“ରଚିବା ନିତି କାଲିର ଭିତ୍ତି”

ଭୁବନେଶ୍ୱର  : ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ । ଏହି ପରି ଭାବନା ଆଖିଆଗରେରେ ରଖି ଜୀ-ସାର୍ଥକ ଲଞ୍ଚ କରିଛି ତା’ର ନୂତନ ଟ୍ୟାଗଲାଇନ୍ “ରଚିବା ନିତି କାଲିର ଭିତ୍ତି” ଅର୍ଥାତ “ଆସନ୍ତାକାଲିର ମୂଳଦୁଆ ପକାଇବା, ସବୁଦିନ” ଯାହାକି ଜୀ-ସାର୍ଥକ ଦେଖାଇଥିବା କାହାଣୀ ଏବଂ ଚରିତ୍ରରେ ପ୍ରତିଫଳିତ ହୋଇଥାଏ । ଏହି ନୂତନ ଟ୍ୟାଗଲାଇନ୍ ମାଧ୍ୟମରେ ଜୀ-ସାର୍ଥକ ଓଡ଼ିଶାର ପ୍ରଗତିଶୀଳ ସଶକ୍ତ ଓଡିଆ ମହିଳା ଚିନ୍ତାଧାରାକୁ ଦର୍ଶାଇବାକୁ ତିଆରି ହୋଇଛି | ଓଡିଆ ମହିଳାଙ୍କ ସଂସ୍କୃତି ଉପରେ ହୋଇଥିବା ଅଧ୍ୟୟନର ଅନ୍ତର୍ନିହିତ ତଥ୍ୟରେ ଦର୍ଶାଯାଇଛି ଯେ ଓଡିଆ ମହିଳାମାନେ ସର୍ବଦା ପରିବାରକୁ ପ୍ରାଧାନ୍ୟ ଦିଅନ୍ତି, ସେ ମଧ୍ୟରେ ବି ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଏବଂ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେବା ପାଇଁ ନିଜକୁ ସର୍ବଦା ପ୍ରସ୍ତୁତ ରଖନ୍ତି । ଜୀ-ସାର୍ଥକ ସେହି ମହିଳାମାନଙ୍କୁ ସମ୍ମାନ କରନ୍ତି, ଯେଉଁମାନେ ଆସନ୍ତାକାଲିର ଭଲ ପାଇଁ ପ୍ରତିଦିନ ନୀରବରେ ନିଜର ଉଦ୍ୟମ ଜାରି ରଖିଛନ୍ତି । ଏହି ଟ୍ୟାଗଲାଇନ୍ ଉପରେ ନିଜର ମନ୍ତବ୍ୟ ଦେଇ ଚ୍ଯାନେଲ ମୁଖ୍ୟ କ୍ଲଷ୍ଟର ଅଫିସର ଶ୍ରୀ ସମ୍ରାଟ ଘୋଷ, ଇଷ୍ଟ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ (ZEEL) କହିଛନ୍ତି, “ନଂ-୧ ଜିଇସି ଚ୍ଯାନେଲ ଭାବରେ ଜୀ-ସାର୍ଥକ ଓଡିଆ ମହିଳାମାନଙ୍କର ସଂସ୍କୃତି ଏବଂ ସରଳତାକୁ ପ୍ରତିଫଳିତ କରୁଥିବା ଚରିତ୍ରର ଅସାଧାରଣ କାହାଣୀ ସର୍ବଦା ଆଣିଛି । ରାଜ୍ୟର ଗଭୀର ସାଂସ୍କୃତିକ ଆଭିମୁଖ୍ୟ ସହ ସର୍ବଦା ନୂତନ ପ୍ରଗତି ଦିଗରେ ଛୋଟ, ଅର୍ଥପୂର୍ଣ୍ଣ ପଦକ୍ଷେପ ନେଇଥାଏ । ଏହା ପ୍ରତିଦିନ ଓଡିଆ ମହିଳାମାନଙ୍କ ଆତ୍ମବିଶ୍ୱାସକୁ ଦୃଢ କରିବାକୁ ଲକ୍ଷ୍ୟ ରଖିଛି