ଭୁବନେଶ୍ୱର:ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ) ଓଡ଼ିଶାର ବିକାଶ ସହ ଦୀର୍ଘ ବର୍ଷ ଧରି ଜଡିତ ହୋଇରହିଛି । ସଂପ୍ରତି ଜଳବାୟୁ ପରିବର୍ତ୍ତନ ଆମ ସମସ୍ତଙ୍କ ପାଇଁ ଆହ୍ୱାନ ହୋଇଥିବା ବେଳେ ରାଜ୍ୟ ସରକାର ଭିତ୍ତିଭୂମି ସୁଦୃଢୀକରଣ ଠାରୁ ଆରମ୍ଭ କରି ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆଦି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନାବାର୍ଡ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସହାୟତା ପ୍ରଦାନ କରାଯାଉଛି ଓ ଏହା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ‘ହୋଟେଲ ମେ ଫେୟାର’ ସମ୍ମିଳନୀ କକ୍ଷରେ ବୁଧବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ନାବାର୍ଡର ୪୨ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଜୀବନଯାପନର ଧାରା ବଦଳିଛି । ରାଜ୍ୟରେ ଜଳସେଚନ କ୍ଷମତା ବୃଦ୍ଧି, ଫସଲ ବିବିଧିକରଣ, ଫସଲ ଅମଳ ପରବର୍ତ୍ତୀ ସଂରକ୍ଷଣ ବ୍ୟବସ୍ଥା ଆଦି କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ନାବାର୍ଡ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ତରଫରୁ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ଆର. କାର୍ତ୍ତିକେୟନ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ଆଂଚଳିକ ନିର୍ଦ୍ଦେଶକ ଡଃ ଶାରଦା ପ୍ରାସାଦ ମହାନ୍ତି, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭୁବନେଶ୍ୱରର ମୁଖ୍ୟ ପରିଚାଳକ ଶ୍ରୀ ଚନ୍ଦ୍ରଶେଖର ଶର୍ମା, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ ଶ୍ରୀ ଗୌତମ ପାତ୍ର ପ୍ରମୁଖ ଯୋଗଦେଇ ୪୨ ତମ ପ୍ରତିଷ୍ଠା ଦିବସ ଅବସରରେ ନାବାର୍ଡର ସମସ୍ତ କର୍ମକର୍ତ୍ତା ଓ ବ୍ୟାଙ୍କ ସହିତ ଜଡିତ ବିଭିନ୍ନ ସରକାରୀ ଓ ଅନ୍ୟ ସହଭାଗୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ କହିଥିଲେ ଯେ, ନାବାର୍ଡ ସହାୟତାରେ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଉପଯୋଗ କରିବାରେ ଜଳ ସଂପଦ ବିଭାଗ ଏକ ପ୍ରମୁଖ ଅଂଶୀଦାର ଭାବେ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ସେତୁ ନିର୍ମାଣ ଆଦି କାର୍ଯ୍ୟ କରିଆସୁଛି । ଭୌଗୋଳିକ ସୀମା ଆଧାରରେ ବିଭିନ୍ନ କ୍ଷେତ୍ରରେ ଅଦ୍ୟାବଧି ପହଞ୍ଚି ପାରିନଥିବା କ୍ଷେତ୍ର, ବିକାଶରେ ସାମିଲ କରାଯାଇ ପାରିନଥିବା ବିଭିନ୍ନ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଅନ୍ତର୍ଭୁକ୍ତି ଏବଂ ନାବାର୍ଡ ଦ୍ୱାରା ହିତାଧିକାରୀମାନେ କିପରି ଅଧିକ ସହଜରେ ଶୀଘ୍ର ସହାୟତା ପାଇବା ସଙ୍ଗେ ସଙ୍ଗେ ଉପକୃତ ହେବେ, ସେ ସଂପର୍କରେ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ । ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ କାର୍ତ୍ତିକେୟନ୍ ନାବାର୍ଡ ଦ୍ୱାରା କିପରି ମିଶନ ଶକ୍ତି ମହିଳାମାନେ ଉପକୃତ ହେଉଛନ୍ତି, ସେ ସଂପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ୧୨ ଜୁଲାଇ ୧୯୮୨ ମସିହାରେ ସଂସଦର ଏକ ଆଇନ୍ ଦ୍ୱାରା ନାବାର୍ଡ ପ୍ରତିଷ୍ଠା ଲାଭ କରିଥିଲା । ଭାଗିଦାରୀ ଆର୍ଥିକ ଓ ଅଣ ଆର୍ଥିକ ସମ୍ପୃକ୍ତି ମାଧ୍ୟମରେ ପ୍ରଯୁକ୍ତି ବିଦ୍ୟା ଓ ସଂସ୍ଥାଗତ ବିକାଶ ମାଧ୍ୟମରେ ପୋଷଣୀୟ ଓ ସମାନକୃଷି ଓ ଗ୍ରାମୀଣ ବିକାଶକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖି ଏହା ରାଷ୍ଟ୍ରର ଏକ ପ୍ରମୁଖ ବ୍ୟାଙ୍କ ଭାବେ କାର୍ଯ୍ୟ କରୁଛି । ବିଗତ ୪ ବର୍ଷରେ ନାବାର୍ଡ ଓଡ଼ିଶାରେ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଆର୍ଥିକ ସହାୟତା ବିକାଶମୂଳକ କାର୍ଯ୍ୟ ପାଇଁ ପ୍ରଦାନ କରିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୩୧ ହଜାର ୯୬ କୋଟି ଟଙ୍କା ସହାୟତା ପ୍ରଦାନ କରିଛି । ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇ ଆସିଥିବା ଓଡିଶାର ମିଶନ ଶକ୍ତି ମଡେଲକୁ ନାବାର୍ଡ ସହଯୋଗ ଦେଇଆସିଛି । ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍.ଏଚ୍.ଜି)ରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ(ଏସ୍.ଏମ.ଇ) ସଂଖ୍ୟା ବୃଦ୍ଧିରେ ଅଂଶୀଦାର ହେବା ପର୍ଯ୍ୟନ୍ତ ମହିଳାମାନେ ଏବେ ବିକାଶର ପୃଷ୍ଠପୋଷକ ପାଲଟିଛନ୍ତି ଏବଂ ଭବିଷ୍ୟତର ଏସଏମଇ ହେବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସେମାନଙ୍କର ସ୍ୱପ୍ନକୁ ଆଗକୁ ବଢ଼ାଉଛନ୍ତି । ଏଥିରେ ନାବାର୍ଡର ସହଯୋଗ ରହିଆସିଛି । ଏଥି ସହିତ କୃଷି ଆୟକୁ ନିଶ୍ଚିତ କରିବା, ଜନଜାତିମାନଙ୍କର ଜୀବିକାକୁ ସୁରକ୍ଷିତ କରିବା ପାଇଁ ନାବାର୍ଡ ସହାୟତା ପ୍ରଦାନ କରିଆସୁଛି । ନାବାର୍ଡ, ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟର ପରିଚାଳନା ମୁଖ୍ୟ ଡ଼ଃ ସୁଧାଂଶୁ କେ.କେ.ମିଶ୍ର ଯୋଗ ଦେଇ ନାବାର୍ଡ ଜରିଆରେ ଖାଦ୍ୟ ପ୍ରକ୍ରିୟାକରଣ, ଔଦ୍ୟୋଗିକ ବିକାଶ, ଜନଜାତି କଲ୍ୟାଣ, ଗୋଷ୍ଠୀ ପରିଚାଳନା ଭିତ୍ତିକ ପ୍ରକଳ୍ପ ଏବଂ ହସ୍ତତନ୍ତ ଶିଳ୍ପ ଆଦିକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ରାଜ୍ୟ ସରକାରଙ୍କ ସହଯୋଗରେ ଆଗାମୀ ଦିନରେ ନାବାର୍ଡ ଏହାର କାର୍ଯ୍ୟଧାରାକୁ ଆହୁରି ବୃଦ୍ଧି କରିବ ବୋଲି ସେ ପ୍ରକାଶ କହିଥିଲେ । ଏହି ଅବସରରେ ନାବାର୍ଡ ଦ୍ୱାରା ପ୍ରକାଶିତ ୨ଟି ପ୍ରକାଶନ “ପ୍ରତିଫଳନ ୨୦୨୨-୨୩” ( ରିଫ୍ଲେକ୍ସନ୍ସ-୨୦୨୩ ) ଏବଂ ଓଡ଼ିଶାରେ ନାବାର୍ଡ- ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ପ୍ରକଳ୍ପର ପ୍ରଭାବ ମୂଲ୍ୟାଙ୍କନ ( ଇମ୍ପାକ୍ଟ ଇଭାଲୁଏସନ ଅଫ୍ ନାବାର୍ଡ ଆର.