ପ୍ରାଚୀ ଡିଭିଜନରେ କଟକ ଜ଼ିଲ୍ଲା କଂଗ୍ରେସର ଅଭିନବ ବିକ୍ଷୋଭ

ଭୁବନେଶ୍ୱର:ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ଥିତ ଜଳ ସେଚନ ବିଭାଗ ଅନ୍ତର୍ଗତ ପ୍ରାଚୀ ଡିଭିଜନ ରେ କଟକ ଜ଼ିଲ୍ଲା କଂଗ୍ରେସ ର ଅଭିନବ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱରେ କଟକ ଜ଼ିଲ୍ଲାର କିଛି ଚାଷୀ ଏବଂ ଅନ୍ୟାନ୍ୟ ବର୍ଗର ଲୋକ ପ୍ରାଚୀ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି କଟକ ସଦର ବ୍ଲକ ଅନ୍ତର୍ଗତ ଖଣ୍ଡେଇତା ପଞ୍ଚାୟତର କେନାଲ ବନ୍ଧ ରାସ୍ତା ଓ କେନାଲର ବିଭିନ୍ନ ସମସ୍ୟା ସମ୍ପର୍କ ରେ ପଚରାଉଚରା କରିଥିଲେ । ଏହି ରାସ୍ତା କାମ ପାଇଁ ଉକ୍ତ ଅଧିକାରୀ ଲାଞ୍ଚ ମାଗୁଥିବାର ଅଭିଯୋଗ ଆସିଥିଲା । ରାସ୍ତା କାମ ପାଇଁ ଯେତେ ଅନୁରୋଧ କଲେବି ସମ୍ପୃକ୍ତ ଅଧିକାରୀ ଶୁଣିଲେ ନାହିଁ । ବିନା ଲାଞ୍ଚରେ କାମ ହୋଇପାରିବ ନାହିଁ ବୋଲି ଜାଣିବା ପରେ ସ୍ଥାନୀୟ ଅଧିବାସୀ ହତାଶ ହୋଇପଡ଼ିଥିଲେ । ସେମାନେ ଏ ସଂକ୍ରାନ୍ତରେ କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କୁ ଅବଗତ କରାଇଲେ । ମଙ୍ଗଳବାର ଦିନ ଶ୍ରୀ ଚୌଧୁରୀ ଏବଂ ଖଣ୍ଡେଇତା ପଞ୍ଚାୟତର ସ୍ଥାନୀୟ ବାସିନ୍ଦା ପ୍ରାଚୀ ଡିଭିଜନ ଯାଇ ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କୁ କିଛି ପରିବାପତ୍ର ପ୍ୟାଣ୍ଟ ସାର୍ଟ ଦେଇ ଏହି ରାସ୍ତା କରିଦେବାକୁ ଅନୁରୋଧ କରିଥିଲେ । ଯେହେତୁ ସେମାନେ ଚାଷୀ ଓ ଗରିବ ଶ୍ରେଣୀ ର ଲୋକ ସେଥିପାଇଁ ସେମାନେ ଟଙ୍କା ଲାଞ୍ଚ ଦେବାପାଇଁ ଅକ୍ଷମ ବୋଲି କହିଥିଲେ । ସମ୍ପୃକ୍ତ ଅଧିକ୍ଷଣ ଯନ୍ତ୍ରୀ ନିଜର ଭୁଲ ସ୍ୱୀକାର କରି ଏକ ସପ୍ତାହ ମଧ୍ୟରେ  କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶୃତି ଦେଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ କଟକ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଚୌଧୁରୀ ନିଆରା ଢଙ୍ଗ ରେ ସବୁବେଳେ ଜନସାଧାରଣଙ୍କ ସମସ୍ୟାକୁ ନେଇ ପ୍ରତିବାଦ କରିଥାନ୍ତି । ଆଜି ମଧ୍ୟ ସେଠାରେ ଅନେକ ଯୁବ ଚାଷୀ ମୁହଁରେ ମାନସ ଚୌଧୁରୀଙ୍କ ମୁଖା ପିନ୍ଧି ଏବଂ ହାତରେ “ମୁଁ ମାନସ ଚୌଧୁରୀ ” ଶୀର୍ଷକ ପ୍ଲାକାର୍ଡ ଧରି ଅଧିକାରୀଙ୍କ ନିକଟରେ ବିକ୍ଷୋଭ କରିଥିଲେ । କାରଣ ସମ୍ପୃକ୍ତ ରାସ୍ତାକାମ ପାଇଁ ଅନୁରୋଧ କରିଥିବା ଚାଷୀମାନେ ଯେତେବେଳେ ତାଙ୍କର ଦାବିକୁ ମାନସ ଚୌଧୁରୀଙ୍କର ସମର୍ଥନ ଅଛି ବୋଲି କହିଥିଲେ, ସେତେବେଳେ ଅଫିସର ଜଣକ ଉକ୍ତ ଚାଷୀଙ୍କୁ ଅପମାନ ଦେବା ସହ କହିଥିଲେ ଯେ “ସେ କିଏ ମୁଁ ଜାଣିନି । ଅନ୍ୟ ଏକ ଘଟଣାରେ ଜଣେ ବିରୋଧୀ ଦଳର କର୍ପୋରେଟର କଟକ ମେୟର ଶ୍ରୀ ସୁବାଷ ସିଂଙ୍କ ନିକଟରେ ନିଜ ୱାର୍ଡ ର ଉନ୍ନତି ମୂଳକ କାର୍ଯ୍ୟର ଦାଵୀ କରିଥିଲେ ଏବଂ ଶ୍ରୀ ସିଂ ଏହାର ଉତ୍ତରରେ କହିଥିଲେ ଯେ ତାଙ୍କ ସରକାରୀ ଅଫିସ ର ବାଥରୁମ କବାଟ ଲଗାଇବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଏହି ପ୍ରସଙ୍ଗରେ ଶ୍ରୀ ଚୌଧୁରୀ ଏକ କବାଟ ଏବଂ ଫିଟିଙ୍ଗ ବାବଦକୁ ୫୦୦ ଟଙ୍କା କଟକ ମୁନସିପାଲ କର୍ପୋରେସନରେ ପହଞ୍ଚି କମିଶନରଙ୍କୁ ଦେବା ଘଟଣା ଚର୍ଚ୍ଚା ର ବିଷୟ ହୋଇଥିଲା । ସେହି ପରି ଶ୍ରୀ ଚୌଧୁରୀ ମଧ୍ୟ ଭୁବନେଶ୍ୱର ଜ଼ିଲ୍ଲା କଂଗ୍ରେସ ସଭାପତି ଥିବାବେଳେ ଇସ୍କନ ମନ୍ଦିର ପାଖ ରାଜପଥରେ ବନ୍ୟା ପରିସ୍ଥିତି ସୃଷ୍ଟିର ପ୍ରତିବାଦ ରେ ଆଠ ନମ୍ବର କଲ୍ୟାଣ ମଣ୍ଡପ ପାଖରେ ଥିବା ଜାତୀୟ ରାଜପଥ ମୁଖ୍ୟ କାର୍ଯ୍ୟାଳୟ ଭିତରେ ପାଣି ପମ୍ପ ଲଗାଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଦେଇଥିଲେ କର୍ତ୍ତୃପକ୍ଷ ଉବ୍ଦେଶ୍ୟ ଥିଲା ଇସ୍କନ ମନ୍ଦିର ପାଖ ରାଜପଥର ବନ୍ୟା ପରିସ୍ଥିତିକୁ ଏନ.ଏଚ.ଏ.ଆଇ କର୍ତ୍ତୃପକ୍ଷ ହୃଦୟଙ୍ଗମ କରନ୍ତୁ । ଏହି କାର୍ଯ୍ୟକ୍ରମରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର ନୱାଜ଼, ମନୋଜ ରାଉତ, ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ରଂଜିତ ପାତ୍ର, ଅଜୟ ସାହୁ,ସଂକୁନା କାଁଅର ଓ ପ୍ରଭାତ ପ୍ରତାପ ସିଂ ଅଂଶ ଗ୍ରହଣ କରିଥିଲେ ।

