ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ଖରିଫ-୨୦୨୩ କାଳିଆ ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର:ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାର ୩୬,୨୪୯ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୨୪୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୭ କୋଟି ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କାଳିଆ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଅପ୍ରେଲ ପହିଲା ଓଡ଼ିଶା ଦିବସ ଅବସରରେ ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ୨୯ଟି ଜିଲ୍ଲାର ୪୨ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୪୯ ହଜାରରୁ ଅଧିକ ଭୂମିହୀନ କୃଷି ପରିବାରକୁ ୨୦୨୩ ଖରିଫ ଫସଲ ଋତୁ ପାଇଁ ୮୭୭ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର କାଳିଆ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା ପରିପ୍ରେକ୍ଷୀରେ କାଳିଆ ସହାୟତା ରାଶି ଝାରସୁଗୁଡ଼ା ଜିଲ୍ଲାର କାଳିଆ ହିତାଧିକାରୀ କୃଷକମାନଙ୍କୁ ଦିଆଯାଇ ନଥିଲା । ଇତି ମଧ୍ୟରେ ଝାରସୁଗୁଡ଼ାର ଉପନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଥିବାରୁ ଉପରୋକ୍ତ କାଳିଆ ସହାୟତା ରାଶି ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ଐତିହାସିକ କୃଷକ କଲ୍ୟାଣକାରୀ ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ପ୍ରତି ଫସଲ ଋତୁ ପ୍ରାରମ୍ଭରେ ନଗଦ ଅର୍ଥ ଆକାରରେ ସହାୟତା ଦିଆଯାଇଥାଏ ଯାହାକି ଚାଷୀ ଭାଇଭଉଣୀମାନଙ୍କୁ କୃଷିକାର୍ଯ୍ୟ ପାଇଁ ପ୍ରାଥମିକ ମୂଳଧନ ଭଳି ସାହାଯ୍ୟ କରିଥାଏ । ଏହା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ପରିବାରର ଆୟବୃଦ୍ଧି କରିବା ସହିତ ସାମାଜିକ ଓ ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ । କାଳିଆ ହିତାଧିକାରୀ ଚାଷୀମାନେ ଏହି ଯୋଜନାରେ ସହାୟତା ରାଶି ପ୍ରାପ୍ତି ପରେ ଆଉ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ଗାଁ ସାହୁକାରଙ୍କଠାରୁ ଉଚ୍ଚ ସୁଧହାରରେ ହାତଉଧାରୀ ଋଣ ଆବଶ୍ୟକ କରୁନାହାନ୍ତି । ଏହି ସହାୟତା ରାଶି ଚାଷୀମାନଙ୍କୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟଜନିତ ଫସଲ କ୍ଷତିକୁ ସାମ୍‌ନା କରିବା ପାଇଁ ମନରେ ଦମ୍ଭ ଆଣିଦେଇଛି । ଏଥି ସହିତ କାଳିଆ ଯୋଜନାରେ ଭୂମିହୀନ କୃଷି ପରିବାର ଙ୍କୁ ଜୀବକି । ସହ।ୟତା ନିମେନ୍ତେ ତିନୋଟି କିସ୍ତିରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି । ଗତ ୨୦୨୨-୨୩ ରବି ଋତୁ ସୁଦ୍ଧା ରାଜ୍ୟର ୪୧ ଲ କ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହିତାଧିକାରୀଙ୍କ ପରିବାରକୁ ମୋଟ ୮ଟି କିସ୍ତିରେ ସମୁଦାୟ ୨୨ ହଜାର ଟଙ୍କାର କାଳିଆ ସହାୟତା ରାଶି ଯୋଗାଇ ଦିଆଯାଇଥିଲା । ସେହିଭଳି ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଭୂମିହୀନ କୃଷି ଶ୍ରମିକ ପରିବାରକୁ ବିଭିନ୍ନ କିସ୍ତିରେ ୧୨ ହଜାର ୫୦୦ ଟଙ୍କା ଲେଖାଏଁ ଜୀବିକା ସହାୟତା ରାଶି ପ୍ରଦାନ କରାଯାଇଛି । ସେହିପରି କାଳିଆ ହିତାଧିକାରୀ ପିଲାମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷା ନିମନ୍ତେ କାଳିଆ ଛାତ୍ରବୃତ୍ତି ୨୦୨୧-୨୨ ଶିକ୍ଷାବର୍ଷଠାରୁ ପ୍ରଦାନ କରାଯାଉଛି । ୨୦୨୨-୨୩ ଶିକ୍ଷାବର୍ଷରେ ୧୦୭୪ ଜଣ କାଳିଆ ହିତାଧିକାରୀ ପିଲାମାନଙ୍କୁ କାଳିଆ ଛାତ୍ରବୃତ୍ତି ବାବଦରେ ସମୁଦାୟ ୨.୬ କୋଟି ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି ।

