେଣ୍ଟ ସେଣ୍ଟର”ର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ବର୍ଷ ପୂର୍ବେ ଡାଭୋସ ଠାରେ ବିଶ୍ୱ ଅର୍ଥନୀତି ଫୋରମର ଏକ ବୈଠକରେ ସେ ଡେଲୋଏଟର ଗ୍ଲୋବାଲ ସିଇଓ ପୁନୀତ ରେନଜେନଙ୍କୁ ଓଡ଼ିଶାରେ ଡେଲୋଏଟର ଏକ ସେଣ୍ଟର ଖୋଲିବା ପାଇଁ ଅନୁରୋଧ କରିଥିଲେ । ଆଜି ଏହା ବାସ୍ତବର ରୂପ ନେଇଥିବାରୁ ଶ୍ରୀ ପ୍ରଧାନ ଶ୍ରୀ ରେନଜନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଆଜି ଏକ ବଡ଼ ଦିନ । ବିଶ୍ୱର ଅନେକ ସ୍ଥାନକୁ ଯିବାବେଳେ ଓଡ଼ିଆ ପିଲାମାନଙ୍କୁ ଭେଟିବା ବେଳେ ସମସ୍ତଙ୍କ ମନରେ ଓଡ଼ିଶାରେ ସୁଯୋଗ ମିଳିବା ନେଇ ପ୍ରଶ୍ନ ଥିଲା । ମାତ୍ର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଓ ଇନୋଭେସନର ସ୍ୱପ୍ନ ସାକାର ହେଉଛି । ଦେଶରେ ଇନୋଭେସନ, ଟେକ୍ନୋଲୋଜି, ନୂଆ ଅର୍ଥନୀତିର ମଡେଲ ଧୀରେ ଧୀରେ ଉଭା ହେଉଛି । ଭୁବନେଶ୍ୱରରେ ଡେଲୋଏଟ ସେଣ୍ଟର ଏ ଦିଗରେ ଗୋଟିଏ ବଡ ପଦକ୍ଷେପ । ଏହି ସଂସ୍ଥାରେ ପିଲାମାନେ କାମ କଲେ ସେମାନଙ୍କର ଦକ୍ଷତା ବଢିବ । ଭାରତ ଯେତେବେଳେ ବିଶ୍ୱର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ହେଉଛି ସେ ସମୟରେ ଡେଲୋଏଟର ଏହି କମ୍ପାନୀ ଦ୍ୱାରା ଭାରତ ମଧ୍ୟ ୧୫୦ଟି ଦେଶ ସହ ଯୋଡ଼ିହେବ । ଏହା ଦ୍ୱାରା ଆମର ଅର୍ଥନୀତି, ପର୍ଯ୍ୟଟନ ଓ ସଂସ୍କୃତିର ପ୍ରଚାର ପ୍ରସାର ଘଟିବ । ଅନେକ ବର୍ଷ ପୂର୍ବେ ଆଦିକବି ସାରଳା ଦାସ ପ୍ରଥମ ଭାଷାଭିତ୍ତିକ ମହାଭାରତର ରଚନା କରିଥିଲେ । ପ୍ରାୟ ଦୁଇ ଶହ ବର୍ଷ ପର୍ବେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ ଉକ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଜାତିସଂଘର ପ୍ରାଚୀରରେ ଲେଖା ହୋଇଛି । ଏହା ଆମ ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାର ଚରମ ନିଦର୍ଶନ । ଆଉ ସେହି ଓଡ଼ିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇ ଭୁବନେଶ୍ୱର ଠାରେ ନିଜ ଟେକ୍ନିକାଲ ସେଣ୍ଟର ସ୍ଥାପନ କରିଥିବାରୁ ଡେଲୋଏଟକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୁର୍ଗମ ଅଞ୍ଚଳରୁ ଆସି ଏଆଇସିଟିଇ ସ୍ୱୀକୃତି ପ୍ରାପ୍ତ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଓଡ଼ିଆ ପିଲାମାନେ ସୁଯୋଗ ପାଇଲେ ବୈଷୟିକ ଦକ୍ଷତା ପ୍ରତିପାଦିତ କରିପାରିବେ । ପିଲା ଦିନରୁ ଥିବା ମୋର ଏହି ଧାରଣା ବାସ୍ତବର ରୂପ ନେଉଛି । ଡେଲୋଏଟର ଟେକ୍ନିକାଲ ସେଣ୍ଟରରେ ନବନିଯୁକ୍ତ ଓଡ଼ିଆ ଯୁବପିଢି