ଭୁବନେଶ୍ୱର:ପ୍ରତିଶୃତି ପରେ ପ୍ରତିଶୃତି କିନ୍ତୁ ଗୋଟିଏ ବି ପ୍ରତିଶୃତି ପାଳନ କରିବାରେ ରାଜ୍ୟରେ ବିଜେଡ଼ି ସରକାର ସଂପୂର୍ଣ୍ଣରୂପେ ବିଫଳ । ଜନଶୋଷଣ ଓ ମାରଣ ହେଉଛି ଏ ସରକାରର ମୂଳ ମନ୍ତ୍ର ଓ ନିଷ୍ପତି । ଓଡ଼ିଶା ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାରେ । ମୂଳ ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଜନସାଧାରଣଙ୍କୁ ଗୁଣାତ୍ମକ ଓ ସ୍ୱଳ୍ପ ଦରରେ ବିଦ୍ୟୁତ ଯୋଗାଇବା । କିନ୍ତୁ ପରିସ୍ଥିତି ଆଜି ସଂପୂର୍ଣ୍ଣ ଓଲଟା । ଓଡ଼ିଶାର ବିଦ୍ୟୁତ ଦର ସବୁଠାରୁ ଅଧିକ । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବମାନେ ବାରମ୍ବାର କହୁଛନ୍ତି ଯେ ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ । କିନ୍ତୁ କାହିଁକି ଏଠି ବିଦ୍ୟୁତ ଦାମ ୟୁନିଟ ପିଛା ଏତେ ଅଧିକ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଏ ପ୍ରଶ୍ନ ପଚାରିଛନ୍ତି । ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କା ବିଦ୍ୟୁତ ଭିର୍ତିଭୂମିର ଉନ୍ନତିକରଣ କରିବାପାଇଁ ଗତ ୧୦ ବର୍ଷ ଭିତରେ ଖର୍ଚ୍ଚ କରିଛନ୍ତି ବୋଲି ଦାବି କରୁଛନ୍ତି । କିନ୍ତୁ ଏହି ୨୦ ହଜାର କୋଟି ଟଙ୍କା ମଧ୍ୟରୁ ୫ ହଜାର କୋଟି ଟଙ୍କା ଟାଟାପାୱାରକୁ ଭିର୍ତିଭୂମି ସଜାଡ଼ିବା ଓ ଉନ୍ନତିକରଣ କରିବାପାଇଁ ଦିଆଯାଇଛି ବୋଲି କୁହାଯାଇଛି । ତାହାହେଲ ବାକି ୧୫ ହଜାର କୋଟି ଟଙ୍କା କେଉଁ କେଉଁ କ୍ଷେତ୍ରରେ ଖର୍ଚ୍ଚ ହୋଇଛି, କେଉଁ ବର୍ଷରେ କେତେ ହୋଇଛି ତାହାର ଏକ ସଂପୂର୍ଣ୍ଣ ହିସାବ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଦିଅନ୍ତୁ । ଯଦି ରାଜ୍ୟ ସରକାରଙ୍କର ସ୍ୱଚ୍ଛତା ପ୍ରତି ବିଶ୍ୱାସ ଅଛି ତାହାହେଲେ ଅବିଳମ୍ବେ ଏକ ସ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଟାଟା ପାୱାର ବିଲିଂ ଡେଟ ଗୋଟିଏ ଡେଟରେ କରୁ । ବିଭିନ୍ନ ଡେଟରେ କରି ଲୋକଙ୍କ ପାଖରୁ ଶୋଷଣ ବନ୍ଦ କରୁ । ପ୍ରତଦିନ ଘଣ୍ଟାଘଣ୍ଟା ବିଦ୍ୟୁତ କାଟ ଖୋଦ ରାଜଧାନୀରେ ହେଉଛି ଗାଁଗଣ୍ଡା କଥା ପଚାରୁଛି କିଏ । ଗାଁରେ ଗୋଟେ ଗୋଟେ ଦିନ ଧରି ବିଦ୍ୟୁତ ରହୁ ନାହିଁ କିନ୍ତୁ ବିଭାଗୀୟ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ବିଦ୍ୟୁତ କାଟ ହେଉନାହିଁ । ସଚିବ ଅଲଗା କଥା କହୁଛନ୍ତି । ଏ ସରକାରଙ୍କର ମନ୍ତ୍ରୀ ଓ ସଚିବକଙ୍କ କଥାରେ ତାଳମେଳ ନାହିଁ । ରାଜ୍ୟରେ ଲୋ ଭୋଲେଟେଜ୍ ଯୋଗୁ ଆଲୁଅ ଥାଇ ମଧ୍ୟ ଜନସାଧାରଣ ଅନ୍ଧାରରେ କଷ୍ଟ ପାଉଛନ୍ତି । ଟାଟାପାୱାର ପାଖରେ ଏ ସରକାର ସଂପୂର୍ଣ୍ଣ ବନ୍ଧା ପଡ଼ିଛି । ରାଜନୈତିକ ପାଣ୍ଠି ଆଦାୟ ଯୋଗୁଁ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟେ ପଟେ ବିଦ୍ୟୁତ ଦେୟ ରାଜ୍ୟରେ ୨୫୦ ବୃଦ୍ଧି ପାଇଥିଲା ବେଳେ ଏହି ୯ ବର୍ଷ ଭିତରେ ଗ୍ୟାସ ଦାମ ୨୬୯% ବୃଦ୍ଧି ପାଇଛି । ଉଭୟ ଦଳ ମିଶିକରି ଓଡ଼ିଶାର ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ଲୁଟ କରୁଛନ୍ତି ଏବଂ ମିଛରେ ରାଜରାସ୍ତାରେ ବୟାନବାଜି କରୁଛନ୍ତି । ଟାଟା ପାୱାର ଗୁଣ୍ଡାମି ଓ ଜୋରଜୁଲମ ଓଡ଼ିଶାରେ ଚଳିବ ନାହିଁ । ପ୍ରଦେଶ କଂଗ୍ରେସ ଏହାକୁ ବରଦାସ୍ତ କରିବ ନାହିଁ ଏବଂ ବାରମ୍ବାର ବିଦ୍ୟୁତ କାଟ ଏବଂ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୯ ଜୁନରେ ପ୍ରଦେଶ କଂଗ୍ରେସର ରାଜ୍ୟ ଗ୍ରିଡ଼କୋ ଅଫିସ ଆଗରେରେ ବିକ୍ଷୋଭର ନିଷ୍ପତି ନିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବକେୟା ବିଲ ଉପରେ ସୁଧ କଷି ଲୋକଙ୍କୁ ଲୁଣ୍ଠନ କରିବା କାମରୁ ଟାଟା ପାୱାର ନିବୃତ ରହୁ । ବରିଷ୍ଠ କଂଗ୍ରେସ ନେତା ତଥା ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ କାନୁନଗୋ ବିଭାଗୀୟ ମନ୍ତ୍ରୀଙ୍କୁ କଟୁ ସମାଲୋଚନା କରି କହିଲେ ମନ୍ତ୍ରୀ ମହୋଦୟଙ୍କୁ ପାୱାର କଟର ପ୍ରକୃତ ସଂଜ୍ଞା ଜଣାନାହିଁ କି ? ବିଭାଗୀୟ ମନ୍ତ୍ରୀଙ୍କର ମିଛ କହିବା ଏବଂ ମିଛକୁ ବାରମ୍ବାର କହିବା ଏକ ଦକ୍ଷତା କି? ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଏ ସରକାର କେବଳ ଭାଷଣ, କଷଣ ଓ ଶୋଷଣର ସରକାର । ୨୦୦୦ ମସିହା ପୂର୍ବରୁ ବିଦ୍ୟୁତ ରକ୍ଷଣା ବେକ୍ଷଣ କ୍ଷେତ୍ରରେ ୬୦ କୋଟି ଟଙ୍କା ଖର୍ଚ୍ଚ ହେଉଥିଲା ଆଜି ତାହା ୧୦୦୦ କୋଟିକୁ ପହଞ୍ଚିଲାଣି । କିନ୍ତୁ ଅବସ୍ଥା ୨୦୦୦ ମସିହା ପୂର୍ବ ଠାରୁ ଅତ୍ୟନ୍ତ ସଂଗିନ କାହିଁକି? ରାଜ୍ୟ ସରକାର ରାଜଧାନୀ ଅଞ୍ଚଳରେ ବିଦ୍ୟୁତ ଭିର୍ତିଭୁମିର ଉନ୍ନତିକରଣ ପାଇଁ ୨୦୦୦ କୋଟି ଟଙ୍କା ଟାଟା ପାୱାରକୁ ଦେଇଛନ୍ତି । କିନ୍ତୁ ସାମାନ୍ୟ ଟିକେ ଖରାଦିନିଆ ମେଘ ପବନରେ ରାଜଧାନୀରେ ୬ ଘଣ୍ଟାରୁ ୮ ଘଣ୍ଟା ଅନ୍ଧାରରେ । ଏହି ୨୦୦୦ କୋଟି ଟଙ୍କା କେଉଁଥିରେ ଖର୍ଚ୍ଚ କରାଗଲା ନା ହାତ ଚିକ୍କଣ କରାଗଲା ବୋଲି ସେ କଟୁ ସମାଲୋଚନା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
Die Liste der E-Wallets wird bei den besten Online Casinos
2025 von Skrill, Neteller und MiFinity angeführt.
