ଭୁବନେଶ୍ୱର:ଭାରତ ଯୋଡ଼ କାର୍ଯ୍ୟକ୍ରମର, ହାତ ସେ ହାତ ଯୋଡ଼ କାର୍ଯ୍ୟକ୍ରମ ଏକ ଅଂଶବିଶେଷ । ରାଜ୍ୟର କଂଗ୍ରେସର ନେତୃବର୍ଗ ଆସନ୍ତା ଜାନୁଆରୀ ୨୬ ତାରିଖ ପାଖରୁ ଓଡ଼ିଶାର ପ୍ରତ୍ୟେକ ଗାଁକୁ ଯାଇ ହାତ ସେ ହାତ ଯୋଡ଼ କାର୍ଯ୍ୟକ୍ରମ ଆରମ୍ଭ କରିବେ । ପ୍ରତ୍ୟେକ ଗାଁରେ କଂଗ୍ରେସର ପତାକା ଉତୋଳନ କରାଯିବ ଏବଂ କଂଗ୍ରେସ ନେତୃବର୍ଗ ଗାଁର ପ୍ରତ୍ୟେକ ଘରକୁ ଘର ଯାଇ ଜନସଂପର୍କ ସୃଷ୍ଟି କରିବା ସହିତ ରାଜ୍ୟର ସାଂପ୍ରତିକ ପରିସ୍ଥିତି, ସ୍ଥାନୀୟ ଅଂଚଳର ଜନସାଧାରଣଙ୍କର ସମସ୍ୟା ସହିତ ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ଯେଉଁ ଭାରତ ଯୋଡ଼ ଯାତ୍ରା ଚାଲିଛି ସେ କଥାକୁ ଲୋକମାନଙ୍କ ପାଖରେ ଉପସ୍ଥାପନ କରିବେ । ଦାରିଦ୍ର୍ୟତା, ହୁ ହୁ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ମୁଦ୍ରାସ୍ପିତି, ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳ ଭାରତ ବର୍ଷରେ ଜାତି, ଧର୍ମ,ବର୍ଣ୍ଣ, ଭାଷା ଓ ଆଂଚଳିକତାକୁ ନିଜର ଆଦର୍ଶକରି ଆଜି ଦେଶକୁ ଭାଗ ଭାଗ କରିବାପାଇଁ ଚେଷ୍ଟା ଚଳାଇଛନ୍ତି । ଘୃଣା, ଭୟ ଓ ହିଂସା ଆଜି ସାରା ଦେଶରେ ରାଜୁତି କରୁଛି । ଗତ ୬ ତାରିଖ ଓ ୭ ତାରିଖ ଦୁଇଦିନ ଧରି ରାଜ୍ୟ କଂଗ୍ରେସ ଭବନରେ ହାତକୁ ହାତ ଯୋଡ଼ୋ କାର୍ଯ୍ୟକ୍ରମକୁ କିପରି ଭାବରେ ସଫଳ କରାଯିବ ତାର ଗୁରୁମନ୍ତ୍ର ଦେଇଥିଲେ ଜାମୁ କାଶ୍ମିର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ, କଂଗ୍ରେସ କାର୍ଯ୍ୟକାରିଣୀର ସଦସ୍ୟ, ରାଜ୍ୟସଭା ସାଂସଦ ତାରିକ ହମିଦ କାରାର୍ । ଶ୍ରୀଯୁକ୍ତ କାରାର୍ କୌଣସି ପ୍ରକାରର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାବରେ ଦଳୀୟ କାର୍ଯ୍ୟକର୍ତା, ପୂର୍ବତନ ସାସଂଦ, ବିଧାୟକ, ବରିଷ୍ଠ ନେତୃବର୍ଗ, ବର୍ତମାନର ସାସଂଦ, ବିଧାୟକ, ଛାତ୍ର, ଯୁବ, ମହିଳା ନେତୃବର୍ଗ, ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ଅଧିକାରୀ ବୃନ୍ଦ ଏବଂ ପଦାଧିକାରୀଙ୍କୁ ସେ କହିଥିଲେ ଯେ ଭାରତ ଯୋଡ଼ ଯାତ୍ରାର ଆଜି ଯେଉଁ ଉପଲବ୍ଧି ମିଳିଛି ତାହା ଆମ ସସସ୍ତଙ୍କୁ ସମ୍ଭିଭୂତ ଏବଂ ଆଚମ୍ବିତ ମଧ୍ୟ କରିଛି । ସାରା ଭାରତ ବର୍ଷରେ କୋଟି କୋଟି ଲୋକ ଭାରତ ଯୋଡ଼ ଯାତ୍ରାରେ ସାମିଲ ହୋଇଛନ୍ତି । ତିନିହଜାରରୁ ଅଧିକ କିଲୋମିଟର ଶ୍ରୀ ରାହୁଲ ଗାନ୍ଧୀ ପଦଯାତ୍ରା କରିସାରିଲେଣି । ଭାରତଯୋଡ଼ ଯାତ୍ରା ସଫଳତାକୁ ନେଇ ଆଜି ପ୍ରତ୍ୟେକ କଂଗ୍ରେସ ନେତୃବର୍ଗ ଏବଂ ଦେଶର ଯୁବବର୍ଗ ଖୁବ ଆନନ୍ଦିତ । ଦୀର୍ଘ ୨୨ ବର୍ଷଧରି ଏକ ବ୍ୟୁରୋକ୍ରାଟିକ ଜନତା ଦଳ ଶାସନ କରୁଛି । ଏ ସରକାର ଓଡ଼ିଶାର ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିବା ପରିବର୍ତେ କେବଳ ଆତ୍ମପ୍ରଚାରରେ ଲାଗି ପଡ଼ିଛି । ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା ପରିସ୍ଥିତି ଏପରିକି ୧୦ଟି ଆଦିବାସୀ ଜିଲ୍ଳାର ସାମଗ୍ରିକ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ଏହି ଦୁଇଦିନିଆ ଆଲୋଚନା ଚକ୍ର କାର୍ଯ୍ୟକ୍ରମର ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଶ୍ରୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ସଫଳତା କଂଗ୍ରେସକୁ ବୁଥ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଅଧ୍ଚଳ ଶକ୍ତିଶାଳୀ କରିବା ସହିତ କଂଗ୍ରେସକୁ ଲୋକାଭିମୁଖି କରିବ । ରାଜ୍ୟର ପ୍ରକୃତ ସ୍ଥିତି କଂଗ୍ରେସ ନେତୃବର୍ଗ କେବଳ ଗ୍ରାମଞ୍ଚଳରୁ ହିଁ ଜାଣିହେବ । ଯେପର୍ଯ୍ୟନ୍ତ ଆମେ ଲୋକମାନଙ୍କର ଆଶା ଓ ବିଶ୍ୱାସ ଭାଜନ ହୋଇପାରିବୁ ନାହିଁ ସେପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଅହରହ ଉଦ୍ୟମ କରିବାକୁ ପଡ଼ିବ । ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଆଦିବାସୀ, ପଛୁଆବର୍ଗ, ସଂଖ୍ୟାଲଘୁ ଏବଂ ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ଅଧିକାରୀ ମାନଙ୍କୁ ବହୁକିଛି ପରିଶ୍ରମ କରିବାକୁ ପଡ଼ିବ । କଂଗ୍ରେସ ଆସିଲେ ଓଡ଼ିଶାର ବିକାଶ ସମ୍ଭବ ହେବ । ଏମାନେ କେବଳ ପରସ୍ପର ଭିତରେ ଗଣମାଧ୍ୟମରେ ଟଣା ଓଟରା ହୁଅନ୍ତି କିନ୍ତୁ ସଂଧ୍ୟା ହେଲେ ତାଙ୍କର ସଂପର୍କ ସଜାଡ଼ି ହୋଇଯାଏ । ୨୨ ବର୍ଷ ଭିିତରେ ରାଜ୍ୟର ଗୋଟିଏ ବଡ଼ ଶିଳ୍ପର ନା ଯାହାକି ରାଜ୍ୟ ସରକାର କରିଛନ୍ତି ବୋଲି କହିପାରିବେକି । ହାତସେ ହାତ ଯୋଡ଼ କାର୍ଯ୍ୟକ୍ରମ ଜାନୁଆରୀ ୨୬ ରୁ ଆରମ୍ଭ ହୋଇ ଦୁଇ ମାସ ପର୍ଯ୍ୟନ୍ତ ଚାଲୁ ରହିବ । ଏହାଦ୍ୱାରା ଓଡ଼ିଶାର ପ୍ରତ୍ୟେକ ଗାଁକୁ ୩୧୪ ବ୍ଲକକୁ ୩୦ଟି ଜିଲ୍ଲାକୁ କଂଗ୍ରେସ ନେତୃବର୍ଗ ପଦଯାତ୍ରା କରିବା ସହିତ ଲୋକଙ୍କ ପାଖକୁ ସିଧାସଳଖ ଯିବେ, ଲୋକଙ୍କ ସୁଖ ଦୁଃଖ ବୁଝିବେ ଏବଂ ସଂପର୍କ ସ୍ଥାପନ କରିବେ । କଂଗ୍ରେସ ଦୃଢ଼ ନିଶ୍ଚିତ ଆସନ୍ତା ୨୦୨୪ ରେ ୯ରୁ ୯୦ ଆସନ ଜିତିବ ଏବଂ ରାଜ୍ୟର ଜନସାଧାରଣଙ୍କର ସେବା କରିବ । ଏଥିପାଇଁ ଶ୍ରୀ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କୁ ଯୋଡ଼ ହସ୍ତରେ ନିବେଦନ କରି କହିଛନ୍ତି କଂଗ୍ରେସକୁ ଆଶୀର୍ବାଦ କରନ୍ତୁ ବୋଲି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି, ଜିଲ୍ଲା କଂଗ୍ରେସ ସଭାପତି, ସାଂସଦ ଓ ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ବରିଷ୍ଠ କଂଗ୍ରେସ ନେତୃବର୍ଗ, ଗତ ସାଧାରଣ ନିର୍ବାଚନର ସସସ୍ତ ସାଂସଦ ଓ ବିଧାୟକ ପ୍ରାର୍ଥୀ ଏବଂ ସମସ୍ତ ସାମ୍ମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟ ଓ କର୍ମକର୍ତାମାନେ ଯୋଗଦେଇଥିଲେ ।
Gleichwohl können Sie dort als Kunde aus Deutschland in der Regel ein Konto erstellen und spielen. Die Curacao-Lizenz zählt zu den bekanntesten Glücksspiellizenzen auf dem Markt.
Neben der deutschen gibt es einige andere Lizenzen, die auf dem weltweiten Glücksspielmarkt verbreitet sind.
Bitcoin Casinos, haben zweifellos einige bedeutende Vorteile, dies
gilt jedoch auch für ein Online Casino mit deutscher
Lizenz. Weshalb sich auf der Inselgruppe im Indischen Ozean immer mehr Online Glücksspielanbieter niederlassen. Wenn
man sich die Zahlungsmethoden deutscher 1€ Online Casinos und internationaler Online Casinos anschaut, fällt schnell auf,
dass die Unterschiede enorm sind.
Für ein Online Casino ohne deutsche Lizenz ist
die Erreichbarkeit und Qualität des Supports
überdurchschnittlich. Für Spieler, die ein Online Casino ohne deutsche Lizenz mit ausgewogener Spielauswahl
suchen, ist dies eine gute Wahl. Spieler erwartet hier eine solide Auswahl mit
