ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପିଜିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଯାଇଛି । ସର୍ବଭାରତୀୟ ସ୍ତରରେ ଓଡିଶାର ମାନ ୧୦ରୁ ୨୪ କୁ ପହଞ୍ଚିଛି । ଶିକ୍ଷା ବ୍ୟବସ୍ଥା ପ୍ରତି ୨୩ ବର୍ଷର ବିଜେଡି ସରକାର ଆଦୌ ଗୁରୁତ୍ୱ ଦେଉନଥିବାର ଏହି ରିପୋର୍ଟରେ ସ୍ପଷ୍ଟ ପରିଲକ୍ଷିତ ହେଉଛି । ୫-ଟି ସ୍କୁଲକୁ ନେଇ ରାଜ୍ୟ ସରକାର ବହୁ ପ୍ରଚାର ପ୍ରସାର କରିବା ସହ ବିଜ୍ଞାପନ ନାଁରେ କୋଟି କୋଟି ଟଙ୍କା ବାଟମାରଣା ହେଉଛି । କିନ୍ତୁ ୫-ଟି ଅଧିନରେ ନିର୍ମାଣ ହେଉଥିବା ସ୍କୁଲର ବର୍ଷକ ଭିତରେ ପାଚେରୀ ଭୁଷୁଡିଯିବା, କାନ୍ଥ ଭାଙ୍ଗିଯିବା, ସିଲିଂ ଖସିପଡିବା ଏବଂ ସାମାନ୍ୟ ବର୍ଷା ପାଣିରେ ଛାତରୁ ପାଣି ପଡିବା ଆଦି ଘଟଣାର ଦୃଶ୍ୟ ବିଜୁ ଜନତା ଦଳର ବିକାଶର ନଗ୍ନ ଚିତ୍ରକୁ ସ୍ପଷ୍ଟ କରୁଛି । ୫-ଟି ଦାୟିତ୍ୱ ନେବା ପରେ ଶିକ୍ଷାର ଠିକାଦାରୀ ବ୍ୟବସ୍ଥା ହେଉଛି ଏବଂ ଶିକ୍ଷା ବିଭାଗର ଅସ୍ଥିତ୍ୱ ସମାପ୍ତ ହେବାକୁ ଯାଉଛି । ରାଜ୍ୟ ସରକାର ଶାସନ ନୁହେଁ ବରଂ କ୍ଷମତା ଲୋଭରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ମଧ୍ୟ ବଳି ପକାଇବାରେ ପଛଘୁଞ୍ଚା ଦେଉନାହାନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀ କରି ଡ.ଲେଖାଶ୍ରୀ କହିଛନ୍ତି ଯେ, ପିଜିଆଇ ରିପୋର୍ଟ ପ୍ରକାଶ ପାଇବା ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଶାସକ ବିଜେଡିର ସାଂସଦ ଶ୍ରୀ ସସ୍ମିତ ପାତ୍ର ଆଗଭରା ହୋଇ ଗଣମାଧ୍ୟମରେ ବିବୃତି ଦେଲେ, ଯାହାକି ସଂପୂର୍ଣ୍ଣ ଅବାସ୍ତବ ଓ ଅଯୌକ୍ତିକ । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି । ୟୁଡିଆଇଏସଇ ପୋର୍ଟାଲ ଜରିଆରେ ଦାଖଲ କରାଯାଉଥିବା ଏହାର ଆଇଡି ଏବଂ ପାସୱାର୍ଡ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ଆକଳନ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି । ୭୩ଟି ସୂଚକାଙ୍କ ଆଧାରରେ ହଜାରେ ପଏଣ୍ଟ(ସ୍କୋର)କୁ ନେଇ ୬ଟି ବର୍ଗରେ ମୂଲ୍ୟାୟନ ହୋଇଥିଲା । ସେଥିରୁ ଓଡ଼ିଶା ୫୧୭.୧ସ୍କୋର ହାସଲ କରି ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରୁ ୨୪ତମ ସ୍ଥାନରେ ‘ଆକାଂକ୍ଷୀ-୨’ କ୍ୟାଟେଗୋରୀରେ ରହିଛି । କେନ୍ଦ୍ର ଓ ରାଜ୍ୟର ମିଶ୍ରିତ ଉଦ୍ୟମରେ ପିଜିଆଇ ରିପୋର୍ଟ ପ୍ରସ୍ତୁତ ହୋଇଛି । ଯଦି ଶ୍ରୀ ପାତ୍ରଙ୍କ ସମେତ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ନଜାଣି ରିପୋର୍ଟ ଉପରେ ତଥ୍ୟ ରଖୁଛନ୍ତି ତାହାଲେ ସେମାନେ ଆସନ୍ତୁ ଆମେ ବୁଝାଇ ଦେବୁ ବୋଲି ଡ.