ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ବନାଗ୍ନି ଏକ ଭୟଙ୍କର ରୂପ ନେଇଛି । ରାଜ୍ୟରେ ୧୭୪୬ ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖା ଯାଇଛି । ତା’ ଭିତରୁ ୮୭୧ଟି ବଡ଼ଧରଣର ନିଆଁ । ଶିମିଳିପାଳ ରୁ ସୁନାବେଡ଼ା ପର୍ଯ୍ୟନ୍ତ ନିଆଁରେ ଜଳୁଛି ଜଙ୍ଗଲ । ଏପରିକି ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା, ଶିଖରଚଣ୍ଡୀ ଜଙ୍ଗଲ ମଧ୍ୟ ସେ ନିଆଁରୁ ତ୍ରାହି ପାଇ ନାହିଁ । ରାଜ୍ୟରେ ଏହି ଜଙ୍ଗଲ ନିଆଁ ଏକ ସଂଗୀନ ଅବସ୍ଥା ସୃଷ୍ଟି କରିଛି । ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛି । ଏହା ସଂପ୍ରତି ଦେଶର ସବୁଠୁ ବଡ଼ ଜଙ୍ଗଲ ନିଆଁ । ଆନ୍ଧ୍ରପ୍ରଦେଶରେ ୭୫୪, କର୍ଣ୍ଣଟକରେ ୬୪୨, ତେଲେଙ୍ଗାନାରେ ୪୪୭ ଓ ମଧ୍ୟ ପ୍ରଦେଶରେ ୩୧୬ ଥିବାବେଳେ ଓଡ଼ିଶା ସେହି ରାଜ୍ୟମାନଙ୍କ ଠୁ ବହୁତ ଆଗରେ । ରୋମ ଜଳୁଥିବାବେଳେ ସମ୍ରାଟ ନେରୋଙ୍କ ବଂଶୀବାଦନ କଲାପରି, ରାଜ୍ୟର ଜଙ୍ଗଲ ନିଆଁରେ ଜଳୁଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଦରେ ଶୋଇଥିବା ଭଳି ମନେ ହେଉଛି । ୨୦୨୧ ମସିହାରେ ଏହି ପରି ବନାଗ୍ନି ରାଜ୍ୟରେ ଦେଖାଦେଇଥିଲା, ଯାହା ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା । ସେତେବେଳେ ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଥିଲେ ଏବଂ ତାହାର ସୁପାରିଶ ଗୁଡ଼ିକ ପ୍ରତି ଧ୍ୟାନ ଦେଇ କୌଣସି ଠୋସ ପଦକ୍ଷେପ ନେଇଛନ୍ତି ବୋଲି ପ୍ରତିୟମାନ ହେଉନାହିଁ । ଏପରିକି ସେହି ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ ଏବଂ ଏଥିରେ ସଭ୍ୟ ଥିବା ଅଣସରକାରୀ ବ୍ୟକ୍ତିଙ୍କୁ ରିପୋର୍ଟର କପି ମଧ୍ୟ ମିଳିନାହିଁ । ଏଥିରୁ ରାଜ୍ୟ ସରକାରଙ୍କର ଏହି ଟାକ୍ସଫୋର୍ସ ପ୍ରତି ମନୋଭାବ କ’ଣ ତାହା ଜଣାପଡ଼େ । କହିବାକୁ ଗଲେ ୨୦୨୧ ମସିହାର ବନାଗ୍ନିରୁ ଏ ସରକାର କିଛି ଶିକ୍ଷା ଲାଭ କଲେ ନାହିଁ । ଚଳିତ ବନାଗ୍ନି ସମୟରେ ନିଆଁକୁ ଆୟତ କରିବା ପାଇଁ ଠୋସ ପଦକ୍ଷେପ ନେବା ପରିବର୍ତେ ଜନ ସଚେତନତା ପାଇଁ ଘୋଡ଼ା ନାଚ କଥା ରାଜ୍ୟ ସରକାର କହିବା ହାସ୍ୟାସ୍ପଦ । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ ପରି ରାଜ୍ୟମାନେ ବନାଗ୍ନିକୁ ଆୟତ କରିବାପାଇଁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରୁଛନ୍ତି, ସେତେବେଳେ ଆମ ସରକାର ଦାସକାଠିଆ, ଘୋଡ଼ା ନାଚ, ଇତ୍ୟାଦି ରଣକୌଶଳ କଥା କହିବା ଶେଭାପାଏ ନାହିଁ । ଏହା ସରକାରଙ୍କ ବନାଗ୍ନିକୁ ଆୟତ କରିବା କ୍ଷେତ୍ରରେ ବିମୁଖତାକୁ ପ୍ରତିପାଦିତ କରିଥାଏ । ୨୦୨୧ ମସିହାରେ ବନାଗ୍ନି ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ଟାସ୍କଫୋର୍ସ ଗଠନ କରାଯାଇଥିଲା । ଟାସ୍କଫୋର୍ସ ମଧ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଜଙ୍ଗଲ ସୁରକ୍ଷା ଓ ଜଙ୍ଗଲ ନିଆଁକୁ ରୋକିବା କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦା ବିଶେଷକରି ବନସୁରକ୍ଷା ସମିତି, ଜଙ୍ଗଲ ସୁରକ୍ଷା କମିଟି, ଇକୋ ଡେଭଲପମେଣ୍ଟ କମିଟି ଇତ୍ୟାଦି ଅନୁଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାତ୍ର ଜଙ୍ଗଲ ବିଭାଗର ଅଫିସରମାନଙ୍କର ଏଥିପ୍ରତି ଉଦାସୀନତା ଓ ଗୁରୁତ୍ୱର ଅଭାବ ସେତେବେଳେ ପରିଲକ୍ଷିତ ହୋଇଥିଲା । ଚଳିତବର୍ଷ ମଧ୍ୟ ତାହା ଦେଖିବାକୁ ମିଳିଛି । ବାସ୍ତବରେ ଜଙ୍ଗଲ ସୁରକ୍ଷା ପାଇଁ ଏହି ସରକାରଙ୍କର ଗୁରୁତ୍ୱ ନାହିଁ କିମ୍ବା ଜଙ୍ଗଲ ନିଆଁକୁ ପ୍ରଶମିତ କରିବାପାଇଁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନୁହେଁ । ସରକାର ତୁରନ୍ତ ଜଙ୍ଗଲ ନିଆଁ ଲିଭାଇବା କ୍ଷେତ୍ରରେ ଅନ୍ୟ ସ୍ଥାନରେ ବ୍ୟବହୃତ ଉନ୍ନତ ଜ୍ଞାନ କୌଶଳକୁ ଓଡ଼ିଶାକୁ ଆଣି ତାର ପ୍ରୟୋଗ କରନ୍ତୁ । ବିଧାନ ସଭାରେ ଏହି ବନାଗ୍ନି ବିଷୟରେ ବିଷଦ ଆଲୋଚନା କରନ୍ତୁ ଓ ସମାଧାନ ପାଇଁ ମତାମତ ନିଅନ୍ତୁ । ରାଜ୍ୟର ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ପରିବେଶବିତ ଓ ସାମାଜୀକ କର୍ମୀମାନଙ୍କର ମତାମତ ନିଅନ୍ତୁ । ଏହା ସହିତ ଏହି ଜଙ୍ଗଲର ନିଆଁ ଯୋଗୁଁ ବନ୍ୟପ୍ରାଣୀ, ପରିବେଶ, ଲୋକଙ୍କର ଜୀବିକା ଇତ୍ୟାଦି କ୍ଷେତ୍ରରେ କ’ଣ କ୍ଷତି ହୋଇଛି ତାର ସବିଶେଷ ରିପୋର୍ଟ ଓଡ଼ିଶାବାସୀଙ୍କ ଆଗରେ ରଖନ୍ତୁ ବୋଲି କଂଗ୍ରେସ ଦାବି କରିଛି । ମଙ୍ଗଳବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୁଦର୍ଶନ ଦାସ ଏହା ପ୍ରକାଶ କରିଛନ୍ତି । ରାଜ୍ୟ କଂଗ୍ରେସର ଅନ୍ୟତମ ପ୍ରବକ୍ତା ଶ୍ରୀ ମନୋରଞ୍ଜନ ଦାସ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
Wählen Sie aus über 1.600 verschiedenen Spielautomaten, klassischen Casinospielen, Lotterien und Arcade Games der besten Hersteller.
Bei uns erwartet Sie die größte Auswahl an kostenlosen Casino Spielen im deutschsprachigen Internet!
Neuer Titel mit klassischem Gold Thema und Bonus Features wie Freispiele und Multiplikatoren.
