ମିଛ କହି ରାଜନୀତିରେ ସଫଳ ହୋଇପାର ହେଲେ ଆର୍ଥିକ ସ୍ଥିତି ସୁଧରିବ ନାହିଁ

ଭୁବନେଶ୍ୱର: ମିଛି କହି ରାଜନୀତିରେ ସଫଳ ହୋଇପାର ମାତ୍ର ମିଛ ଗଣିତରେ ଆର୍ଥିକ ସ୍ଥିତି ସୁଧରିବ ନାହିଁ ବୋଲି ଜାତୀୟ ଅଭିବୃଦ୍ଧି ହାର ସଂପର୍କରେ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ମୋଦି ସରକାରଙ୍କ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ପ୍ରତିକ୍ରିୟା ବ୍ୟକ୍ତ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି । ଶନିବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନଗୋ ଦେଶର ଆର୍ଥିକ ସ୍ଥିତି ସଂଗୀନ ଥିବାବେଳେ ଏବଂ ସରକାରଙ୍କ ଆର୍ଥିକ ପରିଚାଳନା ନେଇ ଦେଶ ବିଦେଶରେ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରୁଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ମିଥ୍ୟା ଓ ଆଧାରହୀନ ବିବୃତି ଦେଇ ଦେଶବାସୀଙ୍କ ବିଭ୍ରାନ୍ତ କରିବାର ଅପେଚେଷ୍ଟା କରୁଛନ୍ତି ବୋଲି ଶ୍ରୀ କାନୁନଗୋ କହିଛନ୍ତି । ଶ୍ରୀ କାନୁନଗୋ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଶାସନର ୮ବର୍ଷ ଭିତରେ ଦେଶର ଅର୍ଥନୀତି ତଳକୁ ତଳକୁ ଚାଲି ଯାଉଛି । ତଥାପି ବାହାଦୁରିଆଙ୍କ ବାହାଦୁରି ଛାଡ଼ୁ ନାହିଁ । ଏବେ କିଛିଦିନ ତଳେ କେନ୍ଦ୍ର ସରକାର ତାଙ୍କ ମିଛ ହିସାବ ଖାତା ଧରି ଏପ୍ରିଲ-ଜୁନର ଅଭିବୃଦ୍ଧି ହାର ୧୩.୫ ପ୍ରତିଶତ ହୋଇଥିବା କଥା ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଢ଼ଙ୍ଗରେ ଏହାର ପ୍ରଚାର କଲେ ଯେ ସତେଯେପରି ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ହେବ । ବାସ୍ତବରେ ସମସ୍ତ ହିସାବ ଦେଖିଲେ ଚଳିତ ବର୍ଷର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ପାଖାପାଖି ହିଁ ରହିବ । ଯଦିଓ ଚଳିତ ବର୍ଷର ପ୍ରଥମ ତ୍ରୈମାସିକ ବ୍ୟବସ୍ଥାକୁ ଦେଖି ଆନ୍ତର୍ଜାତିୟ ସଂସ୍ଥା ମୁଡିସ ଭାରତର ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରିଛନ୍ତି । ଦେଶର ଅର୍ଥନୀତି ତଳିତଳାନ୍ତ ହେଉଛି, ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ଏବେ ପ୍ରାୟ ୮୦ଟଙ୍କାରେ ପଂହଚିଲାଣି । କିନ୍ତୁ କେନ୍ଦ୍ର ସରକାର ୫ ଟ୍ରିଲିୟନ ଅର୍ଥନୀତିର ସ୍ୱପ୍ନ ଦେଖାଇବାରେ ବ୍ୟସ୍ତ । ବର୍ତମାନ ହାରରେ ଯଦି ଅର୍ଥନୀତି ଗତିକରେ ତେବେ ପ୍ରଧାନମନ୍ତ୍ରୀଙ୍କୁ ଶହେ ବର୍ଷ ହେଲାବେଳକୁ ମଧ୍ୟ ୫ ଟ୍ରିଲୟନ ଅର୍ଥନୀତିରେ ପହଞ୍ଚିବା ବି ଅସମ୍ଭବ । କାରଣ ସେତେବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆହୁରି ହ୍ରାସ ପାଇଁ ୧୦୦ ଟଙ୍କା ପାଖାପାଖି ପହଞ୍ଚିଯାଇଥିବ । ଭାରତ ଅର୍ଥମନ୍ତ୍ରୀଙ୍କର ବୟାନ ଓ ବିଜେପି ନେତାମାନଙ୍କର ଭାଷଣ ଶୁଣିଲେ ଯେ କୌଣସି ଅର୍ଥଶାସ୍ତ୍ରୀ ହସିବା ସ୍ୱାଭାବିକ । ୨୦୧୧-୧୨ ମୂଲ୍ୟ ଅନୁସାରେ ଦେଶର ମୋଟ୍ ଜିଡିପି ପରିମାଣ ୩୬.