ଭୁବନେଶ୍ୱର:ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା), ଓଡିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା ଯାହାକି ଦୀର୍ଘ ୬୬ ବର୍ଷ ଧରି ଓଡିଶା ହସ୍ତତନ୍ତ କଳାର ପ୍ରଚାର,ପ୍ରସାର ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଅଛି । ଓଡିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ୱାରା ଉତ୍ପାଦିତ ହସ୍ତତନ୍ତ ବସ୍ତ୍ରର ଉତ୍ତମ ବିପଣନ। ଏହି ବିପଣନକୁ ତ୍ୱରାନ୍ୱିତ କରିବା ପାଇଁ ହସ୍ତତନ୍ତ ଉନ୍ନୟନ ଆୟୋଗ ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାର, ବିଭିନ୍ନ ରାଜ୍ୟର ଶୀର୍ଷ ହସ୍ତତନ୍ତ ସମବାୟ ସଂସ୍ଥା ଜରିଆରେ ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା’ର ଆୟୋଜନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥାଆନ୍ତି । ଏହି ଯୋଜନାରେ ବୟନିକା ଦ୍ୱାରା ଏକାମ୍ର ହାଟ, ଭୁବନେଶ୍ୱରଠାରେ ଏକ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଉଅଛି । ଏହି ‘ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳାନ୍ତ ଚଳିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ସୋମବାର ଦିନ ସନ୍ଧ୍ୟାରେ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଡ. ପାଢ଼ୀ କହିଲେ ଯେ ହସ୍ତତନ୍ତ ଆମ ସଂସ୍କୃତିର ପରିଚୟ । ହସ୍ତତନ୍ତ ପ୍ରତି ଲୋକମାନଙ୍କ ଆଦୃତି ବୃଦ୍ଧି ନିମନ୍ତେ ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି । ହସ୍ତତନ୍ତର ପ୍ରୋତ୍ସାହନ ସହ ବୁଣାକାରମାନଙ୍କୁ ସମ୍ମାନ ଜଣାଇବା ପାଇଁ ଆମେ ହସ୍ତତନ୍ତ ବସ୍ତ୍ର ପରିଧାନ କଲେ ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ । ହସ୍ତତନ୍ତରମାନ ବୃଦ୍ଧି ପାଇଁ ଓଡ଼ିଶାର ୯ଟି ହସ୍ତତନ୍ତ ବସ୍ତ୍ରକୁ ଜିଆଇଟ୍ୟାଗ୍ ମିଳିସାରିଛି । ରାଜ୍ୟ ସରକାର ବୁଣାକାରମାନଙ୍କ କଲ୍ୟାଣ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବୟନିକା ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ହସ୍ତତନ୍ତ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ବୁଣାକାରମାନେ ସେମାନଙ୍କର ହସ୍ତତନ୍ତ ସାମଗ୍ରୀର ବିକ୍ରିବଟା କରିବା ସହିତ ହସ୍ତତନ୍ତର ପ୍ରଚାରପ୍ରସାର ହୋଇପାରିବ ବୋଲି ଡ. ପାଢ଼ୀ ପ୍ରକାଶ କରିଥିଲେ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ବୟନ ଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କୃଷ୍ଣ ସାହୁ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ପରିଚାଳନା ନିର୍ଦ୍ଦେଶକ, ବୟନିକା ଶ୍ରୀ ଶ୍ରୀକାନ୍ତ ପୃଷ୍ଟି, ବୟନିକା ସଭାପତି ଶ୍ରୀ ପ୍ରକାଶ ଚନ୍ଦ୍ର ମେହେର ଏବଂ ଅନ୍ୟାନ୍ୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ମେଳାରେ ସମୁଦାୟ ୬୦ ଗୋଟି ପ୍ରାଥମିକ ସମବାୟ ସମିତି ଯୋଗଦାନ କରିଛନ୍ତି । ଏଥି ମଧ୍ୟରୁ ୪୦ ଗୋଟି ଓଡିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟ ୨୦ ଗୋଟି ସଂସ୍ଥା/ସମିତି ବିଭିନ୍ନ ରାଜ୍ୟରୁ ଯୋଗଦାନ କରିଛନ୍ତି । ଏହି ମେଳାରେ ଉତ୍ତରପ୍ରଦେଶ, ଜାମୁକାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ,ବିହାର, କର୍ଣ୍ଣାଟକ, ହରିୟାନା ଏବଂ ଓଡିଶାର ବିଭିନ୍ନ ସଂସ୍ଥା/ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନର ପ୍ରଦର୍ଶନ ସହ ବିକ୍ରୟ କରୁଛନ୍ତି । ଏହି ପ୍ରଦର୍ଶନୀରେ ଓଡିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍, ଗୁଜୁରାଟର ପଟୋଲା, ଲକ୍ଷ୍ମୋର ଚିକେନକାରୀ, ଜାମୁକାଶ୍ମୀରର ପଶ୍ମିନା-ସାଲ, ଦିଲ୍ମୀ, ହରିୟାନାର ଫର୍ନିସିଙ୍ଗ୍ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ସିଲ୍କ ଶାଢି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି । ଏହି ମେଳା ପ୍ରତ୍ୟହ ଦିବା ୧୧.୦୦ ଘଟିକାଠାରୁ ରାତ୍ର ୯.୦୦ ଘଟିକା ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ଓଡିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଅଛି । ଏହି ମେଳାରେ ବହୁ ସଂଖ୍ୟାରେ ପଦାର୍ପଣ କରି ସରକାରୀ ରିହାତିର ସୁବିଧା ସହ ହସ୍ତତନ୍ତ ବସ୍ତ୍ର କ୍ରୟ କରି ବୁଣାକାରମାନଙ୍କୁ ଉସିାହିତ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।
Zum besten Casino Bonus bei RocketPlay DE gehören natürlich auch Freispiele, die unsere Neukunden zusätzlich im Rahmen des Willkommensbonus erhalten. Wenn Spieler im RocketPlay Casino
mit Bonus spielen, sollten sie natürlich auf die Bonusbedingungen achten. Spieler
finden auch eine reichhaltige Auswahl an klassischen Tischspielen wie Roulette, Blackjack und
Baccarat.
