ଭୁବନେଶ୍ୱର:କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ଓଡ଼ିଶାର ଚାଷୀଙ୍କ ବୀମାରାଶି ସମେତ ବିଭିନ୍ନ ସମସ୍ୟା ନେଇ ବିସ୍ତୁତ ଆଲୋଚନା କରିବା ସହ ଏ ସଂକ୍ରାନ୍ତୀୟ ଏକ ଚିଠି ପ୍ରଦାନ କରିଛନ୍ତି । ଓଡ଼ିଶା ସମେତ ବରଗଡ଼ ଜିଲ୍ଲା ଓ ପଦ୍ମପୁର ଅଞ୍ଚଳର ଚାଷୀଙ୍କ ବୀମାରାଶି ଏବଂ ରାଜ୍ୟ ସରକାର ଓ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ଓ ଫସଲ ବୀମାରାଶି ତଥା ହିତାଧିକାରୀଙ୍କ ତଥ୍ୟ ବିଷୟରେ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର ଚାଷୀଙ୍କ ସମସ୍ୟାକୁ ବୁଝିବା ସହ ବିଭାଗୀୟ ଅଧିକାରୀଙ୍କୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବରଗଡ଼ ଗସ୍ତ ସମୟରେ ସେଠାକାର ଚାଷୀମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ଚୟନ କରାଯାଇଥିବା ଏଚଏଡିଏଫସି ଆର୍ଗୋ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ମାଧ୍ୟମରେ ୨୦୨୧ ଖରିଫ ଋତୁର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବୀମାରାଶିକୁ ପୁଣି ଥରେ ସମୀକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହିତାଧିକାରୀଙ୍କୁ ବୀମାରାଶି ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ଏଚଡିଏଫସି ଆର୍ଗୋ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ବରଗଡ଼ ଜିଲ୍ଲାର ପାଇକମାଳ, ଝରାବନ୍ଧ, ପଦ୍ମପୁର, ଗାଇସିଲେଟ୍, ସୋହେଲା ଏବଂ ବିଜେପୁର ବ୍ଲକରେ ୨୦୨୧ ଖରିଫ ଋତୁରେ ମରୁଡି ପରିସ୍ଥିତି ଯୋଗୁଁ କ୍ଷୟକ୍ଷତି ହୋଇଥିବା ଚାଷର ବୀମା ଅର୍ଥ ବହୁତ କମ୍ ପ୍ରଦାନ କରିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ । ଓଡ଼ିଶା ସରକାର ଓ ବୀମା କମ୍ପାନୀ ଦ୍ୱାରା ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ତଥ୍ୟ ଯୋଗୁଁ ସ୍ୱଳ୍ପ ବୀମାରାଶି ମିଳିଥିବା ସେମାନେ କହିଥିଲେ । ରାଜ୍ୟରେ ଫସଲ ଅମଳ ପରୀକ୍ଷା କରିବାର ଦାୟିତ୍ୱ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ଏବଂ ଯୋଜନା ଏବଂ ସମନ୍ୱୟ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏଡିଏମଙ୍କୁ ଏହାର ତଦାରଖ ଦାୟିତ୍ୱ ଦିଆଯାଇଛି । ପରିତାପର ବିଷୟ, ଫସଲ ଅମଳ ପରୀକ୍ଷା ବୈଜ୍ଞାନିକ ପଦ୍ଧତିରେ କରାନଯିବା ରାଜ୍ୟ ସରକାରଙ୍କ ଅଧିକାରୀ ଏବଂ ବୀମା କମ୍ପାନୀ ମଧ୍ୟରେ ଥିବା ଅସାଧୁ ମେଣ୍ଟକୁ ସ୍ପଷ୍ଟ କରୁଛି । ଫଳସ୍ୱରୂପ ଅନେକ ଗ୍ରାମ ପଞ୍ଚାୟତରେ ୭୬.୫୬ ହାରରେ ବୀମାରାଶି ମିଳିବାର ଆଶା କରାଯାଉଥିବା ବେଳେ ମାତ୍ର ୫ ପ୍ରତିଶତ ବୀମାରାଶି ପୈଠ କରାଯାଇଛି । