ଭୁବନେଶ୍ୱର :ମଙ୍ଗଳବାର ଦିନ ପ୍ରଦେଶ କଂଗ୍ରେସ ତରଫରୁ ଭୁବନେଶ୍ୱର କଂଗ୍ରେସ ଭବନଠାରେ ଓଡ଼ିଶାରେ ଶିଳ୍ପ ସ୍ଥିତି ଓ ପ୍ରଗତି ଶୀର୍ଷକରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଥିଲେ ଯେ, ରାଜ୍ୟ ସରକାର “ନାମ ବଡ଼଼ା-ଦର୍ଶନ ଥୋଡା” ଧାରାରେ ଚାଲିଛନ୍ତି । ପୁଞ୍ଜି ନିବେଶ ପାଇଁ ସରକାର ଯାହା ବିନିଯୋଗ କରିଛନ୍ତି ତାର ଆନୁପାତିକ ଫଳ ପାଉନାହାନ୍ତି । ଓଡ଼ିଶାରେ ଓଡ଼ିଆ ଉଦ୍ଦ୍ୟୋଗିମାନଙ୍କୁ ପ୍ରୋତ୍ସାହନ ମିଳୁନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ ଓଡ଼ିଶାରୁ କେତେ ଓଡ଼ିଆଙ୍କୁ ଚାକିରି ମିଳିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ ମେକ୍-ଇନ-ଓଡ଼ିଶା ପ୍ରସଙ୍ଗରେ ଉଦ୍ବୋଧନ ଦେଇ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଅଧିକାର ଆଇନ ତଥ୍ୟ ଉପରେ ଆଧାରିତ ନିମ୍ନମତେ କେତେକ ପ୍ରଶ୍ନ ପଚାରି ତା’ର ଉତର ଦାବି କରିଛନ୍ତି ।
● ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଜାପାନ, ରୋମ୍, ଦୁବାଇରେ ବୈଠକ କରିଆସୁଛନ୍ତି । ତେବେ ଏ ପର୍ଯ୍ୟନ୍ତ କେତେ ବିଦେଶୀ ନିବେଶକ ଓଡିଶାକୁ ଆସିଛନ୍ତି ? ଆର.ଟି.ଆଇର ତଥ୍ୟ ଅନୁସାରେ ୨୦୧୬ ମସିହା ଠାରୁ ୨୦୨୨ ମଧ୍ୟରେ କେବଳ ୫ ବିଦେଶୀ ନିବେଶକ ଓଡିଶାରେ ଶିଳ୍ପ ସ୍ଥାପନ କରିବାକୁ ଆସିଛନ୍ତି । ଯାହାର ମୁଲ୍ୟ ୧୩୬୮.୫୪ କୋଟି ଟଙ୍କା । ତେବେ ଏତେ ମହଙ୍ଗା ବିଦେଶ ଗସ୍ତ କାହିଁକି ?
● ୨୦୧୬ ମସିହାରେ ମେକ୍-ଇନ୍-ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସରକାର ୨୦.୭୯କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ସେହିପରି ୨୦୧୮ ମସିହାରେ ରାଜ୍ୟ ସରକାର ୩୪.୫୧କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୨୦୨୨ମସିହାରେ ଆୟୋଜିତ ମେକ୍-ଇନ୍-ଓଡ଼ିଶା କାର୍ଯ୍ୟକ୍ରମରେ କେତେଜଣ ଓଡ଼ିଆ ସଭା ମଞ୍ଚରେ ଉପରେ ବସିଥିଲେ ?
● ସରକାରଙ୍କ କହିବା ଅନୁସାରେ ରାଜ୍ୟରେ ମେକ୍-ଇନ୍-ଓଡ଼ିଶା ୨୦୧୬ରେ ୮୪ଟି ପ୍ରକଳ୍ପରେ ୨.୦୩ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୮୦୦୩୮ ଜଣଙ୍କୁ ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା । ସେହିପରି ମେକ୍-ଇନ୍-ଓଡ଼ିଶା ୨୦୧୮ରେ ୨୦୨ଟି ପ୍ରକଳ୍ପରେ ୪.୨୩ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୨୪୧୫୧୮ ଜଣଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରଖାଯାଇଥିଲା । ସରକାରଙ୍କ ଦ୍ୱାରା ଏହାର ସମୀକ୍ଷା କରାଯାଇଛି କି ? ଯଦି ପ୍ରଶ୍ନର ଉତର ହଁ, ତେବେ ସରକାର ଏହି ଦାୟୀତ୍ୱ କାହାଉପରେ ନ୍ୟସ୍ତ କରିଥିଲେ ଓ ନିଯୁକ୍ତି ବ୍ୟକ୍ତିମାନଙ୍କ ମଧ୍ୟରୁ ଓଡ଼ିଶାରୁ କେତେ ଜଣ ?
● କାହିଁକି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉନାହିଁ । ଓଡ଼ିଶାର କ’ଣ କୌଣସି ନିବେଶକ ନାହାଁନ୍ତି କି?
● ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉଁମାନେ ଓଡ଼ିଶା ବାହାରୁ ଆସିବେ ସେମାନଙ୍କ ପାଇଁ ସିଙ୍ଗଲ୍ ୱିଣ୍ଡୋ ସୁବିଧା ଅଛି, ହେଲେ ଯେଉଁମାନେ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିସାରିଛନ୍ତି ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ କ’ଣ ବ୍ୟବସ୍ଥା ଅଛି ? ଯଦି ସେମାନଙ୍କର ସମସ୍ୟା ସମାଧାନ ନ ହୁଏ ତେବେ ଏହି ବାର୍ତା ବିସ୍ତାର ହେବ ଏବଂ ଏହା ନୂତନ ନିବେଶକମାନଙ୍କୁ ପ୍ରଭାବିତ କରିବ ।
● ଓଡ଼ିଶାରେ ଏମ୍.ଏସ୍.ଏମ୍.ଇ କୁ ଆକର୍ଷିତ କରିବା ତଥା ପ୍ରୋତ୍ସାହିତ କରିବା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି ?
● ଓଡ଼ିଶାରେ ଡାଉନ୍ଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ କେତୋଟି ଡାଉନ୍ଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା କରାଯାଇଛି । ସେଗୁଡିକ ମଧ୍ୟରୁ କେତୋଟି ଓଡ଼ିଆଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଛି ?
● ଓଡ଼ିଶାରେ କେତୋଟି ଏମ୍.ଏସ୍.ଏମ୍.ଇ ଓଡ଼ିଶାରେ ଥିବା ପ୍ରମୁଖ ଶିଳ୍ପରୁ କେଉଁ କେଉଁ କାର୍ଯ୍ୟ ପାଇଁ ଅର୍ଡର ପାଇଛନ୍ତି ? ଏହାର ମୂଲ୍ୟ କେତେ ? ଏହିସବୁ ଏମ୍.ଏସ୍.ଏମ୍.ଇ ଉପରେ ନଜର ରଖିବା ପାଇଁ ସରକାର କ’ଣ ବ୍ୟବସ୍ଥା କରିଛନ୍ତି ?
● ସରକାର ଏମ୍.ଏସ୍.ଏମ୍.ଇର ବହୁବିଧ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି କି ? ଯଥା ସେମାନଙ୍କର ଜମି ସମସ୍ୟା, ମାର୍କେଟିଂ ସମସ୍ୟା ଇତ୍ୟାଦି । ଏମ୍.ଏସ୍.ଏମ୍.ଇ ଗୁଡିକ Ease of Doing Business ର ସୁବିଧା ପାଉଛନ୍ତି କି ?
● ଓଡ଼ିଶା ସରକାର ରାଜ୍ୟରେ ଥିବା ଷ୍ଟାର୍ଟ ଅପ୍ରୁ ସ୍ୱତନ୍ତ୍ର କ୍ରୟ ପାଇଁ କୌଣସି ଆଇଟମ୍ ସଂରକ୍ଷଣ କରିଛନ୍ତି କି ?
ସୁତରାଂ ମେକ୍-ଇନ-ଓଡ଼ିଶା ଅଭିଯାନ କେବଳ ପ୍ରଚାରରେ ସୀମିତ ହୋଇଯାଇଛି । ରାଜ୍ୟବାସୀ ସତ୍ୟ କ’ଣ ବୁଝିବେ ଓ ତଦନୁଯାୟୀ ଆଗାମୀ ଦିନରେ ରାୟ ଦେବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ସଭାପତିତ୍ୱ କରିଥିଲେ ।
Für deutsche Spieler bietet Casino Karamba hauptsächlich eine umfangreiche Auswahl an Spielautomaten. Karamba Casino bietet hauptsächlich eine umfangreiche Auswahl an Spielautomaten für seine Spieler.
Um ein vielfältiges und hochwertiges Spielerlebnis zu
gewährleisten, arbeitet Karamba Casino mit
erstklassigen Spieleentwicklern zusammen, darunter NetEnt, Microgaming, Play’n GO, Pragmatic Play und Evolution Gaming.
