ଭୁବନେଶ୍ୱର :୨୦୧୭ ମସିହାରେ ରାଜ୍ୟ ସରକାର ଜାଗା ମିଶନ ଗଠନ କଲେ । ମୂଳ ଉଦ୍ଦେଶ୍ୟ ରାଜ୍ୟର ସହରାଞ୍ଚଳର ବସ୍ତିମାନଙ୍କରେ ବାସ କରୁଥିବା ଗରିବ, ଭୂମିହୀନ ପରିବାରକୁ ସେହି ବସ୍ତିରେ ତାଙ୍କୁ ଚିହ୍ନଟ ଓ ଉପଯୁକ୍ତ ଯାଞ୍ଚକରି ବାସଉପଯୋଗୀ ଜମି ପ୍ରଦାନ କରିବା ସହିତ ଏହି ଜମିର ଅଧିକାର ତାଙ୍କୁ ହସ୍ତାନ୍ତର କରାଯିବା କଥା । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ସାମ୍ବାଦିକମାନଙ୍କୁ ସ୍ୱାଗତ କରି କହିଥିଲେ ଯେ ଏ ସରକାର କିଭଳି ଦୁର୍ନୀତିରେ ବୁଡ଼ି ରହଛି ତାହାର ପର୍ଦ୍ଦାଫାଶ ଆଜି ପ୍ରଦେଶ କଂଗ୍ରେସ ସଭାପତି ଆପଣଙ୍କ ସମ୍ମୁଖରେ କରିବେ । ବୁଧବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଲେ ଯେ ୨୦୧୭ ମସିହା ସୁଦ୍ଧା ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ସହରାଞ୍ଚଳ ୧୮ଲକ୍ଷରୁ ଅଧିକ ଲୋକ ବସ୍ତିରେ ବାସ କରୁଛନ୍ତି । ମୁଖ୍ୟମନ୍ତ୍ରୀ ୨୦୨୩ ମସିହା ଡିସେମ୍ବର ମାସ ସୁଧା ଓଡ଼ିଶାକୁ ବସ୍ତିମୁକ୍ତ କରିବାପାଇଁ ପ୍ରକାଶ କରିଥିଲେ । କିନ୍ତୁ ସହରାଞ୍ଚଳରେ ବସ୍ତି ବାସକରୁଥିବା ପ୍ରକୃତ ହିତାଧିକାରୀଙ୍କୁ ଚନୟ କରିବା ପରିବର୍ତେ ଯେଉଁମାନଙ୍କର କୋଠା, ଜମିବାଡ଼ି, ମିଠା ଦୋକାନ, ୩-୪ ଚକିଆ ଗାଡ଼ି, ଯେଉଁମାନେ ଘରଭଡ଼ା ଦେଇ ଲକ୍ଷାଧିକ ଟଙ୍କା କମାଉଛନ୍ତି ସେମାନଙ୍କୁ ଏହି ହିତାଧିକାରୀ ତାଲିକାରେ ଚୟନ କରାଯାଉଛି । ଏ ରାଜ୍ୟରେ ସ୍ୱଛତାର ସରକାର ଚାଲିଛି ବୋଲି କେବଳ ଡିଣ୍ଡିମ ପିଟାହେଉଛି ପ୍ରକୃତ କଥା ହେଉଛି ଦୁର୍ନୀତିର ବୁଡ଼ିରହିଥିବା ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ମିଳିତ ମେଣ୍ଟ ସରକାର ଚାଲିଛି । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ଭଳି ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ଗୋଟିଏ ବସ୍ତିରୁ ଯେଉଁ ତଥ୍ୟ ଏବଂ ପ୍ରମାଣପତ୍ର ଆମ ହସ୍ତଗତ ହେଲା ତାହା ଏ ଦୁର୍ନୀତର ସମସ୍ତ ପର୍ଦ୍ଦାଫାଶ କରିବାପାଇଁ ଯଥେଷ୍ଟ । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ଦଳର ନେତା ଶ୍ରୀ ବିଜୟ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଇ କହିଲେ ସହରାଞ୍ଚଳର ଥିବା ବସ୍ତି ବାସିନ୍ଦାଙ୍କୁ ଗୃହ ଯୋଗାଇବାପାଇଁ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧିନ ଉପା ସରକାର ରାଜୀବ ଆୱାସ ଯୋଜନା କରିଥିଲେ ଏବଂ ବସ୍ତିର ସାମଗ୍ରିକ ବିକାଶ ଯଥା ସ୍ୱଚ୍ଛ ପିଇବାପାଣି, ଆଲୋକୀକରଣ, ଡ୍ରେନେଜ ବ୍ୟବସ୍ଥା, କମ୍ୟୁନିଟି ହଲ, ପାର୍କ, ସ୍ଥାୟୀ ରାସ୍ତା ଇତ୍ୟାଦି ନିର୍ମାଣ କରିବା ପାଇଁ ମଧ୍ୟ ଆଇଏଚଏସଡିପି ବୋଲି ଏକ କାର୍ଯ୍ୟକ୍ରମ (JNURM) ସହରାଞ୍ଚଳ ବିକାଶ ଯୋଜନାର ଅଂଶ ବିଶେଷ ଥିଲା । ଭୁବନେଶ୍ୱର ମହାନଗର ଅଞ୍ଚଳର ୱାର୍ଡ-୨୫ ବେହେରା ବସ୍ତିର ଭୁବନେଶ୍ୱର ମହାନଗର ନିଗମ ହିତାଧିକାରୀ ତାଲିକା ୬.୩.୨୦୨୩, ଚିଠି ସଂଖ୍ୟା ୧୦୯୮୪ରେ ପ୍ରକାଶ କରିଥିଲେ । ଏହି ତାଲିକାକୁ କିଏ ଓ କାହିଁକି ୬ ତାରିଖରୁ ୧୧.୩.୨୦୨୩ ପର୍ଯ୍ୟନ୍ତ ବସ୍ତିରେ ପ୍ରକାଶ ନକରି ଚାପି ରଖାଯାଇଥିଲା । ୧୧ ତାରିଖ ଦିନ ସଂଧ୍ୟାବେଳେ ଏହି ତାଲିକା ସେହି ବେହେରା ବସ୍ତିରେ ଲଗାଗଲା । ଏଥିରେ ବହୁ ହିତାଧିକାରୀ ଯେଉଁମାନଙ୍କର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଘରବାଡ଼ି ଜମି ଅଛି, କୋଠାବାଡ଼ି ଅଛି, ପ୍ରାଇଭେଟ କାର ଓ ଟ୍ୟାକ୍ସି ୩-୪ ଅଛି, ଦୋକାନ ବାଡ଼ି ଅଛି ସେମାନଙ୍କୁ ମଧ୍ୟ ଦିଆଯାଇଛି । ଏପରିକି ଏକ ପରିବାରକୁ ଜମି ଯୋଗାଇବା ପରିବର୍ତେ ସ୍ୱାମୀ ଏବଂ ସ୍ତ୍ରୀ, ପୁଅ ଓ ଝିଅ ଅବିବାହିତ ଏ ସମସ୍ତଙ୍କୁ ଅଲଗା ଅଲଗା ହିତାଧିକାରୀ ତାଲିକାରେ ସାମିଲ କରାଯାଇଛି । ଯେଉଁମାନେ ସ୍ଥାନୟୀ କର୍ପୋରେଟର, ଜାଗା ମିଶନର ଅଧିକାରୀଙ୍କୁ ପ୍ରଭାବିତ କରିପାରିଛନ୍ତି ସେମାନେ ଓ ବିଜୁ ଜନତା ଦଳର କର୍ମୀ ବା ସ୍ଥାନୀୟ ନେତୃତ୍ୱ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ବହୁ ଲୋକ ସେ ବସ୍ତିରେ ୨୫ରୁ ୩୦ ବର୍ଷ ଧରି ରହିଥିଲା ବେଳେ ସେମାନଙ୍କ ପାଖରେ ସବୁ ପ୍ରମାଣ ପତ୍ର ଥାଇ ମଧ୍ୟ ତାଙ୍କ ନାମ କାଟି ଦିଆଯାଇଛି । ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ତାଲିକାରେ କ୍ର.ସଂ -୧୬୨ ର ଚନ୍ଦକା ଅଞ୍ଚଳରେ ଜମି ଅଛି, କ୍ର.ସଂ -୧୦, ଚନ୍ଦକା, କ୍ର.