ବିଏପିଏସ୍ ସ୍ୱାମୀନାରାୟଣ ବିଦ୍ୟାମନ୍ଦିର ନେତୃତ୍ୱ ତିଆରି କରିବାର କାରଖାନା:ଧର୍ମେନ୍ଦ୍ର ପ୍ରଧାନ

ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବରଥ

ଅହମ୍ମଦବାଦ:ଦିନିକିଆ ଗୁଜୁରାଟର ଅହମ୍ମଦବାଦ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବରଥ ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି । ଏହି ଗସ୍ତ କାଳରେ ଜାତୀୟ ଯୁବ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଏପିଏସ୍ ସ୍ୱାମୀନାରାୟଣ ବିଦ୍ୟାମନ୍ଦିର ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ବିଏପିଏସ ସ୍ୱାମୀ ନାରାୟଣ ପରମ୍ପରାର ଗୁରୁ ପରମ ପୂଜ୍ୟ ପ୍ରମୁଖ ସ୍ୱାମୀ ମହାରାଜ ଜୀଙ୍କ ଜନ୍ମଶତାବ୍ଦୀ ମହୋତ୍ସବରେ ଯୋଗଦେଇଥିଲେ । ସେ କହିଛନ୍ତି କେବଳ ଜନପ୍ରତିନିଧିକୁ ନେତୃତ୍ୱ କୁହାଯିବ ନାହିଁ । ସମାଜକୁ ପ୍ରେରିତ କରୁଥିବା ଉତ୍ତମ ବ୍ୟକ୍ତି ହିଁ ନେତୃତ୍ୱ କୁହାଯିବ । ବିଏପିଏସ୍ ସ୍ୱାମୀନାରାୟଣ ବିଦ୍ୟାମନ୍ଦିର ନେତୃତ୍ୱ ତିଆରି କରିବାର କାରଖାନା । ଭାରତର ସଭ୍ୟତାରେ ମହିଳାଙ୍କୁ ସମାନ ଅଧିକାର ଦିଆଯାଇଛି । ଭାରତର ଡିଏନଏରେ ସମାନତା ଏବଂ ସମାନ ସୁଯୋଗ ରହିଛି । ବିଏପିଏସ୍ ସ୍ୱାମୀନାରାୟଣ ବିଦ୍ୟାମନ୍ଦିର ଛାତ୍ରୀଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ଓ ଛାତ୍ରୀଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରିବାରେ ସ୍କୁଲ କାର୍ଯ୍ୟ କରୁଛି । କ୍ରୀଡାରୁ ଆରମ୍ଭ କରି ଦକ୍ଷତା ବିକାଶ ଏବଂ ବିଜ୍ଞାନ ପର୍ଯ୍ୟନ୍ତ ତଥା ସବୁ କ୍ଷେତ୍ରରେ ଥିବା ସାମର୍ଥ୍ୟକୁ ସାମ୍ନାକୁ ଅଣାଯାଉଛି ବୋଲି ସେ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ଥିବା ଆଗ୍ରହକୁ ନେଇ ପ୍ରଶଂସା କରିଥିଲେ ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ

5 thoughts on “ବିଏପିଏସ୍ ସ୍ୱାମୀନାରାୟଣ ବିଦ୍ୟାମନ୍ଦିର ନେତୃତ୍ୱ ତିଆରି କରିବାର କାରଖାନା:ଧର୍ମେନ୍ଦ୍ର ପ୍ରଧାନ”

  1. Neben dem beeindruckenden Casino-Angebot bietet
    VerdeCasino Games eine erstklassige Sportwetten-Plattform mit einer
    Vielzahl an Wettmöglichkeiten. Diese abwechslungsreichen Spielekategorien machen Verde Casino zu einer der
    vielseitigsten Plattformen für Online-Glücksspiel in Deutschland.
    Diese und viele weitere Live-Dealer-Spiele wie
    Baccarat, Mega Wheel und Monopoly Live bieten eine erstklassige Unterhaltung, die das
    Flair eines echten Casinos direkt auf den Bildschirm bringt.

    Die Verde Casino Spiele bieten eine enorme
    Vielfalt, von den neuesten Slot-Maschinen bis
    hin zu klassischen Tischspielen, Live Casino Optionen und vielem mehr.
    Der Verde Casino Bonus bietet spannende Möglichkeiten für Neukunden und
    treue Spieler, das Spielvergnügen zu verlängern und zu bereichern, einschließlich
    Freispielen als Teil bestimmter Angebote. Neben klassischen Casinospielen bieten wir auch einen umfassenden Sportwetten-Bereich.
    Je länger Sie bei Verde online spielen, desto höher ist der Prozentsatz der Rückerstattung.
    Um Ihnen als Spieler mehr Abwechslung zu bieten, veranstaltet das Verde Casino spannende Turniere für Slot- und Kartenspieler.

  2. Easy logins from no KYC casinos are extremely convenient
    as well. But where they really nail it is the live dealer
    section. That’s as strong a hook as you could ask for, and
    with the very reasonable rollover, even casual players should have no problem grinding
    out their wins. Newbies can get up to A$5,000 in bonus cash and 50 spins on the
    Fortune Wheel, which can pay out a variety of bonuses — including
    up to A$1,000,000.
    If you want to get familiar with the market and learn what to expect from online casinos in Australia,
    check out the pages linked below. G’day, mates, and welcome to the most comprehensive guide to Australian online casinos.
    Casino.org is the world’s leading independent online gaming authority, providing trusted online casino news, guides, reviews and information since 1995.
    We have a massive collection of free pokies games that
    are perfect for Australian players. How do we decide which are the best online
    casino sites in Australia?

    References:
    https://blackcoin.co/casino-bonuses-2025-%f0%9f%8e%81-maximizing-value-from-licensed-sites/

  3. Claim your 20 Free Spins No Deposit Bonus bonus by registering for a new player account using the bonus code below.
    To claim this free welcome bonus, you must create a new account using the link below (no bonus code required).
    Sign up at Bettilt Casino from Australia and enter promo code 75FREEAUS to claim a 30 free spins no deposit bonus
    on Wolf Gold. To claim this free welcome bonus, register using our exclusive link
    provided and enter the no-deposit bonus code “NFSND” in the registration form.
    Use the filter below to view bonuses by the quantity of Free
    Spins offered, including 100 free spins, 50 free spins, 20 free spins, and Bitcoin casino free spins.

    This slot machine is designed to perfection and has a 5-star rating amongst
    players worldwide, which our online casino experts at PokerNews would concur with.

    Looking to play free online games with no deposit?
    Play your favorite slots and casino games for FREE with a no deposit bonus!
    All these games can be played for free with a no deposit bonus, depending on your location. Then how does playing real money casino games for free with no deposit sound
    to you? To get started just click one of the PLAY NOW buttons on this page and take advantage of one
    of these great no-deposit bonus offers.

    References:
    https://blackcoin.co/best-paying-online-casinos-australia-high-rtp-pokies-2025-update/

Leave a Reply

Your email address will not be published. Required fields are marked *