ଖୁବଶୀଘ୍ର ପେନସନ୍ ଅଦାଲତ ଅନୁଷ୍ଠିତ ହେବ,ମୁଖ୍ୟ ଶାସନ ସଚିବଙ୍କ ସମେତ ୭ ଜଣ ବରିଷ୍ଠ ଅଧିକାରୀ ଅଦାଲତ କରିବେ

ଭୁବନେଶ୍ୱର:ସରକାରୀ ଚାକିରିଆମାନଙ୍କ ନିମନ୍ତେ ଖୁସି ଖବର । ବିଭିନ୍ନ ପଦବୀରେ ସରକାରୀ ଚାକିରିଆ ଭାବେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ନୀୟମାନୁଯାୟୀ ସମୟ ଭିତ୍ତିକ ପଦୋନ୍ନତି ଏବଂ ଚାକିରୀରୁ ଅବସର ଗ୍ରହଣ ପରେ ସହଜରେ ସେମାନଙ୍କୁ ପେନସନ୍ ପ୍ରଦାନ ନିମନ୍ତେ ବର୍ତ୍ତମାନ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଚାକିରିରୁ ଅବସର ଗ୍ରହଣ ପରେ ଦୀର୍ଘ ଦିନଧରି ପେନସନ୍ ପାଇନଥିବା କର୍ମଚାରୀମାନେ ଏଣିକି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍ ନିମନ୍ତେ ଆବେଦନ କରିପାରିବେ । ଏଥି ନିମନ୍ତେ ସମସ୍ତ ସହଯୋଗ କରିବାକୁ ବିଭିନ୍ନ ବିଭାଗର ନିର୍ଦ୍ଦେଶକଙ୍କ ମାଧ୍ୟମରେ ସଂପୃକ୍ତ ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଖୁବଶୀଘ୍ର ପେନସନ୍ ଅଦାଲତ ଅନୁଷ୍ଠିତ ହେବ । ଏଥି ନିମନ୍ତେ ତାରିଖ ଓ ସ୍ଥାନ ଘୋଷଣା କରାଯିବ । ଏଥିପୂର୍ବରୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରୁ ଅବସର ଗ୍ରହଣ କରି ପେନସନ୍ ପାଇନଥିବା କର୍ମଚାରୀଙ୍କୁ ଯୋଗାଯୋଗ କରି ସମସ୍ତ ଆବଶ୍ୟକୀୟ କାଗଜପତ୍ର ନିମନ୍ତେ ସହଯୋଗ କରିବେ । ଏଥି ନିମନ୍ତେ ପ୍ରତି କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲାଯିବ । ଏହାଦ୍ୱାରା କର୍ମଚାରୀମାନେ ସହଜରେ ଆବଶ୍ୟକୀୟ ପେନସନ୍ କାଗଜପତ୍ର ପ୍ରଦାନ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ, ପଂଚାୟତି ରାଜ, ଗୃହ, ଗ୍ରାମ୍ୟ ଉନ୍ନୟନ ଓ ଜଙ୍ଗଲ ବିଭାଗରେ ଅଧିକ ସଂଖ୍ୟକ କର୍ମଚାରୀ ଥିବାରୁ ଏଥି ନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ପରାମର୍ଶ ଦିଆଯାଇଛି । ସଂପୃକ୍ତ ବିଭାଗର ନିର୍ଦ୍ଦେଶକମାନେ ସେମାନଙ୍କ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଏଥି ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ଏପରିକି ବିଭିନ୍ନ ତଥ୍ୟ ଅଭାବରୁ, ବୟସାଧିକ, ସ୍ୱାମୀ କିମ୍ୱା ସ୍ତ୍ରୀଙ୍କ ମୃତ୍ୟୁ କାରଣରୁ ପେନସନ୍ରୁ ବଞ୍ଚିତ କର୍ମଚାରୀଙ୍କ ଘରୁ ପେନସନ୍ ପତ୍ର ସଂଗ୍ରହ କରିବାକୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟର ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ନିମନ୍ତେ ଆବଶ୍ୟକ ପଡିଲେ ଅନଲାଇନ ମାଧ୍ୟମରେ ପେନସନ୍ ପତ୍ର ସଂଗ୍ରହ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ଏତତ୍ ବ୍ୟତୀତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିୟମାନୁଯାୟୀ ଯୋଗ୍ୟତା ଭିତ୍ତିକ ପଦୋନ୍ନତି ନିମନ୍ତେ ମଧ୍ୟ ଅଦାଲତ ଅନୁଷ୍ଠିତ ହେବ । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ସମେତ ୭ ଜଣ ବରିଷ୍ଠ ଅଧିକାରୀ ଅଦାଲତ କରିବେ । ସେମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରାଯିବ । ତିନି ଦିନ ଧରି ଏହି ଅଦାଲତ ଅନୁଷ୍ଠିତ ହେବ ।  ଏଥି ନିମନ୍ତେ ତାରିଖ ଓ ସ୍ଥାନ ଘୋଷଣା କରାଯିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ବିଭିନ୍ନ ବିଭାଗୀୟ ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