Casino Karamba bietet eine große Auswahl an Spielautomaten,
die alle mit modernster 3D-Grafik ausgestattet sind, um das Spielerlebnis insgesamt zu verbessern.
Die mobile Optimierung sowie transparente Boni und ein hilfsbereites Support-Team werden besonders hervorgehoben.
Erhalte sofort bis zu 222 Freispiele Bereits bei
der Registrierung erwartet neue Kunden ein ansprechender Willkommensbonus.
Beliebte Entwickler wie NetEnt, Play’n GO und Microgaming sind vertreten.
Mit einer Mischung aus mythologischen Szenarien, Drachen, Vampiren und
klassischen Retro-Slots bietet Karamba für jeden Geschmack etwas.
Karamba bietet eine bunte Spielautomaten-Auswahl, die von renommierten Providern bereitgestellt wird.
Die gestaffelten Freispiele für das beliebte Spiel Book of Dead fügen dem Willkommenspaket einen zusätzlichen Reiz
hinzu. Der Bonus selbst ist attraktiv, da er einen 100%igen Bonus auf die ersten drei Einzahlungen bietet, vorausgesetzt, diese betragen mindestens 20 €.
References:
https://online-spielhallen.de/alles-zur-sg-casino-auszahlung-schnell-sicher-und-unkompliziert/
These sites offer a range of options such as table games, poker, online slots, low-wagering bonuses, sports betting,
and attractive welcome bonuses. Despite the excitement and potential rewards offered by online casino gaming,
the importance of responsible gambling must not be overlooked.
With the opportunity to play real money casino games,
the excitement is even greater.
Players should choose payment methods that are not only secure
but also convenient and cost-efficient, impacting the
overall gaming experience positively. Meanwhile, DuckyLuck Casino app is notable for its blackjack tables and innovative games
like Bet the Set 21, providing variety and excitement on the go.
This element of potentially huge payouts adds an exciting dimension to online crypto gambling.
These games feature a central pot that grows until it is won, with some jackpots reaching millions of dollars.
Progressive jackpot slots are another highlight, offering the chance to
win life-changing sums of money. These bonuses become available once
a user is verified, with specific terms varying by state.
Read more about where you can play casino games and slots
on the best casino mobile apps! You might decide to stick to
the free games provided by social casinos, like POP!
When you pick an online casino, you should be able to
get started in no time. If you want to know what kind of licenses a trusted online casino holds, you can either check
our review here on PokerNews or navigate to the bottom of their site.
In essence, the things we assume you look for in an online casino are exactly the same things we analyze in our
reviews. This classic dice game is one of the most engaging on the casino floor, and now the online game of craps also offers the same thrills.
Your comprehensive, engaging, and in-depth guide to the ultimate online gaming experience.
Her Australian background provides a unique
angle on the casino’s offerings for players from Down Under.
Reviewing the terms and conditions of the casino will help players determine whether their site fits for play.
From simple table games to creative live gaming events, all kinds
of players will find something they enjoy. Richardcasino.website is an independent
website about online casinos, their bonuses and games.
Instead, players can access the casino through a mobile browser, which delivers the same experience as the app.
References:
https://blackcoin.co/what-is-a-high-roller-best-high-roller-online-casinos/
online casino usa paypal
References:
chansolburn.com
online casino accepts paypal us
References:
https://quickfixinterim.fr/employer/paypal-casinos-top-online-casinos-that-accept-paypal/
Stimulates breast milkWtf boobsKellys first time irish pornTeenie
titAdelaide nude photo postingYoga instructer having sexDrug enhancement male sexualYoung adults cell only xnxx Gay and
lesbian bussinessesBikini foto modelos mujeresWild amatures nudeStefany flores lesbian murder peruSanta monica police officers
sex affairsFree plumper porn vidieoEscort in greece https://xxxxvideos.cc Teens teens tgpLyrics of wrong
vintage songsTennis girls fuck girlLake ozark dam stripDevelopment of
sex organsGroup sex partyUncesored sex tapeWii games sexualNude lingere
xnxx Cheny dick income 2000Sexy video vixonsSponge bob squarepants gayChicken breast and pestoBaywatch babes pornChunky blonde
fucked rough cumFree sony ericsson porn videosJacksonville florida gay phone lineRash on her breast similar to that of young mothersMischa barton pictures nudeWives hard sex tubeSex demon queen part 2Hentai
shemales moviesIte latexTreatment for facial pittingIt life make people suck that wayDo girls pee in poolsJennifer lopez sex scene u turnFree porn no restration