ଭୁବନେଶ୍ୱର : ୧୯୭୯ ମସିହାରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସ୍ଥାପିତ ହୋଇଥିଲା । ନିଗମ ସ୍ଥାପନର ଉଦ୍ଦେଶ୍ୟ, ଏହାର କାର୍ଯ୍ୟରେ ଉନ୍ନତି ସାଙ୍ଗକୁ ବିଭିନ୍ନ ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ନିଗମ ଏହାର କାର୍ଯ୍ୟ ଅବ୍ୟାହତ ରଖିଛି । ଅତିଥି ଦେବୋ ଭବଃ । ଏହି ମର୍ମ ଅନୁସାରେ ଅନ୍ୟ ରାଜ୍ୟ ବା ଦେଶରୁ ଆସୁଥିବା ଅତିଥିମାନଙ୍କୁ ଉଚିତ୍ ଆତିଥେୟତା ପ୍ରଦାନର କରିବା ଓ ସେମାନଙ୍କୁ ଆନୁଷଙ୍ଗିକ ସୁବିଧା ପ୍ରଦାନ ପୂର୍ବକ ଓଟିଡିସିକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଶନିବାର ଦିନ ପୂର୍ବାହ୍ଣରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଆୟୋଜିତ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୩ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିଛନ୍ତି । ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ଓଟିଡିସିର ସଫଳତା ପଛରେ ୪୩ବର୍ଷ ଧରି ଯେଉଁମାନେ ଅକ୍ଳାନ୍ତ ପରିଶ୍ରମ କରି ଏହାକୁ ଉଚ୍ଚତର ସ୍ଥାନକୁ ନେଇଛନ୍ତି, ସେମାନଙ୍କର ତ୍ୟାଗ ଓ ପରିଶ୍ରମକୁ ପାଥେୟ କରି ଓଟିଡିସିର କର୍ମଚାରୀମାନେ ସାଧୁତା ଓ ଏକାଗ୍ରତାର ସହ କାର୍ଯ୍ୟକରି ଏହି ଅନୁଷ୍ଠାନର ସୁନାମ ବଜାୟ ରଖିବାକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଓଡିଶାରେ ଶ୍ରୀକ୍ଷେତ୍ର,ପୁରୀ, କୋଣାର୍କ ମନ୍ଦିର ସହିତ ଭିତରକର୍ଣ୍ଣିକା, ସିମିଳିପାଳ, ମନ୍ଦିରମାଳିନୀ ସହର,ଭୁବନେଶ୍ୱର ଆଦି ପର୍ଯ୍ୟଟନସ୍ଥଳୀବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି । ଇତିମଧ୍ୟରେ ଓଡିଶାରେ ପୁରୁଷ ବିଶ୍ୱକପ୍ହ ଫାଇନାଲ ଆୟୋଜନ, ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଓ ଜୁନିଅର ଓ୍ୱାର୍ଲଡ୍ କପ୍ ହକି ଆୟୋଜନ ସମୟରେ ବିଦେଶରୁ ଆସିଥିବା ଖେଳାଳୀ ଓ ପର୍ଯ୍ୟଟକମାନଙ୍କୁ ଉତ୍ତମ ଆତିଥେୟତା ପ୍ରଦାନ ଯୋଗୁଁ ଓଟିଡିସି ତଥା ଓଡିଶା ସରକାର ପ୍ରଶଂସିତ ହୋଇଛନ୍ତି । ଆସନ୍ତା ବର୍ଷ ୨୦୨୩ ବିଶ୍ୱକପ୍ ହକି ଓଡିଶାରେ ଆୟୋଜିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଡିଟିସି ପ୍ରସ୍ତୁତି ସଠିକ୍ ଭାବରେ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଟିଡିସି ଠାରୁ ଯେଉଁ ଆଶା ରଖିଛନ୍ତି , ପର୍ଯ୍ୟଟକମାନଙ୍କୁ ଉତ୍ତମ ସେବା ପ୍ରଦାନ କରି ସେହି ଆଶା ପୂରଣ କରିବାରେ ସଫଳ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ଯୋଗଦେଇ ବିଭିନ୍ନ ଦୃଷ୍ଟାନ୍ତ ପ୍ରଦାନ କରି ଓଟିଡିସିର ସଫଳତା ସଂପର୍କରେ ଆଲୋକପାତ କରିଥିଲେ । ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳନା ଓ ସେବା ପ୍ରଦାନ କେରଳ, ଉତ୍ତରପ୍ରଦେଶରେ ଥିବା ତତୁଲ୍ୟ ଅନୁଷ୍ଠାନ ଅପେକ୍ଷା କୌଣସିଗୁଣରେ କମ୍ ନୁହେଁ ବୋଲି କହିଥିଲେ । ଓଡିଟିସି ଏହା ଉପଲବ୍ଧ ସୁବିଧାକୁ ପୁନଃ ତର୍ଜମା କରି ଆତିଥେୟତା ପ୍ରଦାନରେ ଅଭିନବତ୍ୱ ଆଣିବା, ଅତିଥିମାନଙ୍କୁ ସମ୍ମାନର ସହ ଓ ସୁରକ୍ଷିତ ରଖିବା ଏବଂ ସୁଖାଦ୍ୟ ପରିବେଷଣ ଉପରେ ଅଧିକ ଧ୍ୟାନ ଦେଲେ ସେମାନେ ଓଡିଶାରୁ ନୂଆ ଅନୁଭୂତି ନେଇଯିବେ ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସଚିନ୍ ରାମଚନ୍ଦ୍ର ଯାଦବ ପ୍ରମୁଖ ଯୋଗଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଓଟିଡିସି ତରଫରୁ ପ୍ରଦାନ କରାଯାଉଥିବା ଭ୍ରମଣ ଓ ପାନ୍ଥନିବାସ ସୁବିଧା ଓ ଆତିଥେୟତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଓଟିଡିସିର ବୁକିଂ ୱେବ୍ ସାଇଟ୍ www.bookodisha.com ଏବଂ ବାର୍ଷିକ ମୁଖପତ୍ର ‘ଏଲିଭେଟିଂ ଏଡିଶା’ ଉନ୍ମୋଚିତ ହୋଇଥିଲା । ଭଲକାମ କରିଥିବା ଓଟିଡିସିର କର୍ମଚାରୀମାନଙ୍କୁ ପୁରସସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ପାନ୍ଥନିବାସ ପରିଚାଳକଙ୍କ ସମେତ ପର୍ଯ୍ୟଟନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
Die Freispiele haben jeweils einen Wert von 0,10€ und mit dem Bonusguthaben kannst du
maximal 5€ pro Spielrunde oder 0,50€ pro Gewinnlinie setzen. Da
der Bonus lediglich für Slots genutzt werden kann,
solltest du dich für den Live Casino Willkommensbonus entscheiden, wenn du lieber an den Live Dealer Tischen spielst.