ସଂ-୮୨ ନିଆଳିରେ ଜମି ପଟ୍ଟା, କ୍ର.ସଂ-୮ ଦାସପୁର ମୌଜା ଭୁବନେଶ୍ୱର ତହସିଲ, କ୍ର.ସଂ-୩୮-୩୯ ଭୁବନେଶ୍ୱର ତହସିଲ, କ୍ର.ସଂ-୨୧, ଦାସପୁର ମୌଜା, ଚନ୍ଦକା, କ୍ର.ସଂ-୩୩, ଅନ୍ଧାରୁଆ, ଚନ୍ଦକା ଗାଙ୍ଗୁରାମ ହୋଟେଲ କ୍ର.ସଂ-୧୯, କାର ଦୁଇଖଣ୍ଡ ଅଛି, କ୍ର.ସଂ-୧୬, କ୍ର.ସଂ-୩୨, ୩ ମହଲା କୋଠାଘର କ୍ର.ସଂ-୬୦, ୮୫, ୧୪୨, ୧୬୨, ୧୬୫ (ଆପାର୍ଟମେଣ୍ଟ), ୧୭୩ (ଝାରପଡ଼ାରେ ବିଲିଡିଂ) କ୍ର.ସଂ-୧୬୭,୧୬୮,୧୬୯ ଡୁମଡୁମା ଫେଜ-୫, ବି-୭୨ ଏବଂ ଖଣ୍ଡଗିରି ବାରୀରେ ୩ ମହଲା ବିଲିଡଂରୁ ଲକ୍ଷାଧିକ ଟଙ୍କା ଘରଭଡ଼ା ମିଳୁଛି । ଏସବୁ ଥାଇ ମଧ୍ୟ କିଭଳି ଭାବରେ ଜାଗା ମିଶନର ଅଧିକାରୀ, କର୍ପୋରେଟର ଏବଂ ସର୍ଭେ କରୁଥିବା ସଂସ୍ଥା ଏ ସମସ୍ତଙ୍କ ନାମକୁ ହିତାଧିକାରୀ ଚୟନରେ ସାମିଲ କଲେ । ତପୋବନ ବସ୍ତି ୬୩ ନଂ ୱାର୍ଡରେ ମଧ୍ୟ ପୁଳା ପୁଳା ଦୁର୍ନିତି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ଯଦି ରାଜ୍ୟ ସରକାର ପ୍ରକୃତରେ ସହରାଞ୍ଚଳର ଗରିବ ଲୋକଙ୍କ ଜମି ଅଧିକାର ଦେବାପାଇଁ ଚିନ୍ତା କରୁଛନ୍ତି ଏବଂ ସାମାନ୍ୟତମ ନିଷ୍ଠା ଅଛି ତାହାଲେ ଏ ସମସ୍ତ ତାଲିକାକୁ ଖାରଜ କରି ଆଉଥରେ ନିରପେକ୍ଷ ଭାବରେ ହିତାଧିକାରୀ ଚୟନ କରନ୍ତୁ । ଶ୍ରୀ ବିଜୟ ପଟ୍ଟନାୟକ ଦାବି କରି କହିଥିଲେ ଯେ ସରକାର ୨୦୧୧ ମସିହାରେ ରାଜୀବ ଆବାସ ଯୋଜନାରେ ଯେଉଁ ତାଲିକା ପ୍ରକାଶ କରିଥିଲେ ଜାଗା ମିଶନ ହିତାଧିକାରୀ ଚୟନରେ ସେ ତାଲିକାକୁ ଗ୍ରହଣ କରୁଛନ୍ତି କି ନାହିଁ । ଗରିବ ଲୋକଙ୍କୁ ଜମି ଯୋଗାଇ ଦେବା କ୍ଷେତ୍ରରେ ଏତେ ଦୁର୍ନୀତି କାହିଁକି ? ଏ ଦୁର୍ନୀତି ପଛରେ ଯେଉଁ ଅଧିକାରୀ ଓ ସରାକାରୀ ଦଳର ନେତୃବର୍ଗ ଅଛନ୍ତି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେକି ? ପ୍ରକୃତ ହିତାଧିକାରୀ ଚୟନରେ ନିରପେକ୍ଷତା ଅବଲମ୍ବନ କରନ୍ତୁ । କଥାରେ ଟ୍ରାନ୍ସଫରମେଶନ ହୁଏ, ପ୍ରକୃତ କାମରେ ଟ୍ରାନ୍ସଫରମେଶନ ହୁଏ ।
Für Spieler, die strategieorientierte Spiele bevorzugen, bieten wir eine große Auswahl an Tischspielen wie Blackjack, Roulette, Baccarat und Poker.