ଯାହା ଦ୍ବାରା ଚ୍ୟାନେଲ ଏକ ଉତ୍ତମ, ଉଜ୍ଜ୍ୱଳ ଭବିଷ୍ୟତ ଖୋଜିବା ପାଇଁ ଏକ ସକ୍ଷମକାରୀ ହୋଇପାରିବ ବୋଲି ଆମର ଆଶା । ଆମର ନୂଆ ଟ୍ୟାଗଲାଇନ୍ “ରଚିବା ନିତି କାଲିର ଭିତ୍ତି”କୁ ଆଧାର କରି ଆବଶ୍ୟକୀୟ ଏବଂ ପ୍ରେରଣାଦାୟକ ବିଷୟବସ୍ତୁ ସୃଷ୍ଟି କରିବାକୁ ଆମର ନିରନ୍ତର ପ୍ରୟାସ ଜାରି ରହିବ । ନୂତନ ଟ୍ୟାଗଲାଇନ୍ ବିଷୟରେ ଆଲୋଚନା କରି ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ। “ସାଥିରେ” , “ମୁଁ ବି ବିଜୟିନୀ”, “ତୁ ଖରା ମୁ ଛାଇ”, “ଖୁସିର ଛୁଙ୍କ” ଓ “ରଜ କୁଇନ୍” ପରି ପ୍ରୋଗ୍ରାମ୍ ଏକ ନୂତନ ବ୍ରାଣ୍ଡର ସ୍ଥିତିକୁ ସୁଦୃଢ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଜୀ-ସାର୍ଥକର ପ୍ରତ୍ୟେକ ଚରିତ୍ର ହେଉଛି ନୂତନ ଉଦୀୟମାନ ଓଡିଆ ମହିଳାମାନଙ୍କର ପ୍ରତିଫଳନ, ଯେଉଁମାନେ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ପ୍ରଥମ ଚେଷ୍ଟା କରୁଛନ୍ତି । ” ଏହି ଅଭିଯାନର ଏକ ଅଂଶ ଭାବରେ, ‘ଲ ଆଣ୍ଡ କେନେଥ ସାତ୍ଚି ଆଣ୍ଡ ସାତ୍ଚି’ ଚିନ୍ତାଧାରା ଦ୍ବାରା ତିଆରି ହୋଇଥିବା ଏହି ଟ୍ୟାଗଲାଇନ କୁ ଜୀ-ସାର୍ଥକ ଏକ ଚଳଚ୍ଚିତ୍ର ମାଧ୍ୟମରେ ଦେଖାଇବାକୁ ଘୋଷଣା କରିଛି । ଚ୍ଯାନେଲର ପ୍ରକାର ଓ ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା ପାଇଁ ସଂଗୀତ ନିର୍ଦ୍ଦେଶକ ଇନ୍ଦ୍ରଦୀପ ଦାସଗୁପ୍ତଙ୍କ ଦ୍ୱାରା ନିର୍ଦେଶୀତ ତଥା ସୂର୍ଯ୍ୟ ମହାପାତ୍ରଙ୍କ ଦ୍ୱାରା ରଚିତ ଓ ଅନ୍ତରା ମିତ୍ରଙ୍କ ଗାଇଥିବା ଏକ ବ୍ରାଣ୍ଡ ଗୀତ ସହିତ ଏହି ଅଭିଯାନକୁ ଆଗକୁ ନେବାପାଇଁ ଲକ୍ଷ ରଖାଯାଇଛି । ହୋଡିଂ,ପ୍ରିଣ୍ଟ, ତଥା ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ଏବଂ ଫେସବୁକ୍ ସହିତ ଏହାର ସୋସିଆଲ୍ ମିଡିଆ ଚ୍ୟାନେଲଗୁଡିକ ମଧ୍ୟରେ 360-ଡ଼ିଗ୍ରୀ ଆଭିମୁଖ୍ୟରେ ଜୀ-ସାର୍ଥକ ଚ୍ୟାନେଲ ଏହାର ପ୍ରୋଶ୍ଚାହନ କରିବ ।