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବେସରକାରୀ ବୀମା କମ୍ପାନୀ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ମିଶି ଫସଲ ଅମଳ ପରୀକ୍ଷାରେ ହେରଫେର୍ କରିଥିବା କାରଣରୁ ଅପେକ୍ଷାକୃତ କମ୍ ବୀମାରାଶି ପୈଠ କରାଯାଇଛି । ସ୍ଥାନୀୟ ପ୍ରଶାସନର ଉଦାସୀନତା ଏବଂ ବେସରାକରୀ କମ୍ପାନୀ ଏଚଡିଏଫସିର ଚଞ୍ଚକତା କାରଣରୁ ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାଟମଣା ହୋଇଛି । ଏହାକୁ ଗୁରୁତ୍ୱର ସହ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି । ବ୍ୟକ୍ତିଗତ ସ୍ତରରେ ଏହାକୁ ତଦନ୍ତ କରିବା, ପିଏମ ଫସଲ ବୀମା ଯୋଜନାକୁ ସଠିକ୍ ରୂପେ କାର୍ଯ୍ୟକାରୀ କରିବା, ଫସଲ ଅମଳ ପରୀକ୍ଷାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଚଞ୍ଚକତା ଓ ରାଜ୍ୟରେ ପିଏମ ଫସଲ ବୀମା ଯୋଜନାରେ ଅନ୍ତର୍ଭୃକ୍ତ କରାଯାଇଥିବା ବେସରକାରୀ ବୀମା କମ୍ପାନୀର ପରିଚାଳନା ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ନେଇ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କ ସୁରକ୍ଷା କବଚ । ଏହି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥିବା ଫସଲ ପାଇଁ ଚାଷୀଙ୍କୁ ୧ ଲକ୍ଷ ୨୪ ହଜାର କୋଟିରୁ ଅଧିକ ଟଙ୍କା ବୀମାରାଶି ବ୍ୟାଙ୍କ୍ ଖାତାରେ ଜମା କରାଯାଇସରିଛି । ଏହି ଯୋଜନାରେ ବୀମା କମ୍ପାନୀର ଚୟନ ରାଜ୍ୟ ସରକାରମାନେ କରନ୍ତି । ଓଡ଼ିଶାରେ ମଧ୍ୟ ବୀମା କମ୍ପାନୀର ଚୟନ ଓଡ଼ିଶା ସରକାର କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଲେ ରାଜ୍ୟ ସରକାର ସର୍ବେକ୍ଷଣ କରି ଏହାକୁ ବୀମା କମ୍ପାନୀ ସହ ତଥ୍ୟ ପ୍ରଦାନ କରିବେ । କମ୍ପାନୀ ଓ ସରକାରର ଆକଳନ ସଠିକ୍ ରହିଲେ କେନ୍ଦ୍ର ସରକାର ସେହି ବିଷୟରେ ହସ୍ତକ୍ଷେପ କରନ୍ତି ନାହିଁ । ଓଡ଼ିଶାର ଯେବେ ବି ସମସ୍ୟା ଉତ୍ପନ୍ନ ହୋଇଛି କେନ୍ଦ୍ର ସରକାର ହସ୍ତକ୍ଷେପ କରି ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି । ବରଗଡ଼ ଜିଲ୍ଲାର ଚାଷୀ ସମସ୍ୟା ଭାରତ ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଏହାର ସମାଧାନ କରାଯାଇଛି । ରାଜ୍ୟ ସରକାର ବୀମା କମ୍ପାନୀ ଠାରୁ ହିତାଧିକାରୀଙ୍କ ପଇସା ପ୍ରଦାନ କରନ୍ତୁ । ଚାଷୀଙ୍କ ବିଷୟ ତଥା ପିଏମ ଫସଲ ବୀମା ଯୋଜନାର ରାଜନୀତିକରଣ କରିବା ଉଚିତ୍ ନୁହେଁ । ଆମ ପ୍ରାଥମିକତା ଚାଷୀଙ୍କ ହିତ ଦୃଷ୍ଟିରେ ରହିବା ଉଚିତ୍ ଏବଂ ଭାରତ ସରକାର ସବୁବେଳେ ଚାଷୀଙ୍କ ହିତରେ ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ସରକାର ମଧ୍ୟ ପଞ୍ଚାୟତ ସ୍ତରରେ ଫସଲ କ୍ଷୟକ୍ଷତି ନେଇ ପରୀକ୍ଷା କରିବା ସହ କେନ୍ଦ୍ରକୁ ଅବଗତ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
Wenn Sie mit echtem Geld spielen, lassen sich Gewinne
auch problemlos wieder auszahlen. Vergessen Sie natürlich
auch hier wieder nicht Ihren Bonus ohne Einzahlung, der in Form von Startguthaben oder Freispielen vergeben werden kann.
