ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ ହେଲେ

ଭୁବନେଶ୍ୱର:ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ଦିନ ଏଆଇସିସି ପକ୍ଷରୁ କଂଗ୍ରେସ ପ୍ରାର୍ଥୀ ଭାବେ ଶ୍ରୀଯୁକ୍ତ ତରୁଣ ପାଣ୍ଡେଙ୍କ ନାମ ଘୋଷଣା କରାଯାଇଛି ।

◆ ନାମ : ତରୁଣ କୁମାର ପାଣ୍ଡେ
◆ ପିତା : ପୂର୍ବତନ ବିଧାୟକ ସ୍ବର୍ଗତ ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେ
◆ ମାତା:ଶ୍ରୀମତୀ ଶଶିକଳା ପାଣ୍ଡେ
◆ ଜନ୍ମ : ୯/୭/୧୯୭୮
◆ ପେଶା : ସମାଜସେବା

ଗତ କିଛିଦିନ ତଳେ ପୂର୍ବତନ ବିଧାୟକ ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଛି ।

ଝାରସୁଗୁଡା ପୌରପାଳିକାର ୨ ଥର ଅଧ୍ୟକ୍ଷ ଥିବା ଏବଂ ତିନିଥର ବିଧାୟକ ଥିବା କଂଗ୍ରେସର ଲୋକପ୍ରିୟ ଜନନେତା ସ୍ବର୍ଗତ ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେ ଯିଏ କି ଝାରଗୁଡାର ଟାଣୁଆ ନେତା ଭାବେ ଝାରସୁଗୁଡା ଅଞ୍ଚଳ ପାଇଁ ଅନେକ ଗୁଡିଏ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି ତାଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି ଶ୍ରୀଯୁକ୍ତ ତରୁଣ ପାଣ୍ଡେ । ସେ ବିବାହିତ ଏବଂ ଗୋଟିଏ ପୁଅ ଅଛନ୍ତି । ସେ ଗୋଟେ ପ୍ରତିଷ୍ଠିତ ରାଜନୀତି ପରିବାରରୁ ଆସି ୧୯୯୫ ମସିହାରୁ ଝାରସୁଗୁଡାରେ କଂଗ୍ରେସ ଦଳର ଜଣେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟକରି ଆସୁଛନ୍ତି । ୨୦୦୯ ମସିହାରେ ସାଂସଦଙ୍କ ପ୍ରତିନିଧି ଭାବେ ସୁଚାରୁରୂପେ କାର୍ଯ୍ୟ କରିଛନ୍ତି । ସେ ସମାଜସେବୀ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି ଏବଂ ଅଘରିଆ ସମାଜର ଜଣେ ଆଗଧାଡ଼ିର ନେତା ଭାବେ ମଧ୍ୟ କାର୍ଯ୍ୟ ଜାରି ରଖିଛନ୍ତି । ରାଜନୀତି ପରିବାରରୁ ଆସିଥିବା ଜଣେ ତୃଣମୂଳ ସ୍ତରର ଉପଯୁକ୍ତ କର୍ମୀଙ୍କୁ କଂଗ୍ରେସ ଟିକେଟ ମିଳିଥିବାରୁ କଂଗ୍ରେସ ମହଲରେ ଉତ୍ସାହ ପ୍ରକାଶ ପାଇଛି । ଏଥିପାଇଁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଏଆଇସିସି ଅଧ୍ୟକ୍ଷ ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖାଡ଼ଗେ,ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ସାଂସଦ ଡ଼. ଏ . ଚେଲ୍ଲାକୁମାର ଏବଂ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।

One thought on “ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ ହେଲେ”

  1. Henderson county illinois sex offendersGirlfriends
    fucking changing rooms moviesShemale free video clipsRussian babe thumbsClassic femdom free galleriesPolice officer puts me in bondageTara teen stars magazineSeven dwarfs fuck idrawpornFree voluptuous boob teaseHalloween scavenger hunt for adults xnxx Sexy cora fellatioJulianne moore scene sexFree
    nude live vedioBangkok pussyTurkey cock creek cumberland county virginiaGirl pees herself in carTeens tried as adult https://xxxhub.missavxxx.com/ Behind the veil pornDoes
    hgh make your penis largerInnocent dick girls irish ecstasyAnal
    creampie movieIndianactress nudeTits cum cocksYoun boys fucking
    milfs xnxx Michelle johnson nude videoFine motor skills and
    young teensAmateur niggas sex video womanBoob nude teenKannada
    actressess nude fake picsNatural huge milky boobsBreast magnificationVintage john deere pedal tractors

Leave a Reply

Your email address will not be published. Required fields are marked *