ସମସ୍ତେ ମିଳିତ ଭାବରେ ଭାରତକୁ ଏକ ଦାୟିତ୍ୱବାନ ଦେଶ କରିବା – ଧର୍ମେନ୍ଦ୍ର ପ୍ରଧାନ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ମଙ୍ଗଳବାର ଆୟୋଜିତ ୧୭ତମ ‘ପ୍ରବାସୀ ଭାରତୀୟ ଦିବସ ୨୦୨୩’ ସମ୍ମିଳନୀର ଉଦଯାପନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଭାରତୀୟଙ୍କ ସହ ମିଳିତ ଭାବରେ ଭାରତକୁ ଏକ ଦାୟିତ୍ୱବାନ ଦେଶ ଭାବରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି । ଦେଶର ମାନବ ସମ୍ବଳର ଦକ୍ଷତା ଏବଂ ଗତିଶୀଳତା ବୃଦ୍ଧି ତଥା ମାନବତାର ସେବା ପାଇଁ ଏକ ନୂତନ ଭାରତୀୟ ମଡେଲ ସୃଷ୍ଟି କରିବାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ଆମର ପ୍ରବାସୀ ଭାରତୀୟ, ଭାରତୀୟ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଦେଶର ବୃହତ ଯାତ୍ରାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଆମ ଦେଶରେ ଥିବା ମାନବ ସମ୍ବଳ ପରିଶ୍ରମୀ, ସଚ୍ଚୋଟ ଓ ଦାୟିତ୍ୱବାନ । କୁଶଳୀ ମାନବ ଶକ୍ତିର ବୈଶ୍ୱିକ ପେଣ୍ଠସ୍ଥଳୀ ଭାବରେ ଭାରତ ଉଭା ହୋଇପାରିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେବା ପାଇଁ ଜାତୀୟ ଶିକ୍ଷା ନୀତି -୨୦୨୦ ଏବଂ ନୂତନ ଦକ୍ଷତା ବିକାଶ ମାଧ୍ୟମରେ ଏକ ସରଳ ମଡେଲ ସହ ମଲଟିପଲ ଏଣ୍ଟ୍ରି- ମଲଟିପଲ ଏକ୍ସିଟ ଓ ସ୍କିଲିଂ ମାର୍ଗର ପରିକଳ୍ପନା କରାଯାଇଛି । ପ୍ରଥମ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଦକ୍ଷତା କ୍ଷେତ୍ରରେ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ଯୋଡାଯିବାର ବ୍ୟବସ୍ଥା ହୋଇଛି । ସାମ୍ପ୍ରତିକ ସମୟରେ ପ୍ରଯୁକ୍ତିବିଦ୍ୟା ନୂଆ ସୁଯୋଗ ତିଆରି କରୁଛି । ସ୍କିଲିଂ ହେଉଛି ଜୀବନବ୍ୟାପୀ ଶିକ୍ଷା ଆହରଣର ଏକ ପ୍ରକ୍ରିୟା । ଟେକ୍ନୋଲୋଜି ଆମ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ରହି ସମଗ୍ର ବିଶ୍ୱକୁ ଦେଖିବାର ସୁଯୋଗ ଦେଉଛି । ପ୍ରବାସୀ ଭାରତୀୟଙ୍କ ଉପରେ ପ୍ରଧାନମନ୍ତ୍ରୀ ଆସ୍ଥାପ୍ରକଟ କରିଛନ୍ତି । ଆମର ପ୍ରବାସୀ ଭାରତୀୟମାନେ କେବଳ ରୋଜଗାର କରିବା ଏବଂ ଆର୍ଥିକ ସୁଯୋଗ ମିଳିବାର ଲକ୍ଷ୍ୟରେ ନ ରହି ମାନବତାର ସେବା ପାଇଁ ଆଗେଇ ଆସିବା ଦରକାର । ଦେଶର ୩ କୋଟି ୨୦ ଲକ୍ଷ ଶକ୍ତିଶାଳୀ ପ୍ରବାସୀ ଭାରତୀୟ ଦେଶକୁ ବିଶ୍ୱ ପରିବାରର ସେବା କରିବା ପାଇଁ ନିଜର ଅଭିଜ୍ଞତାକୁ ବ୍ୟବହାର କରିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତି କରିଛନ୍ତି । ଉଲ୍ଲେଖନୀୟ ଯେ, ଏହି ସମ୍ମିଳନୀରେ କୁଏତ ଏବଂ ମୋରିସିୟସ ଏବଂ ବିଭିନ୍ନ ରାଷ୍ଟ୍ରରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ସାକ୍ଷାତ୍ ସହ ଆଲୋଚନା କରିଥିଲେ ।

5 thoughts on “ସମସ୍ତେ ମିଳିତ ଭାବରେ ଭାରତକୁ ଏକ ଦାୟିତ୍ୱବାନ ଦେଶ କରିବା – ଧର୍ମେନ୍ଦ୍ର ପ୍ରଧାନ”

