ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ଚାରି ଦିନପରେ ବି ବନ୍ୟା ପରିଚାଳନା, ବନ୍ୟା ନିୟନ୍ତ୍ରଣ, ବନ୍ୟା ପ୍ରପିଡୀତଙ୍କୁ ସାହାଯ୍ୟ କରିବାରେ ଅସମର୍ଥ ରାଜ୍ୟ ସରକାର । ଜଳବନ୍ଦୀ ହୋଇ ରହିଥିବା ଅଧିକାଂଶ ଜାଗାରେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସାତସପନ ହୋଇଛି । ବନ୍ୟା ପୀଡିତ ଲୋକେ ଭଗବାନଙ୍କୁ ଭରସା କରି ଜୀବନ କାଟୁଛନ୍ତି । ବନ୍ୟାଞ୍ଚଳବାସୀଙ୍କ ପାଇଁ ରାଜ୍ୟ ସରକାର ପଲିଥିନି କି ମହମବତୀ ଯୋଗାଇ ନଥିବାବେଳେ ଖାଦ୍ୟ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ୨୨ବର୍ଷ ଶାସନରେ ଥାଇ ମଧ୍ୟ ରାଜ୍ୟ ସରକାର ବନ୍ୟା ଏବଂ ବନ୍ୟା ପରବର୍ତୀ ପରିସ୍ଥିତି ପରିଚାଳନାରେ ଅପାରଗ ସାବ୍ୟସ୍ତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା କାରଣରୁ ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ଦାୟୀତ୍ୱହୀନତା କାରଣରୁ ଲକ୍ଷ ଲକ୍ଷ ଲୋକମାନେ ଆଜି ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହି ବନ୍ୟା ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ରବିବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବିଜେପିର ୩ଟି ଟିମ୍ ଗତ ୪ ଦିନ ହେଲାଣି ବିଭିନ୍ନ ବନ୍ୟା ଅଞ୍ଚଳକୁ ଯାଇ ବାସ୍ତବସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରୁଛନ୍ତି ।ବନ୍ୟାଞ୍ଚଳବାସୀଙ୍କ ଅସହାୟତା ଅତ୍ୟନ୍ତ ଅବର୍ଣ୍ଣନୀୟଏବଂ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ବର୍ତମାନ ସୁଦ୍ଧା ବନ୍ୟାରେ ୬ଜଣ ଲୋକଙ୍କ ପ୍ରାଣ ହରାଇଛନ୍ତି, ବେସରକାରୀ ତଥ୍ୟ ଅଧିକ । ବନ୍ୟାରେ ଜନସାଧାରଣଙ୍କ ବ୍ୟାପକ ଧନ ସମ୍ପତି ଓ ଫସଲ ହାନୀ ହେବା ସହିତ ବହୁ ଗୃହପାଳିତ ପଶୁ ନିଖୋଜ ଅଛନ୍ତି । ବର୍ତମାନ ସୁଦ୍ଧା ଶୁଖିଲା ଓ ରନ୍ଧା ଖାଦ୍ୟ, ମହମବତୀ, ତାରପୋଲିନ ଜରି ଆଦି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦେବାରେ ମଧ୍ୟ ବିଫଳ ହୋଇଛନ୍ତି । ପାନୀୟ ଜଳ ଅଭାବ କାରଣରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।ବନ୍ୟା ପାଣି କାରଣରୁ ବିଷାକ୍ତ ସାପ ମଧ୍ୟ ଘର ଭିତରକୁ ପଶି ଯାଉଥିବାରୁ ବୟସ୍କ ଓ ଛୋଟ ଛୋଟ ପିଲାମାନଙ୍କ ଜୀବନ ବିପଦରେ ପଡିଛି । ବେସରକାରୀ ସଂସ୍ଥା ଓ ଅନୁଷ୍ଠାନଗୁଡିକ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଅଗ୍ରଣୀ ଭୁମିକା ନେଉଥିବାବେଳେ ସରକାର ଓ ପ୍ରଶାସନ ବନ୍ୟାଞ୍ଚଳବାସୀଙ୍କ ନିକଟରେ ଅପହଞ୍ଚ ହୋଇ ରହିବା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ରାଜ୍ୟରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ସରକାର ଅନେଇ ବସିଛନ୍ତି । ଏହି ଆଳରେ ସୁବିଧାରେ ଅର୍ଥ ହଡପ୍ କରିବାର ସୁଯୋଗ ପାଇଯାଉଛନ୍ତି । ରାଜ୍ୟର ନଦୀବନ୍ଧ, ବାଡ ମରାମତି ପାଇଁ କେନ୍ଦ୍ର ସରକାର ପଠାଉଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ଚଳୁ କରିଦେଉଛନ୍ତି । ଦଳୀୟ ଠିକାଦାରଙ୍କ ସହାୟତାରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ବ୍ୟାପକ ହରି ଲୁଟ୍ କରୁଛନ୍ତି । ସେହିପରି ଅସମ୍ବେଦନଶୀଳ ରାଜ୍ୟ ସରକାରଙ୍କ ପାଖରେ ‘ଜିରୋ କାଜୁଆଲିଟି’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ର କୌଣସି ମୂଲ୍ୟ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଜଳ ସଂରକ୍ଷଣ ଏବଂ ବନ୍ୟା ଜଳ ପରିଚାଳନାରେ ଫେଲ ହେଉଥିବା ରାଜ୍ୟ ସରକାର ସବୁବେଳେ ନିଜ ଦୋଷ ଅନ୍ୟ ଉପରେ ଲଦି ଦେବାର ଅପପ୍ରୟାସ କରିଥାନ୍ତି । ୨୨ ବର୍ଷ ଶାସନରେ ଗୋଟିଏ ବି ବ୍ୟାରେଜ କିମ୍ବା ଡ୍ୟାମ ନିର୍ମାଣ କରିନଥିବା ରାଜ୍ୟ ସରକାର ସବୁବେଳେ ପଡୋଶୀ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶକୁ ଦୋଷ ଦେଇ ନିଜ ଦାୟୀତ୍ୱରୁ ଓହରି ଯିବା ସହିତ ରାଜ୍ୟବାସୀଙ୍କୁ ପ୍ରତାରଣା କରିଆସୁଛନ୍ତି । ହୀରାକୁଦ ଡ୍ୟାମର ଜଳଧାରଣା ଏବଂ ବନ୍ୟାଜଳ ନିଷ୍କାସନ ପରିଚାଳନା ପାଇଁ ଥିବା ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ରାଜ୍ୟ ସରକାର ମନଇଚ୍ଛା ଗେଟ୍ ଖୋଲି ଦେଉଛନ୍ତି । ବନ୍ୟା ପୂର୍ବ ପ୍ରସ୍ତୁତି ଆଳରେ ସଚିବାଳୟରେ ହେଉଥିବା ଅଧିକାରୀ ବୈଠକ ବାସ୍ତବ କ୍ଷେତ୍ରରେ ସଂପୂର୍ଣ୍ଣ ଓଲଟା । ଉପରମୁଣ୍ଡରେ ଥିବା ପଡୋଶୀ ରାଜ୍ୟ ସରକାରଙ୍କ ସହ କୌଣସି ଆଲୋଚନା କରାଯାଉନାହିଁ । ମହାନଦୀ ବେସିନରେ ସୃଷ୍ଟି ହୋଇଥିବା ବନ୍ୟା ସଂପର୍କରେ ରାଜ୍ୟ ସରକାର ସଂପୂର୍ଣ୍ଣ ଅବଗତ ଥିବା ସତ୍ୱେ କାହିଁକି ବିହୀତ ପଦକ୍ଷେପ ଗ୍ରହଣ କଲେ ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ବନ୍ୟା ହେବାର ୪ଦିନ ପରେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ କୌଣସି ରିଲିଫ ଦିଆଯାଇନଥିଲା । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ବିଳମ୍ବରେ ରିଲିଫ ଯୋଗାଇ ଦେବାର ଘୋଷଣା କଲେ, କିନ୍ତୁ ବର୍ତମାନ ସୁଦ୍ଧା ବହୁ ଅଞ୍ଚଳରେ ରିଲିଫ ସାମଗ୍ରୀ ପହଞ୍ଚିନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀ ଘରଟିଏ ନପାଇ ଖୋଲା ଆକାଶ ତଳେ ବର୍ଷା ପାଣି ଏବଂ ବନ୍ୟା ପାଣିରେ ରହୁଛି । ଦଳୀୟ ଆଧାରରେ ପଲିଥିନ ଓ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି । ରାଜ୍ୟବାସୀଙ୍କ ପ୍ରତି ନୈତିକତା, ଦାୟିତ୍ୱବୋଧ ଓ ଉତରଦାୟିତ୍ୱକୁ ନିର୍ବାହ କରୁନାହାନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ବର୍ଷାଦିନ ଆରମ୍ଭରୁ ନଦୀବନ୍ଧ ମରାମତି ଦାୟିତ୍ୱ ଜଳସମ୍ପଦ ବିଭାଗ ନେବା କଥା କିନ୍ତୁ କୌଣସି କାର୍ଯ୍ୟ ହୋଇନାହିଁ । ବନ୍ୟା ପାଇଁ ଜଳସମ୍ପଦ ବିଭାଗ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ ଏବଂ ଏଥି ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ । ବନ୍ୟା ପରିଚାଳନା ପାଇଁ ଦୀର୍ଘସୁତ୍ରୀ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ଏହାକୁ ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ଏହି ଅବସରରେ ବିଜେପି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