Wenn Sie Zweifel an einem bestimmten kostenlosen Online-Slot haben, ist es
am besten, zu sehen, was andere denken. Sie werden müde und werden den kostenlosen Slot
nicht so sehr genießen, wie Sie sollten. Oft müssen Sie den maximalen Einsatz spielen, um
Bonus-Spiele und Jackpot-Preise freizuschalten. Klassische Slotspiele
sind einfacher zu verstehen und erfordern nicht viel Wissen über verschiedene Bonusfunktionen. Eine leichte Recherche über die Grundlagen ist der perfekte Weg, um Ihre
Reise zu kostenlosen Online-Slots zu beginnen.
Gaminator Credits können nicht gegen Geld getauscht oder in irgendeiner Form ausbezahlt
werden, sondern nur verwendet werden, um Spiele zu spielen.
Gaminator ist eine kostenlose Online-Glücksspiel-Plattform,
die ausschließlich Unterhaltungszwecken dient. Hunderttausende Menschen spielen bereits
die Gaminator-App, und wir könnten uns keine bessere Empfehlung vorstellen. Und es sind nicht nur Vegas-Slots,
die du nach Herzenslust spielen kannst – du kannst dich auch an einigen der umfangreichsten Casino-Tisch- und
Kartenspiele versuchen. Du musst kein Spielkonto eröffnen, um unsere Premium-Slots zu spielen –
aber dann verpasst du unsere fantastischen zusätzlichen Boni!
References:
https://online-spielhallen.de/admiral-casino-bonus-code-alles-was-sie-wissen-mussen/
In English the sound has undergone far-reaching changes during and
since the Middle English period. There are of course countless slight variations
in the method of pronouncing this sound. The developer has not yet
indicated which accessibility features this app supports.
The names of the vowel letter u and the semivowel letters w and y are pronounced with a beginning consonant sound.
The names of the consonant letters f, h, l, m, n, r, s, and x
are pronounced with a beginning vowel sound. Problems arise occasionally when the following word begins with a vowel letter but actually starts with a consonant sound, or vice versa.
In algebra, the letter “A” along with other letters
at the beginning of the alphabet is used to represent known quantities.
In most languages that use the Latin alphabet, ⟨a⟩ denotes an open unrounded
vowel, such as /a/, /ä/, or /ɑ/.
When the ancient Greeks adopted the alphabet, they had no use for a letter representing a glottal stop—so they adapted the sign to represent the vowel /a/,
calling the letter by the similar name alpha.
The earliest known ancestor of A is aleph—the first letter of
the Phoenician alphabet—where it represented a glottal stop [ʔ], as Phoenician only used consonantal
letters. A, or a, is the first letter and the first vowel letter of the Latin alphabet, used in the modern English alphabet, and others
worldwide. Before a consonant sound represented by a vowel letter a is usual In the Phoenician alphabet the letter stood for
a species of breathing, as vowels were not represented in the Semitic alphabets.
References:
https://blackcoin.co/slot-machine-tutorial-for-beginners/
Facebook marketplace then provides you with a shipping label complete with the home address of the buyer.
Once you’ve sold an item, you’ll receive a notification from Facebook that
you have items to ship. Using a prepaid shipping label from the marketplace is typically
easier than creating your own shipping label because Facebook will provide the shipping label for you.
The item could be shipped through FedEx, UPS,
USPS, or another shipping provider. You’ll want to choose the shipping
method that makes sense for you based on the shipping carriers you prefer to use and how you want to present the shipping costs to your buyers.
You can sell items that you find at yard sales, or even household items that you no longer use
around your own home.
The Star Casino leverages cutting-edge software technologies
to provide a seamless and engaging gaming experience.
The withdrawal methods typically mirror the deposit options, including credit and debit cards, e-wallets,
and bank transfers, to provide a consistent and straightforward banking experience.
Each location also offers Star Casino Gold Coast accommodations,
diverse dining experiences, and access to sports bars,
nightclubs, and theaters, catering to a broad spectrum of tastes and preferences.
This multilingual support ensures that a broader audience
can enjoy the gaming experience without language barriers.
It has been a tough time on and off screen for Australian-born John, whose colourful love
life has not always been smooth sailing either.
References:
https://blackcoin.co/casino-hotels-on-the-gold-coast/
online casino paypal
References:
starlikekorea.com
online casino real money paypal
References:
https://career-hunters.com/employer/paypal-casino-canada-%ef%b8%8f-online-casinos-with-paypal-payments/