
ଭୁବନେଶ୍ଵର : ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ମଙ୍ଗଳବାର ଦିନ ଠାରୁ ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ମେଳା-୨୦୨୬ ଆରମ୍ଭ ହୋଇଛି । ବିଭିନ୍ନ ରାଜ୍ଯର ହସ୍ତଶିଳ୍ପ ସାମଗ୍ରୀ ଏଠାରେ ମିଳିଛୁ । ବସ୍ତ୍ର ମେଳାରେ ଅତି ସୁନ୍ଦର ସୁନ୍ଦର ଡିଜାଇନ୍ ଏବଂ ଷ୍ଟାଇଲ୍ ର ହସ୍ତଶିଳ୍ପ ସାମଗ୍ରୀ ମିଳୁଛି । ଆସନ୍ତା ଅପ୍ରେଲ ମାସ ପର୍ଯ୍ୟନ୍ତ ଏହି ମେଳା ଚାଲିବ ବୋଲି ସୂଚନା ମିଳିଛି ।

