ବୟନିକାର ବାର୍ଷିକ କାରବାର ୧୬୨.୧୪ କୋଟି ଟଙ୍କା

ଭୁବନେଶ୍ୱର: ବୁଧବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ବିଭାଗୀୟ ସଫଳତା ସମ୍ବନ୍ଧରେ ଜଣାଇଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ କୃଷି ପରେ ବୟନ, ହସ୍ତତନ୍ତର ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ବିଭାଗର ପ୍ରୋତ୍ସାହନ ଯୋଗୁଁ ବୁଣାକାରଙ୍କ ବାର୍ଷିକ ମୁଣ୍ଡପିଛା ଆୟ ୫୮ ହଜାର ୮୫ ଟଙ୍କା ହୋଇପାରିଛି । ସାମାଜିକ ସୁରକ୍ଷା ଯୋଜନାରେ ୧୪୪୭ ଜଣ ବୁଣାକାର ସାମିଲ ହୋଇଛନ୍ତି । ହସ୍ତତନ୍ତ ଉତ୍ପାଦନ ୪୧୦.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୩ରେ ବିଭାଗ ଦ୍ୱାରା ରୂପାନ୍ତରିତ ଦେୟ ବାବଦକୁ ବୁଣାକାରମାନଙ୍କୁ ୧୪୬.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ବୟନିକାର ବାର୍ଷିକ କାରବାର ୧୬୨.୧୪ କୋଟି ଟଙ୍କା ହୋଇଥିବାବେଳେ ସମ୍ବଲପୁରୀ ବସ୍ତ୍ରାଳୟ ୭୧.୨୪ କୋଟି ଟଙ୍କା, ଉତ୍କଳିକା ୧୭.୭୯ କୋଟି ଟଙ୍କା ଓ ଅମ୍ଳାନ ୪.୪୬ କୋଟି ଟଙ୍କା ବାର୍ଷିକ କାରବାର କରିଛି । ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫.୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୯ଟି ହସ୍ତତନ୍ତ ଓ ୩ଟି ହସ୍ତଶିଳ୍ପ ଉତ୍ପାଦ ଜିଆଇ ଟ୍ୟାଗ୍‌ ପାଇଛନ୍ତି । ଆଉ ୫ଟି ହସ୍ତଶିଳ୍ପକୁ ଜିଆଇ ଟ୍ୟାଗ୍‌ ମିଳିବା ନିମନ୍ତେ ବିଭାଗ ପକ୍ଷରୁ ଆବେଦନ କରାଯାଇଛି । ୧୮ ହଜାର ୬୧୧ ରେଶମ ଚାଷୀ ସମବାୟ ସମିତିର ସଦସ୍ୟ ଭାବେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଟସର ସିଲକ୍‌ ଉତ୍ପାଦନ ୧୨୯.୦୯ ମେଟି୍ରକ୍‌ ଟନ୍‌କୁ ବୃଦ୍ଧି ପାଇଛି । ବିଭାଗର ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ବିଶଦ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ୬୦,୭୭୩ ମହିଳା ବୁଣାକାର ୨୦୫୫ଟି ତନ୍ତକୁ ସ୍ୱତନ୍ତ୍ର ରୂପେ ଉପଯୋଗ କରି ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିଛନ୍ତି । ୬୫୮ଟି ହସ୍ତତନ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଅଧିନରେ ୭୭୩୭ ମହିଳା ବୟନ କାର୍ଯ୍ୟରେ ଅଂଶଗ୍ରହଣ କରିପାରିଛନ୍ତି । ସେହିଭଳି ହସ୍ତଶିଳ୍ପ କ୍ଷେତ୍ରରେ ୮୯,୫୫୬ ମହିଳା ହସ୍ତଶିଳ୍ପୀ ରାଜ୍ୟରେ କାର୍ଯ୍ୟରତ । ୯୩୯ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହସ୍ତଶିଳ୍ପ ପ୍ରସ୍ତୁତ କରି ଆର୍ଥିକ ଦୃଷ୍ଟିରୁ କ୍ଷମତାପନ୍ନ ହୋଇଛନ୍ତି । ୨୦୨୧ ମସିହାରୁ ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା କାର୍ଯ୍ୟକାରୀ କରାଯାଉଛି । ବୁଣାକାରମାନଙ୍କୁ ପଙ୍ଖା, ବଲବ୍‌ ଓ ଇନ୍‌ଭର୍ଟର ଯୋଗାଇ ଦିଆଯାଉଛି । ୯୦୪୧ ଜଣ ବୁଣାକାର ଏହି ଯୋଜନାରେ ଲାଭ ପାଇପାରିଛନ୍ତି । ଏହି ଯୋଜନାରେ ୧୧୪୯ ଜଣ ମହିଳା ହିତାଧିକାରୀ ଅଛନ୍ତି । ଜୀବିକା ଏବଂ ଆୟବୃଦ୍ଧି ପାଇଁ ବୁଣାକାରଙ୍କୁ ସହାୟତା ଯୋଜନାରେ ବୁଣାକାରମାନଙ୍କୁ ସୁଧମୁକ୍ତ କାର୍ଯ୍ୟକାରୀ ପୁଂଜି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଆକାରରେ ଯୋଗାଇ ଦିଆଯାଉଛି । ୨୦୨୨-୨୩ ବର୍ଷରେ ୨୩୮ ଜଣ ବୁଣାକାରଙ୍କୁ ଋଣ ପ୍ରଦାନ କରାଯାଇଛି । ୨୦୧୭-୧୮ରୁ ରାଜ୍ୟର ବରିଷ୍ଠ ବୁଣାକାରମାନଙ୍କ ପାଇଁ ବରିଷ୍ଠ ବୁଣାକାର ସହାୟତା ଯୋଜନା କାର୍ଯ୍ୟକାରୀ କରାଯାଇଛି । ୧୪୪୭ ଜଣ ବୁଣାକାର ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ତନ୍ମଧ୍ୟରୁ ୩୮୪ ଜଣ ମହିଳା ବୁଣାକାର ଅଟନ୍ତି । ୬୦ରୁ ଉର୍ଦ୍ଧ୍ଵ ବୁଣାକାରଙ୍କୁ ମାସିକ ପେନ୍‌ସନ୍‌ ପ୍ରଦାନ କରାଯାଇଛି । ୨୦୧୩-୧୪ରୁ ବୁଣାକାରମାନଙ୍କ ମାଟିତନ୍ତ ଗର୍ତ୍ତକୁ ଢଳେଇ କରିବା ପାଇଁ ଯୋଜନା ଲାଗୁ କରାଯାଇଛି । ବର୍ଷାଋତୁରେ ବୁଣାକାରମାନଙ୍କୁ ସୁବିଧାରେ ବୁଣାକାର୍ଯ୍ୟ କରିବା ପାଇଁ ଏହା ସାହାଯ୍ୟ କରିଥାଏ । ୩୦ ହଜାର ୭୧ଟି ତନ୍ତଗର୍ତ୍ତ ମଧ୍ୟରୁ ୨୫ ହଜାର ୭୨୪ଟି ଅନ୍ତଗର୍ତ୍ତର ଢଳେଇ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ବାକି କାର୍ଯ୍ୟ ୨୦୨୩-୨୪ରେ ଶେଷ ହେବ । ହସ୍ତଶିଳ୍ପର ଦକ୍ଷତା ବୃଦ୍ଧି ପାଇଁ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯାଉଛି । ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ଓ ନିୟମିତ ସ୍ୱରୋଜଗାର ସୃଷ୍ଟି କରିବା ଏବଂ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଏହି ଶିଳ୍ପ ପ୍ରତି ଆକର୍ଷିତ କରିବା ଏହି ତାଲିମ ପ୍ରଦାନର ଉଦ୍ଦେଶ୍ୟ । ୨୦୦୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୭,୭୨୭ କାରିଗରଙ୍କୁ ଦକ୍ଷତା ତାଲିମ ଦିଆଯାଇଛି । ଶିଳ୍ପୀ ଉନ୍ନତି ଯୋଜନାରେ ହସ୍ତଶିଳ୍ପ ୟୁନିଟ୍‌ ସ୍ଥାପନ ପାଇଁ ବ୍ୟାଙ୍କ ଋଣ ନେବା ପାଇଁ ୨୦% ମାର୍ଜିନ୍‌ ରାଶି ସହାୟତା ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଛି । ୨୦୦୦ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ୧୩,୬୧୮ ହସ୍ତଶିଳ୍ପ କାରିଗର ଏହି ଯୋଜନାରୁ ଲାଭ ଉଠାଇଛନ୍ତି । ହସ୍ତଶିଳ୍ପ କାରିଗରଙ୍କୁ ନିଜସ୍ୱ କର୍ମଶାଳା ତଥା ବାସଗୃହ ନିର୍ମାଣ ପାଇଁ ଅଣଆଇଓପି ଜିଲ୍ଲାରେ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ଆଇଓପି ଜିଲ୍ଲାରେ ୧ ଲକ୍ଷ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୦୪୫ ଜଣ ହସ୍ତଶିଳ୍ପୀ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇପାରିଛି । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଯୋଗଦେବା ନିମନ୍ତେ ହସ୍ତଶିଳ୍ପ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ, ହସ୍ତଶିଳ୍ପ କାରିଗରଙ୍କୁ ବଜାର ସହାୟତା ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ ଉତ୍କଳିକାର ବିଭିନ୍ନ ଶାଖାମାନଙ୍କ ମାଧ୍ୟମରେ ହସ୍ତଶିଳ୍ପ ଉତ୍ପାଦ ବିକି୍ର କରିବା ପାଇଁ ବଜାର ସହାୟତା ଯୋଗାଇ ଦିଆଯାଉଛି । ୩୦ ହଜାର ୨୧୩ ହସ୍ତଶିଳ୍ପ କାରିଗର ଏହି ବଜାର ସହାୟତା ପାଇଛନ୍ତି । ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପନୀତି ୨୦୨୨ ପ୍ରଣୟନ କରାଯାଇଛି । ଏଥିରେ ନିବେଶକାରୀମାନେ ମୂଳ ପୁଂଜିର ୪୦% ରାଶି ରିହାତି ରୂପେ ପାଇପାରୁଛନ୍ତି । ପ୍ରତି ମହିଳା କର୍ମଚାରୀଙ୍କ ପାଇଁ ୬ ହଜାର ଟଙ୍କା ଓ ପୁରୁଷ କର୍ମଚାରୀଙ୍କ ପାଇଁ ୫ ହଜାର ଟଙ୍କା ରିହାତି ଦିଅଯାଇ ସେମାନଙ୍କ ଖର୍ଚ୍ଚ ଭରଣା କରାଯାଉଛି । ପୋଷାକ ଶିଳ୍ପରେ ୩ଟି ବୃହତ୍‌ କମ୍ପାନୀ ରାଜ୍ୟରେ କାର୍ଯ୍ୟ କରୁଛି । ୮୧୬୪ ଜଣ ଏଥିରେ ନିଯୁକ୍ତି ପାଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୮ ମସିହାରେ ରାଜ୍ୟର ଗୌରବମୟ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ସଂରକ୍ଷିତ ରଖିବା ଓ ରୁଦ୍ଧିମନ୍ତ କରିବା ଉଦ୍ଦେଶ୍ୟରେ ‘କଳାଭୂମି’ ସଂଗ୍ରହାଳୟ ଉଦ୍‌ଘାଟନ କରିଥିଲେ । ବର୍ତ୍ତମାନ ଏହାର ୯ଟି ଗ୍ୟାଲେରୀ, ଟେରାକୋଟା, ପାରମ୍ପରିକ ଚିତ୍ର, ପଥର ଓ କାଠ ଖୋଦେଇ, ଧାତୁ ଶିଳ୍ପ, ପ୍ରାକୃତିକ ପଦାର୍ଥ, ହସ୍ତଶିଳ୍ପ, ପ୍ରାକ୍‌ ବୟନ ଟେକ୍‌ନୋଲୋଜି, ଜନଜାତି ହସ୍ତଶିଳ୍ପ, ହସ୍ତତନ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ରହିଛି । ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପ୍ରମୁଖ ଆକର୍ଷଣ ପାଲଟିଛି । ୧୫୦୦ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୪୮,୮୬୨ ଜଣ ପର୍ଯ୍ୟଟକ କଳାଭୂମି ସଂଗ୍ରହାଳୟକ ପରିଦର୍ଶନ କରିଛନ୍ତି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ସାଧିତ ହୋଇପାରିଛି । ରାଜ୍ୟର ଟସର ସିଲ୍‌କ ପାର୍କ ମଡେଲକୁ ଜାତୀୟ ସ୍ୱୀକୃତି ମିଳିଛି । ବୟନିକାକୁ ଆଚିଭର୍ସ ଅଫ୍‌ ଓଡ଼ିଶା, ଓଡ଼ିଶା ବିଜିନେସ୍‌ ଆୱାର୍ଡ-୨୦୧୭, ଷ୍ଟେଟ୍‌ ବିଜିନେସ୍‌ ଆୱାର୍ଡ-୨୦୨୩ରେ ସମ୍ମାନିତ କରାଯାଇଛି । ସିଡାକ୍‌କୁ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପୁରସ୍କାର ସହିତ ୨୦୧୧, ୨୦୧୯ ଓ ୨୦୨୨ ମସିହାରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ‘ଇଣ୍ଡିଆ ଷ୍ଟୋନ୍‌ମାର୍ଟ’ରେ ‘ବେଷ୍ଟ ଇନୋଭେଟିଭ୍‌ ଡିସ୍‌ପ୍ଲେ ଆୱାର୍ଡ ମିଳିଛି । ସାମ୍ବାଦିକ ସମ୍ମିଳନୀରେ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାୱାର ପଏଣ୍ଟ ମାଧ୍ୟମରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା କାରିଗରମାନଙ୍କ ସାମାଜିକ, ଆର୍ଥିକ ଉନ୍ନତିର ଏକ ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଥିଲେ ।