Visa und MasterCard werden immer anerkannt, echte Kredit- und Debitkarten.
Ein wesentliches Qualitätsmerkmal der besten Online Casinos
ist das umfangreiche Angebot an schnellen und sicheren Zahlungsmethoden. Die Treueprogramme sind dann erst das
richtige Salz in der Suppe. Die Höhe der Cashbacks ist sehr oft vom Standing in den VIP-Programmen abhängig.
Es ist immer ratsam, sich vor einem Besuch direkt beim jeweiligen Casino über die aktuellsten Regelungen und Angebote zu informieren. Diese können allgemeine Informationen zum Glücksspielrecht und zur Suchtprävention bereitstellen. Respektiere die Anweisungen des Croupiers und des Sicherheitspersonals.
References:
https://online-spielhallen.de/lucky-dreams-casino-promo-codes-ihr-weg-zu-traumhaften-gewinnen/
This format helps maintain interest, expand the gaming community, and give participants more opportunities to win. Thus,
KingBilly Casino provides users with a secure gaming environment in which all
applicable laws and regulations of the jurisdiction are strictly observed.
King Billy Casino play is highly rewarding, safe, and constantly engaging.
This document confirms the legality of its activities and compliance with strict online
gambling requirements.
Never usually wait much more than 30 minutes maybe an hour for my withdrawal to be in my account.
They have recently been having system issues but haven’t noted anything about it on their
site, so after making a $45 deposit to claim a particular bonus I wanted, the
bonus did not give me the free spins I was guaranteed.
If you ever encounter any further technical problems or
have questions about your account details, our support team is always available to assist.Thank you,The
King Billy Team We’re sorry to hear that you initially
experienced difficulties with your withdrawal.
Players who reach Prince/Princess status and beyond are assigned a dedicated VIP Account Manager who
provides personalized service and tailored bonuses.
This five-tiered loyalty system ensures that your continued patronage
is recognized and rewarded with exclusive bonuses, enhanced services,
and preferential treatment. The daily nature of this promotion means regular players can accumulate
significant value over time. Your weekly free spins are typically allocated to selected premium slots
that showcase exceptional graphics, engaging bonus features, and
favorable return-to-player percentages. These free spins come with no
maximum win cap, meaning your potential returns are unlimited—a rare
feature in the online casino world.
References:
https://blackcoin.co/playamo-casino-safe-online-casino-in-australia/
Click “Home” to return to the main lobby screen to view the
casino promotions and news. Below the game categories is
the ticker of current jackpot prizes in many of the progressive jackpot
games at Ozwin Casino. Once you’re in the casino lobby, your casino game choices are on the left.
Not only does RTG’s casino software cover 3, 4,
5, and 6 reel slots, but it also has unique floating symbols slots.
RTG has an extensive catalog of classic, bonus, and progressive slots.
Not only do you get a 200% deposit bonus with your first
two deposits, but you also get free spins.
Our responsive design ensures smooth gameplay whether you’re
at home or on the go. Our extensive library features hundreds of top-quality games powered by
SpinLogic Gaming, ensuring every session brings you something
fresh and exciting. Ozwin Casino has earned its reputation as Australia’s
go-to online gaming destination through years of delivering
superior customer service and gaming fun.
Ozwin Casino bonus offers are filled with regular coupon code surprises.
Ozwin free spins and bonus funds are what the welcome bonuses
are made of. The playthrough on the Ozwin free spins no deposit is 20x.
Get details on the additional verification documents you
require from the Ozwin Casino lobby login page
at the casino website.
References:
https://blackcoin.co/play-free-slots-%f0%9f%8e%b0-browse-19430-online-slot-games/
online slots uk paypal
References:
https://bkksmknegeri1grati.com/employer/best-paypal-casinos-online-casinos-that-accept-paypal
online american casinos that accept paypal
References:
https://niftyhire.com/