ଭୁବନେଶ୍ୱର : ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଠକିବା ସହ ଓଡ଼ିଆ ବିଶ୍ୱବିଦ୍ୟାଳୟ ନାଁରେ ଛାତ୍ରଛାତ୍ରୀଙ୍କୁ ପ୍ରତାରିତ କରୁଛନ୍ତି । ଘୋଷଣା ସର୍ବସ୍ୱ ରାଜ୍ୟ ସରକାର ଓଡ଼ିଶାରେ ସମସ୍ତ ସରକାରୀ ନିଥିପତ୍ର ଓ ନାମଫଳକ ଓଡ଼ିଆରେ ହେବ ବୋଲି ଘୋଷଣା କରିଥିଲେ କିନ୍ତୁ ଏଯାଏଁ ତାହା ହୋଇପାରିଲା ନାହିଁ । ଓଡ଼ିଶାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯିବା ସ୍ୱାଗତ ଯୋଗ୍ୟ କିନ୍ତୁ ଅଣଓଡ଼ିଆଙ୍କ ଦ୍ୱାରା ଶାସିତ ହେଉଥିବା ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟକୁ ଅବହେଳା ଦୁର୍ଭାଗ୍ୟଜନକ । ଓଡ଼ିଶା ପ୍ରଥମ ଭାଷାଭିତିକ ରାଜ୍ୟଭାବେ ୧୯୩୬ମସିହାରେ ଗଠିତ ହୋଇଥିଲା । ଏହାର ଯଥେଷ୍ଟ ପୂର୍ବରୁ ୧୯୦୯-୨୬ପର୍ଯ୍ୟନ୍ତ ପଞ୍ଚସଖା ଯୁଗରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ଗୋଦାବରିଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓଡ଼ିଆ ଭାଷାର ଅସ୍ମିତା ଓ ସୁରକ୍ଷା କରିବା ସହ ଇଂଗ୍ରାଜୀ ଭାଷା ଓ ଶାସନ ବିରୋଧରେ “ବକୁଳବନ” ମାଧ୍ୟମରେ ଶିକ୍ଷାଦାନ ସହ ସେମାନଙ୍କ ଲେଖନୀ ଓ ସ୍ୱରକୁ ଶାଣିତ କରିଥିଲେ । ଓଡ଼ିଆ ଭାଷାକୁ କିଭଳି ଉଜ୍ଜ୍ୱିବିତ କରାଯାଇପାରିବ, ପରିବେଷଣ କରାଯିବ ସେ ନେଇ ଅହରହ ଚେଷ୍ଟା କରିଥିଲେ । ପରବର୍ତୀ ଅବସ୍ଥାରେ ଦୀର୍ଘ ଦଶବ୍ଦି ଧରି ଓଡ଼ିଶାରେ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ନେଇ ଦୀର୍ଘବର୍ଷ ହେଲା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ଓଡ଼ିଆ ଭାଷାପ୍ରେମୀ, ସାହିତ୍ୟକ ଓ ବ୍ୟକ୍ତିବିଶେଷ କ୍ରମାଗତ ଆନ୍ଦୋଳନ କରିଆସିଛନ୍ତି । ଗୁରୁବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଓ ରାଜ୍ୟ ମୁଖପାତ୍ର ଶ୍ରୀ ରମାରଞ୍ଜନ ବଳିୟାରସିଂହ କହିଛନ୍ତି ଯେ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଆଇନ ୨୦୧୭ରେ ପ୍ରଣୟନ ହୋଇଥିଲା । ଏହି ବିଶ୍ୱବିଦ୍ୟାଳୟ ୨୦୧୮ରେ ପୁରୀରେ ସ୍ୱତନ୍ତ୍ର ଐତିହ୍ୟ କ୍ୟାବିନେଟ୍ ବସି ସତ୍ୟବାଦୀରେ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତି ନେଲେ ରାଜ୍ୟ ସରକାର । ଫୁଲଅଳସା ମୌଜାର ୧୧ଏକର ଜମି ଶ୍ରୀ ଗୋପିନାଥଜୀ ଟ୍ରଷ୍ଟରୁ କ୍ରୟ କରାଗଲା । ଅକ୍ଟୋବର ୯, ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ ମଧ୍ୟ କଲେ । ଦୀର୍ଘ ୬ବର୍ଷ ଭିତିରେ ରାଜ୍ୟ ସରକାରଙ୍କ ଯୋଜନା ପରିକଳ୍ପନାରେ ରହିଲା, ନିର୍ମାଣ କାର୍ଯ୍ୟ ଶେଷ ହେଲା ନାହିଁ । ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ ଓ ଇଛାଶକ୍ତି ଅଭାବରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଛି । ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଯେ, ଚଳିତବର୍ଷ ୨୦୨୩-୨୪ରେ ଓଡ଼ିଆ ସାହିତ୍ୟ, ଭାଷାବିଜ୍ଞାନ, ଆଦିବାସୀ ଭାଷା ଓ ଐତିହ୍ୟ ବିଷୟରେ ଶିକ୍ଷାଦାନ ଆରମ୍ଭ କରିବେ । ନାକ୍, ୟୁଜିସି ଗ୍ରାଣ୍ଟ ପାଇଁ ସର୍ବନିମ୍ନ ୫ଟି ବିଷୟରେ ଶିକ୍ଷାଦାନ ଆବଶ୍ୟକତା ଥିଲାବେଳେ ମାତ୍ର ୩ଟି ବିଷୟ ଆରମ୍ଭ ହେବ ବୋଲି କୁହାଯାଉଛି । ନିର୍ମାଣ କାର୍ଯ୍ୟ ସରିନାହିଁ, ଏଯାଏଁ କୁଳପତି, ରେଜିଷ୍ଟ୍ରାର ନାହାନ୍ତି, ଅଧ୍ୟାପକ ନିଯୁକ୍ତି ହୋଇନାହାନ୍ତି, ଓଏସଡି ବିଜୟ ନାଏକ ରାଷ୍ଟ୍ରପତିଭବନ ଗଲାପରେ ବର୍ଷେ ହେଲା ପଦବୀ ଖାଲିପଡିଛି ଅଥଚ ଶିକ୍ଷାଦାନ ଆରମ୍ଭ କିପରି ହେବ ସେ ନେଇ ରାଜ୍ୟ ସରକାର ଉତର ରଖିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ହେଡକ୍ୱାଟର ସତ୍ୟବାଦୀ ପରିବର୍ତ୍ତେ ଭୁବନେଶ୍ୱରରେ ରଖାଯିବାକୁ ମସୁଧା ଚାଲିଛି । ରାଜ୍ୟ ସରକାର ଓଡ଼ିଶାବାସୀ ଓ ଛାତ୍ରଛାତ୍ରୀଙ୍କୁ ଲଲିପପ୍ ଦେଖାଉଛନ୍ତି । ଭାରତରେ ଆଞ୍ଚଳିକ ଭାଷା ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଛି । କିନ୍ତୁ କେବଳ ଭାଷାଭିତିକ ବିଶ୍ୱବିଦ୍ୟାଳୟ ତେଲୁଗୁ, କନ୍ନଡ, ପଞ୍ଜାବ ରହିଛି ଓ ଓଡ଼ିଶାରେ ହେବାକୁ ଯାଉଛି । ଏଠାରେ ୨ଟି ଭାଷାଭିତିକ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସାଧାରଣ ଲୋକ ଓ ଓଡ଼ିଶାବାସୀଙ୍କ ଅବଗତ ନିମନ୍ତେ ଉଲ୍ଲେଖ କରିବା ଉଚିତ ହେବ । ୧୯୮୫ମସିହାରେ ପ୍ରତିଷ୍ଠିତ ପୋଟି ଶ୍ରୀରାମଲୁ ତେଲୁଗୁ ବିଶ୍ୱବିଦ୍ୟାଳୟ ହାଇଦ୍ରାବାଦଠାରେ ସ୍ଥାପନା ହୋଇଥିଲା । ୧୦୦ଏକର ବିଶିଷ୍ଟ ଉକ୍ତ ଅନୁଷ୍ଠାନରେ ଏହାର ଛାତ୍ରଛାତ୍ରୀ ସଂଖ୍ୟା ୪ହଜାର, ଅଧ୍ୟାପକ ସଂଖ୍ୟା ୪୦ରୁ ଅଧିକ, କ୍ୟାମ୍ପସ ୫ଟି, ପ୍ଲେସମେଣ୍ଟ ୯୦ ପ୍ରତିଶତ ସେହିପରି ଅନୁରୂପଭାବେ କନ୍ନଡ ବିଶ୍ୱବିଦ୍ୟାଳୟ ହାମ୍ଫିଠାରେ ୧୯୯୧ରେ ପ୍ରତିଷ୍ଠିତ ହୋଇଥିଲା । ଏହି ବିଶ୍ୱବିଦ୍ୟାଳୟ ବିଦ୍ୟାରଣ୍ୟ ନାମରେ ନାମିତ ୬୮୦ଏକର ଜମି , କୋର୍ସ ୫୧ଟି, ୨ଟି ସେଟଲାଇଟ୍ କ୍ୟାମ୍ପସ ସହ ୧୦ରୁ ଊର୍ଦ୍ଧ୍ୱ କ୍ୟାମ୍ପସ, ଅକ୍ଷର ନାମରେ ନାମିତ ଲାଇବେରୀ ବହି ସଂଖ୍ୟା ୪୫ହଜାର, ୟୁଜିସି, ଆଇସିଏସଏସଆର, ଆଇସିଏଚଆର, ନାକ୍, କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମି ସହ ବିଭିନ୍ନ ଏନଆରଆଇ ଅନୁଦାନରେ ପରିପୃଷ୍ଟ । ପିଏଚଡି, ଏମ୍ଫିଲି ଏବଂ ବିଭିନ୍ନ କନ୍ନଡ ଭାଷାଭିତିକ ଶିକ୍ଷାଦାନ ଏହି ବିଶ୍ୱବିଦ୍ୟାଳୟରେ ଦିଆଯାଉଛି । ଏହି ବିଶ୍ୱବିଦ୍ୟାଳୟର ନିଜସ୍ୱ ସ୍ୱତନ୍ତ୍ର ହେଲିପ୍ୟାଡ ମଧ୍ୟ ଅଛି । ବିଶ୍ୱବିଦ୍ୟାଳୟ ପାଇଁ ପ୍ରଶାସନିକ, ଶିକ୍ଷାଦାନ, ଲାଇବ୍ରେରୀ, ଗବେଷଣା, ସଂଗ୍ରାହଳୟ, ହଷ୍ଟେଲ, ଷ୍ଟାପ କ୍ୱାଟର, ସଭାଗୃହ, ଖେଳପଡିଆ, ଇନ୍ଣ୍ଡୋର ଷ୍ଟାଣ୍ଡିୟମ, କ୍ୟାଂଟିନ, ଗେଷ୍ଟ ହାଉସ, ଇତ୍ୟାଦି ବହୁବିଧ କୋଠା ନିର୍ମାଣର ଆବଶ୍ୟକତା ଥିଲାବେଳେ “ପର୍ବତର ମୂଷିକ ପ୍ରସବ”ଭାବେ ମାତ୍ର ୧୧ଏକର ଜମିରେ ରାଜ୍ୟ ସରକାର ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାକୁ ଯାଉଛନ୍ତି । ଏତେ କମ୍ ଜାଗାରେ ରାଜ୍ୟ ସରକାର କ’ଣ କରିବେ ? ଓଡ଼ିଆ ବିଶ୍ୱବିଦ୍ୟାଳୟ ଅଧିକୃତ ଜାଗାରେ ରାଧାକୁଣ୍ଡ ତୀର୍ଥ ପୁଷ୍କରଣୀ ରହିଛି । ଏହି ତୀର୍ଥ ପୁଷ୍କରଣୀକୁ ୟୁପି, ବିହାର, ୱେଷ୍ଟବେଙ୍ଗଲରୁ ଆସୁଥିବା ଗଙ୍ଗାସାଗର ମେଳା ଯାତ୍ରୀ ସ୍ନାନ କଲେ ପୁଣ୍ୟ ହୁଏ ବୋଲି ପ୍ରବାଦ ଅଛି । ଏବେ ତାହା ବିଶ୍ୱବିଦ୍ୟାଳୟ ଭିତରେ ରହିଥିବାରୁ ଉକ୍ତ ତୀର୍ଥଯାତ୍ରୀମାନେ ପୁଣ୍ୟସ୍ନାନରୁ ବଞ୍ଚିତ ହେଲେ । ଶ୍ରୀଜିଉ ମନ୍ଦିରର କାଳୀୟଦଳନ ଉତ୍ସବ ମଧ୍ୟ ବାଧାପ୍ରାପ୍ତ ହେଲା । ସାକ୍ଷୀଗୋପାଳ ମନ୍ଦିର ସେବାୟତଙ୍କ ଶ୍ମଶାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ରହିଥିବା କାରଣରୁ ସାକ୍ଷୀ ଗୋପିନାଥ ମନ୍ଦିର ଦୁଇ ତିନିଦିନ ଧରି ବନ୍ଦ ରହିଲା । ରାଜ୍ୟ ସରକାର କ୍ରୀଡାର ବିକାଶ କରୁଛନ୍ତି କହିଲାବେଳେ ସତ୍ୟବାଦୀର ଏକମାତ୍ର ଖେଳପଡିଆ ସଂକୁଚିତ ହେଲା ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି । ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ଆମେ ସ୍ୱାଗତ କରୁଛୁ କିନ୍ତୁ ଏହା ବାସ୍ତବବାଦୀ ହେବା ଉଚିତ । ଯଥାଶୀଘ୍ର ବିଶ୍ୱବିଦ୍ୟାଳୟ କୁଳପତି, ରେଜିଷ୍ଟର, ଓଏସ୍ଡି, ଅଧ୍ୟାପକ ତଥା ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ସହ ୟୁଜିସି ଓ ନାକ୍ ଅନୁଦାନ ଉପଯୋଗୀ ଆବଶ୍ୟକତା ପୂରଣ କରାଯାଉ । ଏଥିସହ ଓଡ଼ିଆ ଭାଷା ସହ ଦୀର୍ଘ ଶତାଦ୍ଦୀ ଧରି ସଂଶ୍ଳୀଷ୍ଟ ବକୁଳବନର ସୁରକ୍ଷା ଓ ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ପଦକ୍ଷେପ ନେବା ସହ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ଭୁବନେଶ୍ୱର ପରିବର୍ତେ ସତ୍ୟବାଦୀରେ ରଖାଯାଉ । ପୋଟି ଶ୍ରୀରାମଲୁ ତେଲୁଗୁ ବିଶ୍ୱବିଦ୍ୟାଳୟ ହାଇଦ୍ରାବାଦ ଓ ହାମ୍ଫି କନ୍ନଡ ବିଶ୍ୱବିଦ୍ୟାଳୟ ଭଳି ଉଚ୍ଚମାନର ଭାଷାଭିତିକ ବିଶ୍ୱବିଦ୍ୟାଳୟ ପାଇଁ ସରକାର ଜମି ଅଧିଗ୍ରହଣ କରିବା ସହ ଭିତିଭୂମି ସ୍ଥାପନା ପାଇଁ ଅବିଳମ୍ବେ ପଦକ୍ଷେପ ନେବାକୁ ଶ୍ରୀ ବଳିୟାରସିଂହ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
Das bedeutet, dass Sie erst eine Einzahlung durchführen müssen,
entweder vorher oder währenddessen den Bonus Code eingeben und dann die Prämie erhalten. Gerade bei Aktionen für Neukunden finden sich häufig Casino Codes
für Freispiele an dem berühmten Slot Book of Dead.
Abhängig von der Aktion können diese für alle
Automatenspiele einer Spielbank gelten oder nur für bestimmte.
Schaut nach einem möglichen Datum, bis zu welchem Zeitpunkt die bspw.50 Freispiele ohne Einzahlung sofort
erhältlichsind. Der Bonus selbst soll euch dabei helfen, ohne Risiko
einen ersten Einblick in die Plattform und in die Spiele zu erhalten. Meist handelt es sich nur um einen kleinen Betrag oder Freispiele,
die hier zur Verfügung gestellt werden.
References:
https://online-spielhallen.de/verde-casino-deutschland-ein-umfassender-uberblick-fur-spieler/
Many support local languages and offer a wide range of
betting limits, from €1 – €10,000 per bet.
Some live tables are reserved for high-rollers, such as
Prive Salons or VIP Tables. It’s easy to filter games by type or provider, and everything loads quickly on PC, mobile, or tablet.
You should carefully check the RTP information of each slot they play.
One cool thing is that SkyCrown also develops some exclusive games just for their site, which makes their
game library even more unique and interesting. Some recommended games
to try are the popular Megaways slots, themed slots like book or mythology ones.