୮୫ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ ବର୍ଷ ଏହି ସମୟରେ ଏହାର ପରିମାଣ ୩୨.୪୬ ଲକ୍ଷ କୋଟି ଥିଲା । ଯାହାକୁ ହିସାବ କରି ୧୩.୫ ପ୍ରତିଶତ ଅବିବୃଦ୍ଧି ହୋଇଛି ବୋଲି କୁହାଯାଉଛି । ତେବେ ଦେଖିବାର କଥା ୨୦୧୨ ମସିହା ଠାରୁ ଅଦ୍ୟାବଧି ଡଲାର ଅନୁସାରେ ଟଙ୍କାର ମୂଲ୍ୟ ଯଥେଷ୍ଟ କମିବାରେ ଲାଗିଛି । ଡଲାର ହିସାବକୁ ନେଲେ ଗତ ବର୍ଷ ତୁଳନାରେ ଏ ବର୍ଷର ଅଭିବୃଦ୍ଧି ୭ ପ୍ରତିଶତ ମଧ୍ୟ ଟପିବ ନାହିଁ । ଚଳିତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ୧୩ ପ୍ରତିଶତ ହୋଇବ ବୋଲି ରେଟିଂ ଏଜେନ୍ସି ଇକ୍ରା କହିଥିଲା । ଷ୍ଟେଟବ୍ୟାଙ୍କର ଆକଳନ ଅନୁସାରେ ୧୫.୭ ପ୍ରତିଶତ, ରଏଟର ଅର୍ଥନୀତିଜ୍ଞଙ୍କ ଆକଳନ ଅନୁସାରେ ୧୫.୨ ପ୍ରତିଶତ, ବ୍ଲୁମବର୍ଗ ସର୍ବେକ୍ଷଣରେ ୧୫.୩ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଇଥିଲା । ତେବେ ମୋଟାମୋଟି ଭାବେ ଡଲାର ଅନୁସାରେ ଟଙ୍କାର ମୂଲ୍ୟ ହ୍ରାସକୁ ଦେଖିଲେ ଓ ମୁଦ୍ରାସ୍ପିତ ଅଭିବୃଦ୍ଧି ହାର ବୃଦ୍ଧିକୁ ଦେଖିଲେ ଦେଶର ଅଭିବୃଦ୍ଧି ଆଦୌ ୭.୨ ପ୍ରତିଶତ ଟପି ନାହିଁ କି ଟପିବ ନାହିଁ ଶ୍ରୀ କାନୁନଗୋ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଗୋଟିଏ କଥା ସ୍ପଷ୍ଟ ଯେ ଦେଶରେ ଦରଦାମ ବୃଦ୍ଧି ହୁ ହୁ ବଢ଼ୁଥିବାରୁ ଉତ୍ପାଦ ଗୁଡ଼ିକର ଆକାଶଛୁଆଁ ମୂଲ୍ୟ ବୃଦ୍ଧି ଘଟୁଛି । ବାସ୍ତବକ୍ଷେତ୍ରରେ ଅଭିବୃଦ୍ଧି ଏବେବି ନକରାତ୍ମକ ରହିଛି । ତ୍ରୈମାସିକ ହିସାବ ଅନୁସାରେ ଘରୋଇ ଉପଯୋଗିତାରେ ୨୫.୯ ପ୍ରତିଶତ, ପ୍ରତିରକ୍ଷା କ୍ଷେତ୍ରରେ ୨୬.୩ ପ୍ରତିଶତ, ଘରୋଇ ନିବେସ କ୍ଷେତ୍ରରେ ୨୦.୧ ପ୍ରତିଶତ, ଦେଶର ନିଜସ୍ୱ କ୍ଷେତ୍ର କୃଷି ଜଙ୍ଗଲରେ ୪.୫ ପ୍ରତିଶତ, ଖଣି କ୍ଷେତ୍ରରେ ୬.୫ ପ୍ରତିଶତ, ବିଦ୍ୟୁତ, ଗ୍ୟାସ ଓ ଜଳ ଆଦି କ୍ଷେତ୍ରରେ ୧୪.୭ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ଦେଖାଯାଇଛି । ଜିଏସ୍‌ଟି ଆୟ ମାସିକ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୋଲି ଯାହା କୁହାଯାଉଛି ତାହା କ୍ରୟ ବିକ୍ରୟ ପରିମାଣ ବୃଦ୍ଧି ପାଇଁ ନୁହେଁ ବରଂ ଉତ୍ପାଦ ଗୁଡ଼ିକର ମଲ୍ୟ ବୃଦ୍ଧି ହେତୁ ହୋଇଥାଏ ବୋଲି ଶ୍ରୀ କାନୁନଗୋ କହିଛନ୍ତି । ଗତ କିଛି ବର୍ଷ ହେବ ମାସିକ ହାରାହାରି ୫ ପ୍ରତିଶତ ଫାଷ୍ଟମୁଭିଂ କାର୍ଗୋ ଆୟ ବୃଦ୍ଧି