ଆନନ୍ଦପୁର, ସୋନପୁର, କଳାହାଣ୍ଡି, ଅନୁଗୋଳ, ବାରିପଦା, ରାଇରଙ୍ଗପୁର ଭଳି ଅଞ୍ଚଳକୁ ଡେଲୋଏଟକୁ ନେବା ପାଇଁ ବଡ ଭାଇ ଭାବେ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆମ ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଆଗାମୀ ଦିନରେ ବିଶ୍ୱ ଅର୍ଥନୀତିକୁ ନିଶ୍ଚୟ ପ୍ରଭାବିତ କରିବ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ପୂର୍ବ ଭାରତର ବିକାଶ ବିନା ସମଗ୍ର ଭାରତର ବିକାଶ ଅସମ୍ଭବ ଏବଂ ଏଥିପାଇଁ ସେ ‘ପୂର୍ବଦୋୟ ମିଶନ’ର କଳ୍ପନା କରିଛନ୍ତି । ପୂର୍ବ ଭାରତର ବିକାଶ ଦ୍ୱାରା ଆମ ଦେଶ ଭାରତ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ ହେବା ସହ ପୁଣି ଥରେ ବିଶ୍ୱଗୁରୁ ଭାବରେ ବିବେଚିତ ହେବ । ରାଜ୍ୟରେ ୫ଜି ଟେଲିକମ୍ ସେବାର ଶୁଭାରମ୍ଭ ହୋଇଥିବା ବେଳେ ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ ଓଡ଼ିଶାରେ ଡେଲୋଏଟର ଟେକ୍ନିକାଲ ସେଣ୍ଟର ରାଜ୍ୟ ପାଇଁ ଅପାର ସମ୍ଭାବନା ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।ଉଲ୍ଲେଖଯୋଗ୍ୟ, ୨୦୧୮ ମସିହା ଜାନୁଆରୀ ୨୩ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରରେ ଥିବା ସମ୍ଭାବନା ନେଇ ଡେଲୋଏଟର ଗ୍ଲୋବାଲ ଚେୟାମ୍ୟାନର ସହ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଥିଲା । ପରେ ୨୦୧୯ ଫେବୃୟାରୀ ୨୨ ତାରିଖରେ ଡଲୋଏଟର ଓ୍ୱାର୍ଲଡକ୍ଲାସ ଇନିସିଏଟିଭ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭୁବନେଶ୍ୱର ଠାରେ ଡେଲୋଏଟର ସଂପ୍ରସାରଣ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଟ୍ୱିଟ୍ କରିବା ପରେ ତାଙ୍କୁ ଓ ଡେଲୋଏଟର ଗ୍ଲୋବାଲ ସିଇଓ ପୁନୀତ ରେନଜେନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାବ୍ୟତିତ ଗତବର୍ଷ ଅକ୍ଟୋବର ୦୭ ତାରିଖରେ ପ୍ରତ୍ୟକ୍ଷ ଭାବରେ ଶ୍ରୀ ପ୍ରଧାନ ଶ୍ରୀ ରେନଜେନଙ୍କୁ ନୂଆଦିଲ୍ଲୀ ଠାରେ ଭେଟି ଓଡ଼ିଶାରେ ଡେଲୋଏଟ ସେଣ୍ଟର ଖୋଲିବା ଅନୁରୋଧକୁ ରକ୍ଷା କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ ।
I am really impressed along with your writing talents as neatly as with the format for your weblog. Is this a paid theme or did you modify it yourself? Either way keep up the nice high quality writing, it is rare to peer a great blog like this one these days!
