ଓଡ଼ିଆ ଜାତି ଓ ଅସ୍ମିତାକୁ ଆଗକୁ ନେବା ସାମୂହିକ ଦାୟିତ୍ୱ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର:ଯେଉଁ ସଭ୍ୟତାରେ ସମ୍ରାଟ ଖାରବେଳ ଶାସନ କରିଛନ୍ତି, ଡକ୍ଟର ପ୍ରତିଭା ରାୟ ‘ଯାଜ୍ଞସେନୀ’ ପରି ମହିଳାଙ୍କ ଭାବାବେଗକୁ ବୁଝିବା ଭଳି କାଳଜୟୀ ପୁସ୍ତକ ଲେଖିଛନ୍ତି ଏବଂ ଅନେକ ସାହିତ୍ୟିକଙ୍କୁ ତିଆରି କରିଥିବା ‘ଝଙ୍କାର’ ପରି ପତ୍ରିକା ରଚନା ହୋଇଛି, ସେହି ଜାତିର ଅସ୍ମିତା ଆଜି ପ୍ରଶ୍ନବାଚୀରେ । ତେଣୁ ଏ ଦିଗରେ ବିତର୍କ ହେବା ଜରୁରୀ । ଓଡ଼ିଆ ଜାତି ଓ ଅସ୍ମିତାକୁ ଆଗକୁ ନେବା ଆମର ସାମୂହିକ ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଙ୍ଗଳବାର ନୂଆଦିଲ୍ଲୀ ଠାରେ ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ଦ୍ୱାରା ରଚିତ ପ୍ରବନ୍ଧ ସଂକଳନ “କଳ୍ପନାର ବାସ୍ତବତା”ର ଲୋକାର୍ପଣ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ବାଲିଯାତ୍ରା ସମେତ ଓଡ଼ିଶାର ଅନେକ ଐତିହ୍ୟ ଓ ପରମ୍ପରା କାହାଣୀ ବା କଳ୍ପନା ନୁହେଁ ବାସ୍ତବତା । ଆଉ ପାଖାପାଖି ୧୩ ବର୍ଷ ପରେ ୨୦୩୬ କୁ ଆମ ରାଜ୍ୟ ଓଡ଼ିଶା ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ଏହି ସମୟରେ ଆମର ଭାଷା, ଅସ୍ମିତା ଓ ଐତିହ୍ୟକୁ ଆଗେଇ ନେବା ଜରୁରୀ । ଲୋକାର୍ପିତ ପୁସ୍ତକର ଲେଖକ ଶ୍ରୀ ନାୟକ ଓ ପ୍ରକାଶନୀ ସଂସ୍ଥା ଗ୍ରନ୍ଥ ମନ୍ଦିରକୁ ଧନ୍ୟବାଦ ଜଣାଇବା ସହ ଏ ବାବଦରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରବନ୍ଧ ସଂକଳନରେ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ଓଡ଼ିଶାର ବରପୁତ୍ର ବର୍ଣ୍ଣନା କରାଯାଇଛି । ଓଡ଼ିଆ ସମାଜର ଯାତ୍ରା ସହ ଭାରତୀୟ ମହାଜାତୀୟତା ଏବଂ ଓଡ଼ିଆ ଅସ୍ମିତା ସମେତ ସାରା ପୃଥିବୀକୁ ଭାରତବର୍ଷର ଅବଦାନ ଓ ଅନେକ ମୌଳିକ ପ୍ରବନ୍ଧ ସହ ଚର୍ଚ୍ଚା ଆଲୋଚନା ରହିଛି । ଏହି ପୁସ୍ତକ ନିଶ୍ଚୟ ଓଡ଼ିଆ ଜନମାନସ ବିଶେଷ ଭାବରେ ଯୁବପିଢିଙ୍କ ଦ୍ୱାରା ଆଦୃତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତିରେ ଶିଶୁଙ୍କୁ ଖେଳ ଆଧାରିତ ଶିକ୍ଷାର ଅଂଶସ୍ୱରୂପ ଭାବରେ ପୁସ୍ତକରେ ଲୁଡୁ ତଥା ସାପ-ସିଡ଼ି ଖେଳ ଓ ମାତୃଭାଷା ଉପରେ ଉଲ୍ଲେଖ କରାଯିବା ପ୍ରଶଂସନୀୟ । ଖୁସିର ବିଷୟ, ଗତବର୍ଷ ନଭେମ୍ବର ମାସରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉନ୍ମୋଚିତ ଇ-କୁମ୍ଭ ପୋର୍ଟାଲରେ ଏଆଇସିଟିଇ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଇଞ୍ଜିନିୟରିଂ ପୁସ୍ତକ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି ଏବଂ ସର୍ବାଧିକ ପରିମାଣରେ ଡାଉନଲୋଡ୍ ହୋଇଛି । ଏଥିରୁ ମାତୃଭାଷାରେ ପୁସ୍ତକ ରଚୟିତା ପ୍ରତି ଥିବା ଛାତ୍ରଛାତ୍ରୀ ମାନଙ୍କର ଆନ୍ତରିକତା ପରିପ୍ରକାଶ କରୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

