ଭୁବନେଶ୍ୱର: ସ୍କିଲ୍ଡ ଇନ୍ ଓଡିଶା କନକ୍ଲେଭ-୨୦୨୩ ଆୟୋଜନ ପାଇଁ ଶୁକ୍ରବାର ଦିନ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟର ସମସ୍ତ ପ୍ରମୁଖ ସଚିବ ଏବଂ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ଅଳକା ମିଶ୍ର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ସ୍ୱାଗତ କରିବା ସହ ବିଶ୍ୱ ଦକ୍ଷତା କେନ୍ଦ୍ରର ଉଦ୍ଦେଶ୍ୟ ଏବଂ ପରିକଳ୍ପନା ସଂପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ । ପରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ପିପିଟି ମାଧ୍ୟମରେ ଆସନ୍ତା ଅପ୍ରେଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଥିବା ସ୍କିଲ୍ଡ ଇନ୍ ଓଡିଶା କନକ୍ଲେଭ ଉପରେ ଏକ ପ୍ରାକ୍-ଉପସ୍ଥାପନା ପ୍ରଦାନ କରିଥିଲେ । ଏହା ପରେ ସେ ସମସ୍ତ ବିଭାଗର ପ୍ରମୁଖ ସଚିବ / ସଚିବମାନଙ୍କୁ ଜାତୀୟସ୍ତରର ଅନନ୍ୟ ଏହି ସ୍କିଲ୍ଡ କନକ୍ଲେଭ୍ର ଅଂଶବିଶେଷ ହେବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ସୁବ୍ରତୋ ବାଗ୍ଚି ସ୍କିଲ୍ଡ ଇନ୍ ଓଡିଶାର ମିଶନ୍, ଭିଜନ୍ ଏବଂ ଉଦ୍ଦେଶ୍ୟ ଉପରେ ନିଜର ବକ୍ତବ୍ୟ ରଖି ସ୍କିଲ୍ଡ ଇକୋସିଷ୍ଟମର ପ୍ରତ୍ୟେକଟି ମୁଖ୍ୟ ଦିଗ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ସ୍ତରରେ ଛାତ୍ରମାନଙ୍କ ପାଇଁ କ୍ୟାରିୟର ପରାମର୍ଶ, ସରକାରୀ ତଥା ପଲିଟେକ୍ନିକରେ ଶିକ୍ଷାର ଗୁଣବତ୍ତା ପରିବର୍ତ୍ତନ, ବିଶ୍ୱସ୍ତରରେ ଉତ୍କର୍ଷ ହାସଲ କରିଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରମାନଙ୍କ ସଫଳତାର କାହାଣୀ ଉପରେ ଆଲୋକପାତ କରି ସେମାନଙ୍କୁ ରୋଲ୍ ମଡେଲ୍ ରୂପେ ପ୍ରସ୍ତୁତ କରିବା, କୃଷି କ୍ଷେତ୍ରରେ ଦକ୍ଷତା ବିକାଶ (ୱାର୍ଲ୍ଡ ଏଗ୍ରି-ଟେକ୍ ସେଣ୍ଟର), ମିଶନ୍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଦକ୍ଷ କରିବା ଏବଂ ସେମାନଙ୍କୁ ଉଦ୍ୟୋଗୀ ଦକ୍ଷତାରେ ସଶକ୍ତ କରିବା, ଓଡିଶା ସ୍କିଲ୍ଡ କନ୍କ୍ଲେଭ୍କୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ଗଢ଼ିତୋଳିବାକୁ ଶ୍ରୀ ବାଗ୍ଚୀ ଆହ୍ୱାନ ଦେଇଥିଲେ । ରାଜ୍ୟର ୬ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ସରକାରଙ୍କ ଉଦ୍ଦେଶ୍ୟ । ସେମାନଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରି ପ୍ରତିଯୋଗିତାରେ ଭାଗନେବା ପାଇଁ ସକ୍ଷମ କରିବା, ସମସ୍ତ କ୍ଷେତ୍ର ଏବଂ ସ୍ରୋତ ମଧ୍ୟରେ ସ୍ୱଳ୍ପମିଆଦି ପାଠ୍ୟକ୍ରମର ପ୍ରଚଳନ, ଉଚ୍ଚମାନର ନିଯୁକ୍ତିଦାତାଙ୍କ ସହ ସହଯୋଗ କରିବା ଏବଂ ପାରମ୍ପରିକ ଦକ୍ଷତାକୁ ଅତିକ୍ରମ କରିବା ଆଦି କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ଦିଗରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଦୃଢ଼ ଆଶାବାଦୀ । ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ସମ୍ବଳର ଅଭାବ ନାହିଁ । ସ୍କିଲ୍ଡ ଇନ୍ ଓଡ଼ିଶା ମିଶନକୁ ଦେଶର ଅନ୍ୟତମ ଶ୍ରେଷ୍ଠ ମିଶନ ଭାବେ ବିକଶିତ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ । ଏକ ବିଶାଳ ଓଡିଶା ସ୍କିଲ୍ଡ କନ୍କ୍ଲେଭ ଇଭେଣ୍ଟ ଆୟୋଜନରେ ସମସ୍ତ ବିଭାଗକୁ ସହଯୋଗ କରିବା ପାଇଁ ଶ୍ରୀ ଜେନା ଅନୁରୋଧ କରିଥିଲେ ।
Ehe ihr zum ersten Interwetten Casino Login schreiten könnt,
müsst ihr ein Spielerkonto eröffnen. Die Spiele werden von BetGames TV, Evolution Gaming und Pragmatic Play
live gestreamt. Folgend haben wir euch einige ausgewählte Spielbeispiele
zusammengestellt. Die Überzahl der Spielofferte ist in der Sektion der Online Slots zu finden. Der Interwetten Casino Bonus für Neukunden beträgt 100%
bis zu 700€ und 100 Freispiele. Wir verwenden auf unseren Seiten Affiliate-Links und erhalten möglicherweise
eine Provision für Kunden, die an Online Casinos verwiesen werden.
Wie üblich bei Interwetten Casino ist der Bonus Schrittweise freizuspielen. Dazu ist