5 thoughts on “ବୟନିକାର ବାର୍ଷିକ କାରବାର ୧୬୨.୧୪ କୋଟି ଟଙ୍କା”

  1. Nehmen Sie von hier aus die Seilbahn in Richtung Igreja
    do Monte mit den herrlichen Gärten und einem atemberaubenden Ausblick.
    Falls Sie die Insel lieber im Juni besuchen,
    können Sie ebenfalls im Rahmen des „Festival do Atlântico” atemberaubende Feuerwerke erleben. Im April und Mai findet auf der Insel das medienträchtige Blumenfest „Festa da Flor” mit seinen üppigen Blumenteppichen sowie zahlreichen Ausstellungen und Darbietungen statt.
    Familie, Singles mit Kind, Singles, Wellnessreisende
    Für ein exklusiveres Erlebnis begeben Sie sich zum Infinity-Pool des Pestana Casino Park, wo Sie mit
    Blick auf die Gärten und den Atlantik schwimmen können. Sie alle befinden sich auf der
    gegenüberliegenden Straßenseite des Pestana Casino Park
    Hotels. Das Buffet-Restaurant Panoramic mit seinem erstklassigen Blick auf das Meer, das Dockside mit seiner unglaublichen Terrasse mit Meerblick und
    das ON mit seiner Terrasse mit Blick auf den Pool. Wenn
    Sie ein Abendessen in Begleitung von Live-Musik oder Tanzshows bevorzugen,
    empfehlen wir Ihnen das Restaurant Bahia im Casino da Madeira.

    Die Studios sind geräumig und verfügen über eine moderne, minimalistische Einrichtung.
    Rezeption am Wochenende

    References:
    https://online-spielhallen.de/bruno-casino-promo-code-geheimnisse-wie-sie-die-besten-bonusangebote-finden/

  2. I’ve spent years playing at Australian online casinos and reviewing them, so I can usually immediately tell if
    a casino is good or not. Many forms of online gambling,
    including online casinos, are federally outlawed by the Interactive Gambling Act (IGA) of 2001.
    Begin by visiting one of the online casinos we recommend at the top of the page!
    Depositing is a painless process at most online casinos in New
    Jersey.
    According to the Interactive Gambling Act (IGA for short) that
    was passed in 2001, online casinos that accept Australian players should technically
    not exist. Older online casinos used to be all about desktop gameplay.
    On this page, you will find the best online casinos exclusively for Australian players.
    There are hundreds of online casinos, but only a
    select handful of gambling sites are truly
    designed with you, the punter, in mind. We’ve come up with some insider tips to help you play smarter,
    win bigger, and improve your overall gaming experience at safe online casinos in Australia.

    It would also be beneficial to see more features for safe (responsible) gambling the next time I return, considering the current options are limited to self-exclusion. But what
    really impressed me was the pokie lobby. DragonSlots stood out
    as a top-notch mobile platform, particularly for
    pokies. The casino also features an app I installed during my mobile review.
    I took part in the BGaming Drops Frenzy Fest and played
    for about a week (it runs for 25 days) before I found myself at the lower levels of
    the leaderboard, but I still managed to win a few small
    cash prizes.

    References:
    https://blackcoin.co/bet365-casino-review-november-2025/

  3. When selecting an online casino, it’s essential to consider the types of promotions available.

    This helps us make sure every platform we show is one
    of the top online casino Australia sites.

    Wondering where your next favourite place to gamble online for real money might be?
    Trustworthy casinos are regularly audited by
    independent third parties to confirm the fairness
    of their games.
    Again, it is ultimately up to you to choose which game suppliers
    you like the most. Instead of sitting on your Bitcoin, Ethereum, Dogecoin, Ripple, and Shiba Inu tokens,
    you could also take them to a crypto casino in Australia.
    It is always wise to spend your money conservatively by looking out for the best
    deals. Let us assume that you have been in the game for long enough to know
    which flavours of ice cream you love the most.

    There really is a lot to uncover here, and we look forward to standing side
    by side with you as you go through it! Online.casino features plenty of articles explaining the ins and outs of different
    slot strategies.

Leave a Reply

Your email address will not be published. Required fields are marked *