ଓଡ଼ିଶାର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ୨୮୭.୮୨ କୋଟି ମଞ୍ଜୁର

ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସଓ୍ୱାଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଅନୁମୋଦନ ଦେବା ସହ ୨୮୭.୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏ ନେଇ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଶ୍ରୀ ପ୍ରଧାନଙ୍କ ପତ୍ରର ପ୍ରତ୍ୟୁତ୍ତରରେ ଉଲ୍ଲେଖ କରିଥିବା ବେଳେ ଏହି ନିଷ୍ପତି ଓଡିଶାର ଗମନାଗମନକୁ ଅଧିକ ସୁଗମ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଭାରତ ସରକାର ଓଡିଶାର ଗ୍ରାମୀଣ ଅଞ୍ଚଳର ଭିତ୍ତିଭୂମିର ବିକାଶ ତଥା ଗମାଗମନ ସୁବିଧାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ଓଡ଼ିଶାର ୧୫ ଜିଲ୍ଲା ଯଥା କଳାହାଣ୍ଡି ପାଇଁ ୧୩ଟି, ସମ୍ବଲପୁର ପାଇଁ ୧୦ଟି, ଗଞ୍ଜାମ ପାଇଁ ୮ଟି, କଟକ ପାଇଁ ୫ଟି, ନବରଙ୍ଗପୁର ପାଇଁ ୫ଟି, ବାଲେଶ୍ୱର ପାଇଁ ୩ଟି, ମୟୂରଭଞ୍ଜ ପାଇଁ ୩ଟି, ଦେବଗଡ଼ ଓ ମାଲକାନଗିରି ପାଇଁ ୨ଟି ଲେଖାଁଏ ପୋଲ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି । ଅନୁରୂପ ଭାବରେ ଭଦ୍ରକ, ଝାରସୁଗୁଡା, ନୟାଗଡ, ନୂଆପଡା, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ଗୋଟାଏ ଲେଖାଁଏ ସେତୁ ନିର୍ମାଣ ପାଇଁ ଅର୍ଥବ୍ୟୟବରାଦ ହୋଇଛି । ଏହା ଦ୍ୱାରା ଏହି ସବୁ ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏହି ନିଷ୍ପତି ଅଞ୍ଚଳର ବିକାଶ କରିବା ସହ ସାମାଜିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସବକା ସାଥ୍, ସବକା ବିକାଶ , ସବକା ପ୍ରୟାସ, ସବକା ବିଶ୍ଵାସ ମନ୍ତ୍ରରେ କାର୍ଯ୍ୟ କରୁଛନ୍ତି । ଓଡିଶାର ବିକାଶ ପାଇଁ ଏହି ପ୍ରକଳ୍ପକୁ ମଂଜୁର କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

5 thoughts on “ଓଡ଼ିଶାର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ୨୮୭.୮୨ କୋଟି ମଞ୍ଜୁର”

  1. Die Plattform integriert Spiele von renommierten Drittanbietern und bietet so eine breite Auswahl an hochwertigen Titeln.
    Wolfy Casino bietet eine beeindruckende Spieletiefe, vertrauenswürdige Zahlungen und erstklassigen Support, was es zu einer herausragenden Wahl für Spieler macht, die
    ein nahtloses Online-Erlebnis suchen. Die
    Curaçao-Lizenz ermöglicht es Wolfy Casino, eine sichere und geschützte Umgebung für Spieler bereitzustellen, wobei Wolfy Casino (Qualität, Garantie und Exzellenz) in ihren Betrieben von größter Bedeutung ist.
    Diese Lizenz stellt sicher, dass das Casino innerhalb regulatorischer Rahmenbedingungen arbeitet und strengen Standards und
    Richtlinien der Behörden folgt.
    Dank dem dabei erhaltenen Willkommensbonus macht der Start gleich doppelt Spaß.
    Wie viele Freispiele Sie erhalten, hängt hier vom eingezahlten Betrag ab, maximal sind
    es jedoch 100. Im Wolfy Casino online erhalten alle Spieler und nicht nur VIPs einen Cashback.
    Hier haben Sie es mit zwei weiteren Einzahlungsboni zu
    tun, die es Ihnen ermöglichen, sich weiteres Bonusguthaben zu sichern.
    Derart spielerfreundliche Bonusbedingungen, wie man sie bei Wolfy antrifft, sind wirklich selten
    Während der Woche kannst Du den Support zwischen 9 und 20 Uhr über den Live Chat und
    rund um die Uhr per E-Mail () kontaktieren. Per E-Mail hast Du die
    Möglichkeit, das Team rund um die Uhr unter der Adresse zu
    kontaktieren. Im Wolfy Online Casino kannst du Freunde werben und dafür
    100 Freispiele für Big Bass Bonanza erhalten.

    References:
    https://online-spielhallen.de/pelican-casino-bonus-code-maximieren-sie-ihr-spielvergnugen/

  2. Alternatively, you might relax in your 5-star hotel room and take in the beautiful scenery from your suite.
    Before you attend the latest stage play, meet up with friends and
    have a meal before the night begins, or taste from the incredible buffet.
    There are over six restaurants, and their website offers a
    handy online table reservation option. After hours, choose from outdoor
    bars, sports bars, or the neighborhood’s hotspot,
    The Atrium Bar. You may enjoy lush manicured grounds, an enviable location, and five-star comfort whether
    you stay at The Star Grand or The Darling. There are also spa services,
    an outdoor pool area, and private cabanas.
    Try your luck at the freshly rebuilt casino, which has a total
    area of 65,000 square feet. With award-winning restaurants and five bars,
    there’s plenty to do.

    References:
    https://blackcoin.co/goat-spins-casino-in-australia-real-money-casino-wins/

  3. Despite these rules, they\\u2019re a risk-free way to score real cash while
    trying out slots, table games, or other casino features. And holds a Cura\\u00e7ao licence, which is common for international casinos accepting Australian players.
    Fair casinos use certified random number generators and are regularly audited to ensure that bonus play is as fair as regular play.
    Richard Casino is more than just a gaming platform; it is our firm commitment to providing a superior, transparent, and hassle-free entertainment environment
    for our players.
    Start your Spinoloco adventure with a rewarding Welcome package,
    featuring up to $5,000 in bonuses and 250 free spins.
    Here you’ll find everything you need from the biggest
    welcome bonuses to crypto sign-up offers and free registration bonuses.

    Wagering requirements are the number of
    times you must play through a bonus before you can withdraw winnings.
    To claim a welcome bonus, you usually need to register for a new account, deposit the required minimum amount
    (if it\\u2019s a deposit bonus), and enter a promo\\/bonus code if required.
    The platform combines a massive 10,500+ game library with local payment options like PayID, Neosurf, and crypto,
    making it easy to deposit and withdraw without conversion fees.
    For example, if you get a $100 bonus with a 30x wagering requirement,
    you must wager $3,000 ($100 \\u00d7 30) before you
    can cash out.
    This article emphasizes the strong security mechanisms
    in place to guard player data and offers a detailed walkthrough of the login processes from many devices.
    Using a laptop or a mobile device, navigating the login process at
    RichardCasino is simple enough to guarantee that both new and returning users may easily access
    their accounts. The loyalty programme provides comp points that convert
    to cash without additional deposits.

Leave a Reply

Your email address will not be published. Required fields are marked *