ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ ମଙ୍ଗଳବାର ଦିନ ଦୁଇ ଦିନିଆ ଗସ୍ତରେ ଗଜପତି ଜିଲ୍ଲା ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ ର ନିର୍ମାଣ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ ୱେ -୧ ର ନିର୍ମାଣ କାମ ସଫଳତାର ସହ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ସରକାର ଏବେ ବିଜୁ ଏକ୍ସପ୍ରେସ ୱେ-୨ ର କାମ ଆରମ୍ଭ କରିବାକୁ ଯାଉଛନ୍ତି । ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶ ଦୃଷ୍ଟିରୁ ଏହା ଖୁବ୍ ଗରୁତ୍ୱ ବହନ କରେ । ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ ଏବଂ ଏହି ପ୍ରକଳ୍ପର ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ପ୍ରକଳ୍ପ (Green Field Project) । ଏହା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ- ଏହି ୪ଟି ଜିଲ୍ଲାର ୧୫ଟି ବ୍ଲକ ଦେଇ ନିର୍ମିତ ହେବ । ଗଞ୍ଜାମରେ ୪୩ କି.ମି, ଗଜପତିରେ ୪୭ କି.ମି, ରାୟଗଡାରେ ୧୫୮ କି.ମି. ଓ କୋରାପୁଟରେ ୫୭ କି.ମି. ରାସ୍ତା ତିଆରି କରାଯିବ । ଏହା ଦ୍ୱାରା ବ୍ରହ୍ମପୁରରୁ ଜୟପୁରକୁ ଗସ୍ତ ସମୟ ୮ ଘଣ୍ଟାରୁ ୫ ଘଣ୍ଟାକୁ କମିଯିବ । ବ୍ରହ୍ମପୁରରୁ ମୋହନା ମାତ୍ର ୪୫ ମିନିଟ୍ ଲାଗିବ ଏବଂ ରାୟଗଡାରୁ ମୋହନା ମାତ୍ର ଦେଢ ଘଣ୍ଟା ଲାଗିବ ଯାହାକି ବର୍ତ୍ତମାନ ପ୍ରାୟ ୪ ଘଣ୍ଟା ଲାଗୁଛି । ଏହି ସଡକରେ ରାଜ୍ୟରେ ପ୍ରଥମ ଥର ପାଇଁ ପାହାଡ ଖୋଳା ଯାଇ ରାସ୍ତା ନିର୍ମାଣ କରାଯିବ ଯାହାଦ୍ୱାରା କି ସଡକର ଦୈର୍ଘ୍ୟ ପ୍ରାୟ ୨୫ ରୁ ୩୦ କି.ମି. କମିଯିବ ଏବଂ ଯିବାଆସିବା ସମୟ ମଧ୍ୟ ୨ ଘଣ୍ଟା କମ ରହିବ । ଏହା ଦ୍ୱାରା ଦକ୍ଷିଣ ଓଡିଶାରେ ଏକ ନୂଆ ଇକୋନୋମିକ୍ କରିଡର ସୃଷ୍ଟି ହୋଇପାରିବ ଏହି କାମ ତିନି ବର୍ଷ ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ । ଶ୍ରା ପାଣ୍ଡିଆନ୍ ଏହା ପରେ ଜିରାଙ୍ଗର ବୁଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ଜିରାଙ୍ଗ କଲେଜ୍ର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜିରାଙ୍ଗ କଲେଜ୍ରେ ୬ ମାସ ମଧ୍ୟରେ ଡିସେମ୍ବର ସୁଦ୍ଧା ସ୍ମାର୍ଟ କ୍ଲାସ ଆରମ୍ଭ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ପିଲାମାନଙ୍କ ସହ ଆଲୋଚନା କରି ସେ ନିଜ କଲେଜ୍ର ଉନ୍ନତି ପାଇଁ କାମ କରିବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ । ଭଲ ପାଠ ପଢି ଓଡିଶାର ବିକାଶରେ ଯୋଗଦାନ ରଖିବାକୁ କହିଥିଲେ । ଏହା ସହିତ ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟ ଶୁଣିଥିଲେ । ଜିଲ୍ଲାସ୍ତରରେ ଯାହା ସମ୍ଭବ ତାକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେବା ସହିତ ଅନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ପଠାଇବାକୁ ପରାମର୍ଶ ଦେଇଥିଲେ ।
Im Info-Panel zu jedem Spiel finden Sie Informationen zu
Lizenzierung, RNG-Zertifikaten und Versionsnummern. Nutzen Sie
die Spielinformationen oder die Website des Anbieters, um die RTP-Version herauszufinden. Sie
können verhindern, dass Ihr Mystake Casino abgelehnt wird, indem Sie hochauflösende Scans und die gleiche Adressformatierung wie auf Ihrem Kontoauszug
verwenden.