SkyCrown Casino offers you a wonderful chance to
win ridiculous sums of money while playing online casino games that you enjoy.
Skycrown Casino is one of the safest online casinos for Australian players.
Players can claim pokies and live welcome casino bonuses, free spins on a daily basis and an occasional Skycrown Casino no deposit
bonus. This, and the fact that it’s a completely safe gambling website that offers
thousands of casino games that boast with quality and variety are the reasons why hundreds of Ausses choose to play here.
The platform focuses on quick withdrawals, clear bonus terms and a
deep catalogue of slots, live tables and instant‑win titles in GBP.
New players are greeted with a multi-tier welcome bonus that includes both deposit matches and free spins.
References:
https://blackcoin.co/blackjack-tutorial/
The Star Entertainment Group announced on 5 April 2016 share sale facilities that
provided eligible small shareholders the opportunity to sell their shares without incurring any brokerage or
handling costs. Watch movies and shows for free with Tubi—a simple, ad-supported streaming app that offers endless entertainment without any subscription or sign-up.
TubiTV’s live TV feature offers more than 200 channels, including news (Fox, ABC, NBC),
sports (NFL, MLB, Fox Sports), and entertainment channels.
With over 200,000 movies and TV episodes and more than 200 live TV channels, TubiTV has become a top destination for free entertainment online.
The ad-supported streaming service even has a section dedicated solely to the highly-rated on Rotten Tomatoes!
Boasting over 200,000 movies and TV episodes in their library, you could say Tubi has got a lot of content.
Create a user account to build your own queue of movies and TV shows to watch later, and sync your viewing across your devices.
Along with free movies, shows, and live TV, Plex allows you to organize all
your own videos, music, and media together.
References:
https://blackcoin.co/where-luxury-meets-excitement-pullman-reef-hotel-casino/
us online casinos paypal
References:
hwekimchi.gabia.io
us online casinos paypal
References:
https://jobs.atlanticconcierge-gy.com/employer/best-paypal-casinos-online-casinos-that-accept-paypal/