ରାହୁଲ ଗାନ୍ଧୀ ଡରି ଯିବାର ନେତା ନୁହନ୍ତି,ଭୟ ଦେଖାଇ ତାଙ୍କ ସ୍ୱରକୁ କେହି ଚାପି ପାରିବେ ନାହିଁ

ଭୁବନେଶ୍ୱର:ରାହୁଲ ଗାନ୍ଧୀ ଡରିଯିବାର ନେତା ନୁହନ୍ତି । ଭୟ ଦେଖାଇ ତାଙ୍କ ସ୍ୱରକୁ କେହି ଚାପି ପାରିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ପ୍ରଥମ ଥର ପାଇଁ ଭାରତ ବର୍ଷର ପାଲ୍ୟାମେଣ୍ଟକୁ ଦୀର୍ଘଦିନ ଧରି ଅଚଳ କରି ରଖିଲେ । ସଂସଦରେ ରାହୁଲ ଗାନ୍ଧୀ ଯେଉଁ ମୋଦି-ଆଦାନୀ ସମ୍ପର୍କିତ ଝଡ଼ ବୁହାଇଲେ ସେ ଝଡ଼କୁ ଭାରତୀୟ ଜନତାପାର୍ଟିର ସାଂସଦ ଏବଂ ଖୋଦ ପ୍ରଧାନମନ୍ତ୍ରୀ ସାମନା କରିବାର ସତ୍‌ସାହସ ଦେଖାଇ ପାରିଲେ ନାହିଁ । ଭାରତ ବର୍ଷର ବ୍ୟାଙ୍କମାନଙ୍କ ପାଖରୁ ହଜାର ହଜାର କୋଟି ଟଙ୍କା ଲୁଟ କରି ଆଜି ଲଳିତ ମୋଦି, ନିରବ ମୋଦି, ମେହୁଲ ଚୋକ୍ସି ଏସମସ୍ତେ ଦେଶଛାଡ଼ ପଳାୟନ କରିଛନ୍ତି । ଏହି ପ୍ରଶ୍ନ ଉତ୍‌ଥାପନ କରିବା ଜଣେ ରାଜନୈତିକ ନେତାର ପ୍ରଥମ ଏବଂ ଶେଷ କର୍ତବ୍ୟ । ରାହୁଲ ଗାନ୍ଧୀ ସତ୍ୟ ଓ ଅହିଂସା ପଥରେ ଚାଲିଛନ୍ତି ତାଙ୍କୁ କେହି ଡରାଇ ପାରିବେ ନାହିଁ । ସେ ଭାରତବର୍ଷର ନିରବୀ ଯାଇଥିବା ଜନତାଙ୍କର ସ୍ୱର । ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅତୁଟ ରଖିବା ପାଇଁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ସର୍ବୋପରି ବଧପରିକର । କଂଗ୍ରେସ ଦଳ ସଦସ୍ୟତା ପଦ ରଦ୍ଧ ଏବଂ ଯେଉଁ ଗୁଜୁରାଟ  କୋର୍ଟ ସମ୍ମାନହାନୀ କେସରେ ଦଣ୍ଡାଦେଶ ଶୁଣାଇଛନ୍ତି ତାହା ବିରୋଧରେ କଂଗ୍ରେସ ଦଳ ଏକ ଆଇନଗତ ଲଢ଼େଇ ସହିତ ସାରା ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତା ବିରୋଧରେ ଏକ ରାଜନୈତିକ ଲଢ଼େଇ ଲଢ଼ିବ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦକୁ ପ୍ରତିବାଦ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଶୁକ୍ରବାର ଦିନ ବହୁ କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ମାଷ୍ଟରକ୍ୟାଂଟିନ ଛକ ଠାରେ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରିବା ସହିତ ନାରାବାଜି କରିଥିଲେ । କଂଗ୍ରେସ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ପ୍ରଥମଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଭୟରେ ବିରୋଧିଙ୍କ ସ୍ୱରକୁ ଚାପିଦେବା ପାଇଁ ଆମର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦକୁ ପ୍ରତିବାଦ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଦଳ ଆସନ୍ତା ଦିନରେ ଅଧିକ ଶକ୍ତିଶାଳୀ ହେବ ଏବଂ ଗଣତନ୍ତ୍ର ବିରୋଧି ସରକାରକୁ ପରାସ୍ତ କରିବ ।  ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଶରତ ରାଉତ, ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ଚିନ୍ମୟ ବେଉରିଆ, ରବିନ୍ଦ୍ର ସେଠୀ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ୟାସିର ନୱାଜ, ମନୋରଞ୍ଜନ ଦାଶ, ମାନସ ଆଚାର୍ଯ୍ୟ, ରଜତ ଚୌଧୁରୀ, ଶ୍ରୀନିବାସ ରାଉତରାୟ, ରାଜୀବ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ମନୋଜ ସାହୁ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିିପାଠୀ, ତରୁଣ ମିଶ୍ର, ଜାନକୀ ମଲ୍ଲିକ, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ବାବୁ ଜେନା, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ସୁବୁଦ୍ଧି, କୈଳାସ ସାହୁ, କୁସୁମ ପ୍ରଧାନ, ସଂକୁନା କହଁର, ଜିତେନ୍ଦ୍ର ପଣ୍ଡା, ସରୋଜ ଲେଙ୍କା, ଖଗେଶ୍ୱର ମଲ୍ଲିକ, ସାଗର ପରିଡ଼ା, ଦୀପକ ସାହୁ, ଜ୍ୟୋତଷ ସାହୁ, ବୈଲୋଚନ ସାହୁ ପ୍ରମୁଖ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।

11 thoughts on “ରାହୁଲ ଗାନ୍ଧୀ ଡରି ଯିବାର ନେତା ନୁହନ୍ତି,ଭୟ ଦେଖାଇ ତାଙ୍କ ସ୍ୱରକୁ କେହି ଚାପି ପାରିବେ ନାହିଁ”

  1. Unsere Unterkunftspreise sind die günstigsten, die
    Sie online finden können. SeyVillas bietet eine Bestpreis-Garantie (bis Buchungsabschluss).
    Wir bieten eine große Auswahl an Unterkünften in jeder Preisklasse.
    Zusätzlich sind Sie rechtlich gegen die Insolvenz sowohl des Reiseveranstalters als auch jedes einzelnen Dienstleisters der Pauschalreise, sowie
    der vermittelten Leistungen, die als verbundene Reiseleistung zählen, geschützt.

    Die gilt insbesondere dann, wenn Sie mit mehr als 2 Personen anreisen. Darüber hinaus bietet das Resort eine große Poolanlage und etliche weitere Services an, wie man sie von einem Hotel internationalen Formats gewohnt ist.
    Ein wahrhaft unvergesslicher Anblick.Das Resort betreibt eine eigene Tauchschule, so
    dass Sie hier für Ihren Tauch,- Schnorchel- oder einfach nur Badeurlaub beste Voraussetzungen finden. Er
    ist feinsandig und bietet an etlichen Stellen durch natürlichen Baumbewuchs einen schönen, natürlichen Halbschatten. Er bietet einen der flachesten Einstiege ins Meer.

    Berjaya Beau Vallon Bay Resort & Casino bietet den Gästen ein Schwimmbad für erholsame Momente im Wasser.
    Verbinden Sie Ihren Inselaufenthalt mit einer Segelreise durch die Seychellen. Besonders beliebt ist
    das Themenbuffet am Abend, das eine große Auswahl an Speisen bietet.

    References:
    https://online-spielhallen.de/novoline-casino-erfahrungen-ein-spielerbericht-aus-10-jahren/

  2. Free online slots allow players to spin the reels without wagering real money.

    The latest slots and casino games often boast stunning graphics and more complex features than ever before, with developers using
    cutting-edge software to deliver an immersive gaming
    experience. Rush Games is the free-to-play extension of the trusted
    BetRivers brand, offering online slots and table games in a
    completely legal, non-monetary format for players in New York.
    The casino games at Slotomania are developed by Playtika, a leading gaming software company,
    ensuring a top-notch gaming experience for
    New York players. Online gambling has been a topic of ongoing discussion in the Empire State for
    some time—but what are your options for playing casino-style
    games online in New York? Most free casino slots for fun are colorful and
    visually appealing, so about 20% of players play for fun and then for real money.

    Some crypto casinos offer bonuses that don’t require a deposit just for signing up — usually in the form of Free Spins.
    Digital currency casinos have taken the casino bonuses offered at regular sites and upgraded them a notch or three.
    We are brought together by a genuine passion for online
    gambling and a mission to help both beginners and experienced players easily explore
    the world of crypto casinos. We start evaluating crypto casinos by checking
    whether their welcome bonus has fair T&C, giving higher
    rankings to sites that also offer a no-deposit bonus. Check out our casino reviews to find a site that supports your favorite
    coins and comes with bonuses and games that fit your
    playstyle! Crypto gambling sites often offer substantial bonuses with realistic T&C.

    References:
    https://blackcoin.co/reasons-that-make-online-casinos-all-the-more-interesting/

  3. As you step inside the casino, you will notice a beautiful, geometric ceiling lighting up the grand hall.
    If you want an experience of a casino with a modern spin, you will have to
    visit the Casino Canberra loaded with futuristic aspects.
    Did you know you can get a Vegas-like gambling experience right in the center of Adelaide?

    But if you’re planning on going out to an actual gambling
    facility — aim for the best experiences. But if you want our professional opinion – the choice of
    the Casinority team in 2025 is Golden Crown casino.
    We cannot give you a list, as every operator offers a different set of available payment options.
    Make sure you take advantage of our filter section to narrow down the list of best live casino sites
    in Australia. Despite the lack of a bonus for live games, it’s an excellent opportunity
    to test out 19 titles from reputable software providers that offer top-notch winning chances.

    We know that getting your hands on the right deposit
    codes is difficult as most sites do not deliver what
    they promise. Have a look at the list of all no deposit bonus
    offers for you. Our experts carefully collect information about all Australian casino bonuses and pick the best ones, which can be found in our
    article. But don’t worry – Casinority helps search for Australian casino no deposit bonus codes.

    For these reasons, most players skip finding these no deposit codes.

  4. This design is incredible! You most certainly know how to keep a reader amused.
    Between your wit and your videos, I was almost moved
    to start my own blog (well, almost…HaHa!) Great job.
    I really loved what you had to say, and more than that,
    how you presented it. Too cool!

Leave a Reply

Your email address will not be published. Required fields are marked *