5 thoughts on “ଓଡ଼ିଆ ଜାତି ଓ ଅସ୍ମିତାକୁ ଆଗକୁ ନେବା ସାମୂହିକ ଦାୟିତ୍ୱ : ଧର୍ମେନ୍ଦ୍ର ପ୍ରଧାନ”

  1. Die App hat eine einfache Benutzeroberfläche und bietet Zugriff auf alle Games.

    Bei uns finden Sie alle möglichen Slots, Tischspiele, Live-Casinos
    und vieles mehr.Als lizenziertes Casino garantieren wir die
    Sicherheit Ihrer persönlichen Daten. Sie können sich jederzeit an diese Stellen wenden, um professionelle Hilfe zu erhalten.
    Organisationen wie die Bundeszentrale für gesundheitliche Aufklärung (BZgA) in Deutschland bieten kostenlose und anonyme Unterstützung an.
    Für Fußballfans bietet Betonred eine beeindruckende
    Auswahl an Wettmärkten für die Champions League.
    Jedes Spiel wurde entworfen, um ein unvergessliches Erlebnis voller Adrenalin und Gewinne zu bieten. Für alle, die Abwechslung suchen, bietet Betonred auch spezielle
    Spiele, die über das Gewöhnliche hinausgehen. Von Megaways Slots
    über 3D-Roulette bis hin zu Lightning Dice bietet jedes Spiel eine neue Dimension von Unterhaltung und Spannung.
    Bei Betonred finden Sie die neuesten Trends und Innovationen in der Welt der Glücksspiele.
    Live-Blackjack bei Betonred bietet die authentische
    Casino-Atmosphäre mit echten Dealern.
    Diese Lizenz gewährleistet, dass das Casino strenge Vorschriften einhält und ein sicheres Spielerlebnis bietet.
    Der Kundensupport von Bet on Red ist rund um die Uhr
    verfügbar, sodass Spieler zu jeder Tages- und Nachtzeit Hilfe erhalten können. Eine Lotterie ohne Einzahlung beinhaltet
    das Abonnieren sozialer Casino-Netzwerke oder andere Aktionen, für die Sie zusätzliche Geschenke erhalten können. Um die Aktivität der Spieler zu diversifizieren, bietet das Bet on Red Online-Casino die Teilnahme an spannenden Turnieren an.

    References:
    https://online-spielhallen.de/lex-casino-cashback-ihr-weg-zu-mehr-spielguthaben-und-boni/

  2. Leon Casino treats Australian players like VIPs from day one with bonuses that reward bold
    play and consistency. Premium online casino
    experience for Australian players since 2015. If you
    feel your gambling is getting out of control, Leon Casino offers responsible gaming tools such as deposit limits, time-out periods, and self-exclusion. The
    mobile version offers the same features as desktop, including deposits, withdrawals,
    promotions, and the full game library. It’s essential to remember that casino games
    are gambling, not a way to make money. Also, responsible gambling features like deposit limits, self-exclusion, and activity
    reminders are a sign the casino takes player wellbeing seriously.

    Welcome to LEON casino, the premier destination for Australian players seeking explosive entertainment and massive rewards in 2025.

    Reliable casinos offer 24/7 customer support via live chat or email
    — not just a FAQ page. Look for transparent terms, realistic wagering requirements, and no
    sneaky restrictions on games or cashouts.

  3. The Ozwin support staff has been highly-trained to handle even the toughest of challenges!
    Our security protocols employ industry standards like the
    128 bit SSL data encryption technology, which guarantees all forms of transactions remain protected, including deposits
    as well as withdrawals. As you explore and advance through the casino, you will
    receive epic rewards that’ll make you grin ear-to-ear.
    Our gamblers have been clear about one thing – they want the convenience that comes with being able to play from their handheld devices anywhere anytime without having any difficulties at all.

    Ozwin Casino bonus offers are filled with regular coupon code surprises.
    Ozwin free spins and bonus funds are what the welcome bonuses are made of.
    The playthrough on the Ozwin free spins no deposit is 20x.

    Get details on the additional verification documents you require from
    the Ozwin Casino lobby login page at the casino website.

    Click “Home” to return to the main lobby screen to view the casino promotions
    and news. Below the game categories is the ticker
    of current jackpot prizes in many of the progressive jackpot games at
    Ozwin Casino. Once you’re in the casino lobby, your casino game choices are on the left.
    Not only does RTG’s casino software cover 3, 4, 5, and 6 reel slots, but it also has unique floating symbols
    slots. RTG has an extensive catalog of classic, bonus, and
    progressive slots. Not only do you get a 200% deposit bonus with your first two deposits,
    but you also get free spins.

    References:
    https://blackcoin.co/goat-spins-casino-in-australia-real-money-casino-wins/

Leave a Reply

Your email address will not be published. Required fields are marked *