 

5 thoughts on ““ରଚିବା ନିତି କାଲିର ଭିତ୍ତି”

  1. WSM ist ein neues online casino, das Casino und Sportwetten unter einem Dach vereint.

    Dies sorgt nicht nur für Unterhaltung, sondern bietet
    auch die Möglichkeit, zusätzliche Gewinne zu
    erzielen. Spieler können auf diese Weise neue Slots entdecken, vorhandene Lieblingsspiele ausprobieren oder an speziellen Turnieren teilnehmen. Darüber hinaus sorgt WSM Casino mit regelmäßigen Einzahlungsboni dafür,
    dass auch erfahrene Spieler langfristig vom Bonusprogramm profitieren.

    References:
    https://online-spielhallen.de/tipico-casino-freispiele-ihr-leitfaden-zum-gewinnen/

  2. Richard-casino.vip is an independent website about online casinos,
    their bonuses and games. The mobile app includes account management, deposit and withdrawal tools, games, and exclusive bonuses
    including 20 free spins for new app users. Richard Casino recognizes the importance of mobile gaming in today’s
    digital landscape, offering players multiple ways to enjoy
    their favorite games on smartphones and tablets. But, players should note that withdrawal method options may be somewhat limited compared to
    deposit options, which is common in the online casino
    industry but worth considering when choosing a
    gaming platform. This multi-tier structure allows players to maximize
    their bonus potential gradually, with each
    deposit tier offering additional funds and free spins that can be used across eligible slot games.

    For more information, head to our promotions page and click on the birthday bonus.
    On their special day, they are given a special birthday bonus.

    Make sure you apply the accurate bonus code in the coupon section during checkout.
    Go to the promotions section of Richard Casino and all free spin promotions
    will display on your screen. The number of free spins shall depend on the
    amount of your deposit.
    Yes, all Richard casino codes function identically on mobile and desktop.
    Australian players are welcomed with AUD currency and local payment options.
    Most Richard casino bonus codes don’t have strict
    expiry dates, but promotional offers can change without notice.

    Contact support immediately if issues persist – they’re available 24/7
    via live chat.

    References:
    https://blackcoin.co/ultimate-guide-to-online-casinos/

  3. For faster options, King Billy offers simplified registration through Google or Facebook accounts.
    Enter your email address, create a password, select Australia as your country and AUD
    as your currency. The heart of King Billy’s gaming collection is undoubtedly its extensive
    range of pokies.
    We deploy comprehensive, multi-layered security measures specifically designed to protect your login credentials and safeguard your account
    access from any external threats. This isn’t merely about speed;
    it’s about providing instant access to your gaming account, where your VIP benefits, current bonuses, and personalized dashboard are all at
    your fingertips within moments. The casino provides links to Gambling Help Online and other Australian support services for players experiencing gambling-related problems.

    You can complete sign‑up directly from the
    King Billy Casino login screen and start exploring securely.
    Availability of games, payments, and offers can vary by jurisdiction; geolocation and KYC may be required to confirm eligibility.
    Always read the Bonus Terms for eligible games, timelines, and country restrictions before opting in.
    Once verified, your King Billy Casino login seamlessly links to multi-currency payments,
    including major cards, e-wallets, bank transfer, and leading crypto
    (e.g., BTC, ETH, LTC, USDT). Whether you plan to deposit, join a tournament, or simply continue your session, you’ll
    enjoy compliant, seamless access under licensed operations and
    robust AML/KYC standards.

    References:
    https://blackcoin.co/top-welcome-bonuses-online-casinos/

Leave a Reply

Your email address will not be published. Required fields are marked *