7 thoughts on “ପ୍ରାଚୀ ଡିଭିଜନରେ କଟକ ଜ଼ିଲ୍ଲା କଂଗ୍ରେସର ଅଭିନବ ବିକ୍ଷୋଭ”

  1. Wer auf Rekordlimits, starke Freispiele und ein wachsendes Spielportfolio Wert legt, ist hier richtig.
    Wenn Sie ohne Einsatzlimit Casino spielen wollen,
    müssen Sie sich nicht verifizieren. So können Sie ohne Tischlimit im Casino spielen, nachdem Sie Ihr Konto
    mit Bitcoin oder einer anderen Kryptowährung aufgeladen haben. Die folgenden Casinos ohne Limit bieten großzügige Auszahlungslimits, eine
    seriöse Lizenz und werden von vielen Spielern besucht.
    Viele Online Casinos ohne Limit stellen ihren Spielern hilfreiche Tools zur Verfügung, um das eigene Spielverhalten zu
    kontrollieren – etwa durch freiwillige Einsatz-
    oder Zeitlimits, Selbstsperren oder Erinnerungen an Pausen. Das bedeutet,
    dass sowohl Gelegenheitsspieler als auch High Roller ihre Einsätze flexibel
    gestalten und so das Maximum aus ihrem Spielerlebnis herausholen können.
    Casinos ohne Limit bieten mehr Freiheit und Spielspaß, jedoch weniger Sicherheit als
    Casinos mit deutscher Lizenz. Die Ein- und Auszahlungslimits sind
    für High-Roller ideal, und der Kundensupport hat mich ebenfalls überzeugt.

    Dieses Casino richtet sich speziell an High-Roller und
    bietet dir die Möglichkeit, mit höheren Einsätzen zu spielen und somit auch größere Gewinne
    zu erzielen.

    References:
    https://online-spielhallen.de/der-ultimative-leitfaden-zum-buran-casino-bonus-code/

  2. Clubhouse casino appears on several review portals with
    mixed but informative scores. Support runs around the clock via
    live chat and email. Minimum deposits typically sit between $5 and $20; minimum withdrawals start
    at $20. Banking covers cards, e-wallets, POLi and PayID for fast
    Australian deposits, plus Bitcoin and stablecoins for rapid withdrawals.
    Clubhouse casino operates under a Curaçao licence and forms part of the Dama
    N.V.
    As someone who has spent a fair amount of time exploring its
    virtual aisles, I’ve noticed that players are particularly drawn to a few standout titles.

    It’s easy to get swept away by the allure of extra playtime or
    spins – trust me, I’ve been there! They often feature
    reload bonuses or free spins that are worth looking out for.
    From what I’ve seen, they often offer match bonuses on your initial
    deposits.

    References:
    https://blackcoin.co/ripper-casino-bonus-codes-november-2025/

  3. From slots to blackjack, video poker, and bingo, the variety
    of games caters to all preferences, ensuring that you’ll always find a game that suits
    your taste. With its relaxed design and diverse library of games, Cafe Casino makes for a perfect cozy
    corner for online gaming. Ignition Casino, a leading online platform, is sure to fuel your passion for gaming with its impressive collection of games.

    All you need is a trusted site, a payment method, and a game you enjoy.
    Before signing up, check player reviews and expert ratings.
    Payment flexibility is key when choosing a trustworthy
    casino. Pay close attention to wagering requirements, withdrawal limits, and game restrictions.

    Intuitive menus, fast loading times, and responsive layouts let you focus on playing.

    Check out our bonus pages where we bring you the best welcome offers,
    free spins, and exclusive deals. Plus, you can check out real-time statistics
    and live streams through CasinoScores. We also highlight the best live
    casino sites, with software from the likes of Evolution and Pragmatic
    Play. Plus, find standout games to try, as chosen by experts.
    When we recommend a casino, it’s because we’d play there ourselves!
    We play, test, and analyze casino apps and sites with the same care we’d want for ourselves.

    References:
    https://blackcoin.co/keno-rules-explanation/

Leave a Reply

Your email address will not be published. Required fields are marked *