Zusätzlich bieten wir progressive Jackpot-Slots mit Millionen-EUR-Preispools, die das
Leben deutscher und österreichischer Spieler verändern können. Deutsche und österreichische
Spieler müssen ihre Identität verifizieren, um Auszahlungen zu ermöglichen und den vollen Zugang zu unserem Casino zu erhalten. Die Rocketplay Casino Registration in unserem
Casino ist optimiert für Benutzerfreundlichkeit und Sicherheit.
Sollten Sie Probleme mit dem access zur site haben oder die Seite is not erreichbar sein, steht
Ihnen unser Support jederzeit zur Verfügung, um Ihnen help zu bieten. Diese Events bieten zusätzliche
Gewinnchancen und fördern die Gemeinschaft unter unseren Benutzern. Unsere Rocketplay Casino Bonus Codes bieten exklusive Zugang zu speziellen Angeboten für Spieler aus Deutschland
und Österreich.
Bei den meisten Casino Boni, die wir anbieten, müssen Spieler Umsatzbedingungen erfüllen. Durch die mobilen Schnittstellen ist das Spielen über
den Browser bequem und bietet eine erstklassige Spielerfahrung.
Wenn sich Spieler bei RocketPlay DE neu anmelden, können sie ihren Willkommensbonus für Casino-Games nutzen und umsetzen. So sind für den Einzahlungsbonus jeweils eine Einzahlung von mindestens 20 bzw.
References:
https://online-spielhallen.de/bing-bong-casino-mobile-app-ihre-ultimative-spielothek-fur-unterwegs/
From spectacular theatre shows and luxury cinemas to vibrant nightclubs and year-round family fun, Crown Melbourne offers one
of the most diverse entertainment line-ups in the city. Enjoy priority access to gaming, valet
parking, and private check-in for VIP guests.
Both properties feature stylish rooms, direct access to the casino,
rooftop pools, fine dining, and shopping arcades — all under one roof.
You can really feel those few centimetres when getting out of the
car, when your leg touches the ground. Usually, kids will be relegated to the third row
when there are extra adults to carry, and they’ll be fine here –
it’s not claustrophobic and there’s even a
USB charging port and more cupholders. The Perodua Alza and Toyota Veloz are similiar cars both based on the
DNGA platform, but the top spec Alza is RM20k cheaper than the
Veloz. He therefore appreciates the aesthetic appeal of a car, but
for him, the driving experience is still second to none.
References:
https://blackcoin.co/kingpin-crown-melbourne-casino-guide/
With stunning 180 degree views of the city skyline, the Pearl Room
has a quality of light and outward focus that is unrivalled anywhere
in the world. With an entertainment calendar
packed with 24/7 sport, live music and the thrill of the casino, Crown Perth is the city’s must-visit destination. Kick back
in the funky outdoor beer garden at The Merrywell pub, or
sip on cocktails overlooking the Perth city skyline at the breathtaking new TWR bar.
In 2021, a royal commission in Western Australia found Crown Perth unfit to hold a casino licence, citing failures in governance,
risk management, and anti-money laundering controls.
The Crown Perth is a full service facility
that includes an extremely active casino, a top-notch hotel,
and many first-rate dining, socializing, and entertainment choices.
Find answers to the most frequently asked
questions about visiting Crown Perth – from hotel stays and
dining to casino access and entertainment. The Crown Rewards program is great — I’ve used my points for hotel stays and dinner.
Relax by the resort-style pool, explore Perth’s vibrant nightlife, or work from a fully
equipped in-room workstation. Three world-class
hotels, one unforgettable stay — luxury, comfort, and style in the heart
of Western Australia’s premier entertainment resort.
Central urban nest with pool gym pool free parking The Crown Metropol is a
first-class luxury hotel providing panoramic views of the city.
Featuring opulent suites, private infinity pools, high-end furnishings, and panoramic views of the Swan River or
city skyline, it’s the top choice for celebrities and VIPs.
References:
https://blackcoin.co/lapilanders-casino/
us poker sites that accept paypal
References:
https://justhired.co.in
paypal casino canada
References:
jobsremote.work