ରାୟପୁରର ଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାୟପୁର:ଗୁରୁବାର ଦିନ ସକାଳେ ରାୟପୁରର ଗାୟତ୍ରୀ ନଗର ସ୍ଥିତ ଜଗନ୍ନାଥ ମନ୍ଦିରକୁ ଭ୍ରମଣରେ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ତାଙ୍କର କନ୍ୟା ଇତିଶ୍ରୀ ମୁର୍ମୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହିତ ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ମନ୍ଦିରର ପ୍ରତିଷ୍ଠାତା ସଭାପତି ପୁରୁନ୍ଦର ମିଶ୍ର ଏବଂ ତାଙ୍କର ପତ୍ନୀ ସରସ୍ୱତୀ ମିଶ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *