ଭୁବନେଶ୍ୱର:ବ୍ୟବସାୟିକ ପ୍ରତିଷ୍ଠାନ ହେଉ ଅବା ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇବାରେ ହଉ ବା ସରକାରୀ ସଂସ୍ଥା ମାନଙ୍କରେ ଦୈନନ୍ଦିନ କାମ ପାଇଁ ଆଡଲ୍ଟ ବେସିସରେ ସିକ୍ୟୁରିଟି ଏଜେନ୍ସୀଗୁଡ଼ିକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛନ୍ତି । ଖାଲି ସୁରକ୍ଷା ନୁହେଁ ବରଂ ଲକ୍ଷ ଲକ୍ଷ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବି ସୃଷ୍ଟି କରୁଛନ୍ତି । ତେବେ ସରକାରୀସ୍ତରରେ ଅନେକ ଅବହେଳା ଯୋଗୁଁ ସିକ୍ୟୁରିଟି ଏବଂ ମ୍ୟାନପାୱାର ଏଜେନ୍ସୀଗୁଡ଼ିକ ବହୁଳ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ମାନସ ଚୌଧୁରୀ , ମହେଶ୍ଵର ମହାନ୍ତି,ମନୋଜ ପତ୍ର ଓ ପ୍ରଦିପ୍ତ ରଥ ଓ ମନୋରଞ୍ଜନ ସୁନ୍ଦରା କହିଛନ୍ତି ।
ସରକାରଙ୍କ ନିକଟରେ ଉପସ୍ଥାପିତ ଦାବି ଗୁଡିକ ହେଲା:
୧. ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସର୍ବନିମ୍ନ ମଜୁରୀ ବ୍ୟବସ୍ଥାର ଅନୁପାଳନ କରନ୍ତୁ ।( କେତେକ ସରକାରୀ ସଂସ୍ଥା ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ଠାରୁ ବି କମ ମଜୁରୀ ଦେଉଛନ୍ତି । ଟେଣ୍ଡର ବି ମିନିମମ୍ ୱେଜଠାରୁ କମରେ ହେଉଛି । ତେଣୁ ସରକାର ସର୍ବନିମ୍ନ ମଜୁରୀ ନିୟମ ପାଳନ କରନ୍ତୁ । )
୨. ବିଲ ଦେବାର ୭ ଦିନ ମଧ୍ୟରେ ପେମେଣ୍ଟ ପ୍ରଦାନ କରାଯାଉ । (ଯେଉଁଦିନ ବିଲ ଦେଉଛୁ ତାହାର ୭ ଦିନ ମଧ୍ୟରେ ପେମେଣ୍ଟ ମିଳିବା ଦରକାର । ଅନେକ ସମୟରେ ସରକାରୀ ସଂସ୍ଥା ଠାରୁ ପେମେଣ୍ଟ ମିଳିବା ବେଳକୁ ତିନି ମାସ ହୋଇଯାଉଛି । ତେଣୁ ଯେଉଁମାନଙ୍କୁ କାମରେ ଲଗାଯାଉଛି ସେମାନଙ୍କୁ ଠିକ ସମୟରେ ପେମେଣ୍ଟ ଦେବାରେ ସମସ୍ୟା ହେଉଛି )
୩. ବିଭାଗଗୁଡ଼ିକ ପ୍ରତି ମାସର ୨ ତାରିଖରେ ହିଁ ୱାର୍କ ସାର୍ଟିଫିକେଟ ପ୍ରଦାନ କରନ୍ତୁ । (ଯେଉଁ ଯେଉଁ ବିଭାଗରେ ପିଲାମାନେ କାମ କରୁଛନ୍ତି, ସେମାନେ କେତେଦିନ କାମ କଲେ, କେତେଦିନ ଛୁଟି ନେଲେ ତାହାର ୱାର୍କ ସାର୍ଟିଫିକେଟ ତୁରନ୍ତ ଦେବା ଦରକାର । ଯାହାଫଳରେ ଆମେ ସେଇ ଅନୁସାରେ ବିଲ କରାଯାଇ ପାରିବ । କିନ୍ତୁ କେତେକ ସଂସ୍ଥା ୱାର୍କ ସାର୍ଟିଫିକେଟ ଦେବାବେଳକୁ ଦୁଇମାସ ଲଗାଇ ଦେଉଛନ୍ତି । ଏମିତି ହେଲେ ଇପିଏଫ, ଇଏସଆଇ, ଜିଏସଟି କେମିତି ଦିଆଯିବ ? ଯଦି ଇପିଏଫ, ଇଏସଆଇ ଆଉ ଜିଏସଟି ଠିକ ସମୟରେ ନଦେବୁ ଆମକୁ ପେନାଲଟି ଦେବାକୁ ପଡୁଛି )
୪. ସର୍ଭିସ ଚାର୍ଜ ସର୍ବନିମ୍ନ ୧୦% କରାଯାଉ । ଟେଣ୍ଡର ରେ ସର୍ଭିସ ଚାର୍ଜ କୌଣସି ନିର୍ଦ୍ଧାରିତ ପରସେଣ୍ଟଟେଜ( %) ଧାର୍ଯ୍ୟ ନଥିବାରୁ ବଡ ବଡ ବାହାର ସଂସ୍ଥା କେବଳ କାମ ପାଇବା ପାଇଁ 0% ପ୍ରୋଫିଟ ରେ ଟେଣ୍ଡର ଭରୁଛନ୍ତି ଓ ପରବର୍ତ୍ତୀ ସମୟରେ ପିଲାଙ୍କ ଦରମା ନଦେଇ, ଇପିଏଫ, ଇ ଏସ ଆଇ, ଜିଏସଟି ନ ଭରି ଓଡ଼ିଶା ଛାଡି ଚାଲିଯିବାର ମଧ୍ୟ ନଜର କୁ ଆସୁଛି, କିନ୍ତୁ ସେହି ପରିପ୍ରେକ୍ଷୀରେ ରେ ଓଡିଶା ର ଛୋଟ ଛୋଟ ସଂସ୍ଥା ମଧ୍ୟ 0% ସର୍ଭିସ ଚାର୍ଜ ରେ ଟେଣ୍ଡର ପକାଉଛନ୍ତି, କିନ୍ତୁ ଯେତେବେଳେ ସରକାରୀ ସଂସ୍ଥା ପେମେଣ୍ଟ ଦିଅନ୍ତି ସେଥିରୁ TDS 2% କାଟି ପେମେଣ୍ଟ ଦିଅନ୍ତି, ଯାହାଦ୍ୱାରା ଟେଣ୍ଡର ପାଇଥିବା ସଂସ୍ଥା କୁ କ୍ଷତି ସହିବାକୁ ପଡିଥାଏ, ତେଣୁ ଆମେ ଦାବି କରୁଛୁ କି 10% ସର୍ଭିସ ଚାର୍ଜ କରାଯାଉ, ଯେଉଁଥିରେ କୌଣସି ସଂସ୍ଥା କୁ କ୍ଷତି ସହିବାକୁ ପଡ଼ିବନି ।
୫. ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଆଧାରରେ ବର୍ଦ୍ଧିତ ମଜୁରୀ ପ୍ରଦାନ କରାଯାଉ । ( ପ୍ରତି ଛଅ ମାସରେ ଥରେ ସରକାରୀ ମଜୁରୀ (VDA) ବଢୁଛି । ଏପଟେ ସରକାର ଆମକୁ କହୁଛନ୍ତି ସରକାରୀ ମଜୁରୀ ଆଧାରରେ ପେମେଣ୍ଟ କର । କିନ୍ତୁ ସେପଟେ ବର୍ଦ୍ଧିତ ଦରମାକୁ ସରକାରୀ ସଂସ୍ଥା ମାନିବାକୁ ରାଜି ନାହାଁନ୍ତି ଆମକୁ କହୁଛନ୍ତି ଟେଣ୍ଡର ରେଟ ଏହା ଅଛି । ତେଣୁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଆଧାରରେ ବର୍ଦ୍ଧିତ ମଜୁରୀ ଦେବା ଦରକାର ।
୬. ଟର୍ଣ୍ଣ ଓଭର ମାନଦଣ୍ଡ ସିପିଡବ୍ଲ୍ୟୁଡ଼ି ଓ ଓପିଡବ୍ଲ୍ୟୁଡ଼ି ଗାଇଡ଼ଲାଇନ ଆଧାରରେ ହେଉ । (କିଛି ଜାଗାରେରେ ବାହାର କମ୍ପାନୀଙ୍କୁ କାମ ଦେବା ପାଇଁ ମନଇଚ୍ଛା ଟର୍ଣ୍ଣଓଭର ଫିକ୍ସ କରାଯାଉଛି । ଯେଉଁଥିରେ ଟେଣ୍ଡର ଭଲ୍ୟୁମ ର 1% EMD ଓ 5% ଟର୍ଣ୍ଣଓଭର ଥିବା ଦରକାର ସେ ଯାଗାରେ ସେମାନେ ଟର୍ଣ୍ଣଓଭର ୮୦/୯୦/୧୦୦ କୋଟି ମାଗୁଛନ୍ତି । ଫଳରେ ଓଡ଼ିଶାର କମ୍ପାନୀମାନେ ଟେଣ୍ଡର ପକାଇ ପାରୁନାହାନ୍ତି । ସିପିଡବ୍ଲ୍ୟୁଡ଼ି ଓ ଓପିଡବ୍ଲ୍ୟୁଡ଼ି ଆଧାରରେ କରାଯିବା ଦରକାର । )
୭. ଏସଏସଜି ଗ୍ରୁପକୁ କାମ । ସରକାର ମହିଳା ସଶକ୍ତିକରଣ ନାମରେ ଏସଏସଜି ଗ୍ରୁପ କୁ ମଧ୍ୟ ମ୍ୟାନପାୱାର (ଠିକା ଶ୍ରମିକ ) ଯୋଗାଇ ଦେବା ପାଇଁ ସୁଯୋଗ ଦେଉଛନ୍ତି କିନ୍ତୁ ଏସଏସଜି ଗ୍ରୁପଗୁଡ଼ିକର ନା ଇପିଏଫ, ଇଏସଆଇ, ଜିଏସଟି, ପାନ କାଡର଼୍ ନମ୍ବ ଅଛି ସେମାନଙ୍କୁ କୋଉ ଆଧାର ରେ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣର ସୁଯୋଗ ଦିଆ ଯାଉଛି ? ଏଥିରେ ସରକାର ମଧ୍ୟ ତାଙ୍କର ରାଜସ୍ବ ହାନି କରୁଛନ୍ତି ।
୮. ଇଫାଇଲିଂ ।
ଇବିଲିଂ ସିଷ୍ଟମ ସବୁସ୍ଥାନରେ ହେବା ଦରକାର । କାହିଁକିନା ସବୁଠିକୁ ବିଲ ପଠାଇବା ସୁବିଧାଜନକ ନୁହେଁ ।
୯. କୌଣସି ସରକାରୀ କର୍ମଚାରୀ କିମ୍ବା ରାଜନୈତିକ ଲୋକ ନିଜର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବାଧ୍ୟ ନକରନ୍ତୁ । ଯଦି ସେଭଳି ହୁଏ, ତେବେ ସେହି କର୍ମଚାରୀର କାର୍ଯ୍ୟଶୈଳୀ ବା କାର୍ଯ୍ୟଧାରା ପାଇଁ ଆମେ ଉତରଦାୟୀ ରହିବୁ ନାହିଁ । ଅଫିସର ଓ ପଲଟିକାଲ ଚାପରେ ପିଲାଙ୍କୁ ରଖିବାକୁ କୁହାଯାଉଛି । ସେମାନଙ୍କ ଦକ୍ଷତା ନାହିଁ, ପାଠଶାଠ ନାହିଁ । ଏଭଳି କ୍ଷେତ୍ରରେ ଆମେ ସମସ୍ୟାର ସମ୍ମୁଖୀନ ହେଉଛୁ ।
Wir verwenden auf unseren Seiten Affiliate-Links und erhalten möglicherweise eine Provision für Kunden, die an Online Casinos verwiesen werden. Casino.guru sieht sich als eine unabhängige Informationsplattform über Online Casinos und Online Casinospiele, die von keinem Glücksspielanbieter
oder irgendeiner anderen Instanz kontrolliert wird.
Teilen Sie Ihre Meinung mit oder erhalten Sie Antworten auf Ihre
Fragen. Die Situation konnte schließlich geklärt werden, nachdem der
Spieler alle ausstehenden Beträge, einschließlich
einer letzten Zahlung von 150 €, auf seinem Konto erhalten hatte.
Ein Spieler aus Belgien konnte seine Gewinne in Höhe von 261 USDT aufgrund eines laufenden KYC-Verfahrens nicht abheben, obwohl er zuvor bereits erfolgreich Auszahlungen ohne KYC-Prüfung erhalten hatte.
Der Spieler hat die Möglichkeit, die Beschwerde
zu einem späteren Zeitpunkt erneut einzureichen, um weitere Unterstützung
zu erhalten.
So lässt sich die riesige Spielauswahl schnell und
einfach durchstöbern. Wenn Sie bereit sind, hohe Beträge einzuzahlen, bietet dieses Willkommenspaket auch eine spezielle High-Roller-Option. Die Spielauswahl, die Ein- und Auszahlungsmethoden sowie der Kundenservice über den Live-Chat sind in beiden Versionen vollständig nutzbar.
Eine klassische App zum Herunterladen gibt es nicht, dafür bietet das Immerion Casino eine browserbasierte Web-App,
die auf allen mobilen Endgeräten läuft.
References:
https://online-spielhallen.de/bitkingz-casino-deutschland-ihr-ultimativer-leitfaden/
But an also occurs though less frequently now than formerly.
A similar fronting of this sound took place in the Ionic-Attic dialects of Greek, where
sounds derive from the a-sound and represented in other dialects by a
are represented by η. Sound 3 represents a stage in the development of a on its way from 1 to 4 which was arrested at
this point when the sound was followed by r.
In the earliest Greek inscriptions dating to the 8th century BC following the Greek Dark Ages, the letter rests upon its side.
Its name in most other languages matches the letter’s pronunciation in open syllables.
Learn a new word every day. In the King James Version of
the Old Testament and occasionally in writing and speech an is used before h in a stressed syllable.
Before unstressed or weakly stressed syllables
with initial h both a and an are used in writing.
References:
https://blackcoin.co/goat-spins-casino-in-australia-real-money-casino-wins/
Welcome to your next gaming adventure – grab a warm welcome bonus, enjoy free spins, and play your favourite pokies and table games anytime on desktop, mobile, or
tablet. LEON casino delivers a world-class gaming experience perfectly tailored for Australian players in 2025.
This powerhouse platform delivers over 2,000 premium pokies, lightning-fast PayID payments,
and generous bonuses up to AU$1,000 plus 100 free spins.
The app delivers a user-friendly interface, fast loading times, and access to the full range of
casino games, including pokies, table games, live dealer options, and sports
betting. Leon Casino provides a range of bonus offers tailored to Australian players, ensuring both newcomers and regulars can find
added value in their gaming experience.
Leon Casino guarantees that every player experience is secure and transparent.
“Leon Casino is everything a modern Aussie casino should be — fast, fair and fun. Every feature is designed with players in mind, making Leon Casino one of the most reliable and exciting destinations in the market. The site is easy to navigate, bonuses are simple to claim and payments always arrive on time. Leon Casino has earned a name among Australian players for combining speed, transparency and high quality entertainment. It’s a system built on transparency and exclusivity — the more you play, the more the casino gives back.
References:
https://blackcoin.co/bridge-poker-rules/
online casino paypal einzahlung
References:
http://www.new.jesusaction.org
online casino real money paypal
References:
https://cvbankye.com/employer/online-pokies-paypal-deposit-i-piece-web-design/