ଆଇ.ଡି.ଏଫ୍ ପ୍ରୋଜେକ୍ଟସ୍ ଇନ୍ ଓଡିଶା) ଆଦି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ନାବାର୍ଡ,ଓଡିଶା ଆଂଚଳିକ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ଡଃ. ବିଭୂତି ଭୂଷଣ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ବିଭିନ୍ନ କ୍ଷେତ୍ରରେ ଓଡିଶାର ବିକାଶ ଦିଗରେ ନାବାର୍ଡର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ନାବାର୍ଡ ତରଫରୁ ମ୍ୟାନେଜର ଇପ୍ସା ମହାନ୍ତି ପାଓ୍ୱାର ପଏଣ୍ଟ ଉପସ୍ଥାପନା ଜରିଆରେ ନାବାର୍ଡର ଲକ୍ଷ୍ୟ, ଉଦ୍ଦେଶ୍ୟ, ଗ୍ରାମୀଣ ବିକାଶରେ ନାବାର୍ଡର ପୂନଃ ଆର୍ଥିକ ସହାୟତା, ନାବାର୍ଡ ସହାୟତାରେ ଧାନ କିଣା, ନୂଆ ଓଡ଼ିଶା ଗଠନ ପାଇଁ ଭିତ୍ତିଭୂମି ବିକାଶରେ ନାବାର୍ଡର ସହଯୋଗ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ ନାବାର୍ଡର ସାଧାରଣ ପରିଚାଳକ, ଓଡିଶା ଆଂଚଳିକ କାର୍ଯ୍ୟାଳୟ ଶ୍ରୀ ସତ୍ୟ ରଂଜନ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ବିଭିନ୍ନ ବ୍ୟାଙ୍କର ପ୍ରତିନିଧି,ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦକ ସଂଘ, କୃଷକ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ଗ୍ରାମୀଣ ବିକାଶ କ୍ଷେତ୍ରରେ ନାବାର୍ଡର ସଫଳତା ପଛରେ ପ୍ରମୁଖ ଯୋଗଦାନ ରହିଥିବା ବିଭିନ୍ନ ସରକାରୀ ଅନୁଷ୍ଠାନର କର୍ତ୍ତୃପକ୍ଷ, ସହଭାଗୀ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦକ ସଂଘ, ସଫଳ କୃଷକମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।
Neben einem großzügigen Willkommenspaket, das bis zu 6.500 €
für die ersten drei Einzahlungen umfasst, gibt es auch einen separaten ersten Einzahlungsbonus von 150% bis
zu 500 €/$ plus 50 Freespins. Im Vergleich zu den besten Online-Casinos bietet Rolletto unglaubliche Bonuswerte in traditionellen Casino-Segmenten, einschließlich Sportwetten, und eine riesige
Spielbibliothek von den besten Anbietern. Ja, neue Spieler können einen Willkommensbonus von bis zu 6.500 € für Casino-Spiele, einen 150% Bonus für Sportwetten und einen 100%
Bonus bis zu 500 € für eSports in Anspruch nehmen.
Der Rolletto Casino Willkommensbonus ist ein großzügiges Angebot und umfasst die
ersten drei Einzahlungen mit bis zu 6.500 €.
