ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟର ୩୬ଟି ସାଂଗଠନିକ ବିଜେପି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି ।
ଜିଲ୍ଲା ସଭାପତି : ଅନୁଗୁଳ – ଦିଲେଶ୍ୱର ପ୍ରଧାନ, ବାଲେଶ୍ୱର – ଉମାକାନ୍ତ ମହାପାତ୍ର, ବରଗଡ – ଅଶ୍ଵିନୀ କୁମାର ଷଡଙ୍ଗୀ, ଭଦ୍ରକ – ହେମନ୍ତ ପାଢୀ, ଭୁବନେଶ୍ୱର – ବାବୁ ସିଂ, ବଲାଙ୍ଗୀର – ଶିବାଜୀ ମହାନ୍ତି, ବୌଦ୍ଧ – ବିପ୍ର ଚରଣ ମହାନ୍ତି, କଟକ ନଗର – ଲଲାଟେନ୍ଦୁ ବଡୁ, କଟକ ସଦର – ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଦେବଗଡ – ଅରୁଣ କୁମାର ସାହୁ, ଢେଙ୍କାନାଳ – ନରେଶ ମହାପାତ୍ର, ଗଜପତି – ବିଧାୟକ କେ. ନାରାୟଣ ରାଓ, ଗଂଜାମ – ଡ.ସୁବାଷ ସାହୁ, ଘୁମୁସର – ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁର – ସତ୍ୟବ୍ରତ ମହାପାତ୍ର, ଯାଜପୁର – ଗୌତମ ରାୟ, ଝାରସୁଗୁଡା – ସୁନୀଲ ପଣ୍ଡା, କଳାହାଣ୍ଡି – ଆର୍ତତ୍ରାଣ ମହାପାତ୍ର, କନ୍ଧମାଳ – ଜଗନ୍ନାଥ ସାହୁ, କେନ୍ଦ୍ରାପଡା – କିଶୋର ପଣ୍ଡା, କେନ୍ଦୁଝର – ଅଂଶୁମାନ ସବୁଜ ମହନ୍ତ ବର୍ମା, ଖୋର୍ଦ୍ଧା – ରଶ୍ମି ରଂଜନ ମହାପାତ୍ର, କୋରାପୁଟ – ସୁମନ୍ତ ପ୍ରଧାନ, ମାଲକାନଗିରି – ନିମାଇ ପାଲ୍, ରାଇରଙ୍ଗପୁର – କୃପାସିନ୍ଧୁ ମହନ୍ତ, ବାରିପଦା- ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ନବରଙ୍ଗପୁର – ଜଗଦୀଶ ବିଶୋଇ, ନୟାଗଡ -ତାପସ ରଞ୍ଜନ ମାର୍ଥା, ନୂଆପଡା – ସୁବ୍ରତ ଠାକୁର, ପୁରୀ – ଆଶ୍ରିତ ପଟ୍ଟନାୟକ, ରାୟଗଡା – ଶିବ ପଟ୍ଟନାୟକ, ସମ୍ବଲପୁର – ଗିରିଶ ପଟେଲ, ସୁବର୍ଣ୍ଣପୁର – ପ୍ରମୋଦ ମହାପାତ୍ର, ସୁନ୍ଦରଗଡ – ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ(ବଣାଇ) – ଅନୀଲ ବାର୍ଲା, ସୁନ୍ଦରଗଡ (ପାନପୋଷ) – ଲତିକା ପଟ୍ଟନାୟକ ବୋଲି ପ୍ରେସ୍ ବାର୍ତା ଜରିଆରେ ଜଣାଇଛନ୍ତି ।