ଭୁବନେଶ୍ୱର:୧୫ ଜିଲ୍ଲାର ୧୫ ଲକ୍ଷରୁ ଅଧିକ ଲୋକ ଏହି ମନୁଷ୍ୟକୃତ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଦୀର୍ଘ ୧ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଧରି ମହାନଦୀ ଓ ତାର ଶାଖାନଦୀରେ ବନ୍ୟାଜଳ ଆସିବାରୁ ଛୋଟ ଛୁଆଠୁଁ ଆରମ୍ଭ କରି ବୃଦ୍ଧ,ବୃଦ୍ଧା, ଗାଈଗୋରୁ,ଛେଳି,ମେଣ୍ଢା ଆଦି ସମସ୍ତେ ଜଳବନ୍ଦୀ ହୋଇ ରହିଛନ୍ତି । ଏହି ଅବସରରେ ମଙ୍ଗଳବାର ଦିନ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳ ଗସ୍ତ କରି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି । ବନ୍ୟା ପରିଚାଳନାରେ ଘୋର ତ୍ରୁଟି ଯୋଗୁଁ ବନ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଶେଷ କରି ବାଲେଶ୍ୱର ଜିଲ୍ଲାରର ଅଧିକାଂଶ ଅଞ୍ଚଳର ଗରିବ ଲୋଜମାନେ ୩ ଦିନ ଧରି ଜଳବନ୍ଦୀ ହୋଇ ରହୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କ ପାଖରେ ପହଁଚି ପାରିନାହାନ୍ତି କିମ୍ବା ରନ୍ଧାଖାଦ୍ୟ, ଶୁଖିଲାଖାଦ୍ୟ, ପାଲ,ପିଇବାପାଣି,ହାଲୋଜେନ ବଟିକା ପହଞ୍ଚି ପାରି ନାହିଁ ଯାହାକି ୨୨ ବର୍ଷର ସରକାରଙ୍କ ଦକ୍ଷତା ଓ ବନ୍ୟାଦୁର୍ଗତଃ ପାଇଁ ତାଙ୍କର ନିଷ୍ଠା ଓ ପାରିବାପାଣିଆକୁ ସୁଚାଉଛି । ହଜାର ହଜାର ହେକ୍ଟର ଧାନ ଚାଷ ଜମି,ପରିବା ଚାଷ ଜମି ଓ ପାନ ବରଜ ବନ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଉଯାଇଛି । ରାଜ୍ୟ ସରଜାର ଜିରୋ କାଜୁଆଲଟି କଥା କେବଳ ଗଣମାଧ୍ୟମ ରେ କହୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ୧୫ ରୁ ଅଧିକ ଲୋକ ବନ୍ୟାରେ କାନ୍ଥ ଭୁଶୁଡିବା ଏବଂ ବନ୍ୟାଜଳରେ ଭାସି ମୃତ୍ୟୁ ବରଣ କରିଛନ୍ତି । ଶ୍ରୀ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ,ଜଳେଶ୍ୱର,ଭୋଗରାଇ,ବସ୍ତା ଆଦି ଅଞ୍ଚଳର ବନ୍ୟା ବିପନ୍ନ ଙ୍କୁ ଭେଟିଛନ୍ତି । ବାଲେଶ୍ୱର ସାଂସଦ ପ୍ରାର୍ଥୀ ଶ୍ରୀ ନବଜ୍ୟୋତି ପଟ୍ଟନାୟକ,ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସଂଜୀବ ଗିରି ତତ୍ୱବାଧାନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବନ୍ୟାପ୍ରପିଡ଼ିତଙ୍କୁ ଶୁଖିଲାଖାଦ୍ୟ,ହାଲୋଜେନ ବଟିକା,ପିଇବା ପାଣି,ପାଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ । ରାଜ୍ୟ ସରକାରଙ୍କୁ ଅତି କଟୁ ଭାଷାରେ ସମାଲୋଚନା କରି କହିଛନ୍ତି । ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ବନ୍ୟାଞ୍ଚଳ ପାଇଁ କୌଣସି ସ୍ଥାୟୀ ପ୍ରତିକାର ନ କରି ମିଛ ପ୍ରତିଶୃତି ଦେଇ ସାଧାରଣ ଜନତାଙ୍କୁ ପ୍ରତାରଣା କରିଚାଲିଛନ୍ତି । ଯାହା ଫଳରେ ଏଭଳି ମନୁଷ୍ୟକୃତ ବନ୍ୟା ଦେଖାଦେଇଛି । ସୁବର୍ଣ୍ଣରେଖା ନଦୀର ବନ୍ୟାକୁ ସପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସ ସରକାର ସମୟରେ ଯୋଜନ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ୨୨ ବର୍ଷର ସରକାର ଏହାକୁ କାର୍ଯ୍ୟକାରୀ କରାଇବାରେ ସାମାନ୍ୟତମ ନିଷ୍ଠା ଦେଖାଇଲେ ନାହିଁ । ଯଦି କଂଗ୍ରେସ ରାଜ୍ୟରେ ୨୦୨୪ରେ କ୍ଷମତାକୁ ଆସିବ ତାହାଲେ ସୁବର୍ଣ୍ଣରେଖାର ବନ୍ୟାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବାହାଘର ବେଳେ ବାଇଗଣ ରୋଇଲା ପରି ବନ୍ୟା ବିପନ୍ନଙ୍କ ପାଇଁ ରାଜ୍ୟ ସରକାର ଯାହା କରୁଛନ୍ତି ତାହା ନ କହିବା ଭଲ । ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର ବିଜୁ କୁଡ଼ିଆ ଯୋଜନା, ବିଜୁ ପକ୍କା ଘର ଯୋଜନା ଇତ୍ୟାଦି କଲେ କିନ୍ତୁ ଆଜି ହଜାର ହଜାର ଲୋକ ମାଟିଘରେ ଅଛନ୍ତି ତେଣୁ ଏହି ଯୋଜନାରେ ପ୍ରକୁତ ହିତାଧିକାରୀଙ୍କୁ କାହିଁକି ବାଦ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଏ ରାଜ୍ୟ ସରକାର କେବଳ ଭୋଟ ହାତେଇବା ପାଇଁ ଯୋଜନା ଗୁଡିକ ଘୋଷଣା କରୁଛନ୍ତି । ହଜାର ହଜାର କୋଟି ଟଙ୍କା ନଦୀବନ୍ଧ ସୁରକ୍ଷା ଓ ମରାମତି ପାଇଁ ଖର୍ଛ କରାଯାଉଛି । କିନ୍ତୁ ଏତେ ଘାଇ କାହିଁକି ହେଲା । ମୁଖ୍ୟମନ୍ତ୍ରୀ କେବଳ କାଚଘରେ ବସି ଏବଂ ଆକାଶ ମାର୍ଗରେ ଯାଇ ବନ୍ୟା ଅଞ୍ଚଳ ବୁଲି ଆସିଲେ ବନ୍ୟାଦୁର୍ଗତଃ ଙ୍କ ଦୁଃଖ ସରିବ ନାହିଁ । ତେଣୁ ବନ୍ୟା ଦୁର୍ଗତିଙ୍କ କଥା ସରକାର ଅଗ୍ରାଧିକାର ଭିତ୍ତିରେ ବୁଝନ୍ତୁ ଏବଂ ଆବଶ୍ୟକ ରିଲିଫ ସାମଗ୍ରୀ ତୁରନ୍ତ ଯୋଗାଇବା ସହ ହାଲୋଜେନ ବଟିକା ଯୋଗାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏବେ ବି ବହୁ ଲୋକ ପାଣି ଘେରରେ ଅଛନ୍ତି ତାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଅଣାଯଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଅର୍ଥ ସହାୟତା ରାଶି ପ୍ରଦାନ କରିବା ପାଇଁ ଆସନ୍ତା ଚାଷ ପାଇଁ ବିହନ ,ସାର ବିନାମୂଲ୍ୟରେ ପ୍ରଦାନ କରନ୍ତୁ।ନଦୀରେ ସୃଷ୍ଟି ହୋଉଥିବା ଘାଇକୁ ତୁରନ୍ତ ମରାମତି କରଯାଉ । ଏ ସମୟରେ ବନ୍ୟା ଅଞ୍ଚଳରେ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା ସଭାପତି ସଂଜୀବ ଗିରି,ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାଶ,ସତ୍ୟ ସୁନ୍ଦର ଦାଶ,ବିଜନ ନାୟକ ପ୍ରମୁଖ ବହୁ କଂଗ୍ରେସ ଛାତ୍ର,ଯୁବ,ମହିଳା ନେତୃବୃନ୍ଦ ବ କର୍ମୀ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।
PSK Casino bietet seinen Spielern in Deutschland verschiedene attraktive Boni und
Promotionen, die das Spielerlebnis zusätzlich bereichern.