5 thoughts on “ଖୁବଶୀଘ୍ର ପେନସନ୍ ଅଦାଲତ ଅନୁଷ୍ଠିତ ହେବ,ମୁଖ୍ୟ ଶାସନ ସଚିବଙ୍କ ସମେତ ୭ ଜଣ ବରିଷ୍ଠ ଅଧିକାରୀ ଅଦାଲତ କରିବେ”

  1. Besonders beliebt sind die neuesten Spielautomaten, die regelmäßig aktualisiert werden und exklusive Themen bieten. Neospin bietet eine
    beeindruckende Spielauswahl, die sowohl klassische als auch innovative Slots umfasst.
    Es umfasst verschiedene Angebote, die den Einstieg im Casino
    erleichtern und den Spielern zusätzliche Gewinnchancen bieten. Neben den klassischen Slots bietet Ricky Casino auch ausgewählte Sportwetten-Optionen, die es Spielern ermöglichen, auf eine breite Palette von Veranstaltungen zu setzen. Es bietet eine breite Palette
    an Lizenzierungen und ist somit ein vertrauenswürdiger Anbieter für
    Spieler. Es ist entscheidend, illegale Online Casinos zu meiden, da diese oft durch verweigerte Gewinnauszahlungen und das Fehlen einer staatlichen Glücksspiellizenz auffallen.
    Das sind fraglos einige der Besten ihres Fachs, die sowohl in puncto Masse als auch Qualität viel zu bieten haben. Casino.org ist die
    weltweit führende unabhängige Online-Gaming-Autorität, die seit 1995 vertrauenswürdige Anleitungen, Bewertungen und
    Informationen für Online-Casinos anbietet. Auf dem Schweizer Markt für Live Casinos
    sind besonders die beiden Softwareanbieter Evolution und Pragmatic Play Live führend.
    Diese Quellen bieten dir umfassende Analysen zu
    wichtigen Aspekten wie Sicherheit, Spielqualität, Kundenservice und Lizenzierung der
    Plattformen. Als Experten wissen wir, dass es wichtig ist, diese Aspekte nicht isoliert, sondern im Zusammenspiel zu betrachten.

    References:
    https://online-spielhallen.de/legiano-casino-erfahrungen-ein-umfassender-uberblick/

  2. In this section, you will find all the available bonuses and
    promos. These bonuses are extremely helpful and useful at the beginning.

    You will find tons of different activities in this reliable
    online casino.
    Skycrown Australia is committed to providing a secure and enjoyable environment for all players.
    Join Skycrown AU today and elevate your gaming experience to new
    heights. This efficiency allows players to enjoy their winnings without unnecessary delays.
    Understanding the importance of seamless financial transactions, the platform ensures fast
    payouts, with an average cash–out time of just
    10 minutes. Welcome to Skycrown, where entertainment meets excellence in the realm
    of online gaming. Skycrown online casino 2025 © Stratnova Holdings S.A.,
    28 Oktovriou 243, Floor 5, Office 504, Limassol, Cyprus (HE387650)

    References:
    https://blackcoin.co/65_the-top-5-usa-online-casino-vip-programs-2022-exclusive-list_rewrite_1/

  3. These games are over 6500 in number and are selected considering every player’s taste and preference.
    The team members played some of the games in demo mode first and then using real money.

    The most loved bonuses are Richard Casino no deposit bonus, free spins, free chips and cashback.

    Launched in 2023, this casino is exemplary for providing its
    players with the richest and most exquisite entertainment.
    Higher tiers get no-wagering bonuses and further benefits including event invites.
    He offers a balanced gaming environment that
    values both entertainment and responsible gaming by means of strong security measures and app for mobile play.

    Before signing up for an online casino, it’s
    important to know all the key details. Whether you’re a seasoned
    player or just getting started, this casino has
    something for everyone. Indeed, several promotions such high roller and reload bonuses call for bonus codes
    like HIGH and WEEKEND. You might play through a downloaded official
    app or your mobile browser. There are over 200 jackpot games available, offering massive win potential.
    The lack of an app doesn’t diminish the mobile experience, making Richard Casino
    app just as powerful on the go.
    Every bonus requires a different bonus code and minimum deposit.

    Sometimes, these bonuses are sent via personalized messages, so keep a check on your mail and messages regularly.

    Richard Casino is quite famous for its generous no deposit bonus codes.

    This package is spread across a player’s first three deposits
    and by claiming it, he can receive up to A$5000 and 300 Free Spins.
    A huge remunerative welcome package awaits all eligible new players
    at Richard Casino. Richard Casino is home to several leading game providers in the gaming industry.

    References:
    https://blackcoin.co/top-10-popular-casino-games-trends-innovations-in-igaming/

Leave a Reply

Your email address will not be published. Required fields are marked *