ଲେଖାଶ୍ରୀ କହିଛନ୍ତି । ରାଜ୍ୟରେ ବିଦ୍ୟୁତ ସଂଯୋଗ ନଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୧୧୭୧୦ । ସେହିପରି ଖେଳପଡିଆ ନଥିବା ବିଦ୍ୟାଳୟ ସଂଖ୍ୟା ୨୧୦୬୫;କମ୍ପୁଟର ନଥିବା ବିଦ୍ୟାଳୟ ସଂଖ୍ୟା ୪୧୯୯୬; ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବା ବିଦ୍ୟାଳୟ ସଂଖ୍ୟା ୬୭୮୧ ଏବଂ ପିଟିଆର ଅନୁଯାୟୀ ଆବଶ୍ୟକୀୟ ଶିକ୍ଷକ ନଥିବା ବିଦ୍ୟାଳୟ ସଂଖ୍ୟା ହେଉଛି ୬୦୧୧ ବୋଲି ଗତ ବିଧାନସଭା ଅଧିବେସନରେ ତତ୍କାଳୀନ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଲିଖିତ ଉତର ଦେଇଛନ୍ତି । ହାଇସ୍କୁଲ ଛାତ୍ରଛାତ୍ରୀମାନେ ଗଣିତ, ଇଂରାଜୀ ଓ ସାଧାରଣ ବିଜ୍ଞାନରେ ଦୁର୍ବଳ ଥିବାର ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶ ବିଜେଡି ବିଧାୟକ ଧୃବ ଚରଣ ସାହୁଙ୍କ ପ୍ରଶ୍ନର ଉତରରେ କହିଛନ୍ତି । ରାଜ୍ୟରେ ଅର୍ଦ୍ଧାଧିକ ଶିକ୍ଷକ ପଦବୀ ଖାଲି ପଡିଛି । ରାଜ୍ୟରେ ଡ୍ରପ ଆଉଟ ହାର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । କିଛି କାରଣ ନଦର୍ଶାଇ ରାଜ୍ୟ ସରକାର ହଠାତ୍ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଅପସରଣ କରିଦେଲେ । ଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଏବଂ ଖରାପ ପ୍ରଦର୍ଶନ ଲାଗି ବଦଳି ହୋଇଛି ବୋଲି ମିଥ୍ୟା ପ୍ରହସନ କରୁଛନ୍ତି ନା ପିଜିଆଇ ରିପୋର୍ଟ ଜାଣିବା ପରେ ରାଜ୍ୟ ସରକାର ମନ୍ତ୍ରୀଙ୍କୁ ବଦଳାଉଛନ୍ତି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ ଦିନକୁ ଦିନ ସ୍କୁଲ ଶିକ୍ଷାରମାନ ତଳକୁ ଖସିଲାଣି । ୫-ଟି ସ୍କୁଲ ନାଁରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ଠକୁଛନ୍ତି । ୫-ଟି ନାମରେ ସ୍କୁଲରେ ରଙ୍ଗ ବୋଳିଦେଲେ ଶିକ୍ଷାରମାନ ବୃଦ୍ଧି ହୁଏନି ବରଂ ଶିକ୍ଷା ପାଇଁ ଶିକ୍ଷକଙ୍କ ଆବଶ୍ୟକତା ରହିବା ସହ ଆବଶ୍ୟକୀୟ ଭିତିଭୁମି ଓ ପାଠ୍ୟବହିର ମଧ୍ୟ ଆବଶ୍ୟକ ଅଛି । ରାଜ୍ୟ ସରକାର ସେସବୁର ସମାଧାନ ନକରି ୫-ଟି ନାଁରେ ବ୍ୟାପକ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Natural products with great results, healthy home environment maintained. This is responsible cleaning. Thanks for caring.