der kumulierte Gewinn aus den Freispielen ein einziges Mal im Casino umzusetzen. Anschließend
haben Sie weitere 7 Tage Zeit, um den Bonus freizuspielen. Um die
Freispiele zu erhalten, müssen Sie diese innerhalb von 7 Tagen ab Registrierung beim Kundenservice einfordern.
References:
https://online-spielhallen.de/frumzi-casino-auszahlung-ein-umfassender-leitfaden-fur-reibungslose-gewinnauszahlungen/
In our testing, lucky green offers a curated list of
top-performing pokies and rotating featured games that reward exploration with
free spins or leaderboard points. Welcome to Lucky Green, the online destination built for Australian players seeking
a large pokies library, mobile convenience and quick payouts.
The platform combines extensive game variety with lightning-fast PayID payments, creating an unmatched gaming experience.
Lucky Green Casino offers a diverse range of games to cater to
every player’s preferences. For mobile users, the website’s adaptive interface ensures optimal performance, allowing
players to enjoy uninterrupted gaming on the go. Players can quickly locate their favorite games or access important
information about deposits and withdrawals. The casino’s commitment to fairness, fast payouts, and responsible gaming has helped it earn the trust of players
across Australia. Lucky Green Casino is more than just an online
casino — it’s a complete entertainment destination tailored
for Australian players.
References:
https://blackcoin.co/bay-casino-your-ultimate-guide-to-online-gaming/
The junior Mr. Agnello starred alongside his mother and his two brothers, Frank and John, in “Growing Up Gotti,” a reality television show showcasing their Long Island mansion, its marble-and-leopard-skin décor and their unique family life.
The Star Casino and Hotel is dedicated to providing premium, personalized
service, quality events and experiences, and an array of
first-class restaurants and accommodations. It’s free to use,
and racking up points and prizes is as easy as playing, dining and staying at one
of the participating casinos, restaurants or hotels.
Several times a week there is a special reward to look forward to.
As players climb through the reward tiers, they’ll be
entered in to win additional prizes and have more special offers available
to them.
Once you dispatch the item, mark it as “shipped” on Facebook
Marketplace. Always weigh your package before shipping to avoid extra charges.
It’s crucial to review Facebook’s rules to ensure your
product qualifies for shipping.
References:
https://blackcoin.co/1_the-ultimate-guide-to-high-roller-games-top-games-to-play_rewrite_1/
online slots paypal
References:
https://zenithgrs.com/employer/best-real-money-online-pokies-in-australia-for-december-2025
paypal casino
References:
http://www.fiksdjodf.shop