ଆବାସ ଯୋଜନା ମହାଦୁର୍ନୀତିର ତଦନ୍ତ ମୁଖ୍ୟମନ୍ତ୍ରୀ ସିବିଆଇ ଦ୍ୱାରା କରାନ୍ତୁ

ଭୁବନେଶ୍ୱର : ସତ, ମିଛ କହି ଓଡିଶାବାସୀଙ୍କୁ ବାରମ୍ବାର ପ୍ରତାରଣା କରିବା ଶାସକ ବିଜୁ ଜନତା ଦଳର ଅଭ୍ୟାସରେ ପରିଣତ ହୋଇସାରିଛି । ନିଜ ମିଛ ଧରାପଡିବା ପରେ ଅନ୍ୟ ମୁଣ୍ଡରେ ଦୋଷ ଲଦି ଦେବାର କୌଶଳ ବିଜେଡିକୁ ଭଲ ଭାବେ ଜଣାଅଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନଙ୍କୁ ପକ୍କା ଘରଟିଏ ଯୋଗାଇ ଦେବା ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ । ରାଜ୍ୟ ସରକାରଙ୍କ ଅଯୋଗ୍ୟପଣିଆ କାରଣରୁ ରାଜ୍ୟରେ ଲକ୍ଷ ଲକ୍ଷ ଗରୀବ ଲୋକ ପକ୍କା ଘର ପାଇବାରୁ ବଞ୍ଚିତ ଅଛନ୍ତି । ରାଜ୍ୟ ସରକାରଙ୍କ ଗରୀବ ବିରୋଧୀ ପ୍ରବୃତି କାରଣରୁ ୨୦୧୯ ପରଠାରୁ ଗରିବ ଲୋକର ମୁଣ୍ଡ ଉପରେ ଛାତ ରହିବାର ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ପୂରଣ ହୋଇପାରୁନାହିଁ । କେନ୍ଦ୍ର ସରକାର ୫ ଥର ୱିଣ୍ଡୋ ଖୋଲିଲେ, ହେଲେ ରାଜ୍ୟ ସରକାର ସଠିକ୍ ତାଲିକା ଦେବାରେ ଅକ୍ଷମ ହେଲେ । ପକ୍କାଘର ପ୍ରସଙ୍ଗ ଉପରେ ଏ,ବି,ସି,ଡି ଜାଣିନଥିବା ଲୋକଙ୍କୁ ଲଗାଇ ବିଜେପି ଉପରେ ମିଥ୍ୟା ଆକ୍ଷେପ କରୁଛି ଶାସକ ବିଜେଡି । ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା କାରଣରୁ ନିଜ ଅକ୍ଷମତା ଉପରେ ପରଦା ଘୋଡାଇବାକୁ ଗୋଟିଏ ପରେ ଗୋଟିଏ ନୂଆ ଡ୍ରାମା କରୁଛି ଶାସକ ବିଜେଡି । ବିଜେପି ଯେଉଁ ତଥ୍ୟ ଦେଇଛି ତାହା ଆଦୌ ମନଗଢା ନୁହେଁ; ବରଂ ବିଧାନସଭା, ବିଭାଗୀୟ ଉତର ଏବଂ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆଧାରିତ ଅଟେ । ବିଜେପିର ତଥ୍ୟ ଯଦି ଭୁଲ, ତାହେଲେ ରାଜ୍ୟ ସରକାର କେମିତି ଠିକ୍ ହେଲେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓଲଟା ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଅଯୋଗ୍ୟତା କାରଣରୁ ଦୀର୍ଘ ୩ ବର୍ଷ ଧରି ଗରୀବ ଲୋକଟି ପକ୍କା ଘର ପାଇଁ ଅପେକ୍ଷା କରି ବସିରହିଛି । କେନ୍ଦ୍ର ସରକାର ବାସହୀନଙ୍କ ପାଇଁ ବର୍ଷେ ହେଲା ୯ ଲକ୍ଷ ୫୯ ହଜାର ୫୦୦ ଘର ପଠାଇ ସାରିଥିବାବେଳେ ରାଜ୍ୟ ସରକାର ବର୍ତମାନ ସୁଦ୍ଧା ୱାର୍କ ଅର୍ଡର ଦେବାରେ ବିଫଳ ହୋଇଛନ୍ତି । ୨୦୧୯ରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ତାଲିକାରେ ଅନେକ ତୃଟି ଥିଲା । ଅଯୋଗ୍ୟ ତାଲିକାଭୁକ୍ତ ଥିଲେ ଏବଂ ଯୋଗ୍ୟ ତାଲିକାରୁ ବାଦ ପଡିଥିବା କଣ ମିଛ ? ରାଜ୍ୟ ସରକାର ଡ୍ରାମା ରଚି ଯେଉଁ ୩-୩ ଥର ସର୍ଭେ କରିଥିଲେ, ତାହା ବିଜେଡି ଦ୍ୱାରା ପ୍ରସ୍ତୁତ କରାଯାଉଥିଲା ନା ସରକାରୀ ଅଧିକାରୀମାନେ ପ୍ରସ୍ତୁତ କରୁଥିଲେ ? ନିର୍ବାଚନ ସମୟରେ “ଭୋଟ ନଦେଲେ ଘର ମିଳିବ ନାହିଁ’ ବୋଲି ଶାସକ ବିଜେଡି ଦ୍ୱାରା ପ୍ରଚାର