Als Slot Liebhaber haben Sie sicher Freude an Freispielen ohne
Einzahlung! Kostenlos spielen können Sie am besten mit einem
Bonus ohne Einzahlung. Auch Bestandsspieler werden in Top Online Casinos immer wieder belohnt.
Casinoboni gibt es wie Sand am Meer, aber nicht
jeder Casinobonus sollte beansprucht werden. Schließlich melden wir uns bei
den besten Online Casinos Seiten an, um ihre Spiele zu spielen. Während einige Glücksspielfans am Wochenende lieber ausgehen und an einarmigen Banditen spielen, bevorzugen die anderen von zuhause aus im Online Casino zocken.
Sowohl der Bonus als auch die Freispielgewinne müssen innerhalb
von 30 Tagen mindestens 50-mal umgesetzt werden. Ihr könnt dieses Gratis-Guthaben auf bestimmte Casinospiele oder Wetten verwenden und so den Bonus ohne Risiko testen. Ein Online Casino Bonus
ohne Einzahlung (auch No Deposit Bonus) wird sofort nach der Registrierung gutgeschrieben, ohne dass
eine Echtgeld-Einzahlung erforderlich ist. Freispiele ohne
Einzahlung sind die Einhörner unter den Casino Boni – kaum anzutreffen und heiß begehrt.
Wir haben die besten kostenlosen Willkommensangebote für Sie zusammengetragen,
also schauen Sie einfach auf unsere Liste und schon kann das Abenteuer losgehen!
References:
https://online-spielhallen.de/cocoa-casino-cashback-holen-sie-sich-ihr-geld-zuruck/
Matt is a casino and sports betting expert with over two
decades’ writing and editing experience. We only recommend
sites which are proven to be fair and safe. We evaluate the deposit and withdrawal methods and
limits, and uncover any hidden conditions. If we recommend a casino
to you, rest assured you’ll be able to withdraw your winnings with
ease. Higher payout rates – or Return to Player (RTP) percentages – mean better chances of winning and more value for your money.
The best PayID online casinos offer instant payments.
Think of these as returning-player boosts on specific days or promos at the best online casinos for Australians.
The best online casinos in Australia match a slice of your first deposit (sometimes multiple deposits), boosting your
bankroll from the jump.
In search of the best casino games online, you will have to go beyond the borders of
Australia. If those are intact, you can expect a
pleasant experience when gambling for real money. For that purpose, we
will present some of the crucial pros and cons of real money casino Australia.
Our expert team has analyzed the best offshore casinos that
comply with safety regulations and offer secure, enjoyable gambling experiences.
Players can indulge in an array of exciting
opportunities envisioned by Royal Reels through its extensive game catalog, featuring both classic
and innovative pokies. Dedicated to transparency and player security, Royal Reels has incorporated cutting-edge SSL encryption technology to protect all transactions and personal data.
Royal Reels Casino operates under a valid
license issued by the regulatory authorities within the Philippines, ensuring full compliance with international gambling
laws. Since its inception, Royal Reels Casino has
grown to become a cornerstone of online gaming in Australia.
Premier Australian casino with exclusive pokies and generous bonuses Discover
the ultimate gaming hub for Australian players. The user-friendly interface, responsive customer support, and attractive bonuses further enhance the overall appeal of the casino.
The live chat feature allows for instant communication with a support representative, providing real-time solutions to
player concerns. The availability of these diverse communication channels ensures that players can have their questions resolved swiftly and efficiently, enhancing their overall
satisfaction with the casino’s services. Players can easily reach out to Royal Reels Casino through multiple customer support options, including a comprehensive FAQ section that addresses common queries
and concerns, ensuring a seamless and efficient communication experience.
Their commitment to cyber defense includes regular security updates and monitoring for potential breaches,
safeguarding players’ personal and financial information. It’s important for players to note that certain payment methods, such
as bank transfers, may incur additional costs. The platform
supports direct bank transfers for those who prefer this method, ensuring a seamless experience
for all users.
online australian casino paypal
References:
makeshare.org
online casino mit paypal
References:
https://kabayan.kr/bbs/board.php?bo_table=free&wr_id=64