କଂଗ୍ରେସ ଭାରତର ଆତ୍ମା- ଶରତ ପଟ୍ଟନାୟକ

ଭୁବନେଶ୍ୱର :ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବୁଧବାର ଦିନ ଭାରତୀୟ ଜାତୀୟ କଂଗ୍ରେସର ୧୩୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କଂଗ୍ରେସ ଭବନ ପରିସରରେ ଆୟୋଜିତ ଉତ୍ସବରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଦଳୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତକୁ ସ୍ୱାଧୀନତା ଦେଇଥିଲା । ଦେଶ ସ୍ୱାଧୀନ ହେବାବେଳକୁ ଭାରତରେ ଛୁଞ୍ଚି କାରଖାନାଟିଏ ମଧ୍ୟ ନଥିଲା । ସ୍ୱାଧୀନତାର ପରବର୍ତୀ ସମୟରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କଂଗ୍ରେସ କ୍ଷମତାକୁ ଆସିବା ପରେ ୧୯୪୮ ମସିହାରେ ଦେଶର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟି, ଆଇଆଇଏମ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବୃହତର ନଦୀବନ୍ଧ ଯୋଜନା ଠାରୁ ଆରମ୍ଭ କରି ଜଳସେଚନ, ବିଦ୍ୟୁତ ଉତ୍ପାଦନ ଏବଂ ବହୁ ରାଷ୍ଟ୍ରୀୟ ଉଦ୍ୟଗ ସ୍ଥାପନ କରିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ସ୍ୱାବଲମ୍ବି କରିବା ସହିତ ବିଶ୍ୱଦରବାରରେ ନିଜର ପରିଚୟ ମଧ୍ୟ ସୃଷ୍ଟି କରିପାରିଥିଲା । ଓଡ଼ିଶାରେ ଯେଉଁ ରାଉରକେଲା ଷ୍ଟିଲପ୍ଲାଣ୍ଟ, ପାରଦ୍ୱୀପ ବନ୍ଦର, ହୀରାକୁଦ ଡ୍ୟାମ ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ପରବର୍ତୀ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୁର ଏ ଦେଶର କୃଷକ ଏବଂ ସୈନିକଙ୍କ ଉଦ୍ଦେଶ୍ୟରେ ଗୋଟିଏ ନାରା ଦେଇଥିଲେ “ଜୟ ଜବାନ ଜୟ କିଷାନ” କୃଷକ ଏବଂ ସୈନିକ ବିନା ଏକ ରାଷ୍ଟ୍ର ନିର୍ମାଣ ଓ ରାଷ୍ଟ୍ରର ସୁରକ୍ଷା ସମ୍ଭବ ନୁହେଁ ବୋଲି ଆଜକୁ ୫୭ ବର୍ଷ ପୂର୍ବରୁ କଂଗ୍ରେସ ଏ ଦେଶ ଉଦେଶ୍ୟରେ ବାର୍ତା ଦେଇଥିଲେ । ଠିକ୍ ସେହିଭଳି ଇନ୍ଦିରାଜୀଙ୍କ ସମୟରେ ବ୍ୟାଙ୍କ ଜାତୀୟକରଣ, ଆଣବିକ ପରୀକ୍ଷା ଏବଂ ଭାରତବର୍ଷକୁ ଆଣବିକ ରାଷ୍ଟ୍ରରୂପେ ପରିଗଣିତ କରାଇବା ସହିତ କୃଷି କ୍ଷେତ୍ରରେ ସବୁଜ ବିପ୍ଳବ, ଦୁଗ୍ଧ ବନ୍ୟା ଏବଂ ତୈଳବୀଜ କ୍ଷେତ୍ରରେ ଏକ ବିପ୍ଳବ ଆଣିଥିଲେ । ଯଦ୍ୱାରା ଭାରତବର୍ଷ ଖାଦ୍ୟଶସ୍ୟରେ ସ୍ୱାବଲମ୍ବି ହୋଇଥିଲା । ରାଜୀବ ଗାନ୍ଧୀଙ୍କ ପ୍ରଧାନ ମନ୍ତ୍ରୀତ୍ୱ ସମୟରେ ବୈଷୟିକ ଜ୍ଞାନ,କାରିଗରି, ଟେଲିକମ୍ୟୁନିକେସନ ଠାରୁ ସୁପର କମ୍ପ୍ୟୁଟର ପର୍ଯ୍ୟନ୍ତ କୌଶଳରେ ଦେଶକୁ ସମୃଦ୍ଧ କରି ବିକାଶ ଦିଗକୁ ନେବା ଓ ଯୁବକ ଯୁବତୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରାଧିକାର ଦେବା ଆଦି ଉଲେଖନୀୟ କାର୍ଯ୍ୟ କରାଯାଇପାରିଥିଲା । କଂଗ୍ରେସ ସର୍ବଦା ଦେଶବାସୀଙ୍କ ସହିତ ରହିଅଛି । କଂଗ୍ରେସ ଭାରତ ବର୍ଷର ଆତ୍ମା । କଂଗ୍ରେସକୁ ଛାଡ଼ି ଆଜିର ଭାରତବର୍ଷର ପରିକଳ୍ପନା କରାଯାଇ ପାରିନଥାନ୍ତା । ଆଜି ଯେଉଁମାନେ ନୂଆ ଇତିହାସ ଲେଖିବା ପାଇଁ ଚାହୁଁଛନ୍ତି ସେମାନେ ୨୦୧୪ରୁ ଇତିହାସ ଲେଖିବେ ନା ୧୮୮୫ରୁ ଇତିହାସ ଲେଖିବେ ନା ୧୯୪୭ ମସିହାରୁ ଇତିହାସ ଲେଖିବେ । ମନମୋହନ ସିଂଙ୍କ ସରକାର ସମୟରେ ଖାଦ୍ୟ ସୁରକ୍ଷା ଯୋଜନା, ସୂଚନା ଅଧିକାର, ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ଯୋଜନା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଜନାବିମୁଖି ନିଷ୍ପତି ନିଆଯାଇଥିଲା । ସହରାଂଚଳର ବସ୍ତି ବାସନ୍ଦାଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ, ବିଦ୍ୟୁତ ଯୋଜନା, ପକ୍କା ରାସ୍ତା, ଚିକିତ୍ସା ବ୍ୟବସ୍ଥା ସହିତ ସେମାନଙ୍କ ପାଇଁ ପକ୍କାଘର ଯୋଜନା କଂଗ୍ରେସ ସରକାର କରିଥିଲା । ଆଜି ଯେଉଁମାନେ ମହିଳା ସ୍ୱୟଂସହାୟିକା ଗୋଷ୍ଠି କଥା କହୁଛନ୍ତି ତାହା ପିଭିନରସିଂହ ରାଓଙ୍କ ସରକାର ସମୟରେ ଆରମ୍ଭ କରାଯାଇଥିଲା । ଆଜି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ କନ୍ୟାକୁମାରୀ ଠାରୁ କାଶ୍ମିର ପର୍ଯ୍ୟନ୍ତ ଦୀର୍ଘପଥ ଭାରତ ଯୋଡ଼ ଯାତ୍ରାରେ ବାହାରି ଦେଶବାସୀଙ୍କ ସହ ଯୋଡ଼ି ହୋଇ କଂଗ୍ରେସର ବିଚାରଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି । କଂଗ୍ରେସ ଦେଶବାସୀଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ବେଳେ ଆଜି ରାଜ୍ୟରେ ଏକ ସ୍ଥାଣୁ ସରକାର ଚାଲିଛି । ଚାଷୀ ଆଜି ନିଜର ଉତ୍ପାଦିତ ଦ୍ରବ୍ୟକୁ ଠିକ୍ ଭାବରେ ବିକ୍ରି କରିପାରୁ ନାହିଁ । ହଜାର ହଜାର ବେକାର ଯୁବକଯୁବତୀ ଚାକିରୀ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି । ମା’ ମାନଙ୍କ ବଳରେ ଦୀର୍ଘ ବର୍ଷର ଶାସନନର ସ୍ୱପ୍ନ ଦେଖୁଥିବା ବିଜୁ ଜନତା ଦଳର ମୁଖ୍ୟାଙ୍କୁ ପଚାରିବାକୁ ଚାହେଁ ଆଜି ଓଡ଼ିଶା କାହିଁକି ମହିଳା ଉତ୍ପୀଡ଼ନରେ ଦେଶର ପ୍ରଥମ ରାଜ୍ୟଭାବେର କାହିଁକି ଅପବାଦ ମୁଣ୍ଡାଉଛି । ଏ ରାଜ୍ୟର ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁହାର ଆଜି ଉଦ୍‌ବେଗଜନକ । ଦୀର୍ଘ ଦୁଇମାସ ଧରି ଅଙ୍ଗନୱାଡ଼ି କର୍ମୀ, ଆଶକର୍ମୀ, ପାରା ଶିକ୍ଷୟତ୍ରୀ ମାସ ମାସ ଧରି ଶୀତ କାକରରେ ରାଜଧାନୀର ରାଜରାସ୍ତାରେ କାହିଁକି ପଡ଼ିରହୁଛନ୍ତି । ଏମାନେ ଏ ରାଜ୍ୟର ମହିଳାକି ନୁହଁନ୍ତି ? ୨୨ ବର୍ଷ କାଳ ଧରି ଏ ରାଜ୍ୟର ଯୁବକ, ଚାଷୀ, ମହିଳା, ନିମ୍ନ ଆୟକାରୀ ବର୍ଗ, ଗରିବ ଖଟିଖିଆ ମୂଲିଆ ଆଜି ସମସ୍ତେ ଘୋର ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି । କଂଗ୍ରେସ ଏହି ପ୍ରତିଷ୍ଠା ଦିବସରେ ମୁଁ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଏବଂ ପ୍ରତିଜ୍ଞା କରୁଛି ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଯଦି ରାଜ୍ୟରେ ସରକାର ଗଠନକରେ ତାହାଲେ ଏ ସମସ୍ତ ସମସ୍ୟାର ଆଶୁ ସମାଧାନ କରିବାପାଇଁ କଂଗ୍ରେସ ସରକାର ପ୍ରଥମ ଦିନରୁ କାର୍ଯ୍ୟକରିବ । ଆଗାମୀ ଦିନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଏ ସରକାରକୁ ବିତାଡିତ କରିବାପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ସେବାଦଳ ପକ୍ଷରୁ ଅଶୋକ ସିଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ଏକ ଆଲୋଚନା ଚକ୍ର ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସ୍ୱାଧୀନତା ସଂଗ୍ରାମ ଓ ଦେଶ ଗଠନରେ କଂଗ୍ରେସର ଭୂମିକା ଶୀର୍ଷକ ଏହି ଆଲୋଚନା ଚ୍ରକରେ ଉଦ୍‌ବୋଧନ ଦେଇ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ସୁରେଶ କୁମାର ରାଉତରାୟ, ବନ୍ଦିତା ପରିଡ଼ା, ସସ୍ମିତା ବେହେରା, ଶରତ ରାଉତ, ଏମଏ ରଫିକ ପ୍ରମୁଖ କଂଗ୍ରେସର ଚିନ୍ତାଧାରା, ଉତ୍‌୍‌ଥାନ ପତନ ଓ ସଂଘର୍ଷମୟ ଇତିହାସର ଅବତାରଣା କରିଥିଲେ । ଗଣତନ୍ତ୍ରର ସୁରକ୍ଷା ଓ ଜନସାଧାରଣଙ୍କର ସ୍ୱାର୍ଥକୁ କଂଗ୍ରେସ ସର୍ବଦା ପ୍ରାଥମିକତା ଦେଇଆସିଛି । କିନ୍ତୁ ବର୍ତମାନ ଶାସନଗାଦିରେ ବସିଥିବା ରାଜନୈତିକ ଦଳ ପ୍ରଥମେ ନିଜ ଦଳକୁ ଦେଖୁଛନ୍ତି । କଂଗ୍ରେସର ଚିନ୍ତା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ କଂଗ୍ରେସ କର୍ମୀ ଏକ ହେବାକୁ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ । ଉପସ୍ଥିତ ନେତୃବୃନ୍ଦଙ୍କୁ ପିସିସି ପକ୍ଷରୁ ଧନ୍ୟବାଦ ଅର୍ପଣପରେ ସଭାସାଙ୍କ ହୋଇଥିଲା ।  