ଚଳଚ୍ଚିତ୍ର “ଧୋକା” (ଦ ଗେମ୍‌ ଅଫ୍‌ ଲଭ୍‌)’ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର : ( ରିପୋର୍ଟ – ଅମୃତ ନନ୍ଦ) ଜୀ-ସାର୍ଥକ ଦ୍ୱାରା ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର “ଧୋକା” (ଦ ଗେମ୍ ଅଫ ଲଭ)  ମେ ୭ ତାରିଖ ରବିବାର ସନ୍ଧ୍ୟା ସାଢେ ୬ ଟା ରେ ୱାର୍ଲଡ ଟିଭି ପ୍ରିମିଅର ଶୋ’ ରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ଜୀ-ସାର୍ଥକ ଫିଲ୍ମର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର, ମାର୍କେଟିଙ୍ଗ ହେଡ଼ ବିଶ୍ୱରଞ୍ଜନ ବରାଳ, ନିର୍ଦ୍ଦେଶକ ତ୍ରିପତି ସାହୁ, ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ସଂଳାପକାର ଡ଼ଃ ରଜନୀ ରଞ୍ଜନ, ନାୟକ ଭୂମିକାରେ ଥିବା ଅଭିନେତା ଶୁଭାଶିଷ ଶର୍ମା, ଅଭିନେତ୍ରୀ କୁକିଜ୍ ସ୍ବାଇଁ, ଅଭିନେତ୍ରୀ ଅଭିପ୍ସା ଭଞ୍ଜ, ଜଗନ୍ନାଥ ସାହୁ ଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଓ ଗୀତିକାର ନିର୍ମଳ ନାୟକ,କଣ୍ଠଶିଳ୍ପୀ ବିଷ୍ଣମୋହନ କବି,ଅମ୍ରିତା,ଜିତୁ ପ୍ରମୁଖ ଉପସ୍ଥିତ ଥିଲେ । ଏସ ପି ପି ପ୍ରଡକସନ୍ସ ବ୍ୟାନର୍ ରେ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର “ଧୋକା” (ଦ ଗେମ୍ ଅଫ ଲଭ) ର ସଂଳାପ ଡ଼ଃ ରଜନୀ ରଞ୍ଜନ ଲେଖିଥିବା ବେଳେ, ପ୍ରଯୋଜନା କରିଛନ୍ତି କ୍ଷୀରୋଦ ପଟ୍ଟନାୟକ ଓ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ତ୍ରିପତି ସାହୁ । ସମସ୍ତ ଗୀତ ଡ଼ଃ ନିର୍ମଳ ନାୟକ ରଚନା କରିଛନ୍ତି ଓ ସ୍ୱର ରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଅମ୍ରିତା, ବିଷ୍ଣୁ, ଏବଂ ଜିତୁ କଣ୍ଠଦାନ କରିଛନ୍ତି । ଫିଲ୍ମ ର ନାଁ ରୁ ଜଣା ପଡୁଛି ନିଶ୍ଚିତ ଭାବରେ କେହି ଜଣେ କାହାକୁ ଦେଉଛି ଧୋକା ହେଲେ, କିଏ କାହାକୁ ଦେଉଛି ଧୋକା ? ନାୟକ ନାୟିକା କୁ ନା ନାୟିକା ନାୟକକୁ ? ଧୋକା ଦେବା ପଛରେ କାରଣ ଅବା କଣ ହୋଇପାରେ ? ଏମିତି କିଛି ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିବ କେବଳ ଜୀ ସାର୍ଥକ ରେ  ମେ ୭ ତାରିଖ ସନ୍ଧ୍ୟା ସାଢେ ୬ଟା ରେ । ନାୟକ ନିଜର ସାଥିକୁ ସମସ୍ତ ଅସୁବିଧାରୁ ବଞ୍ଚେଇବାକୁ ଯାଇ ନିଜେ ପହଁଚୁଛି ଜେଲ ରେ ପୁଣି ଜେଲ ରୁ ବାହାରି ଓଡ଼ିଶାର ଗୋଟେ ବହୁତ ବଡ଼ ପ୍ରତିଷ୍ଠାନର ମାଲିକଙ୍କ ଝିଅ କୁ ଭଲ ପାଉଛି । କାହାଣୀ ରେ ଆସିଛି ଅପ୍ରତ୍ୟାଶିତ ମୋଡ଼ । ନିଜର ପିଲାଦିନ ସାଥି କୁ ଛାଡି ବଡ଼ ଘର ଝିଅକୁ ଭଲ ପାଉଥିବା ନାୟକର ଏପରି ପରିବର୍ତ୍ତନ ଆଶ୍ଚର୍ଯ୍ୟ କରିଛି । କାହାଣୀ ରେ ଅଛି ଅନେକ ନୂତନତ୍ତ୍ୱ । ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବ ବୋଲି ନିର୍ଦ୍ଦେଶକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଜୀ-ସାର୍ଥକ ଦ୍ୱାରା ପ୍ରସ୍ତୁତ ହୋଇଥିବା ସମସ୍ତ ସିନେମାକୁ ଦର୍ଶକ ଘରେ ବସି ଦେଖିକି ଯେତିକି ଭଲ ପାଇବା ଦେଇଛନ୍ତି ଚଳଚ୍ଚିତ୍ର ଧୋକା କୁ ମଧ୍ୟ ଠିକ୍ ସେହିପରି ଭଲ ପାଇବା ଦେବେ ବୋଲି ଜୀ ସାର୍ଥକ ଫିଲ୍ମସ ର କାର୍ଯ୍ୟନିର୍ବାହୀ ପ୍ରଯୋଜକ ତନ୍ମୟ ମିଶ୍ର ଗଣମାଧ୍ୟମ ଆଗରେ ମତ ଦେଇଥିଲେ ।