5 thoughts on “ଝାରସୁଗୁଡ଼ା ଜିଲ୍ଲାର ଚାଷୀଙ୍କୁ ଖରିଫ-୨୦୨୩ କାଳିଆ ସହାୟତା ରାଶି ପ୍ରଦାନ”

  1. Einige dieser Casinos zahlen Gewinne tatsächlich sofort über die Zahlungsmethode aus, die Sie für Einzahlungen verwendet haben. Diese Titel sind in verschiedene Kategorien unterteilt, darunter Tischspiele,
    Spielautomaten und Live-Casino-Spiele. Aus Sicherheitsgründen speichert das
    Unternehmen keine Benutzerdaten, die durch Cyberangriffe gestohlen werden könnten. Das
    Portfolio umfasst Spielautomaten, Poker, Tischspiele und
    Live-Dealer-Optionen.
    Sofort spielen ohne Verifizierung Nachdem die qualifizierende Einzahlung getätigt wurde, erhält der Spieler die Möglichkeit, den Einzahlungsbonus und die Freispiele nacheinander im Profilbereich zu
    aktivieren. Grundsätzlich ist eine Einzahlung mit der Paysafecard möglich, allerdings bieten nicht alle Spielanbieter diesen Service ohne vorherige Identitätsprüfung an. Die Stammspieler profitieren von Reload Bonus-Angeboten, die ähnlich wie
    die Neukundenofferten funktionieren.

    References:
    https://online-spielhallen.de/ggbet-casino-deutschland-ihr-umfassender-leitfaden-durch-das-angebot/

  2. A major concern for online gamblers is safety, and SkyCrown excels in this area.
    With such enticing rewards, it’s a great time to dive into the action at SkyCrown.
    One casino that has been making waves in the Aussie market is SkyCrown Casino.

    Whether you’re a high-roller or just looking to try your luck for the first time, our venue is
    crafted to meet all your entertainment desires.

    Remember to play in a responsible manner since those reels have the
    potential to become addicted. Yes—Bitcoin, Ethereum, and
    other major cryptocurrencies are supported.

    So, here are the instructions on how to get promo codes
    at the SkyCrown casino. In total, you will be able to get up to
    4000 AUD and 400 free spins in addition to your five deposits.
    On the official SkyCrown casino website, you will find a special section which is called “Promotions”.
    They will allow you to have more money for gambling and betting.

    References:
    https://blackcoin.co/ultimate-guide-to-online-casinos/

  3. I wrote to support to confirm a withdrawal document, and the reply was clear and friendly.
    Expect quick logins, push alerts for promos and tournaments, and
    fast cashier access. Bank wire withdrawals start from €500 and take 1–3 business days
    Independent Woo Casino review sites also rank it
    among the most trusted options for Aussie players. For players in Woo Casino Australia, that level of
    transparency makes it easy to focus on the fun, knowing your data is locked down tight.
    Safety isn’t optional – it’s built into the core of Woo Casino online.
    With the right Woo Casino promo code, players unlock tailored offers that add
    even more value to their sessions.
    The streamlined form eliminates unnecessary questions, getting you
    to the action faster. Signing up at Woo casino is a breeze,
    taking less than two minutes from start to finish.
    How long do withdrawals take on average? Players should check local laws before playing.

Leave a Reply

Your email address will not be published. Required fields are marked *