Einen Bonuscode musst du dafür nicht eingeben, sondern einfach den Bonus auswählen und auf die Mindesteinzahlung von 20€ achten. Wenn dich die Spielautomaten am meisten interessieren,
dann kannst du bei den ersten beiden Einzahlungen mit dem Casino Willkommensbonus profitieren. Alternativ dazu kannst du
auch einen Live Casino Bonus aktivieren oder einen Sportwetten Bonus für deine
Ersteinzahlung.
Für die jeweiligen Bereiche gibt es auch schon bei der Ersteinzahlung einen Bonus.
Dabei stehen dir bei den ersten 4 Einzahlungen bis zu 2.000€ und 300 Freispiele zur Verfügung.
Im Angebot sind sowohl klassische Tischspiele wie Roulette,
Blackjack und Baccarat als auch Poker und andere Karten- oder Würfelspiele.
Besonders das große Sortiment an Herstellern der Casinospiele sorgt für Abwechslung.
Das 30Bet Loyalty-Programm bietet allen VIP-Spielern eine Vielzahl an Vorteilen.
References:
https://online-spielhallen.de/hitnspin-casino-test-bonus-bis-e800-spielen/
Woo Casino – an online gambling website that has
been operating in Australia since 2020. Woo Casino is a modern online platform for those looking for safe, diverse and profitable entertainment.
The minimum deposit is $10 – 20 AUD, and withdrawals
are made within 1-3 days (depending on the method). This
is one of the most famous companies in the field of
online gambling, known for its strict control standards.
The second deposit also activates a 100% bonus and an additional 50
spins.
On the platform every user can find a huge variety of casino games, such as slots, table games, live dealers,
and many others. The platform combines ease of use, a huge selection of
games, stable payouts and a fair bonus policy.
PayID payments withdrawals at Woo casino process within 1-24 hours, with many
Australian players reporting funds hitting their accounts in under
12 hours. The platform partners with Gamblers Help Australia, providing support resources for players requiring
assistance with gambling behaviors.
References:
https://blackcoin.co/betman-casino-a-comprehensive-review-for-australian-gamblers/
Once you’ve met the wagering requirements, you can request a withdrawal using one of
our safe and secure banking methods. We have a wide range of secure, flexible payment methods to suit all types of
preferences. Opening a demo account is quick and easy and you can complete your registration in minutes.
We’re passionate gamers ourselves and we understand the excitement of winning.
They’ll verify your details (we always keep your account secure)
and will then be able to help you log back into your account.
Payment flexibility is another plus, with support for both traditional and cryptocurrency transactions, all processed in euro for local convenience.
Whether you’re an experienced player or just starting, Rocket Casino’s live dealer games provide an engaging and interactive way to enjoy your favorite
table games with the added excitement of real-time gameplay.
With a broad range of real money games, generous bonuses, fast payouts, and excellent customer service, it’s easy to see why
Rocket Casino is a favorite among Australian players. Rocket Casino Australia’s
mobile app allows players to access their favorite games,
make deposits, and claim bonuses wherever they are.
With a diverse range of games, generous bonuses,
and excellent customer support, it offers everything you need
for a complete casino and sports betting experience. For players seeking more excitement, Rocket
Casino also provides live dealer games, where you can play in real time against professional dealers.
Many crash games offer features like manual or automatic cash-out, autoplay, and even multiplayer modes where you
can see other players’ bets and results in real time.
All in all, support at Rocket is attentive to players
and we didn’t encounter any major red flags. It’s
always important to feel like there’s someone to turn to in case of
queries, so helpful customer support is crucial to any player’s
experience. Rocket Casino has many fun games, tournaments, good bonuses, and a VIP program
that seems exciting. One of the pillars of gambling being smooth sailing for players is having your documents in order beforehand.
References:
https://blackcoin.co/what-is-a-high-roller-best-high-roller-online-casinos/
online pokies australia paypal
References:
http://www.alphamokjang.com
paypal casinos online that accept
References:
https://kokitasi.online/bbs/board.php?bo_table=free&wr_id=190