୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଟାନରେ ‘ହର ଘର ତ୍ରିରଙ୍ଗା’

ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପରେ ରାଷ୍ଟ୍ର ଭକ୍ତି ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା…

ଲୋକଙ୍କ ଅଭିଯୋଗ ଶୁଣାଣିକୁ ନେଇ ବିଜୁ ଜନତା ଦଳ ଅସହିଷ୍ଣୁ କାହିଁକି?: ଅନିଲ ବିଶ୍ୱାଳ

ଭୁବନେଶ୍ୱର : ୨୪ବର୍ଷ ଧରି ଯେତେବେଳେ ବିଜୁ ଜନତା ଦଳ ସରକାରରେ ଥିଲା ଓଡିଶା ଲୋକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

ବିଜେପିି ସରକାର ଚାଷୀଙ୍କ ପାଇଁ ସମର୍ପିତ : ମହେଶ୍ୱର ସାହୁ

ଭୁବନେଶ୍ୱର : ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ କୃଷି ଓ କୃଷକମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେଇଛି…

ନୂଆ ସରକାରର ପ୍ରଥମ ବଜେଟ ବିକଶିତ ଓଡିଶାର ମୁଳଦୁଆ ସ୍ଥାପନା କରିଲା: ମନମୋହନ ସାମଲ

ଭୁବନେଶ୍ବର  : ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥକ ବର୍ଷ…

ରୋଜଗାର ଓ ସ୍ୱରୋଜଗାର ପାଇଁ ଅଦ୍ଭୁତପୂର୍ବ ସୁଯୋଗ ଆଣିଛି ଚଳିତ ବର୍ଷର ବଜେଟ: ମନମୋହନ ସାମଲ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଦୃଷ୍ଟିକୋଣରୁ ଗତ ଫେବୃଆରୀ ୧ ତାରିଖ ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ ଏକ…

କୃଷି ଓ କୃଷକଙ୍କ ବିକାଶ ପାଇଁ ସଂକଳ୍ପବଦ୍ଧ ବିଜେପି ସରକାର: ମନମୋହନ ସାମଲ

ଭୁବନେଶ୍ୱର : ନୟାଗଡ଼ ଜିଲାର ବହୁ ପ୍ରତୀକ୍ଷିତ “ବୃତଙ୍ଗ ଜଳସେଚନ ପ୍ରକଳ୍ପ”କୁ ମୋଦି ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି…

କଂଗ୍ରେସ ଡଙ୍ଗାରେ ବିଜେଡି

ଭୁବନେଶ୍ୱର : ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ ମୁହଁରେ କଂଗ୍ରେସର ସ୍ୱର ପ୍ରତିଧ୍ୱନିତ ହୋଇଛି । ଲୋକସଭାରେ ବଂଶ…

ଭାରତବର୍ଷର ଦଶା ଓ ଦିଶା ପରିବର୍ତ୍ତନର ମହାନାୟକ ଥିଲେ ଶ୍ୟାମାପ୍ରସାଦ : ବାଚସ୍ପତି ଶ୍ରୀମତୀ ପାଢ଼ୀ

ଭୁବନେଶ୍ୱର: ଜଣେ ଶିକ୍ଷାବିତ୍‌, ସଂସ୍କୃତି ଗବେଷକ, ଦୂରଦୃଷ୍ଟିସଂପନ୍ନ ପ୍ରତିବଦ୍ଧ ରାଜନେତା ଭାବରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତ ଇତିହାସରେ ଅବିସ୍ମରଣୀୟ ବ୍ୟକ୍ତିତ୍ୱ…

ନବନିର୍ବାଚିତ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ବିଧାନସଭା : ନବନିର୍ବାଚିତ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ବିଧାନସଭା କକ୍ଷରେ ତାଙ୍କ ଆସନକୁ ପାଛୋଟି ନେଉଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ…

ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା “ପଞ୍ଜୁରୀ ଭିତରେ ଶୁଆକୁ କଥା କୁହାଇବା” ଭଳି ଲାଗୁଛି

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବନ୍ଧନ କରି ରଖାଯାଇଛି । ବିଗତ କିଛି ଦିନ ହେଲା ଘଟୁଥିବା ଅନେକ…