Spieler sollten jedoch auf mögliche Angebote wie „No Deposit“-Boni oder Freispiele achten, die oft als
Geschenke vom Casino bereitgestellt werden. Von großzügigen Willkommensboni bis hin zu speziellen Angeboten für Krypto-Einzahlungen und regelmäßigen Freebets für Sportfans –
die Bonusstruktur von Rolletto Casino hat für jeden Spielertyp etwas dabei.
Wenn Sie weitere Optionen erkunden möchten, empfehlen wir Ihnen, auch einen Blick
auf unsere anderen Casino Bewertungen zu werfen,
um das ideale Casino für Ihre Bedürfnisse zu finden.
Es fühlt sich an wie eine Site, die von Leuten erstellt wurde, die tatsächlich
spielen, und das macht einen großen Unterschied. Wenn Sie hier sind, um Spielautomaten zu
spielen oder auf Ihr Lieblingsteam zu wetten, sind Sie mit nur ein oder zwei Klicks dort.
Wenn Sie bei Rolletto spielen, müssen Sie sich keine Sorgen um Ihre Sicherheit
machen. Egal, ob Sie Spielautomaten, Live-Casinospiele erkunden oder auf Sport wetten möchten, alles ist einfach super einfach
zu finden und loszulegen. Auf der Rolletto-Site Deutsch können Sie ganz einfach einsteigen und spielen.
References:
https://online-spielhallen.de/sugar-casino-auszahlung-der-umfassende-leitfaden/
It was so relaxing looking at Sydney’s iconic harbour while enjoying a drink from up there.
It’s easy to get to, with various transportation options readily available.
Crown Sydney Casino is located in Barangaroo, Sydney.
It partners with leading gaming software providers to offer a diverse portfolio of games,
ensuring high-quality graphics, sound, and reliability.
The Star Casino leverages cutting-edge software technologies to provide a seamless
and engaging gaming experience. The withdrawal methods typically mirror the deposit options, including credit and debit cards, e-wallets, and
bank transfers, to provide a consistent and straightforward banking experience.
The complex also boasts a rich selection of dining venues, ranging from casual eateries to fine dining restaurants,
alongside vibrant bars and nightclubs.
Immerse yourself in the pinnacle of luxury and sophistication with Crown Sydney’s iconic hotel towers
and world-class wellness experiences — set in the
stunning Barangaroo precinct. Patrons have access to
trained support personnel, voluntary limits, and exclusion options to maintain healthy play habits.
Although Crown Sydney does not feature a physical poker
room, Crown Online players can access a thriving global poker network via app or desktop.
Crown’s official online platform allows registered members to experience
live dealer games from the comfort of their home.
References:
https://blackcoin.co/allslots-casino-poker-no-deposit-bonus/
Alternatively, you might relax in your 5-star hotel room and take in the beautiful scenery from your suite.
Before you attend the latest stage play, meet up with friends and have a meal
before the night begins, or taste from the incredible buffet.
There are over six restaurants, and their website offers a handy online table reservation option.
After hours, choose from outdoor bars, sports bars, or
the neighborhood’s hotspot, The Atrium Bar.
You may enjoy lush manicured grounds, an enviable
location, and five-star comfort whether you stay at The Star Grand or The Darling.
There are also spa services, an outdoor pool area, and private cabanas.
View current jackpot sums for games like Golden Dollars Grand, Dinomite, Highway Zone, Players Paradise Gold,
and more. The hosts will gladly answer any questions you may have about membership requirements
and advantages. There is no limit, and there is a
buy-in ranging from $100 to $300 for Texas Hold ’em.
On both the Main Gaming Floor and the Private Gaming Room, there are
over 1,400 pokies and video poker machines, making it a pokies
lover’s delight. Below we take you through what you can expect from
the casino in detail. Many attractions are within walking distance of the casino, located on the picturesque Gold Coast.
References:
https://blackcoin.co/casino-club-erfahrungen/
online real casino paypal
References:
https://jobs.maanas.in/
online casinos that accept paypal
References:
http://www.revedesign.co.kr