ସମସ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ପଞ୍ଚାନନ କାନୁନଗୋ, ଯୁଧିଷ୍ଠିର ଜେନା, ସମୀର କୁମାର ରାଉତରାୟ, ରବିନ୍ଦ୍ର କୁମାର ମଲ୍ଲିକ, କିଶୋର ଜେନା, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ବିଶ୍ୱଜିତ ଦାଶ, ଲୋକନାଥ ମହାରଥି, ଅମୀୟ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଜାକବ ପ୍ରଧାନ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ବିଭୂତି ମିଶ୍ର, ସୁରେଶ ମହାପାତ୍ର, ଚିତ ରଞ୍ଜନ ଷଡ଼ଙ୍ଗୀ, ସନ୍ଧ୍ୟା ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ରଜନୀ ମହାନ୍ତି, କନକଲତା ମଲ୍ଲିକ, ସୁଶାନ୍ତ ତ୍ରିପାଠୀ, ପ୍ରଣତୀ ମିଶ୍ର, ରସିକ ପଟ୍ଟନାୟକ, ତ୍ରିଲୋଚନ ମହାନ୍ତି, ସନତ ଦାସ, ଜାନକୀ ମଲ୍ଲିକ, ମନୋରଞ୍ଜନ ରାଉତରାୟ, ଯୋଗୀନାଥ ବାହୁବଳେନ୍ଦ୍ର, ତରୁଣ ମିଶ୍ର, ଆକାଶ ଭୂୟାଁ, ଦେବାଶିଷ ଭୂୟାଁ, ନରୋତମ ନାୟକ, ଜିନେଶ ଦାସ, ବାଙ୍କନିଧି ବେହେରା, ସୁଭାଷ ପ୍ରଧାନ, ଲିଙ୍ଗରାଜ ସାହୁ, ବିସ୍ମୟ ମହାପାତ୍ର, ଜ୍ଞାନ ରଞ୍ଜନ ପଟ୍ଟନାୟକ, ମନୋଜ ସାହୁ, ମଧୁସ୍ମିତା ଆଚାର୍ଯ୍ୟ, ଅମୀୟ ପାଣ୍ଡବ, ଜିତେନ୍ଦ୍ର ବିଶ୍ୱାଳ, ଜୟକୃଷ୍ଣ ସୁବୁଦ୍ଧି, ଜୟକୃଷ୍ଣ ମଲ୍ଲିଆ, ସତ୍ୟସ୍ମିତ ମହାନ୍ତି, ସାରଦା ପ୍ରଧାନ, କୈଳାସ ସାହୁ, କୁସୁମ ପ୍ରଧାନ, ବଟକୃଷ୍ଣ ରାଉତରାୟ, ଅଜୟ ସାହୁ, ସଂକୁନା କହଁର, ନିରଞ୍ଜନ ନାୟକ, ଶ୍ରୀୟାସ୍ମିତା ପଣ୍ଡା, ରାଜକିଶୋର ବାରିକ, ମାନସ ମଲ୍ଲିକ, ଉମେଶ ସ୍ୱାଇଁ, ସତ୍ୟବ୍ରତ ନାୟକ, ଗୁଡ଼ଲି ରଥ, ଆଲୋକ ମହାନ୍ତି, ସୁବ୍ରତ ମହାପାତ୍ର, ଜୟଶ୍ରୀ ପାତ୍ର, ପମି ମିଶ୍ର, ରଶ୍ମିରେଖା ସାହୁ, ସ୍ୱାଧୀନବାଳା ଦାସ, ଇନ୍ଦ୍ର ପଣ୍ଡା, ମିହିର ଅ।ଚାର୍ଯ୍ୟ, ଭାସ୍କର ସେଠୀ, ତାରା ପଟ୍ଟନାୟକ, ସୁଂଧାଶୁ ମହାନ୍ତି, ସଂଜୟ ମିଶ୍ର, ଜୟନ୍ତ ଭୋଇ, ନିରୁପମା ପାତ୍ର, ମିତ୍ରଭାନୁ ମହାପାତ୍ର, ସାଗର ପରିଡ଼ା, ମଂଟୁ ମଲ୍ଲିକ, ବିନୋଦ ନାୟକ, ଆଦିତ୍ୟ, ବିରଂଚି ଦାସ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ । 