ପାଉଥିବା ଦେଖାଯାଉଛି । ଏହା ମଧ୍ୟ ଦରବୃଦ୍ଧି ହାର ତୁଳନାରେ କମ । ସେହିପରି ଦେଖାଯାଉଛି କୋର ସେକ୍ଟର ମାନୁଫ୍ୟାକଚରିଂ ମୂଲ୍ୟଯୁକ୍ତ କ୍ରୟ ମୂଲ୍ୟରେ ବେଶି କିଛି ତଫାତ ନାହିଁ । ତେଣୁ କେନ୍ଦ୍ର ସରକାରଙ୍କ ଏତେସବୁ ଆସ୍ଫାଳନ କେମିତି ସତ୍ୟ ହେବ ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି । ଗତ ୨୦୧୬ ମସିହାର ବିମୁଦ୍ରାୟନ ଓ ୨୦୧୭ ମସିହାର ସେବା ଓ ଦ୍ରବ୍ୟ କର (ଜିଏସଟି) ଲାଗୁ କରି କେନ୍ଦ୍ର ସରକାର ଦେଶର ଆର୍ଥିକ ବ୍ୟବସ୍ଥାକୁ ସଂପୂର୍ଣ୍ଣ ପଙ୍ଗୁ କରିଦେଇଛନ୍ତି । ଗତ ତିନିମାସ ତଳେ ଆରବିଆଇର ପ୍ରଚାର ଅନୁସାରେ ଏପ୍ରିଲ- ଜୁନରେ ଅଭିବୃଦ୍ଧି ହାର ୧୬.୨ ପ୍ରତିଶତ ହେବ ବୋଲି ଯାହା କହିଥିଲେ ତାହା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଲା । ଗୋଟିଏ ପକ୍ଷରେ ଅଭିବୃଦ୍ଧିର ସ୍ୱପ୍ନ ଅନ୍ୟପକ୍ଷରେ ଦରଦାମ ବା ମୁଦ୍ରାସ୍ପତିକୁ ନିୟନ୍ତ୍ରଣକୁ ଆଣିବାର ବଜାରକୁ ଅର୍ଥ ଛାଡ଼ିବା ଉପରେ ରୋକ ଲଗାଇବାର କାର୍ଯ୍ୟ ଦେଖିବାକୁ ମିଳୁଛି ଯାହାର ପରିଣାମ ସ୍ୱରୂପ ବେକାରୀ ବଢ଼ୁଛି ଲୋକଙ୍କ ରୋଜଗାର ଓ କ୍ରୟଶକ୍ତି ହ୍ରାସ ପାଉଛି । ସର୍ବୋପରି ବଜାର କାରବାର ମଧ୍ୟ ମାନ୍ଦା ହେଉଛି । ଏପରି ଏକ ଅଭାବନୀୟ ସ୍ଥିତି ଉପୁଜିବା ପାଇଁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଓ ଅଜ୍ଞତା ଦାୟୀ । ସମସ୍ତ ବ୍ୟବସ୍ଥାରୁ ନିଜକୁ ନ ମୁକାଳାଇ ପ୍ରତିଦିନ ଅଣ ଆୟକାରୀ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ହାତକୁ ନେଇ ଚାଲିଛନ୍ତି । ସେଥିପାଇଁ ବେକାରୀ ବଢ଼ୁଛି, ରୋଜଗାର କମୁଛି ଓ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି । କେବଳ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ପାଇଁ ଆମ ରାଜ୍ୟ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱର ଭାବରେ କ୍ଷତିଗ୍ରସ୍ତ ହେଉଛି ଓ ଓଡ଼ିଶାର ଜନସାଧାରଣ ଏହାର କୁ ପ୍ରଭାବରେ ହନ୍ତସନ୍ତ ହେଉଛନ୍ତି । ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଦୁଇରେ ଦୁଇ ମିଶିଲେ ୨୨ ବୋଲି ମିଛି ହିସାବ ଦେଉଛନ୍ତି । ଲୋକଙ୍କୁ ମିଛ କହି ପ୍ରଧାନମନ୍ତ୍ରୀ କ୍ଷମତାରେ ରୁହନ୍ତୁ ହେଲେ, ମିଛ ହିସାବ ଓ ଭେଳିକି ପୂର୍ଣ୍ଣ ଆର୍ଥିକ ଅଭିବୃଦ୍ଧିର ବିଭ୍ରାନ୍ତିକର ତଥ୍ୟ ଦେଇ ଦେଶର ଅର୍ଥନୀତିକୁ ଏପରି ଦୁର୍ଗତି ଆଡ଼କୁ ଟାଣି ନ ନିଅନ୍ତୁ ବୋଲି ଶ୍ରୀ କାନୁନଗୋ ମତବ୍ୟକ୍ତ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ ଓ ମୁଖପାତ୍ର ଶ୍ରୀ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।