Falls Sie einen Werbeblocker verwenden, überprüfen Sie
bitte dessen Einstellungen. Wir verwenden auf unseren Seiten Affiliate-Links und erhalten möglicherweise eine Provision für Kunden, die an Online Casinos verwiesen werden. Casino.guru sieht sich als eine unabhängige Informationsplattform über Online
Casinos und Online Casinospiele, die von keinem Glücksspielanbieter oder irgendeiner anderen Instanz kontrolliert wird.
Diese Initiative haben wir mt dem Ziel gestartet,
ein globales Selbstausschlusssystem zu schaffen, das es gefährdeten Spielern ermöglicht,
ihren Zugang zu allen Online-Glücksspielmöglichkeiten global zu sperren.
References:
https://online-spielhallen.de/rooli-casino-promo-code-so-maximieren-sie-ihre-vorteile/
Words that can be used instead of ‘key’ and ‘important’ include significant, critical, essential,
vital, fundamental, and pivotal. Some of these words are
absolute synonyms, meaning they have the exact same meaning as “important.” Other words are near synonyms,
meaning they are similar in meaning but not identical.
The word “important” suggests a degree of significance, whereas “crucial” implies something that is absolutely necessary
or critical. Understanding the nuances of these
synonyms can help writers and speakers convey significance and
relevance with precision and impact. In this article, we will explore a variety of synonyms for the word “important” and how they can be used to enhance communication and expression.
These show importance because something is required or you cannot skip it.
Knowing the type helps you pick the best word.
If you repeat important too often, your writing
can feel plain.
You can show need with essential, impact with significant, urgency with urgent,
and status with influential. Learning synonyms for important
helps you explain value and priority with more precision. Things can matter for different reasons like need,
impact, status, or urgency, so English has many
close words.
References:
https://blackcoin.co/cocoa-casino-review/
The second and third deposit free spins follow a similar pattern, spreading the excitement over multiple sessions.
For your first deposit, you’ll get 25 spins per day for four days.
Just remember to read the terms and conditions carefully – there’s
a maximum bet limit of A$5 per spin while the bonus is active.
Wagering requirements sit at 40x the bonus amount, which is fairly standard for the industry.
You’ll find multiple versions of blackjack, roulette,
baccarat, and even some unique game shows. When it comes to Richard
Casino real money action, this platform delivers the goods in spades.
From simple table games to creative live gaming events, all kinds of players will find something they enjoy.
Richardcasino.website is an independent website about online casinos, their
bonuses and games. Instead, players can access the casino through a mobile browser, which delivers the same experience as the app.
References:
https://blackcoin.co/stay-casino-no-deposit-bonus-australia-free-spins-bonus-codes-2025/
australian online casinos that accept paypal
References:
https://www.flughafen-jobs.com
best online casino usa paypal
References:
sportsprojobs.net