5 thoughts on “ଚଳଚ୍ଚିତ୍ର “ଧୋକା” (ଦ ଗେମ୍‌ ଅଫ୍‌ ଲଭ୍‌)’ର ଅଡିଓ ଲୋକାର୍ପିତ

  1. Wer an Online Automaten Echtgeld einsetzen will, muss
    Geld auf sein Spielerkonto einzahlen. Mit seinem mexikanischen Markt-Thema und
    der Möglichkeit, große Gewinne zu erzielen, bietet dieser Slot eine explosive Mischung
    aus Spaß und Spannung. Sweet Bonanza ist ein farbenfroher und unterhaltsamer Slot, der
    ein süßes und fruchtiges Thema bietet. Dieses Spiel ist inspiriert von der klassischen TV-Show und bietet eine frische und aufregende Alternative zu traditionellen Slot-Spielen.
    Zudem gibt es bis zu 150 Freispiele für unterschiedliche Slots und Spielautomaten. Die
    Spiele im Live Casino können nicht ohne den Einsatz von Echtgeld gespielt
    werden. Spielen Sie Ihre Lieblingsspiele von überall mit der Vulkan Vegas Mobile App.
    Von klassischen Fruchtmaschinen bis hin zu modernen Videoslots – bei Vulkan Vegas finden Sie Ihr perfektes Spiel.

    Mit seinem BWL-Hintergrund und dem Interesse
    für digitales Schreiben bringt er Themen verständlich und klar für alle, die
    sich in der iGaming-Welt besser zurechtfinden wollen, auf den Punkt.

    Bestehende Spieler können außerdem das Loyalitätsprogramm nutzen, in dem sie
    Cashback und spezielle wöchentliche Boni erhalten. Um
    seine Spieler dafür zu belohnen, dass sie Vulkan Vegas als das Casino ihrer Wahl verwenden, bietet die
    Seite mehrere tolle Boni an. Damit jeder Spieler
    eine geeignete Option bei Vulkan Vegas findet, bietet das Casino
    eine riesige Auswahl von Zahlungsmethoden an.
    Neben NetEnt, Quickspin, Play’n GO und Microgaming finden Spieler hier
    auch Titel von Thunderkick, Yggdrasil und einer großen Auswahl von anderen Entwicklern. Die
    gültige Glücksspiel-Lizenz wurde von der Regierung Curaçaos ausgestellt
    und ist europaweit gültig. Virtual Roulette von EGT gehört neben einigen weiteren Kesselspiel Versionen zu den Roulette Spielen im Vulkan Vegas Casino.

  2. Access any computer worldwide with TeamViewer—secure, fast,
    and completely free for personal use. “We compared four to five remote control software providers by conducting extensive experiments, strict screening, and evaluation tests. “TeamViewer enables us to execute a premium customer service all at the click of a button.” When problems arise in your company’s software or hardware, the on-site worker can connect to one or more experts who can visually guide them to solve the problem using only a smartphone.
    All data is stored securely on TSEG’s systems located in Australia. Production managers can oversee multiple production lines simultaneously from a central location, conducting real-time analysis without physical floor walks. TeamViewer provides comprehensive remote monitoring and control capabilities for your industrial ecosystem. Whether you’re traveling to meet clients, working from home, or stepping away from the office for personal matters, you maintain complete visibility and control over your business operations. To receive support, download the TeamViewer client and share the ID assigned to you with the supporter. Enhance your workflow by integrating TeamViewer with key business tools, including CRM, IT service management, and productivity platforms.
    We recommend using the latest version whenever possible to ensure you have the most secure and up-to-date experience. For more details, visit our Knowledge Base to learn about TeamViewer security. The free version is available for personal use only. Try our Business license for free with AI-powered solutions. TSEG does not sell or share your personal information for commercial gain. Your personal information may be used or disclosed for the purposes outlined above.

    References:
    https://blackcoin.co/melbourne-hotels-near-crown-casino/

  3. Level Up Casino hosts over 7,000 premium games from 50+ leading software providers, featuring everything from cutting-edge
    pokies to immersive live dealer experiences. Our responsible gaming tools include self-exclusion options,
    deposit limits, loss limits, wagering limits, and cool-off periods.
    These enhanced limits support serious players requiring larger transaction capabilities.
    VIP Enhanced Limits Higher-tier players may qualify for increased withdrawal limits through
    our VIP programme.
    Thanks to the cooperation with leading providers such as Pragmatic Play, Habanero, and
    Betsoft, the platform guarantees a high-quality gaming experience.
    Slots, table games, and crash games can all
    be found here, making the gaming library extremely attractive.
    The casino’s Loyalty Program is another highlight, rewarding players for
    their continued engagement. LevelUp Casino in Australia is renowned for
    its generous and diverse bonus offerings, catering to both new and existing players.
    Sportsbook Level Up offers high coefficients and exciting betting options, so you will be
    interested in this section of the site no less than in an online casino.
    When it comes to withdrawing cash from this entertainment platform, the minimum amounts that players can withdraw must be at least A$20.

    Ongoing Rewards Programme We offer weekly cashback
    bonuses up to 10% for regular players. Level Up Casino provides generous
    bonus packages for new players and ongoing rewards through their loyalty programme.
    Our mobile platform supports both downloadable applications and instant play
    through responsive web browsers.

    References:
    https://blackcoin.co/the-match-game-rules-wins-and-popular-strategies/

Leave a Reply

Your email address will not be published. Required fields are marked *