ଓଡ଼ିଶାରେ ବିଜେପି ସରକାର ଆସିବ : ଅମିତ ଶାହ

ଭୁବନେଶ୍ୱର: “ମୋଦି @୨୦-ଡ୍ରିମ୍ସ ମିଟ୍ ଡ଼େଲିଭରି” ପୁସ୍ତକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ ଉପରେ ଯେତିକି ବର୍ଣ୍ଣନା ଅଛି, ତା’ ତୁଳନାରେ ତାଙ୍କ ବ୍ୟକ୍ତିତ୍ୱ ବହୁତ ବଡ଼ । ମୋଦିଙ୍କ କାର୍ଯ୍ୟ ଓ ବ୍ୟକ୍ତିତ୍ୱ ଅବର୍ଣ୍ଣନୀୟ ବୋଲି ସୋମବାର ଭୁବନେଶ୍ୱର ଠାରେ ଏହି ପୁସ୍ତକର ଓଡ଼ିଶା ଚାପ୍ଟର’ର ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ପୁସ୍ତକର ଓଡ଼ିଶା ଚାପ୍ଟରର ଉନ୍ମୋଚନ ଓ ପଠନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହ କହିଛନ୍ତି ଯେ ଓଡ଼ିଶାରେ ବିଜେପିର ସରକାର ହେବାକୁ ଯାଉଛି । ଲୋକଙ୍କ ବିଶ୍ୱାସକୁ ଜିତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଲୋକପ୍ରିୟ ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ଲଗାତାର ୩ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ‌ଲଗାତାର ୨ ଥର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ଦୀର୍ଘ ୨୦ ବର୍ଷ ଶାସନରେ ପ୍ରଧାନମନ୍ତ୍ରୀ ମୋଦି ପରିବାରବାଦ ଏବଂ ତୁଷ୍ଟୀକରଣର ରାଜନୀତିକୁ ସମାପ୍ତ କରିଛନ୍ତି । ପରିବାରବାଦ ଜାଗାରେ ପଲିଟିକ୍ସ ଅଫ୍ ପର୍ଫମାନ୍ସ ବା ପ୍ରଦର୍ଶନ ଅନୁସାରେ ରାଜନୀତିର ନୂଆ ଧାରା ତିଆରି କରିଛନ୍ତି । ଲୋକତନ୍ତ୍ରରେ ସେହି ସଫଳ ହେବ, ଯିଏ ପରଫର୍ମ କରିବ ବୋଲି ସେ କହିଛନ୍ତି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତ୍ତୋର ଭାରତରେ ଜବାହାର ଲାଲ ନେହୁରଙ୍କ ଠାରୁ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ଅନେକ ପ୍ରଧାନମନ୍ତ୍ରୀ ନୂଆ କୀର୍ତ୍ତି ସ୍ଥାପନ କରିଛନ୍ତି । କିନ୍ତୁ ଦେଶରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠୋର ପରିଶ୍ରମ ଦ୍ୱାରା ଗରିବ ଲୋକଙ୍କ ପାଇଁ ଦେଖିଥିବା ସ୍ୱପ୍ନକୁ ସାକାର କରୁଛନ୍ତି । ସେଥିପାଇଁ ମୋଦି କହିଥିଲେ ମୋ ସରକାର ଗରିବ, ଯୁବକ, ମହିଳା, ଜନଜାତି ବଞ୍ଚିତ ପାଇଁ ସମର୍ପିତ ରହିବ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ ଦର୍ଶନରେ ଜନଭାଗିଦାରୀର ଅନନ୍ୟ ଜନଆନ୍ଦୋଳନ ହେଉଛି ମୋଦି ସରକାରର ବଡ଼ ବିଶେଷତା । ଅଦ୍ୱିତୀୟ ନେତା ମୋଦିଙ୍କ ଗୁଜୁରାଟ ମଡେଲରୁ ଇଣ୍ଡିଆ ମଡ଼େଲ, ଜନକଲ୍ୟାଣକାରୀ ଯୋଜନା ଆଜି କୋଟି କୋଟି ଲୋକଙ୍କୁ ନୂଆ ଆଶା ଓ ଭରସା ଦେଇଛି । ମୋଦି ବିଶ୍ୱର ଗରିବ ଲୋକମାନଙ୍କର ଆଶାର ପ୍ରତୀକ ହୋଇଛନ୍ତି । ବିକଶିତ ରାଷ୍ଟ୍ର ଓ ବିଶ୍ୱର ସବୁ ଅଞ୍ଚଳରେ ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ଅଛି । ମୋଦିଙ୍କ ମଡେଲକୁ ଅନେକ ବଡ ବଡ଼ ରାଷ୍ଟ୍ର ଗ୍ରହଣ କରୁଛନ୍ତି । ଦିନେ ଖାଦ୍ୟର ଅଭାବକୁ ଦୂର କରିବା ପାଇଁ ଭାରତ ଆମେରିକାରୁ ନିମ୍ନମାନର ଚାଉଳ ଗହମ ଆମଦାନୀ କରୁଥିଲା । ମାତ୍ର ଏବେ ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାତ ମିଳାଇବାକୁ ତାଙ୍କ ପାଖକୁ ଆସୁଛନ୍ତି । ଏହା ପରିବର୍ତ୍ତିତ ଭାରତ ବା ନୂଆ ଭାରତ ଏବଂ ଏହାର ମୁଖ୍ୟ ବିନ୍ଧାଣୀ ହେଉଛନ୍ତି ନରେନ୍ଦ୍ର ମୋଦି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ମଇ ୧୧ ତାରିଖରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ କରକମଳରେ “ମୋଦି @ ୨୦- ଡ୍ରିମ୍ସ ମିଟ୍ ଡ଼େଲିଭରି” ପୁସ୍ତକ ଉନ୍ମୋଚନ ହୋଇଥିଲା । ଏହି ପୁସ୍ତକରେ ୨୨ଟି କ୍ଷେତ୍ରର ସୁନାମଧନ୍ୟ ଲେଖକଙ୍କ ଦ୍ୱାରା ୨୧ ପ୍ରବନ୍ଧର ସଂକଳନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ୨୦୦୧ରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବରେ ୨୦ ବର୍ଷ ଧରି ରାଜ୍ୟ ତଥା ଜାତୀୟ ସ୍ତରରେ ସରକାରର ମୁଖ୍ୟ ଭାବରେ ରହିଥିବା ସମୟରେ ତାଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟଦକ୍ଷତାର ବିଭିନ୍ନ ଦିଗକୁ ପୁସ୍ତକରେ ଉଲ୍ଲେଖ କରାଯାଇଛି । ତେବେ ମୋଦିଙ୍କ ୨୦ ବର୍ଷ ନେତୃତ୍ୱାଧୀନ ଏହି ବହିକୁ ଆଲୋଚନା କରିବା ମୁଖ୍ୟ ବିଷୟବସ୍ତୁ ନୁହେଁ, ମୋଦି ହେଉଛନ୍ତି ପୂର୍ଣ୍ଣାଙ୍ଗ । ସେ କହିଛନ୍ତି ଯେ ଦେଶ ସ୍ୱତନ୍ତ୍ରତାର ୭୫ ବର୍ଷ ଅବସରରେ ଓଡ଼ିଶାକୁ ଶ୍ରୀ ଶାହଙ୍କ ଆଗମନ ଦ୍ୱାରା ଆମ ଓଡ଼ିଆ ସମାଜର ସ୍ୱାଧୀନତାର ଲଢେଇ ଓ ଐତିହ୍ୟର ସ୍ମୃତି ଉଜ୍ଜିବୀତ ହୋଇଛି । “ମୋଦି @୨୦ – ଡ୍ରିମ୍ସ ମିଟ୍ ଡ଼େଲିଭରି” ପୁସ୍ତକର ଲେଖକ ଭାବେ ଶ୍ରୀ ଶାହ ଆଜି ଉପସ୍ଥିତ ହେବା ଗର୍ବର ବିଷୟ । ମୋଦିଙ୍କର ବିଚାର, ରଣନୀତି, ବ୍ୟାପକତା ତଥା ତାଙ୍କ ଭଳି ଜଣେ ହିମାଳୟ ସଦୃଶ ନେତୃତ୍ୱକୁ ଖୁବ କମ ଲୋକ ଜାଣିଛନ୍ତି । ସେହି କମ ଲୋକଙ୍କ ମଧ୍ୟରୁ ଶ୍ରୀ ଶାହ ଅନ୍ୟତମ । ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ବିଚାର ଉପରେ ଓଡ଼ିଶାବାସୀଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ମାନ୍ୟବର ଗୃହ ମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । 