12 thoughts on “ମିଛ କହି ରାଜନୀତିରେ ସଫଳ ହୋଇପାର ହେଲେ ଆର୍ଥିକ ସ୍ଥିତି ସୁଧରିବ ନାହିଁ”

  1. Zu den besten Online Casinos ohne Einzahlungslimits zählen wir
    derzeit bei GambleGuys Deutschland folgende Portale. Tatsächlich handelt es sich bei zahlreichen sicheren Portalen, die in Curacao (beste casinos), Malta (beste casinos) oder Gibraltar kontrolliert und zugelassen werden, um
    sichere Online Casinos ohne Limit. Und auch gesetzt den Fall, dass Sie sich
    in einem Online Casino befinden, der über eine Lizenz aus Malta
    verfügt und einige Einzahlungslimits führt, können diese, und zwar wie bereits von uns erwähnt, aufgehoben werden, bzw.
    Als Spieler aus Deutschland fragen Sie sich vielleicht, ob dies
    überall gilt, da die Einzahlungslimits in einem offiziell zugelassenen Online-Casino aus
    Deutschland nicht aufgehoben werden können.
    Diese Zahlungsmethoden bieten schnelle Transaktionen und zusätzliche Anonymität beim Ein- und Auszahlen. Die
    Annahme, dass Anbieter ohne deutsche Lizenz unsicher seien, ist falsch.
    Online Casinos ohne Limit bieten Spielern ein besonders freies
    und abwechslungsreiches Erlebnis. Da die Top-Casinos live mit unterschiedlichen Providern zusammenarbeiten, ist für genügend Abwechslung gesorgt.

    References:
    https://online-spielhallen.de/amunra-casino-freispiele-ihr-schlussel-zum-spielspas/

  2. Für Spieler, die sich den attraktiven Willkommensbonus sichern möchten, wird eine Einzahlung
    ab 20€ empfohlen. Je mehr Sie spielen, desto höher steigen Sie auf und desto mehr
    Privilegien und Vorteile erwarten Sie, wie Cashback Boni, Freispiele und vieles mehr.
    Mit einer Mindesteinzahlung von 20€ erhalten Spieler jede Woche 50 Freispiele für ihre Lieblingsslots.
    Powbet ist ein führendes Online Casino, das sich durch eine breite Palette an Casinospielen und Sportwetten auszeichnet.
    Setzt Du mindestens 700 Euro an bestimmten Slots um,
    so kannst Du noch einmal 100 Freispiele zum Ausklang des
    Wochenendes erhalten. Im Anschluss kannst Du Deine Ersteinzahlung vornehmen und dafür
    einen Bonus von bis zu 500 Euro und 200 Freispiele erhalten.
    Insgesamt ist das Treueprogramm eine großartige
    Möglichkeit für Spieler, beim Spielen ihrer Lieblingscasinospiele Belohnungen zu verdienen. Das Casino bietet
    seinen Nutzern Zugang zu Glücksspielen und Sportwetten auf allen Plattformen und
    achtet auch gebührend auf Sicherheitsaspekte.
    Powbet bietet einen Willkommensbonus bis zu 500 € und 200 Freispiele sowie wöchentliche Aktionen. Powbet Casino bietet seinen Spielern eine wettbewerbsfähige Auswahl an Boni, darunter Willkommensbonus, Einzahlungsboni
    und regelmäßige Promotionsaktionen. Zusammengefasst ist Powbet eine
    beeindruckende Online-Glücksspielplattform, die Spielern auf
    der ganzen Welt ansprechende Spiele und sichere Spielumgebungen bietet.