କରାଯାଉନଥିଲା କି ? ୨୦୧୯ରେ ତାଲିକାଭୁକ୍ତ ଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ସଦ୍ୟ ପ୍ରକାଶିତ ତାଲିକାରୁ କାହିଁକି କାଟି ଦିଆଗଲା ? ବିଜେପି ସାଂସଦମାନେ କେନ୍ଦ୍ରରେ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଆବଶ୍ୟକୀୟ ପକ୍କା ଘର ଯୋଗାଇ ଦେବା ପାଇଁ ଦାବୀ ଜଣାଇଲେ । ରାଜ୍ୟର ପଞ୍ଚାୟତରାଜ ମନ୍ତ୍ରୀ ଓ ସଚିବ ୬ ଲକ୍ଷ ଘର ଦେଲେ ହୋଇଯିବ ବୋଲି ମଧ୍ୟ କହିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଓ ଅନୁରୋଧ ପରେ ୯,୫୯,୫୦୦ ଘର ମିଳିଲା । ପ୍ରଥମ ପର୍ଯ୍ୟାୟରେ ମିଳିଥିବା ୧୭ ଲକ୍ଷ ପକ୍କାଘର ସମେତ ସର୍ବମୋଟ ଆବଶ୍ୟକୀୟ ୨୭ ଲକ୍ଷ ଘର ଯୋଗାଇ ଦେଲେ କେନ୍ଦ୍ର ସରକାର । ବିଳମ୍ବରେ ହେଲେ ମଧ୍ୟ ବର୍ତମାନ ପ୍ରଦାନ କରାଯାଉଥିବା ପ୍ରତିଟି ପକ୍କା ଘର ୱାର୍କ ଅର୍ଡର ପାଇଁ ବିଜୁ ଜନତା ଦଳ ୨୦ ରୁ ୨୫ ହଜାର ଟଙ୍କା ଚାନ୍ଦା ଆଦାୟ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଗରୀବ ବାସହୀନଙ୍କୁ ଭୁଆଁ ବୁଲାଇବା ପାଇଁ ରାଜ୍ୟ ସରକାର “ମୋ ଘର” ଯୋଜନାର ଆରମ୍ଭ କରିଛନ୍ତି, ଯାହାକି ପର ଘର ତିଅଣରେ ଅତିଥି ସତ୍କାର ସଦୃଶ । ଘର ଡିହ ବନ୍ଧା ପକାଇ ଗରୀବ ଲୋକଟି ବ୍ୟାଙ୍କରୁ ଋଣ ନେବ ଏବଂ କିସ୍ତି ଆଧାରରେ ଋଣ ପ୍ରତିଶୋଧ କରିବ । ଏଥିରେ ରାଜ୍ୟ ସରକାରଙ୍କ ଭୂମିକା କଣ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ୨୦୧୬ ମସିହାରୁ ବର୍ତମାନ ଯାଏଁ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ଏବଂ ଏହି ଦୁର୍ନୀତିରେ ଶାସକ ଦଳର ମନ୍ତ୍ରୀ, ନେତା ଓ ବଡ ବଡ ଅଫିସର ମଧ୍ୟ ସାମିଲ ଅଛନ୍ତି । ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ନାହିଁ । ଗୟା ପ୍ରସାଦ କମିଟିର ସୁପାରିଶ ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିରେ ସଂପୃକ୍ତ ଅଧିକାରୀମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏଭଳି ମହାଦୁର୍ନୀତିର ତଦନ୍ତ ମୁଖ୍ୟମନ୍ତ୍ରୀ ସିବିଆଇ ଦ୍ୱାରା କରାନ୍ତୁ । ବିଜେଡିର ହୀନ ରାଜନୀତି କାରଣରୁ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଥିବା ଲୋକଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଦିଅନ୍ତୁ ରାଜ୍ୟ ସରକାର । ଚଞ୍ଚକତା କରି ନିଜକୁ ଘଣ୍ଟ ଘୋଡାଇବା ପାଇଁ ବିଜେଡି ଚେଷ୍ଟା କଲେ, ତାହା ଆଦୌ ବରଦାସ୍ତ କରାଯିବ ନାହିଁ । ମାସକ ଭିତରେ ଏହା କରାନଗଲେ ଯୋଗ୍ୟ ବଞ୍ଚିତ ହିତାଧିକାରୀଙ୍କୁ ନେଇ ବିଜେପି ବ୍ଲକ ସ୍ତରରେ ଆନ୍ଦୋଳନ କରିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଓ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