188 thoughts on “ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ : ପୃଥ୍ୱୀରାଜ ହରିଚନ୍ଦନ

  1. I’m really impressed with your writing skills as neatly as with the format in your weblog. Is that this a paid subject or did you customize it yourself? Anyway keep up the nice quality writing, it is uncommon to see a nice weblog like this one these days!

  2. A motivating discussion is definitely worth comment.
    I do think that you should write more about this subject, it may not be
    a taboo subject but usually people do not talk about these issues.
    To the next! Cheers!!

  3. Ищете острых ощущений и спонтанного
    общения? https://chatruletka18.cam/ Чат
    рулетка — это уникальный сайт,
    который соединяет вас с абсолютно случайными людьми со всего мира через видео связь.
    Просто нажмите “Старт”, и система моментально подберет вам собеседника.
    Никаких анкет, фильтров или долгих поисков — только живая, непредсказуемая
    беседа лицом к лицу. Это идеальный способ попрактиковать язык, погружаясь в мир случайных,
    но всегда увлекательных встреч.
    Главное преимущество этого формата — его анонимность и полная спонтанность: вы никогда не знаете, кто окажется по ту сторону
    экрана в следующий момент.

  4. Wow that was unusual. I just wrote an really long comment but after
    I clicked submit my comment didn’t show up. Grrrr…
    well I’m not writing all that over again. Anyway, just wanted to
    say superb blog!

  5. If you would like to get much from this article then you have
    to apply these methods to your won weblog.

  6. Nice blog! Is your theme custom made or did you download it from somewhere?
    A design like yours with a few simple adjustements would really make
    my blog shine. Please let me know where you got your theme.

    Bless you

  7. مکمل کراتین، مکملی محبوب در دنیای بدنسازی و ورزش، ترکیبی طبیعی است که از سه اسیدآمینه آرژنین، گلایسین و متیونین در بدن تولید می‌شود.

  8. I do not even know how I ended up here, but I thought this post was good.

    I don’t know who you are but definitely you are going to a famous blogger if you are not already 😉 Cheers!

  9. Magnificent goods from you, man. I’ve understand your stuff previous to and you
    are just too magnificent. I actually like what you’ve acquired here, certainly
    like what you are stating and the way in which you say it.
    You make it enjoyable and you still take care of to keep it
    sensible. I cant wait to read much more from you. This is
    actually a tremendous website.

  10. I do consider all of the concepts you’ve presented on your post.
    They’re really convincing and can certainly work. Still, the posts
    are too quick for newbies. May just you please lengthen them a bit from subsequent time?
    Thank you for the post.

  11. It’s actually very difficult in this full of activity life to listen news on Television, therefore I just use the web for that reason,
    and get the latest information.

  12. Hello colleagues, how is everything, and what you want to say about this piece
    of writing, in my view its in fact amazing for me.

  13. مکمل وی رونی کلمن، با ارائه ۲۵ گرم پروتئین خالص در هر سروینگ، به بدن شما کمک می‌کند تا بلوک‌های سازنده لازم برای ترمیم و ساخت بافت‌های عضلانی آسیب‌دیده در طول تمرینات شدید را داشته باشد.

  14. وی ماسل کور، با داشتن ترکیبی از وی ایزوله و کنسانتره میکروفیلتر شده و هیدرولیزات، سرعت جذب بالایی داره و مواد مغذی رو “مستقیم به هدف” می‌رسونه.

  15. Hello, i believe that i saw you visited my blog thus i got here to return the desire?.I am trying to to find things to improve my web site!I suppose its good enough to make use
    of some of your concepts!!