über 5500 Casino-Spielen, die sowohl Slots, Tischspiele als auch Live-Casino-Optionen abdecken.
References:
https://online-spielhallen.de/umfassende-jokerstar-casino-erfahrungen-was-spieler-wissen-mussen/
This is particularly helpful for exploring unique titles
like Machine-Gun Unicorn or understanding game mechanics before wagering.
While the casino processes these documents relatively quickly, it’s essential to complete this step before making your first withdrawal to avoid any
delays. The minimum deposit starts at just $20, and crypto transactions tend to process much
faster than conventional banking methods. Avantgarde Casino supports both traditional
and modern payment options. Improving service quality presents a notable opportunity for the platform.
Studies have linked more exercise and activity with better quality
sleep. Stop using devices at least 30 minutes before bedtime, and don’t
use your devices in bed. Focus on ensuring you’re using your bed only for sleep or sex.
People are genetically inclined to sleep certain hours.
References:
https://blackcoin.co/casinova-casino-review/
Wagering requirements present differently depending on the bonus they apply to.
In this example, you’d have to fund your account with at least €9,400 to receive
the €3,000 on offer. If you want to take advantage
of the maximum value, it’s worth considering how much you’d need to deposit.
A great example is the welcome bonus available at The Clubhouse
Casino. A cashback bonus, or rebate bonus, reloads your wallet with a percentage
of a losing wager. This means that any winnings you accrue from the bonus are available for withdrawal without having to meet any wagering targets.
These bonuses typically include bonus money upon your first deposit,
free spins for slot games, and opportunities to play without
any initial deposit. Yes, you can withdraw money from online casinos in Australia, particularly from those that offer secure methods like PayID, which enables fast payouts.
Welcome bonuses are generous offers for new players, often with specific requirements like minimum deposits and
wagering limits. These games offer an immersive experience with
real-time play and an authentic casino feel.
References:
https://blackcoin.co/rocketplay-casino-australia/
casinos paypal
References:
dev.yayprint.com
online casinos paypal
References:
casjobs.in