  1. Das bedeutet, dass du auf deinem Smartphone mindestens so gut wie auf einem PC spielen kannst!
    Mit diesen Freispielen kannst du natürlich ganz
    normal gewinnen. Diese reichen von Freispielen und Live Casino Gratis-Chips, über Slot- und Live Casino-Turniere oder anderen Bonusangeboten wie z.B.
    Bei Tischspielen in Live Casinos bist du in deinem Element?
    Du kannst entspannt daheim spielen, während andere sich durch allerhand Wetterkapriolen zum Casino
    um die Ecke quälen.
    Im Gegensatz zu kostenlosen Tischspielen gibt es bei Online-Slots keine komplexen Regeln, die man auswendig lernen muss.
    Bei VegasSlotsOnline spielen wir gerne Casinospiele sowohl
    kostenlos als auch um echtes Geld. Sollten Sie
    Online-Slots kostenlos spielen oder Ihr eigenes Geld
    setzen? Auch wenn Sie kostenlos spielen, verbringen Sie
    nicht Stunden damit, Verlusten oder großen Preisen nachzujagen. Oft müssen Sie den maximalen Einsatz
    spielen, um Bonus-Spiele und Jackpot-Preise freizuschalten. Daher fragen Sie sich vielleicht, welche Slots Sie
    zuerst spielen sollten.

    References:
    https://online-spielhallen.de/bruno-casino-auszahlung-ihr-umfassender-leitfaden/

  2. “If the company goes into administration, [workers] want the support of their government to ensure the doors stay open.” “They’re not highly paid people — they’re struggling with the cost of living as everyone else is and they can’t afford to take a pay cut.” Shares in Star Entertainment have been suspended from trading on the stock exchange after it failed to lodge its financial results.
    Personalise the news and Eligible shareholders who wished to retain their Unmarketable Parcel
    were required to return a Share Retention Form to the share
    registry by the Closing Date. The Small Holding Sale Facility was conducted in accordance
    with The Star Entertainment Group’s Constitution and the Australian Securities Exchange Listing Rules that enables all listed companies to sell shareholdings valued at less than $500
    (Unmarketable Parcel).
    Customizing your library or adding lots of content downloads becomes very easy with Plex.
    You get live access to over 100 networks, cloud DVR with unlimited storage, plus national and local channels with the platform.
    So if watching your loved teams is what you do on weekends,
    it’s probably smart to opt for Fubo. Entertainment and news play a part, but what it does
    best is ensure you won’t miss a major sports event.

    “It’s going to be important for both government and the Star casino, or whoever ends up taking that over, for it to be an ongoing viable solution.” Mr Hughes said Star would likely look to shore up some of its stronger assets,
    including the Brisbane casino, ahead of the 2032 Olympics.
    Ensuring Brisbane’s casino doesn’t become an “eyesore without tenancies” should be a priority
    as further doubt is cast over the future of Star Entertainment, a business expert says.
    Star Entertainment is falling into deeper financial trouble and its pockets are empty.
    At the time of the offer, Bally’s said it was “the best alternative for Star and its shareholders”.

    References:
    https://blackcoin.co/things-you-should-not-do-while-playing-online-casinos/

  3. We have gathered the top free spin bonuses right
    here, including exclusive no deposit offers you will not
    see anywhere else. PlayCroco, Fair Go Casino, and HellSpin apps offer the best no deposit free spins for
    Aussie players \\u2013 typically spins on pokies like Starburst or Big Bass Bonanza just for signing up.

    Start your journey at Spinight Casino with a generous welcome offer featuring a 250% bonus up to $3,750 AUD and 250
    free spins for new players. Boost your bankroll on your
    first deposit by taking advantage of generous welcome bonuses or free sign-up
    offers. Welcome bonuses can be trusted when offered by licensed and
    regulated casinos that operate with transparency. This means you\\u2019ll need to keep playing eligible games until the required playthrough is completed.\
    In addition, casinos usually apply limits such as a maximum
    bet per spin, restricted games that count toward wagering, and a capped cashout
    amount.
    Even new casino players will be able to find their way
    and explore the various sections of Ozwin casino with ease.

    Once you’ve experienced the thrill of our no deposit bonuses, get ready
    to be blown away by our generous welcome package.
    Both of these no deposit bonuses come with a maximum cashout limit of X5 the bonus amount,
    giving you a chance to win big with no upfront investment.
    When you sign up at Ozwin Casino through CasinosHub.com,
    you’re in for a gaming experience like no other,
    packed with exclusive Ozwin no deposit bonuses and
    a spectacular welcome offer.

    References:
    https://blackcoin.co/reasons-that-make-online-casinos-all-the-more-interesting/

Leave a Reply

Your email address will not be published. Required fields are marked *