ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ

ଭୁଵନେଶ୍ବର : ୨୩.୦୩.୨୦୨୩,ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ । ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ଯ ଉପହାର ଦେଇଥିଲେ । ଏହି ଅବସରରେ ପଶ୍ଚିମ ବଙ୍ଗ ଜନସାଧାରଣଙ୍କ ପ୍ରତି ସଦିଚ୍ଛା ସ୍ଵରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡିଶା ବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇ ଏକର ଜମି ଉପହାର୍ ସ୍ଵରୂପ ଦେଇଥିଲେ । ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଶ୍ଵ ବାଂଲା ଦ୍ଵାରା ପ୍ରସ୍ତୁତ ଏକ ସାଲ ଉପହାର ଦେଇଥିଲେ । ଏହା ସହିତ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ରେ ଜାମଦାନି ଶାଢ଼ୀ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ । ଭୁବନେଶ୍ବର ରେ ଗତ ୨୧ ତାରିଖ ଦିନ ପହଞ୍ଚିବା ପରେ ମମତା ବାନାର୍ଜୀ ଆମ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବେଙ୍ଗଲ ମିଠା ପଠାଇଥିଲେ । ଉଭୟ ନେତା ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ସୂଚନା ଯୋଗ୍ୟ ଯେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଗତ ୨୧ ତାରିଖରୁ ଓଡ଼ିଶା ଗସ୍ତରେ ଅଛନ୍ତି ଆସିଥିଲେ । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

4 thoughts on “ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ”

  1. Das heißt, wer einen Bonus von 100 Euro erhalten hat, muss nun 5 Stufen a 20€ freispielen.
    Um den Neukundenbonus vom Interwetten Casino
    zu erhalten, müssen Sie innerhalb von 10 Tagen nach der Registrierung eine Mindesteinzahlung von 25€ auf Ihr Spielerkonto veranlassen. Außerdem müssen Sie den Casino Bonus nicht
    komplett freispielen, um eine Auszahlungen zu erhalten. Seit 1990 setzt
    interwetten casino Maßstäbe für digitale Spielerlebnisse.
    Über dieses Guthaben können Sie nun frei verfügen, unabhängig davon,
    ob Sie weitere Stufen freispielen oder nicht.
    Sie können auch klassische Spiele wie Roulette und Blackjack spielen, alle mit
    klaren Anweisungen und Demomodi. Sie können viele verschiedene Slots spielen, darunter Slots
    mit hoher Volatilität und progressive Jackpots. Wir fügen unserer Bibliothek regelmäßig
    neue Spiele hinzu, sodass unsere Deutsch Benutzer immer etwas Neues
    zu spielen haben. Regelmäßige Spieler erhalten Überraschungsboni, Turniertickets und Freispiele,
    die alle auf den besten Feierlichkeiten in Deutschland basieren. Maximieren Sie den Komfort–spielen Sie, verwalten Sie Ihr Konto und
    genießen Sie überall und jederzeit echte Gewinne, nur mit Interwetten. Sie müssen den Spaß nicht aufschieben, nur weil Sie in der Pause oder zu Hause die Walzen drehen oder Karten spielen möchten.

    References:
    https://online-spielhallen.de/ihre-ultimative-anleitung-zum-kingmaker-casino-bonus-code/

  2. Check out our casino’s key highlights in this quick overview table — games,
    bonuses, payment options, and more at a glance! At SkyCrown Casino AU,
    we encourage all players to enjoy pokies and table games as entertainment, not income.
    If you can deposit, claim bonuses, and withdraw directly from your phone,
    you know the platform is up to modern standards. Whether you’re mainly after real-money pokies,
    fast mobile play, or clear withdrawal limits, all the main details are laid out simply in one place.
    If you enjoy variety, this bonus lets you test both
    pokies and live games, making your first days at
    SkyCrown more rewarding.
    Add in smooth gameplay, a safe environment,
    and local-friendly terms, and it’s no surprise that more Aussie players are checking out what SkyCrown has to
    offer. On top of that, the welcome package is clear and simple, giving you extra spins and bonus cash to test the waters.
    Skycrown Casino is a cutting-edge online gaming site established in 2022.

    References:
    https://blackcoin.co/rocketplay-casino-australia/

Leave a Reply

Your email address will not be published. Required fields are marked *