  16. وی اتمیک، یک مکمل پودری است که به‌ راحتی در مایعات حل می‌شود و به شما کمک می‌کند تا پروتئین باکیفیت به رژیم غذاییتان اضافه کنید.

  17. Tidak memesonakan semisal 13 website tersebut membuat
    website nan pokok pada konten meme, terliput database meme ‘Know
    Your Meme’. Kamu sendiri tentu sudah tidak heran lagi oleh polosan meme yang dibagikan dekat bawah.
    Corgi sendiri terdiri bermula duet klasifikasi, yaitu Pembroke Welsh Corgi lagi
    Cardigan Welsh Corgi. Dari sarwa bangsa anjing ras nan ada di dunia belum ada tunggal
    pun lumayan anjing ras asli Indonesia. Dari seantero rat
    Tiongkok itu, ada seperimanya yang dikerjakan sebab bertanam, adalah negeri alluvium pada lembah-lembah, yang dibuat bertingkat-jenjang.
    Dengan ini lenyaplah “singiang-ngiang” lir nan dibuat karena
    Java Bode, tanggal 30 Juni. Mereka memegang bulu panjang maka kordial nan terkadang diikat
    serupa ban kecil. Pohon-pokok kayu yang menciptakan petro banyak ditanam bersama minyaknya dikirim ke luar ibu pertiwi.
    Padi nan terbanyak ditanam dekat lembah-lembah Yangtsekiang; caranya
    berkebun bagaikan pada Indonesia juga. Di dalam
    makna, hiperonim maupun superordinat pada biasanya tidak disalin bersama
    lengah wahid hiponimnya, eksepsi misalnya dalam percakapan Indonesia tidak tersembunyi sebutan superordinatnya.
    Founder Ethical Hacker Indonesia Teguh Aprianto lewat twitter @secgron.

  18. I love your blog.. very nice colors & theme. Did
    you make this website yourself or did you hire someone to
    do it for you? Plz answer back as I’m looking to construct my own blog and would
    like to know where u got this from. cheers

  19. اپتی من، یک مولتی ویتامین جامع و قدرتمند است که به طور اختصاصی برای نیازهای تغذیه‌ای آقایان، به ویژه ورزشکاران، طراحی شده است.

  20. **sugarmute**

    sugarmute is a science-guided nutritional supplement created to help maintain balanced blood sugar while supporting steady energy and mental clarity.

  21. I was extremely pleased to discover this site.
    I wanted to thank you for your time for this wonderful read!!
    I definitely enjoyed every bit of it and I have you saved as a
    favorite to check out new information in your blog.

  22. Howdy, i read your blog occasionally and i own a
    similar one and i was just wondering if you get a lot of spam responses?
    If so how do you protect against it, any plugin or anything
    you can recommend? I get so much lately it’s driving
    me insane so any support is very much appreciated.

  23. **vittaburn**

    vittaburn is a liquid dietary supplement formulated to support healthy weight reduction by increasing metabolic rate, reducing hunger, and promoting fat loss.

  24. **glucore**

    glucore is a nutritional supplement that is given to patients daily to assist in maintaining healthy blood sugar and metabolic rates.

  25. **yu sleep**

    yusleep is a gentle, nano-enhanced nightly blend designed to help you drift off quickly, stay asleep longer, and wake feeling clear.

  26. **cellufend**

    cellufend is a natural supplement developed to support balanced blood sugar levels through a blend of botanical extracts and essential nutrients.

  27. وی رول وان، یکی از مکمل‌های برجسته در بازار جهانی است که عمدتاً برای حمایت از عضله‌سازی، ریکاوری سریع، و بهبود کلی عملکرد ورزشی طراحی شده است.

  28. What i don’t understood is in fact how you
    are not actually a lot more neatly-preferred than you may be right now.
    You are so intelligent. You know thus significantly in relation to
    this subject, produced me in my view consider it from a lot of various
    angles. Its like men and women are not interested except
    it is one thing to do with Lady gaga! Your individual stuffs nice.
    All the time care for it up!

  29. ایزوفیت، وی ایزوله ایزوفیت ناترکس حاوی ۲۵ گرم پروتئین وی ایزوله ۱۰۰٪ در هر سروینگ است که با روش میکروفیلتراسیون پیشرفته تولید شده و جذب سریع دارد.

Leave a Reply

Your email address will not be published. Required fields are marked *