ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ବିରୁଦ୍ଧରେ ନ୍ୟାୟଳୟର ଆଶ୍ରୟ ନେବ କଂଗ୍ରେସ

ଭୁବନେଶ୍ୱର:ସଂପ୍ରତି ଓଡ଼ିଶା ସରକାର ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଯେଉଁ ଯୋଜନା ଆଣିଛନ୍ତି ତାହା ସମ୍ବିଧାନ ବିରୋଧି, ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ଉପହାସ ଓ ପଞ୍ଚାୟତ ବ୍ୟବସ୍ଥା ଉପରେ କୁଠାରଘାତ ବୋଲି ଗୁରୁବାର ଦିନ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ତଥା ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ ମତବ୍ୟକ୍ତ କରିଛନ୍ତି । ଏହା ବିରୁଦ୍ଧରେ ବିଚାରାଳୟର ଆଶ୍ରୟ ନେବା ସହିତ ପଞ୍ଚାୟତ ପ୍ରତିନିଧିମାନଙ୍କ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ମାଧ୍ୟମରେ ଏହା ବିରୁଦ୍ଧରେ ଜନମତ ସୃଷ୍ଟି ପାଇଁ ପ୍ରୟାସ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ୭୩ ତମ ସମ୍ବିଧାନ ସଂଶୋଧନ ଆଇନ ପଞ୍ଚାୟତର ବିକାଶମୂଳକ କାମରେ ଗ୍ରାମସଭାକୁ ପ୍ରାଧାନ୍ୟ ଦେଇଛି । ଗ୍ରାମ ସଭାର ବିନା ସୁପାରିଶ ଓ ଅନୁମୋଦନରେ ପଞ୍ଚାୟତରେ କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ସମ୍ବିଧାନ କହିଛି । ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ପଞ୍ଚାୟତ ବ୍ୟବସ୍ଥାରେ ଫଣ୍ଡ, ଫଙ୍କସନ ଓ ଫଙ୍କସ୍‌ନାରୀ ବା ଅର୍ଥ, କାର୍ଯ୍ୟକ୍ରମ ଓ କାର୍ଯ୍ୟକର୍ତା ଉପରେ ଗୁରୁତ୍ୱ ସମ୍ବିଧାନ ଦେଇଛି । ମାତ୍ର ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗ୍ରାମ ସଭା, ପଞ୍ଚାୟତ ପ୍ରତିନିଧି ଓ ପଞ୍ଚାୟତ ବ୍ୟବସ୍ଥାକୁ ଆଦୌ ଗୁରୁତ୍ୱ ଦିଆଯାଇ ନାହିଁ କିମ୍ବା ଏ ବିଷୟରେ ଗାଇଡଲାଇନରେ କୌଣସି ଜାଗାରେ ଉଲ୍ଲେଖ କରାଯାଇ ନାହିଁ । ଏହା ସମ୍ବିଧାନ ପ୍ରତି ଉପହାସ ବୋଲି ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ରାଜ୍ୟ ପ୍ରଭାରୀ ତଥା ଜାତୀୟ ଆବାହକ ଶ୍ରୀ କୁନାଲ ବାର୍ନାଜୀ ଅଭିଯୋଗ କରିଛନ୍ତି । ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କାର ଅନୁଦାନ ଦିଆଯିବ ବୋଲି ଯୋଜନାରେ ଉଲ୍ଲେଖ ଅଛି । ଏଥିରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହିତ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି କୁହାଯାଇଛି । ମାତ୍ର ଏହାକୁ କାର୍ଯ୍ୟକାରି କରିବା କ୍ଷେତ୍ରରେ ପଞ୍ଚାୟତିରାଜ ସଂସ୍ଥା ଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସଂଶ୍ଳିଷ୍ଟ କରାନଯିବା ପଞ୍ଚାୟତ ପ୍ରତିନିଧି ମାନଙ୍କ ପ୍ରତି ଉପହାସ । ଯେଉଁ ସରପଞ୍ଚମାନଙ୍କୁ କରୋନା ସମୟରେ ମୁଖ୍ୟମନ୍ତ୍ରୀ କଲେକ୍ଟର ବନେଇଥିଲେ ସେମାନେ ଏବେ ତାଙ୍କ ପଞ୍ଚାୟତରେ ରୂପାୟନ ହେବାକୁ ଥିବା ଯୋଜନାରେ ଭାଗିଦାର ହେବାର ସୁଯୋଗ ନପାଇବା ଦୁର୍ଭାଗ୍ୟଜନକ । ଯୋଜନାର ଗାଇଡଲାଇନ ମୁତାବକ ପଞ୍ଚାୟତ ସମିତି ପ୍ରକଳ୍ପ ଗୁଡ଼ିକର ରୂପାୟନ କରିବେ ବୋଲି ଉଲ୍ଲେଖ ଥିଲେ ମଧ୍ୟ ଏସବୁ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ ଏହାର ଚୂଡ଼ାନ୍ତ ନିଷ୍ପତି ଜିଲ୍ଳାପାଳମାନେ ନେବେ ବୋଲି ନିର୍ଦ୍ଦେଶ ରହିଛି । ଅର୍ଥାତ ଏଠାରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ପ୍ରତି ଉପହାସ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସଂଗଠନ ତରଫରୁ ଅଭିଯୋଗ କରାଯାଇଛି । ଏହା ବିରୁଦ୍ଧରେ ଓଡ଼ିଶାର ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହେବ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ । ଏହା ସହିତ ଆସନ୍ତା ଅଗଷ୍ଟ ୨୦ ତାରିଖ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ରାଜ୍ୟସ୍ତରୀୟ ପଞ୍ଚାୟତ ପ୍ରତିନିଧି ସମ୍ମିଳନୀ ମଧ୍ୟ ଆୟୋଜିତ ହେବ । ଦଳୀୟ ରାଜନୀତିରୁ ଉର୍ଦ୍ଧରେ ରହି ଓଡ଼ିଶାର ସମସ୍ତ ପଞ୍ଚାୟତ ପ୍ରତିନିଧିମାନେ ଏ ସମ୍ମିଳନୀରେ ଯୋଗଦେଇ ଏହାକୁ ସଫଳ କରିବାପାଇଁ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି । ପଞ୍ଚାୟତ ପ୍ରତିନିଧିମାନେ ସେମାନଙ୍କର ସମ୍ବିଧାନ ପ୍ରଦତ ଅଧିକାରକୁ ସାବ୍ୟସ୍ତ କରିବାପାଇଁ ରାସ୍ତାକୁ ଓହ୍ଲାଇବାକୁ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଓ ଶ୍ରୀ ବାର୍ନାଜୀଙ୍କ ବ୍ୟତିତ ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ, ବିସ୍ମୟ ମହାପାତ୍ର ଓ ଶ୍ରୀ ନିରଦ ବରଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

