ଶପଥ ନେଲେ ଦୁଇ ବିଚାରପତି

ବିଚାରପତି ଗୌରୀଶଙ୍କର ଶତପଥୀ

କଟକ: ନୂତନ ଭାବେ ନିଯୁକ୍ତି ପାଇଥିବା ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଗୌରୀଶଙ୍କର ଶତପଥୀ ଓ ବିଚାରପତି ଚିତରଞ୍ଜନ ଦାଶ ଶନିବାର ଦିନ ଶପଥ ଗ୍ରହଣ କରିଛନ୍ତି । ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡ. ଏସ୍.ମୁରଳୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ । ହାଇକୋର୍ଟର ସଭାଗୃହରେ ଅନୁଷ୍ଠିତ ଏହି ଶପଥ ପାଠ ଉତ୍ସବରେ ହାଇକୋର୍ଟର ମାନ୍ୟବର ଅନେକ ବିଚାରପତି ସହିତ ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ବିଚାରପତି ଚିତରଞ୍ଜନ ଦାଶ

Leave a Reply

Your email address will not be published. Required fields are marked *