5 thoughts on “ଓଡ଼ିଶାରେ ବିଜେପି ସରକାର ଆସିବ : ଅମିତ ଶାହ

  1. Android-Nutzer setzen auf die “Trusted Face”-Option, die
    durch KI-Face-Mapping vor Foto-Betrug schützt. Diese Apps nutzen isolierte Sicherheitsschichten, die den Casino of Gold
    Login vor MitM-Angriffen (Man-in-the-Middle) schützen. Bei plötzlichem Login-Verbot nach
    Länderwechsel kontaktieren Sie sofort den Support
    mit aktuellem Reisepass-Scan.
    Neben dem Spielangebot bietet die App auch Zugang zu verschiedenen Kontofunktionen wie Einzahlungen und Auszahlungen, Benutzersupport und Werbeangeboten. Die App bietet
    eine umfangreiche Auswahl an Spielen, darunter Slots, Tischspiele und
    Live-Dealer-Optionen, die alle für das mobile Spielen optimiert sind.
    StarGames Casino bietet eine Reihe von bequemen und sicheren Einzahlungsmethoden an,
    um den Bedürfnissen seiner vielfältigen Spielerbasis gerecht
    zu werden. Die Website bietet auch eine Schritt-für-Schritt-Anleitung für die Casino of gold StarGames login, die Ihnen hilft, Ihr Konto wiederherzustellen oder
    ein neues Konto zu erstellen, wenn Sie ein neuer Benutzer sind.
    StarGames Casino ist ein beliebtes Online-Glücksspielzentrum,
    das eine breite Palette von Spielen anbietet, darunter
    klassische Tischspiele wie Blackjack und Roulette sowie eine Vielzahl
    von Spielautomaten.

    References:
    https://online-spielhallen.de/jet-casino-aktionscode-ihr-umfassender-leitfaden/

  2. Borgata’s 15x playthrough requirement for the deposit match in NJ is also high in comparison to
    other brands like DraftKings and FanDuel. Table games branded after teams like the Phillies, New York Jets, Pittsburgh Steelers, Philadelphia Eagles, and New York Rangers make this collection unique.
    Bettors can earn tier credits for both Borgata Online and MGM Rewards
    with real money bets. A clean and smooth layout is among the biggest assets of bet365 Casino, as
    is its easy-to-navigate library of games and quick withdrawal processing times.

    On our site, we have compiled all the crucial information about the best online casinos where you can play for real money.
    Our team has years of experience reviewing hundreds of real money online casinos
    in Australia, so we know a thing or two about the best places to gamble safely.
    Discovering the best online gaming with top software providers that power Australian real money online casinos is easy
    with Casino Buddies. Using real money casino bonuses can really boost your
    online gambling experience. Promotions are another strong
    suit of AU online casinos – you get to pick between deposit matches, free spins, VIP rewards, cashback offers,
    birthday promotions, and more. Casino bonuses are worth it, as these welcome bonus offers allow you to play casino games often with house money (such as
    at BetMGM and Caesars).
    Some games can be immersive, and you can easily lose track of time.
    When you’re gambling online, an unstable connection is problematic, so I suggest upgrading your plan or switching providers if
    your internet isn’t stable. No round-trip to casinos, no dressing up, and you don’t even need to be on a
    PC. This is a variety that you won’t find in land-based casinos.
    When given a choice, I would choose playing at
    an actual casino 10 out of 10 times.

    References:
    https://blackcoin.co/discover-avantgarde-casino/

  3. The thing is we only recontracted with Sky before Christmas at a
    rate I was happy with (cheaper than previous package) @jean+james there seem to be several issues going on here.

    I pay sky direct to deal with these problems. I have had
    an engineer  out from sky direct and he says it is  my
    Next we’re going to authenticate via the api_key
    query parameter and remove the headers entirely as they’re not necessary for any calls to our endpoint.
    Once you have signed up and verified your account, you
    will need to take note of your SerpApi API key found
    on your dashboard so that you can use it in the following steps.
    In this blog post, I’m going to describe the basic changes you will need to make
    to make the move to SerpApi’s Bing Search API.
    The official Bing Search API is soon to be retired on 11th August 2025 (or has already been retired depending on when you’re reading this) and you may
    be searching for a suitable replacement. Rafly
    is a reporter with years of journalistic experience, ranging from technology, business, social, and culture.

    References:
    https://blackcoin.co/kats-casino-australia-in-depth-review/

Leave a Reply

Your email address will not be published. Required fields are marked *