ରାଜ୍ୟସଭା ସାଂସଦ ପଦ ପାଇଁ ଶ୍ରୀ ସୁଜିତ୍ କୁମାର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ରେ ରାଜ୍ୟସଭା ସାଂସଦ ପଦ ପାଇଁ ଶ୍ରୀ ସୁଜିତ୍ କୁମାର ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ନିକଟ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମନ୍ତ୍ରୀ ମଣ୍ତଳ ର ସଦସ୍ୟ ଗଣ ଓ ବିଧାୟକ ବୃନ୍ଦ ଉପସ୍ଥିତ ଅଛନ୍ତି ।