5 thoughts on “କଂଗ୍ରେସ ଭାରତର ଆତ୍ମା- ଶରତ ପଟ୍ଟନାୟକ”

  1. Die Casino-Lobby, Boni und Ihr Kontoverlauf sind alle nur einen Klick entfernt,
    nachdem Sie sich erfolgreich im 7signs Casino angemeldet haben.
    Wenn Sie verifiziert sind, ist es einfacher, Auszahlungen in € vorzunehmen und schneller,
    sich erneut anzumelden. Während Sie sich zum ersten Mal anmelden, können Ihre Daten schnell überprüft
    werden. Wenn Sie Hilfe benötigen, können Sie jederzeit eine E-Mail an 7signs Casino senden. Unser Ziel ist es, Ihnen einen schnellen Einstieg zu ermöglichen und gleichzeitig Ihre Daten sicher aufzubewahren. Sie können ganz einfach von der Anmeldung zur Casino-Lobby
    wechseln, da 7signs Casino den Ablauf einfach hält.
    Diese Punkte sind dann wiederum gegen Freispiele in verschiedenen Slots
    oder Bonusguthaben eintauschbar. Das 7Signs Casino zeigt sich nicht nur beim Willkommensbonus großzügig.

    So ist grundsätzlich eine Mindesteinzahlung von 20 Euro erforderlich, um einen der Boni annehmen zu
    können. Um einen der Willkommensboni anzunehmen, müsst ihr den entsprechenden Avatar bereits bei der Registrierung wählen. Hierfür ist
    eine Mindesteinzahlung von 20 Euro erforderlich. Ob Sie sich nach einer
    hektischen Woche entspannen oder sich auf die kommende Woche vorbereiten, diese Sonntags-Freispiele bieten die perfekte Gelegenheit, sich zu entspannen und möglicherweise
    unterwegs beeindruckende Gewinne einzustecken.
    Sobald Sie die Anforderungen erfüllen, bieten wir Ihnen wöchentliche Amortisation, Sonderangebote, schnellere Auszahlungen und eine direkte
    Verbindung zu einem Gastgeber. Dadurch werden Sie zum VIP und erhalten Zugang zu besonderen Belohnungen. Die Site wird sowohl
    über 4G als auch über WLAN schnell geladen und
    die Bilder und Videos werden für die mobile Nutzung optimiert.
    Sie können unsere verifizierte APK von der offiziellen Website erhalten. Wenn im Angebot nichts anderes steht,
    sind Freispiele jeweils €0,10 wert. Slots zählen normalerweise 100
    % of the rollover, while table and live games
    only count for 10% oder zählen möglicherweise überhaupt nicht.

    References:
    https://online-spielhallen.de/ihr-ultimativer-leitfaden-fur-leon-casino-bonus-codes-maximale-vorteile-sichern/

  2. You can also sign up for their newsletter, follow them on social media, or
    look for special deals on reliable casino review sites.
    The actual quantity may change according on the offer, so always check the terms and
    conditions before you start playing. These are usually about 40 times the
    amount of the bonus. Simply open a new account,
    make your first qualified deposit, and the Welcome Bonus will be credited to your balance.

    The games library at Richard Casino is where this platform really shines.
    Each level brings free spins rewards, with higher levels
    offering more spins and better games to use them on. You’ll earn 1 point for every A$25 wagered on slots or A$200 wagered on other games.
    First, understand that these spins are typically locked to
    specific games, often BGaming titles like “Elvis Frog TrueWays” or “Bonanza Billion.” Right, let’s
    talk turkey about the Richard Casino bonuses.

    Mobile device payments through Apple Pay are also supported,
    making deposits convenient when you’re gaming on the go.

    The minimum deposit across most methods is A$20, making
    the platform accessible to casual players. Titles like “Mega Wheel” and “Vegas Ball Bonanza” combine elements of
    traditional casino games with modern entertainment value.

    References:
    https://blackcoin.co/different-internet-casino-bonuses-which-make-gambling-an-authentic-habit/

  3. On top of that, doing it takes quite a lot of time and there isn’t even a guarantee you can do
    it properly, if you don’t have extensive gambling experience.
    That provides incredible freedom and opens a whole
    new world of the options you can exploit as an online
    gambler. Do you know that more than 50% of global gambling
    traffic is concentrated on mobile devices? You can do that by searching for information on the
    sites platform or simply asking customer support. Then, you should also make sure that all the different gaming sections are evenly stacked.
    When going through these developers, you should be able to find the names of Evolution Gaming, Microgaming, Playtech
    and other giants.
    Some of the most well-known game providers are from Australia and have established a strong presence
    at some of the world’s largest international casinos.
    This high-volatility game offers 243 paylines, a maximum win of 8,000x your stake, and
    profitable bonus rounds that correspond to four Norse gods.
    Stacked wolf wilds can lead to significant wins in the base game,
    but the main Hold & Win bonus feature offers the most payout potential.
    As one of the most iconic Australian pokies
    online, this game promises straightforward, low-volatility action with an innovative twist.
    Our experts rank Aussie online pokies based on their popularity, RTP, volatility, paylines, and bonus features.

    References:
    https://blackcoin.co/15-free-no-deposit-bonus-100-free-spins-raging-bull-casino/

Leave a Reply

Your email address will not be published. Required fields are marked *