References:
Casino online roulette
References:
http://volleypedia.org/index.php?qa=user&qa_1=stepcanada8
References:
Best legal anabolic
References:
https://www.nextlink.hk/@cismarlys63694
References:
Sky vegas login
References:
https://www.marocbikhir.com/user/profile/627617
References:
Best muscle stack
References:
https://foerderschule-strausberg.de/Schulalltag/index.php/;focus=STRATP_com_cm4all_wdn_Flatpress_18265934&path=?x=entry:entry230124-220637%3Bcomments:1
References:
Legal steroids scam
References:
https://git.cultist.gay/luciestewart73
References:
High testosterone joint pain
References:
https://repositories.action2quare.com/cliffgiron297
References:
Best test stack
References:
http://111.230.98.74/sherlenerains
References:
Anabolic steroids online pharmacy reviews
References:
https://git.warze.org/alvdaniel65887
References:
The best cutting steroid
References:
http://38.47.180.165:3000/waldostockton
References:
Decca supplements
References:
https://git.econutrix.com/warrenheist242
References:
Steroid high cholesterol
References:
https://pinecorp.com/employer/what-is-a-normal-testosterone-level-for-your-age/
References:
Most powerful supplement for muscle building
References:
http://139.59.100.212:3001/odelllakeland
References:
Anabolic steroids online
References:
http://61.145.163.246:3000/sherlynoconnor
Good answer back in return of this matter with solid arguments and
explaining the whole thing concerning that.
References:
https://blogfreely.net/whitechive1/casinos-mit-schneller-auszahlung-sofort-gewinne-2026
References:
Instant Casino Einzahlungsmethoden
References:
https://bookmark4you.win/story.php?title=instant-casino-test-2026-spiele-boni-zahlungsmethoden
References:
Instant Casino Freispiele
References:
https://rfserial.online/user/dashclick6/
References:
Instant Casino Treuepunkte einlösen
References:
https://pad.stuve.de/s/qtoIfWIps
References:
Instant Casino Konto erstellen
References:
https://atesoglusogutma.com/user/harpparty3/
References:
Instant Casino App
References:
https://apunto.it/user/profile/783073
References:
Yakama legends casino
References:
https://pad.stuve.uni-ulm.de/s/514ZDldcG2
References:
Decca steroid side effects
References:
http://adrestyt.ru/user/panaries45/
References:
Steroid for bodybuilding
References:
https://jobcopeu.com/employer/7-best-sites-to-buy-testosterone-online-in-2026/
References:
Where are natural corticosteroids produced
References:
https://eram-jobs.com/employer/hgh-prescription-from-a-doctor-how-to-get-hgh-prescribed-online
anadrol weight gain
References:
https://posteezy.com/online-trt-clinic-affordable-testosterone-therapy
References:
Casino mit echter auszahlung
References:
https://broussard-peck-3.hubstack.net/beste-echtgeld-online-casinos-alle-in-einer-casino-liste-2026
References:
New casino sites
References:
https://mysingledesire.com/members/slaveactive91/activity/15233/
References:
River casino
References:
https://mysingledesire.com/members/slaveactive91/activity/15231/
References:
Purchase trenbolone
References:
https://posteezy.com/trend-sale-online
References:
Echtgeld Casino Gutschein
References:
https://pad.stuve.uni-ulm.de/s/mhf9YJZg7
References:
Tropicana online casino
References:
https://goodvibesonly.cloud/yasoda-ma-ke-hoyo-laal-badhai-saare-bhagta-ne/
References:
Anabolic pathway definition
References:
https://illust-cafe.net/2023/01/20/post-146570/
References:
Casino vip
References:
https://graph.org/Best-Casino-Online-Australia-Top-Rated-Sites-for-2026-04-20
References:
Stay Casino verification
References:
https://graph.org/Zoome-Casino-Review–Games-04-20
References:
Blackjack strategy trainer
References:
https://1-euro-einzahlen-casino.online-spielhallen.de/
References:
Seminole casino brighton
References:
https://monopoly-live-casino.online-spielhallen.de/
References:
Osnabrück
References:
https://lucky-dreams-casino-login.online-spielhallen.de/
References:
Offenbach am Main
References:
https://loki-casino-no-deposit-bonus.online-spielhallen.de/
References:
Cologne (Köln)
References:
https://promo-code-casino.online-spielhallen.de/
References:
Neuss
References:
https://little-creek-hotel-and-casino.online-spielhallen.de/
References:
Casino bonusar
References:
https://graph.org/What-Slot-Has-99-Rtp-04-27
References:
Pai gow poker online
References:
https://graph.org/Live-Casino-Online-Free-Play-04-27
References:
Troværdige
References:
https://git.flymiracle.com/svenbuckingham
References:
God udbetalingsprocent casino
References:
http://9youro.com/home.php?mod=space&uid=63908
References:
Online casino med høj udbetalingsrate
References:
https://working.altervista.org/employer/11-beste-online-casinos-in-deutschland-2026-seit-1995/
References:
Australian online casino https://git.flymiracle.com/debbraaycock4
References:
Casinos of winnipeg https://gitlab.liruwei.cn/eugenelnl44069
References:
Silver reef casino http://global.gwangju.ac.kr/bbs/board.php?bo_table=g0101&wr_id=2620096
References:
Casino barcelona https://guateempleos.com/companies/microgaming-online-casinos-2026-play-microgaming-slots-for-free/
References:
Hollywood casino bangor https://dev.kiramtech.com/jenniurq30077
References:
Capitol casino https://lius.familyds.org:3000/ernesto1903935/3462microgaming-casino-welcome-pack/wiki/New-Microgaming-Casinos-and-Bonuses-for-2025
References:
Virginia casinos https://jobs.ethio-academy.com/employer/free-spins-and-no-deposit-bonuses-2026/
References:
Jupiter casino gold coast https://classifieds.ocala-news.com/author/bellfierro
References:
Burswood casino http://gitea.jb1000.com:88/rachaelmiller4
References:
Hard rock casino https://casino-online-uk.online-spielhallen.de/
References:
Online casino deutschland https://10-top-online-casinos.online-spielhallen.de/
References:
Glücksspiel fuerteventura https://casino-geschenk.online-spielhallen.de/
References:
Online Spielotheken Deutschland https://casino-pilsen.online-spielhallen.de/
References:
Casino Mondorf Spielautomaten https://casino-free-casino.online-spielhallen.de/
References:
Mgm grand las vegas erfahrungen https://mallorca-casino.online-spielhallen.de/
References:
Online casino https://crypto-casino-deutschland.online-spielhallen.de/
References:
Monopoly slots https://jobshop24.com/employer/payid-casinos-australia-2026-instant-withdrawal-pokies
References:
Cherokee casino west siloam https://itheadhunter.vn/jobs/companies/payid-casinos-australia-2026-instant-withdrawal-pokies
References:
Blackjack online for money https://govconnectjobs.com/employer/best-payid-casinos-australia-2026-for-quick-withdrawals
References:
Aria casino las vegas https://itheadhunter.vn/jobs/companies/best-payid-casinos-australia-2026-for-quick-withdrawals
References:
Council bluffs casinos https://mvacancy.com/companies/best-payid-casinos-australia-2026-for-quick-withdrawals
References:
Casino online subtitrat https://fanajobs.com/profile/wwrnan60740299
References:
Choctaw pines casino https://job.dialnumber.in/profile/antoinettecric
References:
Reno Casino https://best-casino-facebook.online-spielhallen.de/
References:
Casino Kleve https://casino-ohne-limit.online-spielhallen.de/
References:
Atlantic City Spielcasino https://1-joker-8-casino.online-spielhallen.de/
References:
Betsson Seriös https://altes-casino-petersberg.online-spielhallen.de/