Dry Cleaning in New York city by Sparkly Maid NYC
Es gibt kein anderes Casino auf dieser Welt, das Vollkommenheit und Status
so eindrucksvoll verkörpert wie das Casino de Monte Carlo.
Eine reisebegeisterte Schwester, ein genießerischer Bruder, tief
verwurzelte Familienwerte, ein Team, das Schritt für Schritt reicher
wird… Boutique-Hotels mit herrlichem Blick auf den Hafen und den Felsen. Sie befinden sich im Zentrum von Monte Carlo, wo sich die berühmtesten Paläste von Monaco befinden! Sie werden von dem
Ambiente, das von einem Speisewagen der Belle Époque inspiriert wurde, begeistert sein.
Ihr Sohn, Charles III., war es, der 1854 ein Team rekrutierte, um die Entwicklungspläne für
das Monacque Casino-Resort zu erarbeiten. Sie entstand aus dem Gedanken, der fragilen Wirtschaft Monacos zu helfen.
Jahrhunderts bedroht, als zwei Städte sich vom Mikrostaat lossagten und die Wirtschaft des Landes einen Schlag
erlitt. In seiner Geschichte war Monaco ein wichtiger Handelsstopp zwischen Italien und Frankreich.
References:
https://online-spielhallen.de/verdecasino-deutschland-jetzt-e1-200-bonus-sichern/
The casino is tailored to Australian laws and preferences, focusing heavily on pokies
(slots), which are immensely popular in the country. Royal Reels was established to provide a world-class gaming platform with a
focus on fair play, security, and entertainment.
To resolve, reload your browser or reach out through the live chat support on Royalreels.com.
Royal Reels accepts Visa, MasterCard, cryptocurrency options like Bitcoin, and traditional bank transfers to facilitate both deposits and
withdrawals. Playing pokies is the most effective way as they contribute
100% to bonus progress. Specific games may contribute differently, so reviewing terms per promotion is recommended.
Brands like NetEnt, Microgaming, Evolution, and Pragmatic
Play are signs you’re in the right place. Always make sure the site supports AUD and uses SSL encryption to protect your financial info.
This includes local Aussie-friendly options like Neosurf and Visa/MasterCard, as well as modern choices like Bitcoin or Ethereum for crypto users.
References:
https://blackcoin.co/lapilanders-casino/
Our dedicated support team is available around the clock to assist
you, whether you’re playing online or visiting the casino in person. Wrest Point
is fully licensed and regulated in Tasmania, offering secure gaming both onsite and online with
responsible gambling tools in place. Stay in waterfront rooms,
enjoy live music and events, fine dining, and Tasmania’s best entertainment under one roof
at Wrest Point Resort.
Credits range from 1c to $1 and there’s linked jackpots on several
machines that progressively grow until won. We’re home to nearly 500 machines, located on both our main casino floor and Boardwalk floor.
The Casino’s bar and lounge space features live
music on Fridays and Saturdays. Wrest Point is Australia’s first
ever casino.
Considering on the integration of software technologies at
Wrest Point Casino, it’s important to note that the establishment leverages
cutting-edge systems across its gaming and operational spectrum.
For larger wins, arrangements can be made for alternative withdrawal methods, such as bank transfers or checks, to ensure the safety and convenience of the
transaction. These cards provide a convenient and secure way to manage expenses, catering to a broad range of customers with different preferences.
At Wrest Point Casino, transactions for gaming, purchases, and accommodations are primarily conducted in person.
References:
https://blackcoin.co/blackjack-tutorial/
paypal casino uk
References:
http://customer-callcenter74.pe.kr/
online casino with paypal
References:
10xhire.io