Für Kryptowährungen bietet das Mystake Casino einen eigenen Neukundenbonus.
Onlinespielcasino.de unterstützt den verantwortungsvollen Umgang mit
Glücksspiel. Folgt ihr den Kanälen und kommentiert auf die versteckten Aktionen, gibt es Freispiele
und Gratiswetten.
References:
https://online-spielhallen.de/beste-paysafecard-casinos-2025-schnell-sicher/
On the portal, customers will be able to enjoy the game with a live dealer and choose a comfortable bet size for
themselves. For users to have fun at Casino Mate, the site presents
customers with an excellent selection of entertainment in real-time.
Slot machines provide an intuitive base game experience with a variety of
themes, game types, special features, multipliers, and more.
Video poker, mobile casino, and more are also available for Mate casino visitors.
The slots themselves are created in HD quality, which provides a high-quality gaming experience with great graphics.
In addition, users have the opportunity to engage in gambling even on the road and at
any time of the day, while having a great time shortly.
The time to withdraw money is from two to three days.
Some of the typical games are 21 Record Blackjack,
Atlantic City Gold, Baccarat, Poker in the Caribbean, and much more.
Some of the available games, like Mega Moolah, Major Millions, and Treasure Nile, will give you the chance to receive a progressive
life-changing jackpot prize. This casino offers a
large number of 5-reel slot machines designed to make your betting sessions more rewarding and enjoyable.
You have to constantly scroll back and forth to access
the games you love. Navigating to your favorite games is a little
tricky too.
The player gets 35% of the bet made (up to 70 EUR/CAD/NZD).
It is the perfect offer for the users who play on weekends and want an extra chance to hit a big jackpot.
The maximum bonus amount is limited to 500 EUR/CAD/NZD.
The minimum deposit for the activation of the Welcome Bonus is 20 EUR/CAD/NZD.
1400 EUR/CAD/NZD on your account + 80 ZERO WAGER free spins on Second Strike (if your first four deposits
match).
References:
https://blackcoin.co/online-slots/
Baccarat is a popular game at the best Australian online casinos,
offering both standard digital versions and live dealer options.
These online casinos for real money are ranked by their game libraries and overall RTP rates, rather
than withdrawal speeds. Australia’s online casino landscape offers exciting opportunities for players seeking
thrilling gaming experiences and lucrative rewards.
The difference between online casinos and real money casinos comes down to how you play and whether you can win actual cash.
Yes, Australians can play real money online casinos without any issues.
Since there are so many of them and they all have unique styles,
the fun never really stops when playing pokies. Aussie gamblers get
the best of this because the casinos here have gambling titles
from all the popular categories. Unfortunately, you won’t play NetEnt games in Australia.
References:
https://blackcoin.co/casino-wharf-fx-a-comprehensive-overview/
online casino that accepts paypal
References:
http://shop.ororo.co.kr/bbs/board.php?bo_table=free&wr_id=4632638
online betting with paypal winnersbet
References:
https://jokakiki.shop/bbs/board.php?bo_table=free&wr_id=227