    References:
    https://online-spielhallen.de/n1bet-casino-erfahrungen-mein-umfassender-bericht-nach-10-jahren-spielpraxis/

  3. High chance of showers. Information supplied by Weatherzone based on data provided by
    the Bureau of Meteorology (BOM) Medium chance of showers in the N, slight chance elsewhere.
    Personalise your weather experience and unlock powerful new features.
    Temperature hovers around 28°c and at night it feels like 19°c.
    If you would just like to know what the weather was for a past dates for
    research or education or you are just curious then visit our historical weather of Casino section.
    Winds south to southwesterly 15 to 20 km/h tending south to southeasterly
    20 to 30 km/h during the morning then becoming light during the evening.
    Overnight temperatures falling to between 13 and 16 with daytime temperatures reaching the mid to high 20s.
    Overnight temperatures falling to around 16 with daytime
    temperatures reaching the low to mid 20s. Winds southeasterly 20 to 30 km/h turning southerly 15 to 25 km/h in the evening.
    Winds S 15 to 25 km/h tending SE in the middle of
    the day then becoming light in the late evening. Unlock more weather data and layers options.

    Showers late at night. Afternoon showers. NNW winds shifting to E at
    15 to 25 km/h. Partly cloudy. Skies clearing late.

    References:
    https://blackcoin.co/luck-nation-casino-real-money-pokies-australia/

  4. Binge Android smart device and streaming platform- both were developed
    by Genex Infosys. Users can avail of the service both in monthly and yearly subscription plans.
    On 21 May 2020, the streaming platform launched by
    the name, “Binge”. The Robi/Airtel network is also GPRS/EDGE/3G-enabled, with a growing
    4G network, allowing internet access within its coverage
    area. As of August 2024, Robi has a total of 18,473 Mobile Network
    Tower or BTS across the country.
    Robi is currently the second largest mobile operator in Bangladesh
    in terms of total number of mobile towers or BTS. Mobile network operator Robi Axiata PLC has appointed Rajeev Sethi
    as the company’s chief executive officer from October
    2022. Explore our lucrative offers personalized just for you or make your own packs from EasyPlan!
    Manage up to 5 Secondary Accounts and share monthly plans
    with family members from My Family! It is now the one-stop
    single destination for meeting all your mobile and lifestyle needs with
    just a few taps on your smartphone screen. This helps keep our services free and accessible for everyone.
    Your approach to life is guided by a desire to help and
    inspire others.

    References:
    https://blackcoin.co/baccarat-rules-and-strategies/

  5. The ACMA has also banned a few operators from Australia, going as far as blocking their sites.

    Each province has its own autonomous gambling authority and is free to make its own gambling legislation. The Australian Communications and Media
    Authority is responsible for governing the gambling market in Australia.
    Since its establishment in 2020, Las Atlantis has
    gained widespread appeal across Australia, particularly resonating with gaming enthusiasts in New South Wales and
    Victoria. For assistance, the platform excels with its readily available customer
    service, accessible through both live chat and phone support.

    Brand new casinos bring a level of excitement and uncertainty to the table that interests players.
    While convenient, players should still check to see
    if these casinos maintain proper licensing and security
    measures to protect their interests. The Australian no-verification casinos allow players to get
    started quickly.
    Whether you’re a fan of slot games, live dealer games,
    or classic table games, you’ll find something to suit your taste.
    Ignition Casino, Cafe Casino, and DuckyLuck Casino are
    just a few examples of reputable sites where you can enjoy a top-notch gaming experience.
    Identifying the perfect casino site is a vital step in the process of online gambling.
    Ian grew up in Malta, Europe’s online gaming hub and home of top
    casino regulators and auditors such as eCOGRA and the Malta Gaming Authority.
    With over 5 years of experience, she now leads our team of casino experts at Casino.org and is considered the
    go-to gaming specialist across several markets including the USA, Canada
    and New Zealand. We only recommend regulated casinos that offer
    secure withdrawal methods.

    References:
    https://blackcoin.co/amunra-casino-a-complete-review-of-the-egyptian-themed-gaming-platform/

Leave a Reply

Your email address will not be published. Required fields are marked *