Ob Sie den Nervenkitzel der Walzen bevorzugen, Ihre
Strategien bei Tischspielen testen oder sich in Live-Casino-Erlebnisse vertiefen möchten – hier ist für jeden etwas dabei.
Mit einer großen Auswahl an erstklassigen Spielen, fantastischen Aktionen und spielerorientierten Funktionen ist das Lucky7even Casino der Ort, an dem
Spaß und Gewinne Hand in Hand gehen. Dieses besteht aus vier Einzahlungsboni mit Freispiele bei nur 40-facher Umsatzbedingung.
Es ist wichtig, nur in Online Casinos zu spielen, die seriös und sicher
sind.
Lucky7even Casino bietet eine riesige Sammlung von über
5.000 Spielen, die jeden Spielertyp anspricht. Das bedeutet, dass wir möglicherweise eine Kommission erhalten, wenn du dich über
unseren Link bei einem Casino registrierst und dort spielst.
CasinoFM bietet dir einen kostenlosen Vergleich von Online Casinos, durchgeführt
mit reichhaltiger Expertise. Darunter sind vor allem Slots, aber
auch Live Casino Spiele, Jackpot- und Tischspiele zu finden.
Für jeweils 20€ Echtgeldeinsatz erhalten Sie einen Punkt.
Die Preise können Freispiele, Geld oder andere Dinge sein. Wenn Freispiele eher Ihr Ding sind, können Sie
aber auch den Code SATFS anwenden. Bei Einzahlungen an einem Donnerstag können Sie mit dem Code WINTHUR eine Prämie von 30% auf Ihre Einzahlung bis 100€ und 30 Freispiele
in Anspruch nehmen.
References:
https://online-spielhallen.de/malina-casino-login-ihr-tor-zu-einer-welt-voller-unterhaltung/
The platform offers a vast selection of movies
across a range of genres, allowing customers to browse and select their preferred showtimes.
A chatbot is a software application or web interface that is designed to mimic human conversation through text
or voice interactions. A generative AI chatbot uses advanced technology to understand and respond to user inputs in a human-like way.
It can be powered by AI and handle user queries, automate responses, and assist
in tasks like customer support or sales. If you’re looking for the best chatbot for customer service, we recommend starting a 14-day free trial of the ChatBot app.
Upload documents, analyze data, and get insights directly from your files.
You have full control over your data, always. All chat history and
custom prompts are stored exclusively in your browser.
This comprises traffic analysis, delivering personalized content, and
supporting our marketing efforts.
References:
https://blackcoin.co/welcome-to-red-stag-casino/
It has around 400 hundred slot machines and Touch Bet roulettes.
The Thaba Moshate Casino, located in Limpopo, South Africa, features
150 state-of-the-art slot machines 24/7. The recently refurbished Mmabatho casino
wears his name well, as it is enclosed into an oasis-like backdrop of
palm trees and greenery. Close to the Phakisa racetrack, in Welkom, stands the Goldfields casino of Welkom.
The Western themed casino of the Frontier Inn is located next to the recently
opened Dihlabeng Mall. The Rio casino has the particularity of having the general theme of the carnival of Rio.
This promotion features 30 live table games, including Baccarat, Blackjack, Poker, and so on. You
can participate in this tournament by wagering just 0.2 AUD and playing 11 games, listed in the promotion details.
You can take part in it by playing 116 different games.
Such offers revolve around games of specific developers.
Our official brand is WinSpirit (sometimes stylised as win spirit),
and both terms refer to the same platform. Remember to use the
WinSpirit casino login credentials safely, enable any available security features, and consult support for any uncertainties
during the process.
The Winspirit VIP program is designed to reward loyal players with exclusive benefits.
The strong points like game variety and quick payouts make it a solid choice, while knowing the cons lets you plan around them.
This balance helps you decide if Win Spirit online casino
fits your gaming needs. Players enjoy the wide game variety and fast payouts, while some mention minor issues like limited
payment options. The support team is also there to help, ensuring your Win Spirit casino sessions stay fun.
References:
https://blackcoin.co/boho-casino-review-your-ultimate-guide/
online casino australia paypal
References:
realestate.kctech.com.np
online casino paypal
References:
https://classifylistings.com/