5 thoughts on “ଆବାସ ଯୋଜନା ମହାଦୁର୍ନୀତିର ତଦନ୍ତ ମୁଖ୍ୟମନ୍ତ୍ରୀ ସିବିଆଇ ଦ୍ୱାରା କରାନ୍ତୁ”

  1. Wäscheservice, Weckdienst, Chemische Reinigung, Schuhputzservice sowie
    Bügelservice zählen zum erweiterten Dienstleistungspaket.
    Im Haus können die Urlauber ein Kleidungsgeschäft, Geschenkeladen sowie einen Friseur-/Schönheitssalon aufsuchen. Die Hotelstockwerke sind mit einem Fahrstuhl verbunden. Eine Bar, ein Restaurant sowie ein Seminarraum sind
    im Haus vorhanden.
    Einige Gäste bemängeln jedoch die Kaffeequalität aus den Automaten und gelegentliche Warteschlangen. Gastronomie & SpeisenqualitätDas gastronomische
    Angebot des Hotels erhält unterschiedliche Rückmeldungen, wobei das Frühstück immer wieder
    als ein Pluspunkt hervorgehoben wird. Darüber hinaus ist das Fehlen von Wasserkochern oder Kaffeemaschinen in den Zimmern eine häufige Beschwerde, und
    einige Gäste erwähnen veraltete Klimaanlagen oder das Fehlen von Bademänteln und Hausschuhen. Ein großes Problem für viele ist der Geräuschpegel, insbesondere für Zimmer, die zum Casino hin liegen, wo laute
    Musik und Gäste den Schlaf bis in die frühen Morgenstunden stören können.

    References:
    https://online-spielhallen.de/quick-win-casino-bonus-code-ihr-weg-zum-schnellen-gewinn/

  2. As such, it may not appeal to all players, but you don’t have to be an introvert
    to enjoy this form of entertainment. At the same time, local regulatory bodies regulate
    and authorise land-based casinos to provide services. If you have read the previous section, you know that online gambling in Australia
    is in a legal grey area. They are accessible from desktop
    or mobile devices and accept players 24/7.
    The safety and security of Australian casinos that operate under this
    license are more based on the company itself, not
    so much on the license. The Parliament upgraded the
    country’s online gambling ban through the Interactive Gambling Act of 2016.
    If they did not, players would quickly find somewhere else
    to play. Whenever you access one of these casinos,
    it will immediately scale to the preferred resolution of your device.

    Some Aussie casinos may be available through their own specific
    mobile applications. Most worldwide casino brands use the same exact platforms (or
    templates) to host their top casinos.

    References:
    https://blackcoin.co/best-live-dealer-online-casinos-in-australia/

  3. It has a total of two hundred fifty-six divisors. It
    is composed of seven distinct prime numbers multiplied together.

    What makes 999,999,999,999,999,999,999 an interesting number from
    a mathematical point of view? Just find the currency and get spelling for it.
    By using this site you accept our terms and conditions including our privacy and cookie, copyright and permissions policies.
    Every whole number greater than 1 is formed from at least one prime factor.
    Below you’ll find its key properties, along with some statistical info, fun facts
    and trivia.
    Discover the secrets of 999,999,999,999,999,999,999 with our full
    breakdown of its prime factors, divisors, and mathematical properties…
    This visualization shows the relative proportions of its 7 prime factors (outer
    circle), plus the relationship between these and its 256 divisors.
    You could say that a number is made or ‘composed’ of its prime
    factors. Its factors, divisors, and base properties can show some interesting behavior.

    References:
    https://blackcoin.co/best-live-casinos-in-australia-2025-guide/

Leave a Reply

Your email address will not be published. Required fields are marked *