5 thoughts on “ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ବିରୁଦ୍ଧରେ ନ୍ୟାୟଳୟର ଆଶ୍ରୟ ନେବ କଂଗ୍ରେସ”

  1. Die Macher wollten allen Casinospielern die Möglichkeit geben ihre Lieblingsspiele kostenlos testen zu können.
    Da man alle Casinospiele kostenlos Online Spielen kann,
    ist diese Seite für begeisterte Casinospieler ein Muss!

    Die Spieler müssen das gewonnene Geld aus den Freispielen 25x mal umsetzen und können es dann erst
    auszahlen oder als Echtgeld verwenden. Neben der Möglichkeit kostenlos zu spielen, kann man so
    die Funktionen ausprobieren. Unsere besten kostenlosen Casino-Slotspiele
    mit Bonus-Runden sind Siberian Storm, Starburst und 88 Fortunes.

    Bevor Sie ein Freispiel ausprobieren, sollten Sie sich immer zuerst
    über die Casino Bonusbedingungen informieren. Es spielt keine
    Rolle, an welchem Spielautomaten Sie die Umsatzbedingungen erfüllen. Sie brauchen sich also nur zu
    diesen Turnieren anzumelden, die jede Woche oder in manchen Fällen sogar jeden Tag
    stattfinden. Dies hängt natürlich davon ab,
    ob Sie diese Turniere gewinnen oder nicht. Wenn Sie also 100 € auf Ihr Konto einzahlen, dann erhalten Sie vielleicht weitere 100 €,
    sodass Sie mit insgesamt 200 € beginnen. Wenn Sie also zum ersten Mal Geld auf Ihr Casino
    Konto einzahlen, können Sie einen Bonus von bis zu
    100 % erhalten.
    Wenn Sie viel mit echtem Geld spielen, erhalten Sie in den meisten Casinos neben einem anderen Casino Bonus auch Freispiele.

    Das bedeutet, dass manche Spieler keinen Gewinn aus ihren Freispielen erzielen, aber wenn Sie gewinnen,
    dann werden Sie wirklich viel gewinnen. Normalerweise
    müssen Sie Ihre Gewinne freispielen, d.h.

    Eine weitere gute Möglichkeit, Freispiele in Casinos online zu finden, sind soziale Medien.
    Ohne solche Bedingungen könnten Sie sich hier, da und überall kostenlose Casino Freispiele sichern und hier, da und überall Gewinne zur Auszahlung bringen.

    References:
    https://online-spielhallen.de/die-9-besten-online-casinos-deutschland-2025-top-guide/

  2. You can make deposits, claim bonuses, and even withdraw winnings straight
    from your phone, with full support for local payment methods.
    Try real money gaming or find an available demo slot On top
    of that, gamers may utilize several currencies to play casino games by
    creating numerous wallets on their profile.
    Live cashback and special tournaments often use specific live providers —
    check the Cashback T&C to see eligible games. Online casinos can be exciting, entertaining, and full of adrenaline — but they should never be seen as a way to make money.

    Rocketplay offers a generous welcome bonus plus a structured loyalty program with exclusive benefits the more
    you play.
    This casino offers a wide selection of games, exciting bonuses,
    and easy-to-use features. The cashback program is also rewarding, offering 10% back on live dealer games and 15% back on slots
    – calculated only on real money losses. With a diverse game selection, attractive bonuses, and reliable customer support, it stands out as a
    top choice for those seeking quality online gaming. In conclusion, RocketPlay Casino offers a comprehensive and secure online gambling experience tailored to the preferences
    of Australian players.

    References:
    https://blackcoin.co/betzillo-best-australian-casino-site/

  3. Most real money casinos require registration to
    play with cash. Yes, it’s possible to win real money with a no deposit bonus, but
    payouts are usually limited by strict wagering
    requirements and win caps (often $50–$100). Progressive slots for real money
    offer the widest payout ceilings in online gambling. Some
    online casinos may look polished on the surface but are built on weak foundations—unclear rules, slow payouts, or regulatory gaps.

    Another feature that I really like is the game categorisation. You
    can, for example, skip the free spins entirely and go for a 125%
    match bonus up to A$375 instead. Let’s start with the bonuses, and I’ll get straight to the
    point. In my book, Stay Casino is easily among the top 5 best AU casinos
    right now. Everything you’d expect is available, including online roulette, video poker, blackjack, craps… it’s just that you
    can’t browse them for some reason. Lastly, I wanted to review some RNG table games before wrapping
    the game part of my review, but then…
    They’re quick to play, don’t require strategy, and rely on mechanics
    such as paylines, cluster wins, or megaways to generate outcomes.
    If you’re after entertainment with high volatility, jackpot
    slots or game shows may suit your style better—but be
    prepared for larger swings. Explore the casino lobby and try demo
    mode if available. Use a strong password and real information; mismatched details may delay withdrawals.
    Click “Sign Up” or “Join” on the casino site.

    References:
    https://blackcoin.co/betway-login-my-account-in-south-africa-2025-step-by-step-opening-guide/

Leave a Reply

Your email address will not be published. Required fields are marked *